ଖବର ଆଜିର ତାରିଖ:୨୪/୦୪/୨୫, ଗୁରୁବାର



୧-ତାତି ଅସମ୍ଭାଳ,୧୧ ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ସତର୍କତା,୪୫.୪ ଡିଗ୍ରୀ ସହ ଝାରସୁଗୁଡା ଦେଶର ସବୁଠୁ ଉତ୍ତପ୍ତ ସହର।

୨-ପାକ୍ ଉପରେ କୂଟନୈତିକ ପ୍ରହାର: ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ,ଅଟାରୀ -ଓ୍ବାଘା ସୀମା ସିଲ୍ , ରଦ୍ଦ ହେଲା ସାର୍କ ଭିସା,୩ ସେନାବାହିନୀକୁ ସତର୍କ ରହିବାକୁ ନିର୍ଦ୍ଦେଶ।

୩-ସରିଛି ରାଜ୍ୟ କ୍ୟାବିନେଟ୍ ବୈଠକ, ୬ଟି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି ଓଡ଼ିଶା କ୍ୟାବିନେଟ୍।

୪-ଭୁବନେଶ୍ୱର:ଦୁଇମାସ ପରେ ବି ମିଳୁନି ଆଧାର,'ଆଧାର' ପାଇଁ ଅଟକିଛି ବିଦ୍ୟାଳୟରେ ନାମ ଲେଖା।

୫-ଭୁବନେଶ୍ୱର: ଗ୍ରାମୀଣ ଡାକ ସେବକ  
ନିଯୁକ୍ତି ଠକେଇ ମାମଲାରେ ଓଡିଶାର ୧୨ଟି ସ୍ଥାନରେ ସିବିଆଇ ଚଢାଉ।

୬-ଭୁବନେଶ୍ୱର:ନଡ଼ାରୁ ପ୍ରସ୍ତୁତ ହେବ ୨ଜି ଇଥାନଲ,ଚିଲିକାରେ ଚାଲୁଥିବା ବୋଟ୍ ରେ ଇନ୍ଧନ ଭାବେ ବ୍ୟବହାର ହେବ।

୭-୫ବର୍ଷ ପାଇଁ ଜରୁରୀକାଳୀନ ଚିକିତ୍ସା ଆମ୍ବୁଲାନ୍ସ ସେବା ଯୋଜନାକୁ ଓଡ଼ିଶା କ୍ୟାବିନେଟର ମଞ୍ଜୁରୀ

୮-ଅଙ୍ଗନବାଡି ସୁପରଭାଇଜର ପାଇଁ ଯୋଗ୍ୟତା ରହିବ ଗ୍ରାଜୁଏସନ, କ୍ୟାବିନେଟ ବୈଠକର ନିଷ୍ପତି।

୯-RI, ICDS ସୁପରଭାଇଜର, ARI ଅମିନ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଘୋଷଣା; ସମସ୍ତେ ପ୍ରିଲିମ୍ ପାସ୍ ହୋଇଥିବା ନେଇ OSSSCର ସୂଚନା।

୧୦-ରାୟଗଡ଼ା ଜିଲ୍ଲା ପଦ୍ମପୁର ହାଟପଦା ସାହି:ଗୁଣି ଗାରେଡ଼ି ସନ୍ଦେହରେ ହତ୍ୟା ଘଟଣା, ୭ ନାବାଳକ ସହିତ ୨୮ ଜଣ ଗିରଫ।

୧୧-ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବାପି ପଣ୍ଡା, ଜୀବନ ପ୍ରତି ବିପଦ ଥିବାରୁ ସୁରକ୍ଷା ଲୋଡ଼ିଲେ।

୧୨-ରାଜ୍ୟରେ ଗଠିତ ହେଲା ୩ଟି ସିଭିଲ୍‌ ଜଜ୍ କୋର୍ଟ,ଏହି କୋର୍ଟଗୁଡିକ ବାଲେଶ୍ୱର ଜିଲାର ବାଲିଆପାଳ, ସୁନ୍ଦରଗଡ ଜିଲାର ଲେଫ୍ରିପଡା, ସମ୍ବଲପୁର ଜିଲାର ରେଙ୍ଗାଲିଠାରେ ସ୍ଥାପନ କରାଯାଇଛି।

୧୩-ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ, ଜମ୍ମୁ-କାଶ୍ମୀର ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା,୩ ଆତଙ୍କୀଙ୍କ ସ୍କେଚ୍‌ ଜାରି।

୧୪-IPL: ବୋଲ୍ଟଙ୍କୁ ୪ ଓ୍ବିକେଟ୍, ସନରାଇଜର୍ସକୁ ହରାଇ ୩କୁ ଉଠିଲା ମୁମ୍ବାଇ।

୧୫-ବେଙ୍ଗାଳୁରୁ: IPLରେ ରୟାଲ ଠାରୁ ପ୍ରତିଶୋଧ ଲକ୍ଷ୍ୟରେ ଆଜି ରୟାଲସ୍।

୧୬-ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବସିଲା ଗୁରୁତ୍ୱପୂର୍ଣ୍ଣ ବୈଠକ, ଗୃହମନ୍ତ୍ରୀ ଓ ପ୍ରତିରକ୍ଷାମନ୍ତ୍ରୀ ଉପସ୍ଥିତ।

୧୭-ଭୋଡାଫୋନ୍ ଆଇଡିଆକୁ ଝଟକା, ଉତ୍ତମ ପ୍ରଦର୍ଶନ କରିବାକୁ ସଞ୍ଚାର ମନ୍ତ୍ରୀଙ୍କ କଡା ନିର୍ଦ୍ଦେଶ।

୧୮-ଜମ୍ମୁ କାଶ୍ମୀର ବାରମୁଲାରେ ସେନା-ଆତଙ୍କୀ ଗୁଳି ବିନିମୟ, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ଆତଙ୍କବାଦୀ।

୧୯-କାଶ୍ମୀରରେ ପଡ଼ିଲା ପାକିସ୍ତାନ ମୁର୍ଦ୍ଦାବାଦ ନାରା, ଆନ୍ଦୋଳନକାରୀ କହିଲେ ଆତଙ୍କୀଙ୍କୁ ଛାଡ଼ନି ସରକାର।

୨୦-ଭାରତର ଆକ୍ସନରେ ବିଚଳିତ ପାକିସ୍ତାନ, ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଡକାଇଲେ ସିସିଏସର ବୈଠକ।

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024