Posts

Showing posts from April, 2025

ଖବର ଆଜିର ତାରିଖ:୩୦/୦୪/୨୫, ବୁଧବାର

୧-ଭୁବନେଶ୍ୱର:ଆଜି ସରିବ +୨ ଖାତା ଦେଖା,୧୫ ସୁଦ୍ଧା ପ୍ରକାଶ ପାଇବ ଫଳାଫଳ। ୨-ଭୁବନେଶ୍ୱର:ଆଜି ୫୦ ଲକ୍ଷ ଚାଷୀଙ୍କୁ ମିଳିବ CM କିଷାନ୍ ସହାୟତା କିସ୍ତି। ୩-ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ହାଇଆଲର୍ଟ, ରାଜ୍ୟରେ ଉପକୂଳ ସୁରକ୍ଷା କଡ଼ାକଡ଼ି।ନଦୀ ମୁହାଣ ଏବଂ ସାମୁଦ୍ରିକ ପଥରେ ନାଭାଲ କର୍ମଚାରୀ ଓ ପୋଲିସ ପାଟ୍ରୋଲିଂ ଜାରି। ୪-୫ ବର୍ଷରେ ୨୦୨ ନିଯୁକ୍ତି ମେଳା,୯୨,୭୨୯ ଜଣଙ୍କୁ ଚାକିରି,ଏବେ ଅପେକ୍ଷାରେ ଅଛନ୍ତି ୧୧ ଲକ୍ଷ ଶିକ୍ଷିତ ଯୁବକ ଯୁବତୀ। ୫-ଭୁବନେଶ୍ୱର:ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା: ରାସନ୍‌ କାର୍ଡରୁ ବାଦ ପଡିବେ ବିଦେଶୀ। ୬-ରାଜନଗର:କୁମ୍ଭୀର ପ୍ରଜନନ ଋତୁ ଆରମ୍ଭ,ମେ ପହିଲାରୁ ଭିତରକନିକା ବନ୍ଦ। ୭-ଭୁବନେଶ୍ୱର:ଶିଶୁ ବାଟିକା, ପ୍ରଥମ ଓ ୨ୟ ଶ୍ରେଣୀ ପିଲାଙ୍କୁ ଦିଆଯିବ ‘ଯାଦୁପେଡି’।ଖେଳ, ମନୋରଞ୍ଜନ ମାଧ୍ୟମରେ ପିଲାମାନଙ୍କୁ ଦିଆଯିବ ଶିକ୍ଷା।  ୮-ଆୟୁଷ୍ମାନ ଯୋଜନାରେ ହିତାଧିକାରୀଙ୍କୁ ଅବହେଳା କଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ: ସ୍ୱାସ୍ଥ୍ୟମନ୍ତ୍ରୀ ୯-ଗଣଶିକ୍ଷା ମନ୍ତ୍ରୀଙ୍କ ତାଗିଦ୍‌ ,ନିୟମ ଭାଙ୍ଗି ସ୍କୁଲ ଖୋଲା ହେଉଥିଲେ, ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ୧୦-ମାଲକାନଗିରି:ଭୁଶୁଡ଼ୁଛି ଲାଲଗଡ଼, ଆତ୍ମସମର୍ପଣ କଲେ ୨୪ ହାର୍ଡକୋର ମାଓବାଦୀ। ୧୧-ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଉତ୍ତରାଖଣ୍ଡର ଚାର ଧାମ ଯାତ୍ରା ଆରମ୍ଭ ହେବ। ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି। ୧୨-ଉମରକୋଟ:ନିଆରା ଗୁରୁ ଶିଷ୍ୟ ପର...

ଖବର ଆଜିର ତାରିଖ:୨୯/୦୪/୨୫, ମଙ୍ଗଳବାର

୧-ନୂଆଦିଲ୍ଲୀ:ଅଦ୍ବୈତ, ଦୂର୍ଗାଚରଣ, ଅଶୋକ ପଦ୍ମଶ୍ରୀ ପୁରସ୍କାରରେ ହେଲେ ସମ୍ମାନିତ। ୨-ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବୈଜୟନ୍ତଙ୍କ ଆଲୋଚନା, କେନ୍ଦ୍ରାପଡାରେ ହେବ ବହୁମୁଖି ଦାତବ୍ୟ ଚିକିତ୍ସାଳୟ। ୩-ଭୁବନେଶ୍ୱର: କାଳବୈଶାଖୀ ତାଣ୍ଡବ,ଥରିଲା ରାଜଧାନୀ,୬୦ କିମି ବେଗରେ ବହିଲା ପବନ। ୪-୮୯ ବର୍ଷ ପୂରଣ କଲା ଓଡ଼ିଆ ସିନେମା, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ।୧୯୩୬ ମସିହା ଏପ୍ରିଲ ୨୮ ତାରିଖରେ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ‘ସୀତା ବିବାହ’ ପରଦାକୁ ଆସିଥିଲା ।  ୫-ଖଣ୍ଡଗିରିରୁ ୧ କୋଟି ଟଙ୍କାର ଟ୍ରକ ଭର୍ତ୍ତି ଗଞ୍ଜେଇ ଜବତ,ଗଞ୍ଜେଇ ଫୁଲବାଣୀରୁ ହିମାଚଳ ପ୍ରଦେଶ ଚାଲାଣ ହେଉଥିବା ସୂଚନା। ୬-ମେ ୨ ଯାଏଁ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ସର୍ତକ କଲା ପାଣିପାଗ ବିଭାଗ; ୧୩ ଜିଲ୍ଲାକୁ ୟେଲୋ ଓ ଅରେଞ୍ଜ ୱାର୍ଣ୍ଣିଂ ଜାରି। ୭-ଜମା ଟଙ୍କା ଫେରି ପାଇଲେ ସହରାଞ୍ଚଳ ସମବାୟ ବ୍ୟାଙ୍କ୍‌ ଜମାକାରୀ,୧୧୭ ଜମାକାରୀଙ୍କୁ ୨ କୋଟି ୮୦ ଲକ୍ଷ ଫେରାଇଲେ ମୁଖ୍ୟମନ୍ତ୍ରୀ। ୮-ଛତିଶଗଡ଼ରେ ମାଓ ଅପରେସନ୍ ବେଳେ ଯବାନଙ୍କୁ ବଡ଼ ସଫଳତା; ପୁଲିସ ଓ ଅର୍ଦ୍ଧସାମରିକ ବାହିନୀର ଚଢ଼ାଉ ପରେ ବିପୁଳ ମାଓ ସାମଗ୍ରୀ ଜବତ। ୯-ପାରାଦୀପ ପାଇପ ଷ୍ଟକୟାର୍ଡରେ ନିଆଁ, କୋଟି କୋଟି ଟଙ୍କାର ସ୍କ୍ରାପ ପାଇପ୍ ପୋଡ଼ି ନଷ୍ଟ। ୧୦-ନୂଆଦିଲ୍ଲୀ:୧୦ ଗ୍ରାମ ୨୪ କ୍ଯାରେଟ୍ ସୁନା ଦର ୬୮୦ ଟଙ୍କା କମିଲା। ୧୧-ଅରିଜିତ ସିଂହଙ୍କୁ ପଦ୍ମଶ୍ରୀ ଓ ଅଜିତ କୁମାରଙ୍କୁ ପଦ୍ମ ଭୂଷଣ: ପଦ୍ମ...

ଖବର ଆଜିର ତାରିଖ:୨୮/୦୪/୨୫, ସୋମବାର

  ୧-ଭୁବନେଶ୍ୱର:ମେ' ୨ରୁ OJEE, ୧୨ଯାଏଁ ୩ଟି ସିଫ୍ଟ୍ ରେ ହେବ ପରୀକ୍ଷା। ୨-ଗୋପବନ୍ଧୁଙ୍କ ସତ୍ୟବାଦୀର ବାର୍ଷିକ ସମାରୋହ, କଥାଶିଳ୍ପୀ ତରୁଣକାନ୍ତି ମିଶ୍ରଙ୍କୁ ‘ସତ୍ୟବାଦୀ ସାରସ୍ୱତ ସମ୍ମାନ’ ପ୍ରଦାନ। ୩-ଭୁବନେଶ୍ବର : ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିଶନ (OSSC) ଏବଂ OPSC ପରିଚାଳିତ ପରୀକ୍ଷାରେ ତ୍ରୁଟି।ଆଉ ଏକ ପରୀକ୍ଷାର ବିକଳ୍ପ ଉପରେ ବିଚାର କରୁଥିବା ଜଣାଇଛନ୍ତି କର୍ତ୍ତୃପକ୍ଷ। ୪-ଚାନ୍ଦବାଲି: ଦୁଇଟଙ୍କା ପାଇଁ ଫୁଟିଲା ଗୁଳି ଥଣ୍ଡା ପାନୀୟ ଦାମ୍ ଅଧିକ କହିବାରୁ ଦୋକାନୀକୁ ହେଲା ଆକ୍ରମଣ। ୫-ଆଗକୁ ବ୍ରହ୍ମପୁରରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି। ୬-ଖୋର୍ଦ୍ଧା : ଜଟଣୀ ଇନ୍ଫୋଭେଲି ଥାନା ଗ୍ରାମଣ୍ଡିହ ଗ୍ରାମରେ ଅଘଟଣ,ଶ୍ୱଶୁର ଘରେ ଜ୍ୱାଇଁର ଉନ୍ମତ୍ତ କାଣ୍ଡ, ଶଳା ଆକ୍ରମଣରେ ଜ୍ୱାଇଁ ମୃତ। ୭-ଭୁବନେଶ୍ୱର: ଚାଷୀଙ୍କ ପାଇଁ କଂଗ୍ରେସର ଦାବି ମାସିକ ୩ହଜାର ଟଙ୍କା ଭର୍ତ୍ତା ,ମାଗଣା ବିଜୁଳି ବି। ୮-ଘଟଗାଁ:ନଈରେ ପଡ଼ି ୨ ଯୁବକ ମୃତ, ଫଟୋ ଉଠାଉଥିବା ବେଳେ ଖସିପଡ଼ି ନିଖୋଜ ଥିଲେ। ୯-ଭୁବନେଶ୍ୱର ୮ଟି ବିମାନର ଜରୁରୀ ଅବତରଣ, ଉଡ଼ାଣକୁ ନେଇ ଗେଟ୍‌ ସମ୍ମୁଖରେ ଯାତ୍ରୀଙ୍କ ଉତ୍ତେଜନା। ୧୦-ବାରିପଦା,ସରାଳି ନଦୀ ପୋଲ:ଠେଙ୍ଗାରେ ପିଟି ସୁନା ବ୍ୟାଗ ଲୁଟ, ୩୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଛଡ଼ାଇନେଲେ ଦୁବୃର୍ତ୍ତ। ୧୧-ମାଲକାନଗିରି:ଖରାଦିନେ ବଢୁଛି ତାଳସଜର ଆଦର, ଆଦିବାସୀଙ୍କୁ ଦେଉଛି ରୋଜଗାର । ଦାଦନ ରୋକିଛି, ପ...

ଖବର ଆଜିର ତାରିଖ:୨୭/୦୪/୨୫, ରବିବାର

୧-ମେ’ ୧୫ ରୁ ୨୦ ତାରିଖ ମଧ୍ୟରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ, ଏପ୍ରିଲ ୩୦ ତାରିଖରେ ଖାତାଦେଖା ଶେଷ ହେବ। ୨-ଓଡ଼ିଶାରେ ଅଛନ୍ତି ୧୨ ପାକିସ୍ତାନୀ, ଦେଶ ଛାଡ଼ିବାକୁ ଦିଆଗଲା ନୋଟିସ୍। ୩-ରାଜ୍ୟରେ ଅସମ୍ଭାଳ ତାତି ସହ ଗୁଳୁଗୁଳି ଜାରି, ଆଜିଠୁ କାଳବୈଶାଖୀ ବର୍ଷା ସମ୍ଭାବନା। ୪-ଏଏସଆଇ ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ଗୁରୁତ୍ଵପୂର୍ଣ୍ଣ ବୈଠକ, ରଥଯାତ୍ରା ଯାଏ ବନ୍ଦ ରହିବ ରତ୍ନଭଣ୍ଡାର ମରାମତି। ୫-କେନ୍ଦ୍ରୀୟ ଡେପୁଟେସନରେ ଯିବେ ଦୁଇ ଆଇପିଏସ ରବି କାନ୍ତ ଓ ମିତ୍ରଭାନୁ ମହାପାତ୍ର। ୬-ଭୁବନେଶ୍ୱର:କେବେ ସ୍ବାଭାବିକ ହେବ ଉତ୍କଳ ବିଶ୍ୱବିଦ୍ୟାଳୟ , ପୁଲିସ୍ ଛାଉଣୀରେ କ୍ୟାମ୍ପସ୍, ଧାରଣା ଜାରି। ୭-ସାଲେପୁରର ନାଳିଆମୁହଁ ଛକ ନିକଟରେ ଦୁଇ କାର ମୁହାଁ ମୁହିଁ ଧକ୍କା, ଜଣେ ମୃତ। ୮-ତେଜିଲା ଯାତ୍ରା କଳାକାର- ପରିଚାଳକ ବିବାଦ, ପୁଣି ବାପିଙ୍କୁ ଟାର୍ଗେଟ କଲେ ଜଗତ ଜୀବନ ପଣ୍ଡା। ୯-କିସ୍ ପକ୍ଷରୁ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ମୃତକମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ। ୧୦- ରାଜ୍ୟରେ ନିର୍ମାଣ ହେବ ଶିଳ୍ପ କରିଡର : ମୁଖ୍ୟମନ୍ତ୍ରୀ  ୧୧-ବୀରମିତ୍ରପୁର: ଗଛକୁ ପିଟିବା ପରେ ସ୍କର୍ପିଓ ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ। ୧୨-ରେକର୍ଡ କଲା ଗହୀରମଥା,୩ ଦିନ ମଧ୍ୟରେ ସମୁଦ୍ରକୁ ଫେରିଲେଣି ଏକ କୋଟି ୮୫ ଲକ୍ଷରୁ ଅଧିକ କଇଁଛ ଶାବକ। ୧୩-ଏ.ଆର. ରହମାନଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ଝଟକା, ଗୀତ ଚୋରି ପାଇଁ...

ଖବର ଆଜିର ତାରିଖ:୨୬/୦୪/୨୫, ଶନିବାର

୧-ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପୁରୀ ଶ୍ରୀମନ୍ଦିର ସୁରକ୍ଷା କଡ଼ାକଡ଼ି, ଚାରିଦ୍ୱାରେ ଫ୍ରିସ୍କିଂ ଜାରି,୧୨ ପ୍ଲାଟୁନ ଫୋର୍ସ ଆଲର୍ଟ। ୨-ଶପଥ ଗ୍ରହଣ କଲେ ନବନିଯୁକ୍ତ ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ ଓ ୩ଜଣ ସୂଚନା ଆୟୁକ୍ତ। ୩-RTE ନାମଲେଖା: ଲଟେରୀ ମାଧ୍ୟମରେ ୨୧,୮୪୩ ଛାତ୍ରଛାତ୍ରୀ ମନୋନୀତ, ଜୁନ୍ ୧୦ ଯାଏଁ ଘରୋଇ ବିଦ୍ୟାଳୟରେ କରିବେ ନିଶୁଳ୍କ ନାମଲେଖା। ୪-ଖୁବ ଶୀଘ୍ର ଆସିବ ରାଜସ୍ୱ ସେବା ଆପ, ଆପରୁ ଡାଉନଲୋଡ଼ କରିହେବ ବିଭିନ୍ନ ରାଜସ୍ୱ ପ୍ରମାଣପତ୍ର। ୫-ଭିଜିଲାନ୍ସ ଜାଲରେ ଠିକାଦାର ଲକ୍ଷ୍ମୀଧର ରାଉତରାୟ, ସରକାରୀ ଟଙ୍କା ହଡପ ମାମଲାରେ ଭିଜିଲାନ୍ସ ଦ୍ବାରା ଗିରଫ। ୬-ବଲାଙ୍ଗୀର:ପ୍ରାଣ ନେଲା କାଳବୈଶାଖୀ, ଚଳନ୍ତା ଅଟୋରେ ଗଛ ପଡ଼ି ୨ ମୃତ। ୭-ଭୁବନେଶ୍ୱର: ରାଜ୍ୟରେ ଗଠନ ହେଲା ୪୬ଟି ସିଭିଲ ଜଜ୍ କୋର୍ଟ (ଜୁନିଅର ଡିଭିଜନ)। ୮-ବର୍ଷାଙ୍କୁ ଅନୁଭବଙ୍କ ତରଫରୁ ମିଳିବନି ଭରଣପୋଷଣ, କଟକ ଜେଏମଏଫସି କୋର୍ଟ ଶୁଣାଇଲେ ରାୟ। ୯-ମେ’ ପହିଲାରୁ ୨୦ ଜିଲ୍ଲାରେ ଧାନକିଣା, ୧୪ ଲକ୍ଷ ମେଟ୍ରିକ ଟନ୍‌ ଧାନ ସଂଗ୍ରହ ଲକ୍ଷ୍ୟ।ଏଥିରେ୨୦୦ଟି ସ୍ୱୟଂ ସହାୟକ ଗୋଷ୍ଠୀ ଏହି ପ୍ରକ୍ରିୟାରେ ସାମିଲ ହେବେ। ୧୦-ନବ ଦାସ ହତ୍ୟା ମାମଲା, ଗୋପାଳର ବଡ଼ଭାଇ ସହ ପୁତୁରାକୁ ପଚରାଉଚରା କଲା କ୍ରାଇମବ୍ରାଞ୍ଚ। ୧୧-ମହିଳାଙ୍କୁ ଛୁରା ମାରି ସୁନା ଲୁଟ ଘଟଣା, ୨ ଜଣକୁ ଗିରଫ କଲା ଚୌଦ୍ଵାର ପୋଲିସ। ୧୨-କିଟ୍ ବିଶ୍ଵବିଦ୍ୟାଳୟରେ ଫେସନ୍ ଶୋ’ କୀର୍ତ୍ତି କଳ୍...

ଖବର ଆଜିର ତାରିଖ:୨୫/୦୪/୨୫, ଶୁକ୍ରବାର

୧-ପହଲଗାମରେ ଆତଙ୍କବାଦୀ ହତ୍ୟା ପରେ ସଜାଗ ଓଡ଼ିଶା ସରକାର, ଅନୁପ୍ରବେଶକାରୀଙ୍କ ଉପରେ ଅଛି ତୀକ୍ଷ୍ମ ନଜର। ୨-ପୁରୀରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିଲେ ରାଜ୍ୟ ସରକାର; ୬ଲକ୍ଷ ହିତାଧିକାରୀଙ୍କୁ ନୂଆ ରାସନକାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ। ୪-ଜାତୀୟ ଉଦ୍ୟାନର ମାନ୍ୟତା ପାଇଲା ଶିମିଳିପାଳ : ରାଜ୍ୟର ଦ୍ବିତୀୟ ଏବଂ ଦେଶର ୧୦୭ତମ ସ୍ଥାନରେ ରହିଛି। ୪-ଭୁବନେଶ୍ୱର:ଶିକ୍ଷକ ଅଭାବ ପୂରଣ ପାଇଁ ପ୍ରୟାସ, ଅନ୍ୟ ବିଦ୍ୟାଳୟରୁ ଆସିବେ ବଳକା ଶିକ୍ଷକ। ୫-ଭୁବନେଶ୍ୱର: ଖରାଛୁଟିରେ ଛାତ୍ରଛାତ୍ରୀମାନଙ୍କ ପାଇଁ ରହିଛି ହୋମ ଓ୍ବାର୍କ, ବିସ୍ତୃତ ମାର୍ଗଦର୍ଶିକା ଜାରି। ୬-ପହଲଗାମ୍ ଆତଙ୍କୀ ହମଲାକୁ ତୀବ୍ର ନିନ୍ଦା, ସାରା ରାଜ୍ୟରେ ମୃତକଙ୍କ ପାଇଁ ହେଲା କ୍ୟାଣ୍ଡେଲ ରାଲି। ୭-ଅଗ୍ନିବୀର ନିଯୁକ୍ତିରେ ଠକେଇ ଅଭିଯୋଗ, ୫ ନୌସେନା କର୍ମଚାରୀ ଗିରଫ। ୮-ବଣାଇରେ ସ୍ପଷ୍ଟ ଦିବାଲୋକରେ ବାଇକ୍‌ ଡିକି ଭାଙ୍ଗି ୩.୫ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ। ୯-ଭୁବନେଶ୍ବର : ପୁଲିସ କର୍ମଚାରୀଙ୍କ ଭତ୍ତା ଓ ପ୍ରୋତ୍ସାହନ ରାଶି ବୃଦ୍ଧି କଲେ ରାଜ୍ୟ ସରକାର । ୧୦-ମହାନଦୀରେ ବୁଡି ଯାଇଥିବା ନଦୀକୂଳ ସାହିର ୨ ଯୁବକ ମୃତ। ୧୧-ଯୁକ୍ତ ଦୁଇ ରେଜଲ୍ଟ ଅପେକ୍ଷାରେ ଛାତ୍ରଛାତ୍ରୀ; ପାସ କରାଇଦେବା ସହ ମାର୍କ ବଢାଇବାକୁ ପିଲାଙ୍କୁ ଆସୁଛି ଫେକ୍ କଲ୍‌। ୧୨-ବାସୁଦେବପୁର: କାଶିଆ ସାମୁଦ୍ରିକ ଥାନା ସାନକୃଷ୍ଣ ଡିହସହି ଗାଁରେ ଅଘଟଣ, ପୋଖରୀରେ ବୁଡି ଦୁଇ ଶିଶୁ କନ...

ଖବର ଆଜିର ତାରିଖ:୨୪/୦୪/୨୫, ଗୁରୁବାର

୧-ତାତି ଅସମ୍ଭାଳ,୧୧ ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ସତର୍କତା,୪୫.୪ ଡିଗ୍ରୀ ସହ ଝାରସୁଗୁଡା ଦେଶର ସବୁଠୁ ଉତ୍ତପ୍ତ ସହର। ୨-ପାକ୍ ଉପରେ କୂଟନୈତିକ ପ୍ରହାର: ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ,ଅଟାରୀ -ଓ୍ବାଘା ସୀମା ସିଲ୍ , ରଦ୍ଦ ହେଲା ସାର୍କ ଭିସା,୩ ସେନାବାହିନୀକୁ ସତର୍କ ରହିବାକୁ ନିର୍ଦ୍ଦେଶ। ୩-ସରିଛି ରାଜ୍ୟ କ୍ୟାବିନେଟ୍ ବୈଠକ, ୬ଟି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି ଓଡ଼ିଶା କ୍ୟାବିନେଟ୍। ୪-ଭୁବନେଶ୍ୱର:ଦୁଇମାସ ପରେ ବି ମିଳୁନି ଆଧାର,'ଆଧାର' ପାଇଁ ଅଟକିଛି ବିଦ୍ୟାଳୟରେ ନାମ ଲେଖା। ୫-ଭୁବନେଶ୍ୱର: ଗ୍ରାମୀଣ ଡାକ ସେବକ   ନିଯୁକ୍ତି ଠକେଇ ମାମଲାରେ ଓଡିଶାର ୧୨ଟି ସ୍ଥାନରେ ସିବିଆଇ ଚଢାଉ। ୬-ଭୁବନେଶ୍ୱର:ନଡ଼ାରୁ ପ୍ରସ୍ତୁତ ହେବ ୨ଜି ଇଥାନଲ,ଚିଲିକାରେ ଚାଲୁଥିବା ବୋଟ୍ ରେ ଇନ୍ଧନ ଭାବେ ବ୍ୟବହାର ହେବ। ୭-୫ବର୍ଷ ପାଇଁ ଜରୁରୀକାଳୀନ ଚିକିତ୍ସା ଆମ୍ବୁଲାନ୍ସ ସେବା ଯୋଜନାକୁ ଓଡ଼ିଶା କ୍ୟାବିନେଟର ମଞ୍ଜୁରୀ ୮-ଅଙ୍ଗନବାଡି ସୁପରଭାଇଜର ପାଇଁ ଯୋଗ୍ୟତା ରହିବ ଗ୍ରାଜୁଏସନ, କ୍ୟାବିନେଟ ବୈଠକର ନିଷ୍ପତି। ୯-RI, ICDS ସୁପରଭାଇଜର, ARI ଅମିନ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଘୋଷଣା; ସମସ୍ତେ ପ୍ରିଲିମ୍ ପାସ୍ ହୋଇଥିବା ନେଇ OSSSCର ସୂଚନା। ୧୦-ରାୟଗଡ଼ା ଜିଲ୍ଲା ପଦ୍ମପୁର ହାଟପଦା ସାହି:ଗୁଣି ଗାରେଡ଼ି ସନ୍ଦେହରେ ହତ୍ୟା ଘଟଣା, ୭ ନାବାଳକ ସହିତ ୨୮ ଜଣ ଗିରଫ। ୧୧-ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବାପି ପଣ୍ଡା,...

ଖବର ଆଜିର ତାରିଖ:୨୩/୦୪/୨୫, ବୁଧବାର

  ୧-ଭୁବନେଶ୍ୱର : ଜଳୁଛି ସାରା ଓଡିଶା । ଡେଉଁଛି ପାରଦ । କଲବଲ କରୁଛି ଗରମ ସାଙ୍ଗକୁ ଗୁଳୁଗୁଳି,୨୬ ତାରିଖ ଯାଏ ହିଟୱେଭ ୱାର୍ଣ୍ଣିଂ ଜାରି। ୨-ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଓଡ଼ିଆଙ୍କ ଚମକ।ରୀତିକା ରଥ ୪୮ତମ ସ୍ଥାନରେ,୯୫ତମ ସ୍ଥାନରେ ଅଛନ୍ତି ଦେବିକା ପ୍ରିୟଦର୍ଶିନୀ। ୩-ଆଜି ଠାରୁ ରାଜ୍ୟରେ ସବୁ ସ୍କୁଲ କଲେଜ ବନ୍ଦ, ମୁଖ୍ୟମନ୍ତ୍ରୀ ଦେଲେ ନିର୍ଦ୍ଦେଶ।ରାଜ୍ୟର ସବୁ ଅଙ୍ଗନବାଡି କେନ୍ଦ୍ର ମଧ୍ୟ ବନ୍ଦ ରହିବ । ୪-ପଞ୍ଚାୟତିରାଜ ଦିବସ ଅବସରରେ ଏପ୍ରିଲ ୨୪ରେ ରାଜ୍ୟବାସୀଙ୍କୁ ମିଳିବ ନୂଆ ରାସନ କାର୍ଡ। ୫-ଆଜି ବନକଲାଗି ନୀତି: ଅପରାହ୍ନ ୫ରୁ ରାତି ୧୦ ଯାଏଁ ଶ୍ରୀଜିଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ। ୬-କେନ୍ଦୁଝର ଜିଲ୍ଲା ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ପୁରୁଣା ଓଟି ରୁମ୍। ୭-ଭୁବନେଶ୍ୱର:ମିଶନ ଶକ୍ତି ପୁନର୍ଗଠନ ନିଶ୍ଚିତ ହେବ, କିଛି ସମୟ ବିଳମ୍ବ ହେଇପାରେ : ଉପ ମୁଖ୍ୟମନ୍ତ୍ରୀ ୮-ଗଞ୍ଜାମ ପୋଲିସର ସ୍ବତନ୍ତ୍ର ଡ୍ରାଇଭ୍: ରାଜ୍ଯ ଓ ରାଜ୍ୟ ବାହାରୁ ୨୮ ଶିଶୁ ଉଦ୍ଧାର। ୯-କୋଟିଆରେ ହେବ ଗ୍ରାମ ପଞ୍ଚାୟତ, ସ୍ଥିତି ଅନୁଧ୍ୟାନ ପାଇଁ ଗଠିତ ହେବ ‘କମିଟି’। ୧୦-ମାର୍ଶାଘାଇ:ସ୍ତ୍ରୀକୁ ଶାରୀରିକ ନିର୍ଯାତନା ମାମଲା, ସ୍ୱାମୀକୁ ୩ ବର୍ଷ ୬ ମାସ କାରାଦଣ୍ଡ। ୧୧-ଏପ୍ରିଲ୍‌ ୩୦ରୁ ଭୁବନେଶ୍ୱରରେ ୱିମେନ୍ସ ବିଜନେସ୍ ମେଳା ୨.୦; ମେଳା ବୁଲିବେ, ବ୍ୟବସାୟର ମନ୍ତ୍ର ଶିଖିବେ ମହିଳା। ୧୨-ଆୟୁଷ୍ମାନକୁ ନେଇ ବଢ଼ୁଛି ...

ଖବର ଆଜିର ତାରିଖ:୨୨/୦୪/୨୫, ମଙ୍ଗଳବାର

୧-ସମ୍ବଲପୁରରେ ୨୪୦୦ ଆପତ୍ତି ଅଭିଯୋଗର ଦୁଃଖ ଶୁଣିଲେ ସରକାର, ଦୂରାରୋଗ୍ୟରେ ପୀଡ଼ିତ ୧୮ ଜଣଙ୍କୁ ୧୯ ଲକ୍ଷ ୫୦ ହଜାର ଟଙ୍କାର ଚିକିତ୍ସା ସହାୟତା ପ୍ରଦାନ। ୨-ରାଜ୍ୟକୁ ପୁଣି ଫେରିଲା ଗ୍ରୀଷ୍ମ ପ୍ରବାହ।ରାଜ୍ୟରେ ତାପମାତ୍ରା ୪୫. °C ଟପିଲା, ଝାରସୁଗୁଡାରେ ସର୍ବାଧିକ ୪୫.୪ °C ରେକର୍ଡ଼। ୩-କଟକ: ରାଜ୍ୟରେ ଖୋଲିବ ଆଉ ୨୦ଟି ଜିଲାରେ ସାଇବର ଥାନା। ୪-ଭୁବନେଶ୍ବର : ଯାତ୍ରା କଳିରେ ପଡୁନି ଯବନିକା,NHRCରେ ହେଲାଣି ମାମଲା ରୁଜ୍ଜୁ। ସମାଧାନ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ଚଳଚ୍ଚିତ୍ର ପ୍ରଯୋଜକ। ୫-ରାଜଧାନୀରେ ବ୍ୟାପୁଛି ଝାଡ଼ାବାନ୍ତି, ନୀଳାଦ୍ରି ନିବାସ ପରେ ଖଣ୍ଡଗିରିରେ ୬ଜଣ ଆକ୍ରାନ୍ତ। ୬-ଭୁବନେଶ୍ବର:ଫେକ୍‌ ଡକ୍ୟୁମେଣ୍ଟ ଦେଇ ବ୍ୟାଙ୍କ୍‌ରୁ ଠକିଥିଲେ କୋଟି କୋଟି ଟଙ୍କା, ଗିରଫ କଲା ଇଓଡବ୍ଲୁ। ୭-ସାମଗ୍ରିକ ବିକାଶ ପାଇଁ କୋରାପୁଟକୁ ମିଳିଲା ପ୍ରଧାନମନ୍ତ୍ରୀଙ୍କ ଉତ୍କର୍ଷ ପୁରସ୍କାର। ୮-ଭୁବନେଶ୍ୱର:କିଟ୍‍ ରେ ପଢ଼ୁଥିବା କିସ୍‍ର ଶହେ ଛାତ୍ରଛାତ୍ରୀ ପାଇଲେ କ୍ୟାମ୍ପସ ପ୍ଲେସମେଣ୍ଟ। ୯-କଟକ:ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନାରେ ଓକିଲ ଏବଂ ତାଙ୍କ ପରିବାରକୁ ସାମିଲ କରିବାକୁ ଦାବି। ୧୦-ଢେଙ୍କାନାଳ:ସ୍ତ୍ରୀ ସାମ୍ନାରେ ସ୍ୱାମୀଙ୍କୁ ବିଭତ୍ସ ହତ୍ୟା; ଗୁଳିରେ ନ ମରିବାରୁ ପଥରରେ ଛେଚି କଲେ ହତ୍ୟା, ଘଟଣାରେ ୨ ଅଭିଯୁକ୍ତ ଗିରଫ। ୧୧-ବଡ଼ବିଲ:ଯୋଡ଼ାରେ ଭୟଙ୍କର ଦୁର୍ଘଟଣା, ୩ ମୃତ, ୩ ଗୁରୁତର। ୧୨-ଝାରସୁଗୁଡ଼ା:ନବ ଦାସ ହତ୍ୟ...

ଖବର ଆଜିର ତାରିଖ:୨୧/୦୪/୨୫, ସୋମବାର

୧-ଆଜି ସମ୍ବଲପୁରରେ ହେବ ପଶ୍ଚିମ ଓଡ଼ିଶାବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର`। ୨-OUAT ସ୍ନାତକ ପାଠ୍ୟକ୍ରମ ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ,୨୪ ପର୍ଯ୍ୟନ୍ତ ଅନଲାଇନ୍ ରେ ଆବେଦନ। ୩-ମାସେ ମଧ୍ୟରେ ଦାବି ପୂରଣ ନହେଲେ ଓମସାର ଆନ୍ଦୋଳନ, ସରକାରୀ ଡାକ୍ତରଙ୍କ ସମୂହ ଇସ୍ତଫା ଚେତାବନୀ। ୪-ରାଜ୍ୟକୁ ପୁଣି ଫେରିଲା ତାତି : ୪୦ ଉପରେ ୧୧ ସହର, ୪୩.୫ ଡିଗ୍ରୀ ସହ ସର୍ବାଧିକ ଉତ୍ତପ୍ତ ଝାରସୁଗୁଡ଼ା। ୫-୩୦ଟି ଜିଲାର ୩୦ ବିଦ୍ୟାଳୟରେ ଖେଲୋ ଇଣ୍ଡିଆ ସେଣ୍ଟର ଉଦ୍‌ଘାଟିତ। ୬-ସମ୍ବଲପୁର:୮୪ ବର୍ଷରେ ଏମବିଏ ଡିଗ୍ରୀ ହାସଲ କରିଛନ୍ତି ପରମାଣୁ ବୈଜ୍ଞାନିକ ଡ. ଗିରୀଶ ମୋହନ ଗୁପ୍ତା। ୭-ବଳଙ୍ଗାରେ ବର୍ବରତା,ଦୁଇ ନାବାଳକଙ୍କୁ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ଚେଙ୍କ ଦେଲେ, ପରିସ୍ରା ପିଆଇଲେ। ୮-ରାଜଧାନୀରେ ଯୁବକଙ୍କୁ ଗୁଳି ଘଟଣାରେ ଟ୍ଵିଷ୍ଟ, ନିଜକୁ ନିଜେ ଗୁଳି ମାରିଥିଲା ଦୀପ୍ତି। ୯-ସମୁଦ୍ରରେ ମାଛ ମରା ଉପରେ ଲାଗିଛି କଟକଣା, ଚିନ୍ତାରେ ପଡିଲେ ମତ୍ସ୍ୟଜୀବୀ ପରିବାର। ୧୦-କେନ୍ଦ୍ରାପଡ଼ା ଦୁହୁରିଆ ଛକରେ ରାସ୍ତାକଡ଼ ଦୋକାନ ଉପରେ ମାଡ଼ିଗଲା ଯାତ୍ରା ପାର୍ଟି ଟ୍ରକ୍ । ୧୧-ସାଲେପୁର ଥାନା ଉଚ୍ଚଢ଼ିଅ ଗ୍ରାମ:ବିରୂପା ନଦୀରେ ବୁଡି ଛାତ୍ରୀଙ୍କୁ ମୃତ୍ୟୁ, ସାଙ୍ଗ ମାନଙ୍କ ସହ ଗାଧୋଇବାକୁ ଯାଇଥିଲେ ୧୨-ଆଇନ ମନ୍ତ୍ରୀଙ୍କ ବଡ଼ ବୟାନ, ମରାମତି ହୋଇ ନଥିଲେ ଭୁଶୁଡ଼ି ପଡ଼ି ଥାଆନ୍ତା ରତ୍ନଭଣ୍ଡାର। ୧୩-ରାଜଧାନୀରେ ୮୧ ଡେଇଁଲା ଆ...

ଖବର ଆଜିର ତାରିଖ:୨୦/୦୪/୨୫, ରବିବାର

ଖବର ଆଜିର ତାରିଖ:୧୯/୦୪/୨୫, ଶନିବାର

୧-ଭୁବନେଶ୍ୱର: ଉତ୍ତରରୁ ଦକ୍ଷିଣ, କାଳବୈଶାଖୀର ତାଣ୍ଡବ; ବର୍ଷା ସହ କୁଆ ପଥର ମାଡ। ଆହୁରି ୪ ଦିନ ଝଡ଼ ବର୍ଷା ସମ୍ଭାବନା। ୨-ଭୁବନେଶ୍ୱର:ସ୍କୁଲରେ ପହଞ୍ଚିପାରି ନାହିଁ ବହି,ପୁରୁଣା ବହିରେ ହେଉଛି ପାଠପଢ଼ା। ୩-ମେ ୭ ଯାଏଁ ୟୁଜିସି ନେଟ୍, ଆବେଦନ ସୁଯୋଗ, ଜୁନ୍ ୨୧ରୁ ୩୦ ମଧ୍ୟରେ ପରୀକ୍ଷା। ୪-ସୁନ୍ଦରଗଡ: ଚୋରା କୋଇଲା ଖଣି ଦେଖି ତାତିଲେ ଦୁଇ ମନ୍ତ୍ରୀ;କାହାରିକୁ ଛଡ଼ା ଯିବନି,ଚେର ଉପାଡ଼ି ଦିଆଯିବ। ୫-ଖୁବଶୀଘ୍ର ହିତାଧିକାରୀଙ୍କୁ ବଣ୍ଟନ ହେବ ନୂଆ ତଥା ରଙ୍ଗୀନ ରାସନ କାର୍ଡ।ଏପ୍ରିଲ ୨୨ ସୁଦ୍ଧା ରାସନ କାର୍ଡ ପ୍ରସ୍ତୁତ କରିବାକୁ ସରକାରଙ୍କ ନିର୍ଦ୍ଦେଶ। ୬-ଡ. ଅଚ୍ୟୁତ ସାମନ୍ତଙ୍କୁ ଗୁରୁଦେବ କାଳୀଚରଣ ବ୍ରହ୍ମା ପୁରସ୍କାର , ଆସାମ କୋକ୍ରାଝରଠାରେ ଗୁରୁଦେବ କାଳୀଚରଣ ବ୍ରହ୍ମା ଟ୍ରଷ୍ଟ ପକ୍ଷରୁ ପ୍ରଦାନ। ୭-ପୁରୀ:ସରିଲା ଛତିଶା ନିଯୋଗ ବୈଠକ, ଚନ୍ଦନ ଯାତ୍ରାରେ ଫୁଟିବନି ବାଣ, ସୁନା ଓ ରୂପା ଛାଉଣୀ ହେବ ରତ୍ନଭଣ୍ଡାର କବାଟ। ୮-କେନ୍ଦ୍ରୀୟ ଡେପୁଟେସନରେ ଯିବେ IAS ନିକୁଞ୍ଜ ଧଳ, ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତ। ୯-ନୂଆ ମୋଡରେ ଯାତ୍ରା ବିବାଦ, କଳାକାର ଦି'ଭାଗ,ବିଭିନ୍ନ ପ୍ରସଙ୍ଗ ଉଠାଇ କଥା କଟାକଟି ହୋଇଛନ୍ତି ମନୋଜ ବରାଳ ଓ ବାପି ପଣ୍ଡା। ୧୦-କେନ୍ଦୁଝର:ବୈତରଣୀ କେଶରି କୁଣ୍ଡରେ ଗାଧୋଇବା ବେଳେ ବୁଡ଼ିଗଲେ ୨ ଦଶମ ଶ୍ରେଣୀ ଛାତ୍ର। ୧୧-ଓଡ଼ିଶାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୁଇ ପ୍ରମୁଖ ସଚିବ, ମୁଖ୍ୟମନ୍ତ୍ରୀ...

ଖବର ଆଜିର ତାରିଖ:୧୮/୦୪/୨୫, ଶୁକ୍ରବାର

୧-ଦେଶର ଶ୍ରେଷ୍ଠ ଜିଲ୍ଲା ଭାବେ କୋରାପୁଟକୁ ମିଳିବ ପିଏମ ଆୱାର୍ଡ଼ ସମ୍ମାନ। ୨-କୋଣାର୍କ:ଆଜି ବିଶ୍ବ ଐତିହ୍ୟ ଦିବସ, ସୂର୍ଯ୍ୟ ମନ୍ଦିରକୁ ନିଃଶୁଳ୍କ ପ୍ରବେଶ। ୩-ଭୁବନେଶ୍ୱର: ଜୟଦେବ ଭବନରେ ଜନନାୟକ ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧଦିବସ ପାଳିତ। ୪-ଭୁବନେଶ୍ୱର:ଆଇନ ବିଭାଗ ଅଧୀନକୁ ଆସିବ ରାଜ୍ୟ ଆଇନ୍ ସେବା କ୍ୟାଡ଼ର। ୫-ଓଡ଼ିଶାକୁ ୪ ହଜାର କୋଟିର ପ୍ରକଳ୍ପ ଭେଟି: ଏକାଧିକ ପ୍ରକଳ୍ପର ହେଲା ଉଦଘାଟନ ଓ ଶିଳାନ୍ୟାସ। ୬-କଟକରେ ପୋଲିସର ଡବଲ ଏନକାଉଣ୍ଟର, ଚୌଦ୍ବାର ଇନ୍ଦ୍ରାଣୀପାଟଣାରେ ଦୁଇ କୁଖ୍ୟାତ ଅପରାଧୀଙ୍କୁ ଗୁଳି। ୭-୨ ହଜାର ନୂତନ ଟ୍ରାଫିକ୍‌ ପଦବୀ ସୃଷ୍ଟି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା। ୮-ଓଡ଼ିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସରେ ନିଯୁକ୍ତ ପୋଲିସ କର୍ମଚାରୀଙ୍କ ଦରମା ବୃଦ୍ଧି,ସର୍ବନିମ୍ନ ମାସିକ ପାରିଶ୍ରମିକ ୩୦ ହଜାରରୁ ୪୫ ହଜାର ଟଙ୍କାକୁ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ  ୯-ରାଜ୍ୟରେ ୨୦ ତାରିଖରୁ ତାତି ବଢ଼ିବା ସମ୍ଭାବନା, ୩ ଦିନ ପରେ ବର୍ଷା ପ୍ରଭାବ କମିବ। ୧୦-ଢେଙ୍କାନାଳ:ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ଶତପଥୀ ଗିରଫ, ୨୨ଟି ଦାମୀ ପ୍ଲଟ ଜବତ। ୧୧-କଥାଶିଳ୍ପୀ ତରୁଣକାନ୍ତି ମିଶ୍ର ପାଇବେ ‘ସତ୍ୟବାଦୀ ସାରସ୍ୱତ ସମ୍ମାନ’। ୧୨-ସରକାରୀ ଅଫିସର ନେବେ ଏଆଇ ଟ୍ରେନିଂ; ୩ ମାସ ଭିତରେ ଏଆଇ ଶିଖିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ। ୧୩-ଓଡ଼ିଶା...

ଖବର ଆଜିର ତାରିଖ:୧୭/୦୪/୨୫, ଗୁରୁବାର

୧-ଏପ୍ରିଲ ୨୧ରେ ସମ୍ବଲପୁରରେ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି। ଆଜିଠୁ ପଞ୍ଜିକରଣ ଆରମ୍ଭ। ୨-ଉପାନ୍ତ ନୂହେଁ; ଉପକୂଳରେ ଶିକ୍ଷା ସ୍ଥିତି ଏମିତି:୯ ଶ୍ରେଣୀକୁ ଜଣେ ଶିକ୍ଷୟିତ୍ରୀ। ୩-ପୁରୀ :ଖୁବଶୀଘ୍ର ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାର ଦାୟିତ୍ଵ ସ୍ବତନ୍ତ୍ର ସୁରକ୍ଷା ବାହିନୀ ହାତରେ ରହିବ, ଆରମ୍ଭ ହୋଇଛି ନିଯୁକ୍ତି ପ୍ରକ୍ରିୟା ୪-ଭୁବନେଶ୍ୱର:ଶବ ପରିବହନ ପାଇଁ ରହିବ କଲ ସେଣ୍ଟର ଭଳି ସୁବିଧା। ୫-ଭୁବନେଶ୍ୱର କେଶରୀନଗର ବସ୍ତି:ବିନା ମିଟର ରିଡିଙ୍ଗରେ ୧୮ ହଜାର ଟଙ୍କା ବିଲ୍ ; ବସ୍ତି ବାସିନ୍ଦାଙ୍କ ମୁଣ୍ଡରେ ଚଡକ। ୬-ଢେଙ୍କାନାଳ:ଭିଜିଲାନ୍ସ ଜାଲରେ ଆଠମଲ୍ଲିକ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ, ଜ୍ବାଇଁଙ୍କ ଘରୁ ନଗଦ ୨୨ ଲକ୍ଷ ଟଙ୍କା ଜବତ। ୭-ଭୁବନେଶ୍ୱର:ଲାଞ୍ଚ ମାମଲାରେ ଶରଣକୁଳ ଥାନା SI ଗିରଫ। ୮-ବୋରିଗୁମ୍ମା:ଗାଁରେ ହେଟା ବାଘ ଆତଙ୍କ, ଗୁହାଳେ ପଶି ବାଛୁରୀକୁ କଲା ଆକ୍ରମଣ ୯-ଭୁବନେଶ୍ୱର: ପାରମିତା ଶତପଥୀ ଓଡିଶାର ପ୍ରଧାନ ମୁଖ୍ୟ ଆୟକର ଆୟୁକ୍ତ ନିଯୁକ୍ତ। ୧୦-ଭୁବନେଶ୍ୱର : ଆଜି ବିଜେଡିର ସଭାପତି ପ୍ରାର୍ଥୀ ଭାବେ ପୁଣି ପ୍ରାର୍ଥୀପତ୍ର ଦାଖଲ କରିବେ ନବୀନ ପଟ୍ଟନାୟକ। ୧୧-କିଟ୍ ପ୍ରବେଶିକା ପରୀକ୍ଷା KIITEE ଆରମ୍ଭ, ଭାରତର ୭୧ଟି ବିଭିନ୍ନ କେନ୍ଦ୍ରରେ ହେଉଛି ପରୀକ୍ଷା ଆୟୋଜିତ।ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଅପ୍ରେଲ ୧୬ ରୁ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ୧୨-ଭୁବନେଶ୍ୱର:ମାଲିକ ସଂଘକୁ ଯାତ୍ରା କଳାକାର...

ତାରିଖ:୧୬/୦୪/୨୫, ବୁଧବାର

୧-କଟକ, ନବରଙ୍ଗପୁର, ଭୁବନେଶ୍ୱର ଓ ଦାରିଙ୍ଗବାଡିରେ ତାଣ୍ଡବ ରଚିଲା କାଳବୈଶାଖୀ,ଆଜି ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣିଂ ଜାରି। ୨-ରାଜ୍ୟରେ ନୂଆ ୨,୫୦୦ ଗୃହରକ୍ଷୀ ପଦବୀ ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ୩-୧୮ଟି ଜିଲ୍ଲାର ସାଙ୍ଗଠନିକ ନିର୍ବାଚନ ଶେଷ, ଜିଲ୍ଲା ସଭାପତି ଚୟନ କଲା ବିଜେଡ଼ି। ୪-ଚଳିତ ବର୍ଷ ଦେଶରେ ସ୍ବାଭାବିକ ଠାରୁ ହେବ ଅଧିକ ବର୍ଷା : ଭାରତୀୟ ପାଣିପାଗ ବିଭାଗ ୫-୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣରେ ସୁଧ ଦେବେନି ଏସଏଚଜି ମହିଳା, ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ। ୬-ଆସନ୍ତା ୧୭ ତାରିଖରେ ଓଡିଶା ଆସିବେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ୍ ଗଡକରୀ, କଟକରେ ମହତାବଙ୍କ ଜୟନ୍ତୀ ଉତ୍ସବରେ ଯୋଗଦେବେ। ୭-ଭୁବନେଶ୍ୱର:ମେ' ୬କୁ ଘୁଞ୍ଚିଲା OPGC ବିଦ୍ୟୁତ୍ ମୂଲ୍ୟ ନିର୍ଣ୍ଣୟ ଜନଶୁଣାଣୀ। ୮-୩ଦିନ ପରେ ମାଆ କୋଳକୁ ଫେରିଲା ଅପହୃତ ଶିଶୁ, ଅଙ୍ଗତସ୍କରୀ ନେଇ କୌଣସି ପ୍ରମାଣ ନାହିଁ: ପୋଲିସ କମିଶନର ୯-କଟକ ବଡ଼ ଡ଼ାକ୍ତରଖାନା:୨୦ ଶଯ୍ୟାକୁ ୪୦ ଥାଲାସେମିଆ ରୋଗୀ,୧୧ବର୍ଷ ହେଲା ବଢିନି ଗୋଟିଏ ବି ବେଡ୍। ୧୦-ବଲାଙ୍ଗୀର:ପାଟଣାଗଡ଼ରେ ଜାଳିଦେଲେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି, କିଏ ଓ କାହିଁକି ନିଆଁ ଲଗାଇଲା କାରଣ ଅସ୍ପଷ୍ଟ। ୧୧-ବ୍ରହ୍ମଗିରି:ଗ୍ୟାସ ଟାଙ୍କି ଫାଟି ୫ ଦୋକାନ ଭସ୍ମିଭୂତ, ପଣାଯାତ୍ରା ପଡିଆରେ ଅଘଟଣ। ୧୨-ନୟାଗଡ଼ ଶରଣକୂଳ ଥାନା ଏସଆଇ ରାଜେଶ ଶ୍ରୀଚନ୍ଦନ, ଲାଞ୍ଚ ନେଇ ଧରାପଡ଼ିଲେ,ଏଫଆଇଆର ରଖିବାକୁ...

ଖବର ଆଜିର ତାରିଖ:୧୪/୦୪/୨୫, ସୋମବାର

୧-ଓଡ଼ିଆ ନବବର୍ଷ କ୍ୟାଲେଣ୍ଡର ଉନ୍ମୋଚିତ, ଶ୍ରୀମନ୍ଦିର ପ୍ରଶାସନର ସୂଚନା କେନ୍ଦ୍ରରେ କ୍ରୟ ପାଇଁ ହେଲା ଉପଲବ୍ଧ। ୨-NEP ଲାଗୁ ପରେ BSE ଓ CHSE କାର୍ଯ୍ୟକାରିତା ଅସ୍ପଷ୍ଟ; ଦୂର ହୋଇନି ପରୀକ୍ଷା ଦ୍ବନ୍ଦ। ୩-ଓଡ଼ିଆ ନବବର୍ଷ ଓ ପଣା ସଂକ୍ରାନ୍ତି ପାଇଁ ଚଳଚଞ୍ଚଳ ବଜାର-ହାଟ: ବେଲ, ନଡ଼ିଆ ଓ ଛତୁଆ କିଣିବାକୁ ବଜାରରେ ପ୍ରବଳ ଭିଡ଼। ୪-ପୁରୀରେ ଅଭାବନୀୟ ଦୃଶ୍ଯ, ମହାପ୍ରଭୁଙ୍କ ପତିତପାବନ ବାନା ଧରି ଉଡିଗଲା ଚିଲ। ୫-ଆଜି ଓଡ଼ିଆ ନବବର୍ଷ ଓ ହନୁମାନ ଜୟନ୍ତୀ;ହୋମଯଜ୍ଞ ସାଙ୍ଗକୁ ଜମିବ ପଣା ଆସର। ୬-ରାଉରକେଲା:ଚୋରା କୋଇଲା ଖଣି କେଳେଙ୍କାରୀ; ସ୍ବତନ୍ତ୍ର ସ୍କ୍ବାଡ ସ୍କାନରରେ ୧୦ ମାଫିଆ। ୭-ରାଜଧାନୀ ପ୍ରତିଷ୍ଠା ଦିବସ:ଶ୍ରୀବୃଦ୍ଧି କରିବାକୁ ବାଚସ୍ପତିଙ୍କ ଆହ୍ବାନ। ୮-ନୀଳଗିରି:ବିଷାକ୍ତ ଜାମୁକୋଳି ଖାଇ ୫ ଶିଶୁ ଅସୁସ୍ଥ, ମୁଖ୍ୟ ଚିକିତ୍ସାଳୟର ଶିଶୁ ଭବନକୁ ସ୍ଥାନାନ୍ତର। ୯-ଭୁବନେଶ୍ୱର:ହନୁମାନ ଜୟନ୍ତୀ ପାଇଁ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ଆଇନଶୃଙ୍ଖଳା ଦାୟିତ୍ୱରେ ୨୦୦ ପ୍ଲାଟୁନ ପୋଲିସ ଫୋର୍ସ। ୧୦-ଭୁବନେଶ୍ୱର:ଫେସବୁକରେ ବନ୍ଧୁତା କରୁଥିଲେ ସାବଧାନ, ନିଜକୁ ପୋଲିସ କହି ୮ଲକ୍ଷ ୭୫ହଜାର ଠକି ନେଲେ ସଂଯୁକ୍ତା ଭୂୟାଁ। ୧୧-ତେଜିଲା ନିମନ୍ତ୍ରଣ ରାଜନୀତି: ରାଜଧାନୀ ପ୍ରତିଷ୍ଠା ଦିବସରେ ଯୋଗଦେଲେନି ସାଂସଦ ଓ ଏକାମ୍ର ବିଧାୟକ। ୧୨-ଭୁବନେଶ୍ୱର:ମନରେଗା ରୋକି ପାରୁ ନାହିଁ ଦାଦାନ ସମସ୍ୟା,ଶବ ହୋଇ ଫେରିଲେଣି ୮୩। ୧୩-ରାଉରକେ...

ଖବର ଆଜିର ତାରିଖ:୧୩/୦୪/୨୫, ରବିବାର

୧-ଆଜି ଭୁବନେଶ୍ୱର ପାଳିବ ୭୭ତମ ପ୍ରତିଷ୍ଠା ଦିବସ।ସମସ୍ତ ସରକାରୀ ବିଭାଗ ସମେତ ବିଏମସି ଓ ୬୭ଟି ୱାର୍ଡରେ କାର୍ଯ୍ୟକ୍ରମ ଆୟୋଜିତ ହେବ। ୨-ପଣା ସଂକ୍ରାନ୍ତି ଏବଂ ହନୁମାନ ଜୟନ୍ତୀ ପାଇଁ କଟକରେ କମିଶନରେଟ ପୋଲିସ ପକ୍ଷରୁ ଗାଇଡଲାଇନ ଜାରି। ୩-୨୦୨୫-୨୬ ଶିକ୍ଷା ବର୍ଷରେ ବିଦ୍ୟାଳୟରେ ୪ଥର ହେବ ଅଭିଭାବକ -ଶିକ୍ଷକ ବୈଠକ। ୪-ବଲାଙ୍ଗିର:ଗେମିଂ ଆପ୍ଲିକେସନରେ ଲୋକଙ୍କୁ ଖେଳାଇ ଟଙ୍କା ହଡ଼ପ, ବ୍ୟାଙ୍କ ଆକାଉଣ୍ଟରେ ୨୫ ଲକ୍ଷ ଫ୍ରିଜ, ଜଣେ ଗିରଫ। ୫-ପୁରୀ:ପାଠ ପଢିଲେ ସାଂସଦ ଓ ବିଧାୟକ, ଶିଖିଲେ ‘୩-ସ’ ସରକାର, ସଂଗଠନ ଓ ସୁସମ୍ପର୍କ। ୬-ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା । ୭-ଭୁବନେଶ୍ୱର:ବିଲ୍‌ଡର ସସ୍ମିତ ବିଶ୍ବାଳ ହତ୍ୟା ମାମଲା : ୩ ଅଭିଯୁକ୍ତ ଗିରଫ, ମୁଖ୍ୟ ଅଭିଯୁକ୍ତ ସମେତ ଏବେବି ୪ ଫେରାର। ୮-ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ କସ୍ତୁରବା ଗାନ୍ଧୀ ଉଚ୍ଚ ବିଦ୍ୟାଳୟ:ମଧ୍ୟାହ୍ନ ଭୋଜନର ଚାଉଳ ହେରଫେର କରି ପ୍ରଧାନଶିକ୍ଷୟିତ୍ରୀ ନିଳମ୍ବିତ। ୯-ଭୁବନେଶ୍ୱର:ରାଜ୍ୟରେ ବଢୁଛି ନିଶା କାରବାର, ମାଫିଆଙ୍କ ଟାର୍ଗେଟରେ କଲେଜ ଛାତ୍ରଛାତ୍ରୀ। ୧୦-କଣ୍ଟାମାଳ : ଚାକିରୀରୁ ବହିଷ୍କୃତ ହେଲେ ୩ IRB ଯବାନ। ବୌଦ୍ଧ ମନମୁଣ୍ଡା ଥାନା ପୋଲିସ ବାରାକରେ ଗଞ୍ଜେଇ ରଖିବା ଘଟଣାରେ ହୋଇଛି କାର୍ଯ୍ୟାନୁଷ୍ଠାନ। ୧୧-କାଳବୈଶାଖୀର କରାଳ ରୂପ: ବୈପାରୀଗୁଡାରେ ପବନ ଏବଂ ବର୍ଷାର...

ଖବର ଆଜିର ତାରିଖ:୧୨/୦୪/୨୫, ଶନିବାର

୧-ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ୨ ପ୍ରତିଶତ ବଢ଼ିଲା DA।ମହଙ୍ଗା ଭତ୍ତା ୫୩ ପ୍ରତିଶତରୁ ୫୫ ପ୍ରତିଶତକୁ ବୃଦ୍ଧି ପାଇଛି। ୨-ବାଲିଯାତ୍ରା ପଡ଼ିଆରେ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ବୀମା କାର୍ଡର ଶୁଭାରମ୍ଭ କଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା। ୩-ଭୁବନେଶ୍ୱର: ଚିହ୍ନଟ ହେବେ ବିଦ୍ୟାଳୟ ବାହାରେ ଥିବା ପିଲା, ଆରମ୍ଭ ହେବ ସ୍ବତନ୍ତ୍ର ଅଭିଯାନ। ୪-ଭୁବନେଶ୍ୱର: ବିଜେଡ଼ିରେ କୁହୁଳୁଛି କନ୍ଦଳ, ନବୀନଙ୍କ ତାଗିଦାକୁ ଡରୁନାହାନ୍ତି ବରିଷ୍ଠ। ୫-ତ୍ରିସ୍ତରୀୟ ପଞ୍ଚାୟତ ଉପନିର୍ବାଚନ ପାଇଁ ପ୍ରାଥମିକ ପ୍ରକ୍ରିୟା ଆରମ୍ଭ, ୧୧୩୪ଟି ପଦ ପୂରଣ ପାଇଁ ପଦକ୍ଷେପ ଆରମ୍ଭ। ୬-ଅନ୍ତ୍ୟୋଦୟ ଗୃହ ଯୋଜନାରୁ କେହି ବଞ୍ଚିତ ହେବେନି, ଚଳିତବର୍ଷ ୧ ଲକ୍ଷ ୫୯ ହଜାର ଜଣଙ୍କୁ ମିଳିବ ଘର। ୭-ରାଜ୍ୟରେ ଆହୁରି ୭ ଦିନ ଯାଏ କାଳବୈଶାଖୀ ବର୍ଷା, ୧୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଙ୍ଗ ଜାରି। ୮-ରନ୍ଧନ ଗ୍ୟାସ, ତୈଳ ଦର ବୃଦ୍ଧିକୁ ବିରୋଧ,ମେ ୨୦ରେ ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଧର୍ମଘଟ ଡାକରା। ୯-କଟକ:ଶିଶୁ ଭବନର ନୂଆ କୋଠା ଉଦ୍‌ଘାଟନ କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ, ୭ ମହଲା ବିଶିଷ୍ଟ କୋଠାରେ ରହିଛି ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା। ୧୦-ଦୀର୍ଘଦିନର ନିରବତା ପରେ ଅଶାନ୍ତ ପିପିଲି, ବିଳମ୍ବିତ ରାତିରେ ଫୁଟିଲା ବୋମା।ଜଣେ ଗୁରୁତର, ୩ ଆହତ ୧୧-ଭୁବନେଶ୍ୱର: ରାଜଧାନୀରେ ବ୍ୟବସାୟୀଙ୍କୁ ପିଟି ପିଟି ହତ୍ୟା, ପୁ...

ଖବର ଆଜିର ତାରିଖ:୧୧/୦୪/୨୫, ଶୁକ୍ରବାର

୧-ଭୁବନେଶ୍ୱର:ବଦଳିଯିବ ମନ୍ତ୍ରୀମଣ୍ଡଳ ଚେହେରା, ବିଦା ହୋଇପାରନ୍ତି ୪ ମନ୍ତ୍ରୀ, ସାମିଲ ହେବେ ୯ରୁ ୧୦ ନୂଆ ମୁହଁ। ୨-କଟକ: ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ OPSCକୁ ଚିଠି, ନିଯୁକ୍ତି ପାଇବେ ୧୨୬ ଡେଣ୍ଟାଲ ସର୍ଜନ। ୩-ଢେଙ୍କାନାଳ ସଦର:ଜଳୁଛି ପାଣିଓହଳା ପାହାଡ଼,ବନ ଓ ଅଗ୍ନିଶମ କର୍ମଚାରୀ ନାକେଦମ। ୪-ପ୍ରେକ୍ଷାଳୟରେ ଏବେ ୩ ଓଡିଆ ଚଳଚିତ୍ର, ଦର୍ଶକ ଦେଖିବେ 'ପାଦେ ଆକାଶ','ଆଜିର ରେବତୀ' ଓ 'ଡଷ୍ଟବିନ୍'। ୫-କଟକ:ରେସନ କାର୍ଡଧାରୀଙ୍କ ସମସ୍ୟା ସମାଧାନ ଉପରେ ଗୁରୁତ୍ବ:ସବୁ କଣ୍ଟ୍ରୋଲ ଦୋକାନରେ ଲାଗିବ ଡିସପ୍ଲେ ବୋର୍ଡ। ୬-ଭୁବନେଶ୍ୱର:ଆଇଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ,ଏକକାଳୀନ ୨୮ ଜଣ ଅଧିକାରୀଙ୍କର ପଦୋନ୍ନତି ଏବଂ ବଦଳି ହେଲା। ୭-ଆୟୁଷ୍ମାନ ଯୋଜନାର ହେବ ଶୁଭାରମ୍ଭ, ୧ଟାରେ ପହଞ୍ଚିବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ। ୮-ବହୁ ଚର୍ଚ୍ଚିତ ଧଉଳି ଲିଙ୍ଗିପୁର ହତ୍ୟାକାଣ୍ଡର ପର୍ଦ୍ଦାଫାସ ; ପ୍ରେମ ସମ୍ପର୍କରୁ ଯୁବତୀଙ୍କୁ ହତ୍ୟା କରିଥିଲା ସିକ୍ୟୁରିଟି ଗାର୍ଡ। ୯-ପଶ୍ଚିମବଙ୍ଗରେ ମିଳିବ ଓମଫେଡ୍ ସାମଗ୍ରୀ, ପରବର୍ତ୍ତୀ ସମୟରେ ଛତିଶଗଡ଼ରେ ହେବ ବିକ୍ରି। ୧୦-ଅଚ୍ୟୁତ ସାମନ୍ତଙ୍କୁ ୬୫ତମ ସମ୍ମାନସୂଚକ ଡକ୍ଟରେଟ୍‍, ଇଂଲଣ୍ଡର ଖ୍ୟାତି ସମ୍ପନ୍ନ ବକିଙ୍ଗହାମ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍‍ ପ୍ରଦାନ। ୧୧-କଟକ:ତପି ମିଶ୍ରଙ୍କ ପାଇଁ ଅଙ୍କୁଶ ଲଗାଇଲେ ହାଇକୋର୍ଟ, ଶିବ ତାଣ୍ଡବ ଲେଖାକୁ ...

ଖବର ଆଜିର ତାରିଖ:୧୦/୦୪/୨୫, ଗୁରୁବାର

୧-ରାମେଶ୍ଵରରୁ ବାହୁଡିଲେ ଶ୍ରୀଲିଙ୍ଗରାଜ, ଘଣ୍ଟାଏ ବିଳମ୍ବରେ ଗଡିଲା ରଥ। ୨-ପୁରୀ:ଦୟଣା ଚୋରି ନୀତି ଯୋଗୁଁ ୨ ଦିନ ବନ୍ଦ ରହିବ ରତ୍ନଭଣ୍ଡାର ମରାମତି। ୩-ଆଜି କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିବେ। ୪-ଆଇଏଏସ୍ ମନୋଜ କୁମାର ପରିଡା ହେଲେ ନୂଆ ମୁଖ୍ୟ ସୂଚନା କମିଶନର। ୫-ଆସୁଛନ୍ତି ଜେପି ନଡ୍ଡା, ଆଜି ନବମ ଜାତୀୟ ସ୍ୱାସ୍ଥ୍ୟ ସମ୍ମିଳନୀକୁ ଉଦଘାଟନ କରିବେ। ୬-ଖଣ୍ଡଗିରି ନାକାଗେଟ୍‌ ଛକ ଅଞ୍ଚଳରୁ ୫୦ ଲକ୍ଷ ଟଙ୍କାର ଧଳାଜହର ଜବତ,୨ ଜଣଙ୍କ ଗିରଫ। ୭-ପାଣ୍ଡିଆନଙ୍କ ସମର୍ଥନରେ ବାହାରିଲେ ନବୀନ: କହିଲେ, ପାଣ୍ଡିଆନ ଦଳ, ରାଜ୍ୟ ପାଇଁ ବହୁତ କାମ କରିଛନ୍ତି। ୮-ଢେଙ୍କାନାଳ:ହୃଦଘାତରେ କାମାକ୍ଷାନଗର ଏସଡିପିଓ ଜ୍ଞାନରଞ୍ଜନ ମିଶ୍ରଙ୍କର ପରଲୋକ। ୯-ଖୁବଶୀଘ୍ର ବଜାରକୁ ଆସିବ ଓମଫେଡ୍ ଚକ୍‌ଲେଟ୍‌ ଓ ପାଣି ବୋତଲ। ୧୦-ଆଜିଠୁ ୧୩ ଯାଏ ବର୍ଷା ସମ୍ଭାବନା, ଆଗାମୀ ୧୨ ଘଣ୍ଟା ମଧ୍ୟରେ ଉତ୍ତର ବଙ୍ଗୋପସାଗର ଅଞ୍ଚଳକୁ ଗତି କରିବ ଲଘୁଚାପ। ୧୧-ଅଙ୍ଗଦାନ କରି ଅମର : ୭ ଜଣଙ୍କୁ ନୂଆ ଜୀବନ ଦେଲେ କୋରାପୁଟ ସୁନାବେଡାର ଯୁବକ ଆଶିଷ କୁମାର ଛୁଆଳ ସିଂ। ୧୨-ଦିଗପହଣ୍ଡି,କୁଶପଡ଼ା ଗାଁ:ପାରିବାରିକ କଳହରୁ ଘରେ ବୋମା ଫୁଟାଇଲା ସ୍ବାମୀ। ୧୩-ପୋଲିସ ଜାଲରେ ସାଇବର ଫ୍ରଡ୍ ରାକେଟ୍, ୯ ଜଣଙ୍କୁ ଗିରଫ କରିଛି ରାଉରକେଲା ପୋଲିସ। ୧୪-ଫୁଲବାଣୀ:୨୦୨୨ ମସିହାର ସେବାଶ୍ରମ ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲା: ଅଭିଯୁକ୍ତ ...

News Headlines from Business News Agencies 09.04.2025

*Business Standard* 📝 Samsung profits surge as buyers stockpile chips ahead of Trump tariffs 📝 Tata Motors Group global wholesales dip 3% in Q4; JLR shows mixed trend 📝 NSE launches 11 new passive funds tracking Nifty indices in Japan, Korea 📝 Tata Steel recognised as Steel Sustainability Champion by WorldSteel 📝 Nearly 90% of orders in February sales fully paid, says Ola Electric 📝 CDSL to deposit Rs 3 cr as financial disincentive for technical glitches 📝 Cyient invests $100 mn in semiconductor business, plans more funds 📝 Govt seeks market access for 10 agricultural products from Israel 📝 Arkade Developers gets redevelopment project in MMR with Rs 865 cr GDV 📝 Govt may formalise incentives for critical minerals recycling this year 📝 Alcatel to invest $30 mn to relaunch smartphone business in India 📝 North India is on the verge of an extreme heatwave, IMD issues yellow alert *Economic Times* 📝 Regulatory easing to support 10.8 pc credit growth in FY26: Icra 📝 China boost...

News Headlines from Business News Agencies 08.04.2025

*Business Standard* 📝 NTPC installed capacity in Chhattisgarh to reach 9,580 Mw by 2029 📝 Auto retail sales up 6.5% in FY25; March plays spoilsport, says Fada 📝 JPMorgan CEO Dimon warns tariffs could slow US growth, fuel inflation 📝 Decline in yields triggers $4.5 billion debt issue from Indian companies 📝 PE investments in Indian real estate down 43% in 5 years at $3.7 bn in FY25 📝 Indian Rupee logs worst session since February 2023; Ends at 85.84/$ 📝 After Trump, EU seeks zero tariff from India on car imports: Report 📝 Kalyan Jewellers Q4FY25 update: Rvenue grows 37% to ₹4,563.72 crore 📝 Payments firm Juspay raises $60 mn days after open-sourcing routing layer 📝 PE in Indian realty continues to soften amid global headwinds: Anarock 📝 Wockhardt looks to exit US generics biz; tariff burden may hit consumers 📝 Sun Pharma launches Fexuprazan tablets for Erosive Esophagitis treatment *Economic Times* 📝 ICRA projects 1-4 pc increase in housing sales volume in FY26, 6-9 pc rise...

ଖବର ଆଜିର ତାରିଖ:୦୮/୦୪/୨୫, ମଙ୍ଗଳବାର

୧-ନୂଆଦିଲ୍ଲୀ:ପ୍ରମୁଖ କମ୍ପାନୀର ପ୍ରତିନିଧିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ,୩୦,୫୯୫ କୋଟିର ନିବେଶ,୪୮,୩୯୦ ନିଯୁକ୍ତି ପ୍ରସ୍ତାବ। ୨-ଭୁବନେଶ୍ୱର:୧୦ରୁ ସମସ୍ତ ବିଦ୍ୟାଳୟରେ ୟୁଏଏସ୍ ଉପସ୍ଥାନ ଲାଗୁହେବ। ୩-ରାଜଧାନୀରେ ବଢୁଛି ସାଇବର ଠକେଇ,୩ ମାସରେ ନେଇଗଲେ ୧୨ କୋଟି ଟଙ୍କା। ୪-ବଜାରକୁ ଆସିବ ନୂଆ ୧୦ ଓ ୫୦୦ ଟଙ୍କିଆ ନୋଟ।ନୂଆ ନୋଟରେ ରିଜର୍ଭ ବ୍ୟାଙ୍କର ନବନିଯୁକ୍ତ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ଦସ୍ତଖତ ରହିବ। ୫-ଭୁବନେଶ୍ୱର: ବିଜେଡ଼ିରେ ବିଦ୍ରୋହର ସ୍ବର, ନବୀନ ନିବାସରେ 'ପାଣ୍ଡିୟାନ୍ ଗୋ-ବ୍ଯାକ୍' ସ୍ଲୋଗାନ। ୬-ସୁଭଦ୍ରାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ବଞ୍ଚିତ ହୋଇଥିବା ହିତାଧିକାରୀ ଏପ୍ରିଲ ୨୨ ଓ ୨୩ ତାରିଖରେ ପାଇବେ ସୁଭଦ୍ରା ଟଙ୍କା। ୭-ଗଞ୍ଜାମ ପାଳିବନ୍ଧ ଗାଁରେ ଦୁଃଖଦ ଘଟଣା,ବିଷ ପିଇ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ, ହସ୍ପିଟାଲରେ ଜଣଙ୍କ ପରେ ଜଣଙ୍କୁ ମୃତ ଘୋଷଣା କଲେ ଡାକ୍ତର। ୮-ବ୍ରିଜ ଆଣ୍ଡ ରୁଫ ଲାଞ୍ଚ କାରବାର ମାମଲା, ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଅନ୍ତରୀଣ ସୁରକ୍ଷାକୁ ବଳବତ୍ତର ରଖିଲେ ହାଇକୋର୍ଟ। ୯-ଅଲ ଇଣ୍ଡିଆ ପୁଲିସ୍‌ ହକି ଚାମ୍ପିୟନସିପ, ଉଦଘାଟନ କଲେ ପୁଲିସ୍‌ ଡିଜି ୱାଇ ବି ଖୁରାନିଆ। ୧୦- କମିଲା ସୁନା ଓ ରୂପା ଦର। ୧୧-ଏପ୍ରିଲ ଆରମ୍ଭରୁ ସିଝିଲାଣି ସାରା ଦେଶ; ରାଜସ୍ଥାନରେ ୪୫ ଡିଗ୍ରୀ ଟପିଲା ପାରଦ; ୨୧ ସହରରେ ୪୨ ଡ଼ିଗ୍ରୀ ଉପରେ ତାପମାତ୍ରା। ୧୨-ଆୟୁଷ୍ମାନ ଯୋଜନାରେ ବ...

News Headlines from Business News Agencies 07.04.2025

*Business Standard*   📝 Govt's FY25 capitalexpenditure may surpass RE of Rs 10.18 trillion 📝 E-buses to drive 50% of India business by FY27: JBM Auto's Nishant Arya 📝 India may emerge aslow-tariff hub for US-bound consumer durable exports 📝 Internal restructuring to ensure seamless solutions, says Yes Bank 📝 RBI's MPC meet startson Monday amid expectations of a policy rate cut 📝 India's medtech industry goes local to develop high-end equipment 📝 Sugar production levels under a spotlight as crushing season nears end 📝 GreenLine to raise $275 mn equity to fund green fuel, EV truck push 📝 Securitisation volumes see a slump sequentially in Q4FY25, says ICRA 📝 MMRDA allocates plot to NSE in Mumbai's BKC for lease premium of Rs 757 cr 📝 Developed nations easing stance on non-trade issues in FTA talks: Report *Economic Times*   📝 Indian metal companiesfocused on domestic demand, resilient to Trump tariffs 📝 US tariffs may lead to dumping by competing countries...

ଖବର ଆଜିର ତାରିଖ:୦୭/୦୪/୨୫, ସୋମବାର

୧-ଭୁବନେଶ୍ୱର: ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ,ନିବେଶକ ସମ୍ମିଳନୀରେ ଯୋଗଦେବେ। ୨-ଭୁବନେଶ୍ୱର: ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିଯୁକ୍ତ ସ୍କିମାଟିକ୍ ଶିକ୍ଷକ ପାଇବେ ରେସନ କାର୍ଡ। ୩-ଭୁବନେଶ୍ୱର: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣବଳୟ ସୃଷ୍ଟି, ୪୮ଘଣ୍ଟାରେ ଲଘୁଚାପ ସମ୍ଭାବନା। ୪-ଦ୍ବିତୀୟ ଦିନରେ ରାମେଶ୍ବରରେ ଲାଗିଲା ରୁକୁଣା ରଥ, ରାମନବମୀରେ ରାମେଶ୍ବରଙ୍କ ସହ ଶ୍ରୀଲିଙ୍ଗରାଜଙ୍କ ହେଲା ଭେଟ ଆଳତି। ୫-ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ କାଠ ଚିରଟ ଅନୁକୂଳ, ୭ ହଜାର ଘନ ଫୁଟ କାଠ ଚିରା ହେବ। ୬-କେନ୍ଦ୍ରାପଡା କୁଦାନଗରୀ ଥାନା ବଳନ୍ତା ନିକଟରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା,ଜଣେ ମୃତ, ୩ ଗୁରୁତର। ୭-ତେଲକୋଇ:ଭାରସାମ୍ୟ ହରାଇ ଓଲଟି ପଡ଼ିଲା ପିକଅପ ଭ୍ୟାନ, ୩୦ରୁ ଅଧିକ ଆହତ। ୮-ପୁରୀ ସିଂହଦ୍ଵାର ସମ୍ମୁଖରେ ସାମ୍ବାଦିକାଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଲେ ସେବକ,ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣମାଧ୍ୟମ ପ୍ରତିନିଧିଙ୍କ ଧାରଣା। ୯-କେନ୍ଦୁଝରରେ ୧୮ଟିକିଆ ହାତୀ ପଲଙ୍କ ଉପଦ୍ରବ, ଫସଲ ଖାଇବା ସହ ଦଳିଚକଟି କଲେ ନଷ୍ଟ। ୧୦-ସୋର:ରାମ ନବମୀ ଶୋଭାଯାତ୍ରା ବେଳେ ଛୁରାମାଡ଼, ଜଣେ ଯୁବକ ଗୁରୁତର। ୧୧-ତିଗିରିଆ:ମହଙ୍ଗା ପଡ଼ିଲା ବିକଟାଳ ହର୍ଣ୍ଣ ବଜାଇ ଗାଳି କରିବା, ଗିରଫ ପରେ ଅଭିଯୁକ୍ତ କୋର୍ଟ ଚାଲାଣ। ୧୨-ପିଏମ୍‌ ଜନମନ ଯୋଜନା: ଓଡ଼ିଶାର ୨୬ଟି ସଡ଼କ ଓ ୨ଟି ସେତୁ ପ୍ରକଳ୍ପକୁ ମଞ...

ଖବର ଆଜିର ତାରିଖ:୦୫/୦୪/୨୫, ଶନିବାର

୧-ଓଡ଼ିଆରେ ଲେଖା ହେଉନି ନାମ ଫଳକ; ନିୟମ ଖିଲାପ କରୁଛନ୍ତି ଶିକ୍ଷାନୁଷ୍ଠାନ ଓ ବାଣିଜ୍ୟକ ପ୍ରତିଷ୍ଠାନ, ବାଦ ପଡୁନି ସରକାରୀ ଦପ୍ତର। ୨-ଭୁବନେଶ୍ୱର:ଆଜି ଗଡିବ ରୁକୁଣା ରଥ,୧୨ଟା ୩୦ରେ ପହଣ୍ଡି, ଅପରାହ୍ନ ୩ଟା ୩୦ରେ ହେବ ରଥ ଟଣା। ୩-ପୁରୀ:ନୀଳାଦ୍ରି ଭକ୍ତ ନିବାସରେ ଶ୍ରୀମନ୍ଦିର ସେବାୟତଙ୍କୁ ପ୍ରଶିକ୍ଷଣ, ଉତ୍ତମ ଆଚରଣ ଓ ବ୍ୟବହାର ପ୍ରଦର୍ଶନ ପାଇଁ ତାଲିମ। ୪-ଓଡ଼ିଶାର ଦୁଇଟି ସମେତ ୪ ରେଳ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ। ୫-ଭୁବନେଶ୍ୱର:ଦୁଇ ଦିନ ପରେ ୪୦ ଟପିବ ତାତି,୮ ଜିଲ୍ଲାକୁ କାଳବୈଶାଖୀ ସତର୍କତା ସୂଚନା ଜାରି। ୬-ଏପ୍ରିଲ ୧୧ରୁ ରାଜ୍ୟରେ ଆୟୁଷ୍ମାନ କାର୍ଡ ଲାଗୁ।ସେଥିପାଇଁ ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ୭-ଭୁବନେଶ୍ୱର:ସଚିବ ସ୍ତରୀୟ ବୈଠକ, ପ୍ରତିମାସରେ ଜିଲ୍ଲା ଗସ୍ତ କରିବେ ସଚିବ। ୮-ରାଜା ଚକ୍ର ଓକିଲଙ୍କ ମନ୍ତବ୍ୟ ସାମ୍ନାକୁ ଆସିବା ପରେ ବିଜେପି ଉପରେ ତାରାଙ୍କ ସଙ୍ଗୀନ ଅଭିଯୋଗ ; କହିଲେ,ସିବିଆଇ ତଦନ୍ତ ହେଉ। ୯-କେନ୍ଦୁଝର ସଦର:ଚାକିରି ନାଁରେ ଲକ୍ଷାଧିକ ଟଙ୍କା ଠକେଇ, ଗିରଫ ମହିଳା ପ୍ରମିଳା ପରିଡାଙ୍କୁ ରିମାଣ୍ଡରେ ନେଇ ପୁଲିସର ତଦନ୍ତ ଜାରି। ୧୦-ଭୁବନେଶ୍ବରରେ ଡବଲ୍ ଏନକାଉଣ୍ଟର ; ପୋଲିସ ଗୁଳିରେ ଆହତ ହେଲେ ଦୁଇ ଲୁଟେରା। ୧୧-ଯାତ୍ରାରେ ପୁଣି ଯାତେରା,ମୁହାଁମୁହିଁ ହେଲେଣି ମାଲିକ ଏବଂ ଅଭିନେତା। ହାସ୍ୟ ଅଭିନେତା ନରି ପଣ୍ଡାଙ୍କୁ ବର୍ଷେ ବାସନ୍ଦ। ୧୨-ଥୁଆମୂ...

ଖବର ଆଜିର ତାରିଖ:୦୩/୦୪/୨୫, ଗୁରୁବାର

୧-ଶିଶୁ ବାଟିକା ପ୍ରବେଶ ଉତ୍ସବ: ବଡ଼ଗଡ଼ ହାଇସ୍କୁଲରେ ପିଲାମାନଙ୍କୁ ଖଡ଼ି ଛୁଆଁଇଲେ ମୁଖ୍ୟମନ୍ତ୍ରୀ। ୨-ଭୁବନେଶ୍ୱର:ରାସନ କାର୍ଡଧାରୀଙ୍କୁ ଖୁବଶୀଘ୍ର ଚାଉଳ ସହ ମିଳିବ ଗହମ। ୩-ସାରା ରାତି ଚାଲିଲା ସଂସଦ ଓ ବିଧାନସଭା,ଓ୍ବାକଫ୍ ସଂଶୋଧନ ବିଲ୍ ଲୋକସଭାରେ ଗୃହିତ, ଓଡ଼ିଆ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ପାରିତ। ୪-୫ ଲକ୍ଷ ୮୦ ହଜାର ଟଙ୍କା ଘୋଟାଲା,ବାଲେଶ୍ବର ଦୁର୍ଗାଦେବୀ ସମବାୟ ସମିତି ସମ୍ପାଦକଙ୍କୁ ଗିରଫ କଲା ଭିଜିଲାନ୍ସ। ୫-ଭୁବନେଶ୍ୱର: ରାମନବମୀ ପାଇଁ ସଜେଇ ହେଉଛି ଶ୍ରୀରାମ ମନ୍ଦିର, ଭକ୍ତଙ୍କ ପାଇଁ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା। ୬-ଭୁବନେଶ୍ବର:ପ୍ରେମିକକୁ ଅପହରଣ କରି ପ୍ରେମିକା ଗିରଫ; ରଖିଥିଲେ ୧୦ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ୍। ୭-ଭୁବନେଶ୍ୱର:ରାଜ୍ୟରେ ୫ ଯାଏଁ ବର୍ଷା ସମ୍ଭାବନା, ୧୨ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି। ୮-ସିଏଜି ଧରିଲେ ଲଘୁ ଖଣିଜ ଦୁର୍ନୀତି; ୫୮ କୋଟି ୬୩ ଲକ୍ଷର ହୋଇଛି ରାଜସ୍ୱ କ୍ଷତି। ୯-ଅଶୋକାଷ୍ଟମୀ ପାଇଁ ଚଳଚଞ୍ଚଳ ପୁରୁଣା ଭୁବନେଶ୍ୱର; ରୁକୁଣା ରଥରେ ଦିଆଯାଉଛି ଶେଷ ସ୍ପର୍ଶ। ୧୦-କଟକ ଦହିବରାକୁ ଜିଆଇ ଟ୍ୟାଗ୍ ମାନ୍ୟତା ଦେବା ପ୍ରସଙ୍ଗ ଉଠାଇଲେ ସୋଫିଆ। ୧୧-ଶିକ୍ଷାଗତ ଏବଂ ଗବେଷଣା ସହଯୋଗକୁ ସୁଦୃଢ଼ କରିବା ପାଇଁ କିଟ୍ ରସାୟନ ବିଜ୍ଞାନ ପ୍ରତିଷ୍ଠାନ ଓ ସିଲନ ମଧ୍ୟରେ ହେଲା MOU। ୧୨-ନୀଳଗିରିରୁ ଉଦଳା ଅଭିମୁଖେ ଯାଉଥିବା ବସ୍ ଭାଲୁକାଶୁଣୀ ପାଖରେ ଟ୍ରକ୍‌କୁ ସାଇଡ୍ ଦେବାବେଳେ ଦୁର୍ଘଟଣା,ଓ...

ଖବର ଆଜିର ତାରିଖ:୦୨/୦୪/୨୫, ବୁଧବାର

୧-ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାର ହେଲା ଶୁଭାରମ୍ଭ, ଉମରକୋଟରୁ ଶୁଭାରମ୍ଭ କଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ୨-୨ ସପ୍ତାହ ଭିତରେ ଲାଗୁ ହେବ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ବୀମା, ଉପକୃତ ହେବେ ୩ କୋଟି ୫୨ଲକ୍ଷ। ୩-ଓଡ଼ିଶାରେ ଓଡ଼ିଆ ଭାଷାକୁ ମିଳୁନି ମର୍ଯ୍ୟାଦା; ଓଡ଼ିଆ ଭାଷାରେ ଚାଲୁନି ସରକାର.. ବିଦ୍ୟୁତ ବିଲ୍‌ରୁ ଥାନାର FIR କପି.. ସବୁଠି ଇଂରାଜୀ। ୪-ଆଜି ମହାପ୍ରଭୁଙ୍କ ବନକଲାଗି ନୀତି , ଅପରାହ୍ନ ୫ଟାରୁ ରାତି ୧୦ ଯାଏଁ ସର୍ବସାଧାରଣ ଦର୍ଶନ ମନା। ୫-କଟକ:ଘିବଲି ଟ୍ରେଣ୍ଡରେ ମୁଖ୍ୟମନ୍ତ୍ରୀ,ନିଜର ଫଟୋକୁ କାର୍ଟୁନ୍ ଭଳି କରି X କଲେ ସେୟାର। ୬-ଭୁବନେଶ୍ୱର:ସଡ଼କ ସୁରକ୍ଷା ସଚେତନତା ପ୍ରହସନ, ବଢୁଛି ଖର୍ଚ୍ଚ;କମୁନି ଦୁର୍ଘଟଣା। ୭-କଟକ ଦୋଳମୁଣ୍ଡାଇରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଲା ଶୋ’ ରୁମ୍‌‌,କୋଟିଏ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ ହୋଇଥିବା ସୂଚନା। ୮-ଭୁବନେଶ୍ୱର: ଡିସେମ୍ବର ସୁଦ୍ଧା ୬୦% ଖର୍ଚ୍ଚ ବାଧ୍ୟତାମୂଳକ,ସବୁ ବିଭାଗରେ ହେବ କ୍ଯାସ୍ ମ୍ୟାନେଜମେଣ୍ଟ ସିଷ୍ଟମ। ୯-ଏକଲବ୍ୟ ପୁରସ୍କାର-୨୦୨୫ ନିମନ୍ତେ ଦରଖାସ୍ତ ଆହ୍ବାନ, ୩୧ ମେ ସୁଦ୍ଧା କରିପାରିବେ ଆବେଦନ। ୧୦-ବ୍ରହ୍ମପୁର:ଦଣ୍ଡନାଚରେ ଅଶ୍ଲୀଳ ନୃତ୍ୟକୁ ନା’, ରାତି ୧୦ଟା ପରେ ବ୍ୟବହାର ହେବନି ଲାଉଡ଼ ସ୍ପିକର୍। ୧୧-ଆଜିଠାରୁ ଆରମ୍ଭ ହେବ ଯୁକ୍ତ ଦୁଇ ଖାତାଦେଖା, ୧୨ ହଜାର ଅଧ୍ୟାପକ-ଅଧ୍ୟାପିକା ହେବେ ସାମିଲ। ୧୨-ପାଲଲହଡ଼ା:ସଇଡ଼ା ପଞ୍ଚାୟତ ...

News Headlines from Business News Agencies 01.04.2025

*Business Standard* 📝 Govt weighs EV charging expansion across key infra with ₹2,000 crore fund 📝 Goldman raises odds of US recession to 35%, predicts 3 interest rate cuts 📝 Nalco draws Parl panel flak for spending under 50% of targeted capex 📝 India inflows hit 6-month high at $419 mn as US funds see $19 bn redemption 📝 LuNGS Alliance to enhance access to tailored cancer therapies in India 📝 Flex office operators eye IPOs as MNCs, GCCs demand grade-A spaces 📝 BirlaNu plans to invest up to Rs 1,300 cr in next 3 yrs, eyes acquisitions 📝 India's tea exports touch highest levels, but rising imports a concern 📝 OYO expects 60% jump in Q4 revenue at Rs 2,100 crore: Ritesh Agarwal 📝 Equity MF inflows likely slowed down further in March after February dip 📝 Auto-parts companies tap electronics as new growth avenue: Report *Economic Times* 📝 NHPC begins 600 MW commercial supply from 3 units of Parbati-II 📝 Apple hit with $162 million French antitrust fine over privacy tool 📝 ...