ଖବର ଆଜିର ତାରିଖ:୨୯/୦୪/୨୫, ମଙ୍ଗଳବାର



୧-ନୂଆଦିଲ୍ଲୀ:ଅଦ୍ବୈତ, ଦୂର୍ଗାଚରଣ, ଅଶୋକ ପଦ୍ମଶ୍ରୀ ପୁରସ୍କାରରେ ହେଲେ ସମ୍ମାନିତ।

୨-ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବୈଜୟନ୍ତଙ୍କ ଆଲୋଚନା, କେନ୍ଦ୍ରାପଡାରେ ହେବ ବହୁମୁଖି ଦାତବ୍ୟ ଚିକିତ୍ସାଳୟ।

୩-ଭୁବନେଶ୍ୱର: କାଳବୈଶାଖୀ ତାଣ୍ଡବ,ଥରିଲା ରାଜଧାନୀ,୬୦ କିମି ବେଗରେ ବହିଲା ପବନ।

୪-୮୯ ବର୍ଷ ପୂରଣ କଲା ଓଡ଼ିଆ ସିନେମା, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ।୧୯୩୬ ମସିହା ଏପ୍ରିଲ ୨୮ ତାରିଖରେ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ‘ସୀତା ବିବାହ’ ପରଦାକୁ ଆସିଥିଲା । 

୫-ଖଣ୍ଡଗିରିରୁ ୧ କୋଟି ଟଙ୍କାର ଟ୍ରକ ଭର୍ତ୍ତି ଗଞ୍ଜେଇ ଜବତ,ଗଞ୍ଜେଇ ଫୁଲବାଣୀରୁ ହିମାଚଳ ପ୍ରଦେଶ ଚାଲାଣ ହେଉଥିବା ସୂଚନା।

୬-ମେ ୨ ଯାଏଁ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ସର୍ତକ କଲା ପାଣିପାଗ ବିଭାଗ; ୧୩ ଜିଲ୍ଲାକୁ ୟେଲୋ ଓ ଅରେଞ୍ଜ ୱାର୍ଣ୍ଣିଂ ଜାରି।

୭-ଜମା ଟଙ୍କା ଫେରି ପାଇଲେ ସହରାଞ୍ଚଳ ସମବାୟ ବ୍ୟାଙ୍କ୍‌ ଜମାକାରୀ,୧୧୭ ଜମାକାରୀଙ୍କୁ ୨ କୋଟି ୮୦ ଲକ୍ଷ ଫେରାଇଲେ ମୁଖ୍ୟମନ୍ତ୍ରୀ।

୮-ଛତିଶଗଡ଼ରେ ମାଓ ଅପରେସନ୍ ବେଳେ ଯବାନଙ୍କୁ ବଡ଼ ସଫଳତା; ପୁଲିସ ଓ ଅର୍ଦ୍ଧସାମରିକ ବାହିନୀର ଚଢ଼ାଉ ପରେ ବିପୁଳ ମାଓ ସାମଗ୍ରୀ ଜବତ।

୯-ପାରାଦୀପ ପାଇପ ଷ୍ଟକୟାର୍ଡରେ ନିଆଁ, କୋଟି କୋଟି ଟଙ୍କାର ସ୍କ୍ରାପ ପାଇପ୍ ପୋଡ଼ି ନଷ୍ଟ।

୧୦-ନୂଆଦିଲ୍ଲୀ:୧୦ ଗ୍ରାମ ୨୪ କ୍ଯାରେଟ୍ ସୁନା ଦର ୬୮୦ ଟଙ୍କା କମିଲା।

୧୧-ଅରିଜିତ ସିଂହଙ୍କୁ ପଦ୍ମଶ୍ରୀ ଓ ଅଜିତ କୁମାରଙ୍କୁ ପଦ୍ମ ଭୂଷଣ: ପଦ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

୧୨-ନୂଆଦିଲ୍ଲୀ:୨୦୨୮ରେ ୭୪ରୁ ୯୪କୁ ବଢିପାରେ IPL ମ୍ୟାଚ୍ ସଂଖ୍ୟା।

୧୩-ଜୟପୁର:୧୪ ବର୍ଷୀୟ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଶତକ, ରାଜସ୍ଥାନ ବିଜୟୀ।

୧୪-ନୂଆଦିଲ୍ଲୀ:ଆଜି IPLରେ ଦିଲ୍ଲୀ ବିପକ୍ଷରେ କର ବା ମର ସ୍ଥିତିରେ କଲିକତା।

୧୫-କୋଟିପତି ନିଶାରେ ଯୁବପିଢ଼ି; ସର୍ଟକର୍ଟରେ ଟଙ୍କା କମାଇବା ପାଇଁ ଅନଲାଇନ ଗେମ୍ ମାୟରେ ହେଉଛନ୍ତି ବାୟା।

୧୬-ଭାରତ ଭୟରେ ପାକ୍ ଛାନିଆ, ପରିବାର ଧରି ଦେଶ ଛାଡି ପଳାଇଲେ ବିଲାୱାଲ ଭୁଟ୍ଟୋ।

୧୭-ପାକିସ୍ତାନ ଉପରେ ଭାରତ ନେଇପାରେ ବଡ ଆକ୍ସନ : ଦିଲ୍ଲୀଠୁ ନେଇ ସୀମାରେ ହାଇଆଲର୍ଟ।

୧୮-୨୬ଟି ରାଫେଲ ସାମୁଦ୍ରିକ ଯୁଦ୍ଧ ବିମାନ କ୍ରୟ କରିବ ଭାରତ,ଫ୍ରାନ୍ସ ସହ ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷର କରିଛି ଭାରତ।

୧୯-ଭାରତ ସହ ଲାଗନାହିଁ: ସାନଭାଇ ଶହଓ୍ବାଜଙ୍କୁ ପରାମର୍ଶ ଦେଲେ ନଓ୍ବାଜ।

୨୦-୧୬ ପାକିସ୍ତାନୀ ୟୁଟ୍ୟୁବ ଚ୍ୟାନେଲ୍ ବ୍ୟାନ୍‌,ସୋଏବ ଅଖତରଙ୍କ ଚ୍ୟାନେଲ ବି ସାମିଲ।

୨୧-୭୨ ଘଣ୍ଟିଆ ଅସ୍ତ୍ରବିରତି ଘୋଷଣା କଲେ ରୁଷ୍ ରାଷ୍ଟ୍ରପତି।

୨୨-ବିଦ୍ୟୁତ୍ ଗ୍ରିଡ୍ ଅଚଳ ଯୋଗୁଁ ଅନ୍ଧାରରେ ଅଧା ୟୁରୋପ; ଫ୍ରାନ୍ସ, ସ୍ପେନ୍ ସମେତ ଅନେକ ଦେଶରେ ବିଦ୍ୟୁତ୍ କାଟ୍, ବିମାନ ଠାରୁ ମେଟ୍ରୋ ପର୍ଯ୍ୟନ୍ତ ସବୁକିଛି ବନ୍ଦ।

 

Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)