ଖବର ଆଜିର ତାରିଖ:୦୧/୦୮/୨୫, ଶୁକ୍ରବାର
୧-ଭୁବନେଶ୍ୱର:ଆଜି ପ୍ରକାଶ ପାଇବ ବିଏଡ୍ ପ୍ରବେଶିକା ଫଳ,୮ରେ ହେବ ପ୍ରଥମ ପର୍ଯ୍ୟାୟ ସିଟ୍ ଆବଣ୍ଟନ। ୨-ସୁନ୍ଦରଗଡ଼, ପଞ୍ଚାୟତସମିତି ମହାବିଦ୍ୟାଳୟ: ଠିକ୍ ଠାକ୍ ଚୁଟି କାଟ, ଠିକ୍ ଠାକ୍ ପ୍ୟାଣ୍ଟ ସାର୍ଟ ପିନ୍ଧ । ଶୃଙ୍ଖଳିତ ରୁହ, ପାଠପଢାରେ ମନ ଦିଅ। ବିଶୃଙ୍ଖଳିତ ହେଲେ କଲେଜକୁ ପ୍ରବେଶ ମନା। ୩-ପ୍ରବଳ ବର୍ଷା ନେଇ ଆଜି ପାଇଁ ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ। ୪-ପୁରୀ ଶରଧାବାଲି ଦଳଚକଟା ଘଟଣା , ମୁଖ୍ୟମନ୍ତ୍ରୀଙ୍କୁ ତଦନ୍ତ ରିପୋର୍ଟ ଦେଲେ ଉନ୍ନୟନ କମିଶନର ୫-ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ: ‘ସି-ବକ୍ସ’ ପୋର୍ଟାଲରେ ରହିବ କଲେଜର ଆଇସିସି, ପହିଲା ସୁଦ୍ଧା ତଥ୍ୟ ଦେବାକୁ ନିର୍ଦ୍ଦେଶ। ୬-ଭୁବନେଶ୍ୱର:ବିଦ୍ୟାଳୟରେ ଉନ୍ନତମାନର ପୋଷାକ ବଣ୍ଟନ ନିର୍ଦେଶ, ଅବହେଳା କଲେ କଳା ତାଲିକାଭୁକ୍ତ ହେବ ସଂସ୍ଥା। ୭-ଢେଙ୍କାନାଳ:୩ ଜଣଙ୍କୁ କଚାଡ଼ି ମାରିଲା ହାତୀ, ସମସ୍ତଙ୍କୁ କ୍ଷତିପୂରଣ ମିଳିବା ନେଇ ମନ୍ତ୍ରୀଙ୍କ ସୂଚନା। ୮-ଜଗତସିଂହପୁର ଜିଲ୍ଲାରେ ବଢୁଛି ଜଣ୍ଡିସ୍; ୫ ଦିନରେ ୪୦ରୁ ଅଧିକ ଆକ୍ରାନ୍ତ। ୯-ସମ୍ବଲପୁର:ଗୋଟିଏ ବାଇକରେ ୫ ଯାତ୍ରୀ, ଭିଡିଓ ଭାଇରାଲ ପରେ ଜରିମାନା କଲା ପୁଲିସ। ୧୦-ଭୁବନେଶ୍ୱର: ଓଡ଼ିଆ ଭାଷାରେ ଛପା ହେବ ଓଡ଼ିଶା ମାନଚିତ୍ର, ସର୍ଭେ ଅଫ୍ ଇଣ୍ଡିଆ ପକ୍ଷରୁ ମୁଖ୍ୟଶାସନ ସଚିବଙ୍କୁ ଚିଠି। ୧୧-ChatGPT ଆରମ୍ଭ କଲା ଷ୍ଟଡି ମୋଡ୍, ଭାରତରେ ମାଗଣା,ଶିକ୍ଷା, ରିଭିଜନ ଏବଂ ପରୀକ୍ଷା ପ୍ର...