ଖବର ଆଜିର ତାରିଖ:୦୩/୦୪/୨୫, ଗୁରୁବାର



୧-ଶିଶୁ ବାଟିକା ପ୍ରବେଶ ଉତ୍ସବ: ବଡ଼ଗଡ଼ ହାଇସ୍କୁଲରେ ପିଲାମାନଙ୍କୁ ଖଡ଼ି ଛୁଆଁଇଲେ ମୁଖ୍ୟମନ୍ତ୍ରୀ।

୨-ଭୁବନେଶ୍ୱର:ରାସନ କାର୍ଡଧାରୀଙ୍କୁ ଖୁବଶୀଘ୍ର ଚାଉଳ ସହ ମିଳିବ ଗହମ।

୩-ସାରା ରାତି ଚାଲିଲା ସଂସଦ ଓ ବିଧାନସଭା,ଓ୍ବାକଫ୍ ସଂଶୋଧନ ବିଲ୍ ଲୋକସଭାରେ ଗୃହିତ, ଓଡ଼ିଆ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ପାରିତ।

୪-୫ ଲକ୍ଷ ୮୦ ହଜାର ଟଙ୍କା ଘୋଟାଲା,ବାଲେଶ୍ବର ଦୁର୍ଗାଦେବୀ ସମବାୟ ସମିତି ସମ୍ପାଦକଙ୍କୁ ଗିରଫ କଲା ଭିଜିଲାନ୍ସ।

୫-ଭୁବନେଶ୍ୱର: ରାମନବମୀ ପାଇଁ ସଜେଇ ହେଉଛି ଶ୍ରୀରାମ ମନ୍ଦିର, ଭକ୍ତଙ୍କ ପାଇଁ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା।

୬-ଭୁବନେଶ୍ବର:ପ୍ରେମିକକୁ ଅପହରଣ କରି ପ୍ରେମିକା ଗିରଫ; ରଖିଥିଲେ ୧୦ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ୍।

୭-ଭୁବନେଶ୍ୱର:ରାଜ୍ୟରେ ୫ ଯାଏଁ ବର୍ଷା ସମ୍ଭାବନା, ୧୨ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି।

୮-ସିଏଜି ଧରିଲେ ଲଘୁ ଖଣିଜ ଦୁର୍ନୀତି; ୫୮ କୋଟି ୬୩ ଲକ୍ଷର ହୋଇଛି ରାଜସ୍ୱ କ୍ଷତି।

୯-ଅଶୋକାଷ୍ଟମୀ ପାଇଁ ଚଳଚଞ୍ଚଳ ପୁରୁଣା ଭୁବନେଶ୍ୱର; ରୁକୁଣା ରଥରେ ଦିଆଯାଉଛି ଶେଷ ସ୍ପର୍ଶ।

୧୦-କଟକ ଦହିବରାକୁ ଜିଆଇ ଟ୍ୟାଗ୍ ମାନ୍ୟତା ଦେବା ପ୍ରସଙ୍ଗ ଉଠାଇଲେ ସୋଫିଆ।

୧୧-ଶିକ୍ଷାଗତ ଏବଂ ଗବେଷଣା ସହଯୋଗକୁ ସୁଦୃଢ଼ କରିବା ପାଇଁ କିଟ୍ ରସାୟନ ବିଜ୍ଞାନ ପ୍ରତିଷ୍ଠାନ ଓ ସିଲନ ମଧ୍ୟରେ ହେଲା MOU।

୧୨-ନୀଳଗିରିରୁ ଉଦଳା ଅଭିମୁଖେ ଯାଉଥିବା ବସ୍ ଭାଲୁକାଶୁଣୀ ପାଖରେ ଟ୍ରକ୍‌କୁ ସାଇଡ୍ ଦେବାବେଳେ ଦୁର୍ଘଟଣା,ଓଲଟିଲା ବସ୍; ୨୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ !

୧୩-କାଳ ସାଜୁଛି ବିଦ୍ୟୁତ ତାର: ଗତ ୫ ବର୍ଷରେ ଯାଇଛି ୯୧ ମଣିଷ ଏବଂ ୨୭ ହାତୀଙ୍କ ଜୀବନ।

୧୪-ରାଜଧାନୀ ପ୍ରତିଷ୍ଠା ଦିବସ ପ୍ରସ୍ତୁତି,ଦୁଇ ଦିନ ଝୁମିବ ସହର, ଏପ୍ରିଲ ୧୩ ଓ ୧୪ରେ ହେବ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ।

୧୫-କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ବିଧାୟକ ଗଣେଶ୍ୱର ବେହେରାଙ୍କର ଦାବି।

୧୬-ବାଲିପାଟଣା ଥାନା ଅନ୍ତର୍ଗତ ନର୍ଦ୍ଦା ବଜାରରେ ହତ୍ୟାକାଣ୍ଡ:ବଜାର ମଝିରେ ଭିଣୋଇର ମୁଣ୍ଡ-ଗଣ୍ଡି ଅଲଗା କଲା ଶଳା।

୧୭-UPI ପୁଣି ଡାଉନ୍, ସପ୍ତାହରେ ଦ୍ୱିତୀୟ ଥର ପାଇଁ ସେବା ହେଲା ବାଧାପ୍ରାପ୍ତ।

୧୮-ଅର୍ଥନୀତିଜ୍ଞ ପୁନମ ଗୁପ୍ତା ଆରବିଆଇ ଡେପୁଟି ଗଭର୍ଣ୍ଣର ଭାବେ ନିଯୁକ୍ତ।

୧୯-ଏପ୍ରିଲ ୭ରୁ ପର୍ତ୍ତୁଗାଲ ଓ ସ୍ଲୋଭାକିଆ ଗସ୍ତରେ ଯିବେ ରାଷ୍ଟ୍ରପତି।

୨୦-ଷଷ୍ଠ ବିମଷ୍ଟେକ୍ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଥାଇଲାଣ୍ଡ ଯିବେ ପ୍ରଧାନମନ୍ତ୍ରୀ ମୋଦୀ।

୨୧-ବେଙ୍ଗାଳୁରୁ:ସିରାଜ୍,ବଟଲରଙ୍କ ଚମକ,RCBର ପ୍ରଥମ ପରାଜୟ।

୨୨-ବିଲ ଗେଟ୍ସଙ୍କ ବଡ଼ ଭବିଷ୍ୟବାଣୀ; କହିଲେ ଆଗକୁ କେବଳ ସପ୍ତାହକୁ ୨ ଦିନ ଯିବାକୁ ପଡ଼ିବ ଅଫିସ୍‌।

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024