ଖବର ଆଜିର ତାରିଖ:୨୭/୦୪/୨୫, ରବିବାର



୧-ମେ’ ୧୫ ରୁ ୨୦ ତାରିଖ ମଧ୍ୟରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ, ଏପ୍ରିଲ ୩୦ ତାରିଖରେ ଖାତାଦେଖା ଶେଷ ହେବ।

୨-ଓଡ଼ିଶାରେ ଅଛନ୍ତି ୧୨ ପାକିସ୍ତାନୀ, ଦେଶ ଛାଡ଼ିବାକୁ ଦିଆଗଲା ନୋଟିସ୍।

୩-ରାଜ୍ୟରେ ଅସମ୍ଭାଳ ତାତି ସହ ଗୁଳୁଗୁଳି ଜାରି, ଆଜିଠୁ କାଳବୈଶାଖୀ ବର୍ଷା ସମ୍ଭାବନା।

୪-ଏଏସଆଇ ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ଗୁରୁତ୍ଵପୂର୍ଣ୍ଣ ବୈଠକ, ରଥଯାତ୍ରା ଯାଏ ବନ୍ଦ ରହିବ ରତ୍ନଭଣ୍ଡାର ମରାମତି।

୫-କେନ୍ଦ୍ରୀୟ ଡେପୁଟେସନରେ ଯିବେ ଦୁଇ ଆଇପିଏସ ରବି କାନ୍ତ ଓ ମିତ୍ରଭାନୁ ମହାପାତ୍ର।

୬-ଭୁବନେଶ୍ୱର:କେବେ ସ୍ବାଭାବିକ ହେବ ଉତ୍କଳ ବିଶ୍ୱବିଦ୍ୟାଳୟ , ପୁଲିସ୍ ଛାଉଣୀରେ କ୍ୟାମ୍ପସ୍, ଧାରଣା ଜାରି।

୭-ସାଲେପୁରର ନାଳିଆମୁହଁ ଛକ ନିକଟରେ ଦୁଇ କାର ମୁହାଁ ମୁହିଁ ଧକ୍କା, ଜଣେ ମୃତ।

୮-ତେଜିଲା ଯାତ୍ରା କଳାକାର- ପରିଚାଳକ ବିବାଦ, ପୁଣି ବାପିଙ୍କୁ ଟାର୍ଗେଟ କଲେ ଜଗତ ଜୀବନ ପଣ୍ଡା।

୯-କିସ୍ ପକ୍ଷରୁ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ମୃତକମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ।

୧୦- ରାଜ୍ୟରେ ନିର୍ମାଣ ହେବ ଶିଳ୍ପ କରିଡର : ମୁଖ୍ୟମନ୍ତ୍ରୀ 

୧୧-ବୀରମିତ୍ରପୁର: ଗଛକୁ ପିଟିବା ପରେ ସ୍କର୍ପିଓ ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ।

୧୨-ରେକର୍ଡ କଲା ଗହୀରମଥା,୩ ଦିନ ମଧ୍ୟରେ ସମୁଦ୍ରକୁ ଫେରିଲେଣି ଏକ କୋଟି ୮୫ ଲକ୍ଷରୁ ଅଧିକ କଇଁଛ ଶାବକ।

୧୩-ଏ.ଆର. ରହମାନଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ଝଟକା, ଗୀତ ଚୋରି ପାଇଁ ଲାଗିଲା ୨ କୋଟି ଟଙ୍କାର ଜରିମନା

୧୪-କୋଲକାତା: IPLରେ ପ୍ରଭସିମ୍ରନ,ପ୍ରିୟାଂଶଙ୍କ ଅର୍ଦ୍ଧଶତକ ପରେ ବର୍ଷା, ମ୍ୟାଚ୍ ବାତିଲ।

୧୫-ମୁମ୍ବାଇ/ଦିଲ୍ଲୀ:IPLରେ ଆଜି ଯୁଗଳ ଲଢେ଼ଇ, ପ୍ରତିଶୋଧ ଲକ୍ଷ୍ୟରେ ମୁମ୍ବାଇ ଓ ବେଙ୍ଗାଳୁରୁ।

୧୬-ନୂଆଦିଲ୍ଲୀ: ଜମ୍ମୁ-କାଶ୍ମିରରେ ୧୪ ସ୍ଥାନୀୟ ଆତଙ୍କୀଙ୍କ ତାଲିକା ଜାରି-ହିଜବୁଲ ମୁଜାହିଦ୍ଦିନ, ଏଲଇଟି, ଜେଇଏମ୍‌‌ ପାଇଁ କାର୍ଯ୍ୟ କରୁଥିଲେ।

୧୭-ଭାରତୀୟ ବୋହୁ ନା ପାକିସ୍ତାନୀ ଝିଅ! ଭିସା ଅଡୁଆରେ ବିବାଦୀୟ ବୋହୁ ସୀମା ହାଇଦର।

୧୮-ଆତଙ୍କୀ ବିରୋଧୀ ଅଭିଯାନ କାର୍ଯ୍ୟକ୍ରମର ପ୍ରସାରଣ ଉପରେ କଟକଣା ଜାରି କଲେ ସରକାର।

୧୯-'ଭାରତ କାହା ସହ ଲାଗେ ନାହିଁ , ତା’ସହ ଲାଗିଲେ ଛାଡ଼େନାହିଁ ’, ପହଲଗାମ୍ ଆକ୍ରମଣ ପରେ ଚେତାବନୀ ଦେଲେ ଯୋଗୀ ଆଦିତ୍ୟନାଥ।

୨୦-ଇରାନରେ ବଡ଼ ଧରଣର ବିସ୍ଫୋରଣ, ୪୦୦ରୁ ଊର୍ଦ୍ଧ୍ବ୍ୱର୍ ଆହତ।

Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)