ଖବର ଆଜିର ତାରିଖ:୨୯/୧୧/୨୫, ଶନିବାର
୧-ଭୁବନେଶ୍ୱର:୨୦ରୁ କମ୍ ପିଲା ଥିଲେ ଚାଲିବ ସ୍କୁଲ।ପାଠ ଛାଡିଛନ୍ତି ୧,୮୩,୨୧୬ଜଣ, ଫେରିଛନ୍ତି ୬୦,୭୨୯ ଜଣ। ୨-ବ୍ରହ୍ମପୁର:SI ପରେ ASO ଚାକିରି ନା'ରେ ଠକେଇ, ପୋଲିସର ଖୋଳତାଡ ଜାରି। ୩-ଭୁବନେଶ୍ବର: ଦୁଇଦିନିଆ ଓଡିଶା ଗସ୍ତ ସାରି ଦିଲ୍ଲୀ ଫେରିଗଲେ ରାଷ୍ଟ୍ରପତି। ୪-ଫୁଲବାଣୀ:ସରକାରୀ ଅର୍ଥ ଆତ୍ମସାତ,କୋଏରମାଣ୍ଡୁ ପଞ୍ଚାୟତ କାର୍ଯ୍ଯ ନିର୍ବାହୀ ଅଧିକାରୀ ବିନାୟକ ନାୟକ ଗିରଫ। ୫-ଭୁବନେଶ୍ବର କେନ୍ଦ୍ରୀୟ ବିଦ୍ୟାଳୟ-୩ ପରିସର ନିକଟରେ ବାଣ ଫୁଟିବା ଘଟଣାରେ ଟ୍ବିଷ୍ଟ, କେହି ଦୁର୍ବୃତ୍ତ ବାରୁଦ ବ୍ୟବହାର କରି ଫୁଟାଇଥିବା ସନ୍ଦେହ। ୬-ରାଉରକେଲା:ପିପ୍ପଳିରୁ ମିଳିଲା ଆଣ୍ଟି କ୍ୟାନ୍ସର କମ୍ପାଉଣ୍ଡ, NIT ଲାଇଫ ସାଇନ୍ସ ବିଭାଗର ରିସର୍ଚ୍ଚରଙ୍କ ନୂଆ ଉଦ୍ଭାବନ। ୭-ବିଧାନସଭାରେ ୧୭ ହଜାର ୪୪୦ କୋଟିର ଅତିରିକ୍ତ ବଜେଟ୍ ଆଗତ, ଗୃହରେ ଅତିରିକ୍ତ ବଜେଟ୍ ଆଗତ କଲେ ମୁଖ୍ୟମନ୍ତ୍ରୀ। ୮-ବାରବାଟୀ ମ୍ୟାଚ୍: ବାଲିଯାତ୍ରା ପଡ଼ିଆରେ ହେବ ଫ୍ୟାନ ପାର୍କ। ୯-ମାଲକାନଗିରି:ପୁଣି ୧୦ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ, ୬୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା। ୧୦-ଗୃହରେ ପାଟକୁରା ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖିଲେ ଉଚ୍ଚଶିକ୍ଷା ମନ୍ତ୍ରୀ; ୮କଲେଜରୁ ଆସିଛି ଛାତ୍ରୀ ଯୌନ ନିର୍ଯାତନା ଅଭିଯୋଗ। ୧୧-ଥମୁନି ବେଆଇନ ବାଲି ଉଠାଣକୁ ନେଇ ବିବାଦ, ସୁବର୍ଣ୍ଣରେଖା ନଦୀ ପଠାରୁ ଉତ୍ତୋଳନକୁ ନେଇ ବସ୍ତାରେ ଖଣ୍ଡ ଯୁଦ୍ଧ। ୧୨-ବିଧାନସଭାରେ ଉ...