ଖବର ଆଜିର ତାରିଖ:୦୮/୦୪/୨୫, ମଙ୍ଗଳବାର





୧-ନୂଆଦିଲ୍ଲୀ:ପ୍ରମୁଖ କମ୍ପାନୀର ପ୍ରତିନିଧିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ,୩୦,୫୯୫ କୋଟିର ନିବେଶ,୪୮,୩୯୦ ନିଯୁକ୍ତି ପ୍ରସ୍ତାବ।

୨-ଭୁବନେଶ୍ୱର:୧୦ରୁ ସମସ୍ତ ବିଦ୍ୟାଳୟରେ ୟୁଏଏସ୍ ଉପସ୍ଥାନ ଲାଗୁହେବ।

୩-ରାଜଧାନୀରେ ବଢୁଛି ସାଇବର ଠକେଇ,୩ ମାସରେ ନେଇଗଲେ ୧୨ କୋଟି ଟଙ୍କା।

୪-ବଜାରକୁ ଆସିବ ନୂଆ ୧୦ ଓ ୫୦୦ ଟଙ୍କିଆ ନୋଟ।ନୂଆ ନୋଟରେ ରିଜର୍ଭ ବ୍ୟାଙ୍କର ନବନିଯୁକ୍ତ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ଦସ୍ତଖତ ରହିବ।

୫-ଭୁବନେଶ୍ୱର: ବିଜେଡ଼ିରେ ବିଦ୍ରୋହର ସ୍ବର, ନବୀନ ନିବାସରେ 'ପାଣ୍ଡିୟାନ୍ ଗୋ-ବ୍ଯାକ୍' ସ୍ଲୋଗାନ।

୬-ସୁଭଦ୍ରାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ବଞ୍ଚିତ ହୋଇଥିବା ହିତାଧିକାରୀ ଏପ୍ରିଲ ୨୨ ଓ ୨୩ ତାରିଖରେ ପାଇବେ ସୁଭଦ୍ରା ଟଙ୍କା।

୭-ଗଞ୍ଜାମ ପାଳିବନ୍ଧ ଗାଁରେ ଦୁଃଖଦ ଘଟଣା,ବିଷ ପିଇ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ, ହସ୍ପିଟାଲରେ ଜଣଙ୍କ ପରେ ଜଣଙ୍କୁ ମୃତ ଘୋଷଣା କଲେ ଡାକ୍ତର।

୮-ବ୍ରିଜ ଆଣ୍ଡ ରୁଫ ଲାଞ୍ଚ କାରବାର ମାମଲା, ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଅନ୍ତରୀଣ ସୁରକ୍ଷାକୁ ବଳବତ୍ତର ରଖିଲେ ହାଇକୋର୍ଟ।

୯-ଅଲ ଇଣ୍ଡିଆ ପୁଲିସ୍‌ ହକି ଚାମ୍ପିୟନସିପ, ଉଦଘାଟନ କଲେ ପୁଲିସ୍‌ ଡିଜି ୱାଇ ବି ଖୁରାନିଆ।

୧୦- କମିଲା ସୁନା ଓ ରୂପା ଦର।

୧୧-ଏପ୍ରିଲ ଆରମ୍ଭରୁ ସିଝିଲାଣି ସାରା ଦେଶ; ରାଜସ୍ଥାନରେ ୪୫ ଡିଗ୍ରୀ ଟପିଲା ପାରଦ; ୨୧ ସହରରେ ୪୨ ଡ଼ିଗ୍ରୀ ଉପରେ ତାପମାତ୍ରା।

୧୨-ଆୟୁଷ୍ମାନ ଯୋଜନାରେ ବେଶୀ ସୁବିଧା ପାଇବେ ୭୦ବର୍ଷରୁ ଅଧିକ ବୟସ୍କ, ଅଗ୍ରାଧିକାର ଭିତ୍ତିରେ ସାମିଲ ପାଇଁ କଟକରେ ଘରକୁ ଘର ସର୍ଭେ ଆରମ୍ଭ।

୧୩-ଆନନ୍ଦପୁର:ଟେଣ୍ଡର ସତ୍ତ୍ବେ ଉଚ୍ଛେଦ ହେଉନି ଜବରଦଖଲ କି ହୋଇପାରୁନି ଧାନ ମଣ୍ଡି, ପୌର କାର୍ଯ୍ୟାଳୟ ଘେରିଲେ ଚାଷୀ।

୧୪-ବାଲିଚନ୍ଦ୍ରପୁର:ବଢ଼ୁଛି ବିବାଦ, ନରି ପଣ୍ଡାଙ୍କ FIR ପରେ ତୁଳସୀ ମାଲିକଙ୍କ ଅଫିସ୍‌ରେ ପୋଲିସର ଛାନଭିନ୍ ଜାରି।

୧୫-ଭୁବନେଶ୍ୱର:ବଦଳିବ ସ୍ବୟଂ ସହାୟକ ଗୋଷ୍ଠୀର ରୂପରେଖ, ହଟିବେ ପୁରୁଣା ସଭାପତି ଓ ସଂପାଦକ।

୧୬-ସୁନ୍ଦରଗଡ଼:କୋଇଲା ଖଣି ଚୋରି ମାମଲା, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କୁସୁମ ଟେଟେ, ଉଚ୍ଚ ସ୍ତରୀୟ ତଦନ୍ତ ଦାବି।

୧୭-ମୁମ୍ବାଇ:ବିରାଟ,ରଜତଙ୍କ ଅର୍ଦ୍ଧଶତକ; ମୁମ୍ବାଇକୁ ହରାଇଲା RCB ।

୧୮-ନୂଆଦିଲ୍ଲୀ:୫୦ ଟଙ୍କା ମହଙ୍ଗା ହେଲା ଘରୋଇ ଗ୍ୟାସ୍ ସିଲିଣ୍ଡର।

୧୯-କୋଲକାତା:୨୫ହଜାର ଶିକ୍ଷକ ନିଯୁକ୍ତି ରଦ୍ଦ ମାମଲା,ଶିକ୍ଷକଙ୍କୁ ଭେଟିଲେ ମମତା, ଦେଲେ ପ୍ରତିଶ୍ରୁତି।

୨୦-ବିଏସ୍ଏନ୍ଏଲକୁ ମିଳିଲା ୬୧ ହଜାର କୋଟି ଟଙ୍କାର ୫ଜି ସ୍ପେକ୍ଟ୍ରମ୍।

୨୧-ବିହାର:ଥମୁନି ୱାକଫ ଆଇନ ଝଡ଼, ଜଣଙ୍କ ପରେ ଜଣେ ନେତା ନୀତୀଶଙ୍କ ହାତ ଛାଡ଼ିଲେ।

୨୨-ସେୟାର ବଜାରରେ କଳା ସୋମବାର, ୨୦ ଲକ୍ଷ କୋଟି ହରାଇଲେ ନିବେଶକ।


https://khabarkagaj.blogspot.com/2025/04/blog-post_7.html

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024