Posts

Showing posts from February, 2026

ଖବର ଆଜିର ତାରିଖ:୨୮/୦୨/୨୬, ଶନିବାର

୧-ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର;ମେ’ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ ଫଳାଫଳ। ୨-ରାଜ୍ୟ ସଭା ସସ୍ ପେନସ୍:୩-୧ ନା ୨-୨, ଭୁବନେଶ୍ୱରରୁ ଦିଲ୍ଲୀ ଧାଁ ଧପଡ, କଂଗ୍ରେସ ଆଣିଲା ୩ ସେଟ୍ ଫର୍ମ। ୩-କଟକ:ଓଡ଼ିଆ ଅଭିନେତ୍ରୀ ନିକିତା ମୃତ୍ୟୁ ମାମଲାରେ ସ୍ୱାମୀ ଲିପନଙ୍କୁ ଆଜୀବନ କାରାଦଣ୍ଡ। ୪-କେନ୍ଦ୍ରାପଡ଼ା:ଲାଞ୍ଚ ନେଇ ଭିଜିଲାନ୍ସ ପଞ୍ଝାରେ କୋରଡ଼ା ଗଡ଼ ଆରଆଇ; ପଟ୍ଟା ସଂଶୋଧନ କରିବାକୁ ନେଉଥିଲେ ୫ ହଜାର ଟଙ୍କା। ୫-ପାରାଦ୍ୱୀପରେ ଛାତରୁ ପଡ଼ି ଯୁବତୀଙ୍କ ମୃତ୍ୟୁ ମାମଲା: ପ୍ରେମିକ ଓ ଭଡ଼ାଟିଆ ଗିରଫ। ୬-ଭୁବନେଶ୍ୱର:PCR କର୍ମଚାରୀଙ୍କୁ ପୋଲିସ୍ ର ଫତୁଆ, ଢ଼ିଲା ହେଲେ ସିଧା ନିଲମ୍ବନ। ୭-ମାର୍ଚ୍ଚ ୪ରୁ ୮ ତାରିଖ ପର୍ଯ୍ୟନ୍ତ କିଟ୍ ବିଶ୍ୱବିଦ୍ୟାଳୟରେ ବିଚ୍‍ ଭଲିବଲ୍‍ ଚାମ୍ପିଅନ୍‍ସିପ୍‍ ହେବ ଆୟୋଜିତ,୮୨ଟି ଦଳ କରିବେ ଅଂଶଗ୍ରହଣ। ୮-ଭୁବନେଶ୍ୱର:ଏଣିକି ମନଇଛା ଲଗାଇ ପାରିବେନି ହୋର୍ଡିଂ, ବିଏମସି ଅଞ୍ଚଳରେ ନେବାକୁ ପଡିବ ଅନୁମତି। ୯-ବ୍ରହ୍ମପୁରରେ ବ୍ୟବସାୟୀ ଓ ବିଲଡରଙ୍କ ଘରେ ଇଡି ରେଡ୍, ଆର୍ଥିକ ହେରଫେରକୁ କେନ୍ଦ୍ର କରି ଚଢଉ ହୋଇଥିବା ସନ୍ଦେହ। ୧୦-ବରକୁ ୬୦, କନ୍ୟାକୁ ୨୬:ଚର୍ଚ୍ଚାରେ ହକୀମ ବାବରଙ୍କ ବିବାହ, ସୋସିଆଲ ମିଡିଆରେ ୟୁଜର୍ସ କଲେ ଟ୍ରୋଲ। ୧୧-ଓଡ଼ିଶା ଆସୁଛନ୍ତି ଅମିତ ଶାହ: ଭୁବନେଶ୍ୱରରେ ଜୋରଦାର ପ୍ରସ୍ତୁତି, ମାର୍ଚ୍ଚ ୬ରେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ରହିଛି।...

ଖବର ଆଜିର ତାରିଖ ୨୪/୦୨/୨୬, ମଙ୍ଗଳବାର

୧-ସରିଲା ହିନ୍ଦୀ, ସଂସ୍କୃତ ପରୀକ୍ଷା, ମାର୍ଚ୍ଚ ୧୯ରୁ ମାଟ୍ରିକ ଖାତା ଦେଖା, ନୋଡାଲ ସେଣ୍ଟରରୁ ଉତ୍ତର ଖାତା ସଂଗ୍ରହ ପାଇଁ ପ୍ରସ୍ତୁତି ଆରମ୍ଭ। ୨-ସରକାରୀ କର୍ମଚାରୀଙ୍କୁ ଅନ୍ତିମ ଚେତାବନୀ, ମାର୍ଚ୍ଚ ୩୧ ସୁଦ୍ଧା ଦାଖଲ କର ସମ୍ପତ୍ତି ତାଲିକା। ୩-ଭୁବନେଶ୍ୱର:ରାଜରାସ୍ତାରେ କନିଷ୍ଠ ଶିକ୍ଷକ ଆଶାୟୀ, ବଳକା ପଦବୀ ପୂରଣ କରିବାକୁ ଦାବି କରୁଛନ୍ତି ଆଶାୟୀ। ୪-ଆମ ବସ ସେବାର କଳେବର ବଢିବ: ବଜେଟରେ ୪୨୧କୋଟି ଟଙ୍କାର ବ୍ୟୟବରାଦ। ୫-ସୁବର୍ଣ୍ଣପୁର:ନବ ବଧୂକୁ ଅଧବାଟରୁ ଅପହରଣ ଘଟଣାରେ ଟ୍ବିଷ୍ଟ, ପ୍ରେମିକ ନୁହେଁ ବରଂ ପ୍ରେମିକା ରଚିଥିଲା ଷଡଯନ୍ତ୍ର। ୬-ଭୁବନେଶ୍ୱର: ଲଘୁଚାପ ସକ୍ରିୟ ଯୋଗୁଁ ଉପକୂଳକୁ ବଜ୍ରପାତ ସହ ବର୍ଷା ସତର୍କତା। ୭-ଏସଆଇଆର ପରେ ତାମିଲନାଡୁର ଚୂଡାନ୍ତ ଭୋଟର ତାଲିକା ପ୍ରକାଶ: ୯୭ଲକ୍ଷରୁ ଅଧିକ ନାମ ବାଦ। ୮-ଭୁବନେଶ୍ୱର:ଗତ ୫ ବର୍ଷରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ୩୧୦ ସରକାରୀ ବାବୁ। ୯-ରାଜଧାନୀର କୋର୍ଟ ପାଖରେ ହିଟ୍‌ ଆଣ୍ଡ ରନ୍‌ : ମହିଳାଙ୍କ ମୁଣ୍ଡ ଉପରେ ଚଢିଗଲା କାର୍‌। ୧୦-ଭୁବନେଶ୍ୱର,ପଳାସପଲ୍ଲୀ: ବୃଦ୍ଧଙ୍କ ଉପରେ ଚଢିଗଲା ଆମ ବସ୍, ଉତ୍ୟକ୍ତ ଲୋକେ ବସ୍ ଭାଙ୍ଗିଲେ, ନିଆଁ ଲଗାଇ ଦେଲେ। ୧୧-କେନ୍ଦ୍ରାପଡ଼ାର ଦାନପୁର ପଞ୍ଚାୟତରେ ହେବ ୧୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେଶାଲିଷ୍ଟ ଚାରିଟେବଲ୍ ହସ୍ପିଟାଲ୍; ରୋଗୀଙ୍କୁ ମାଗଣାରେ ମିଳିବ ଚିକିତ୍ସା ସେବା। ୧୨-ପିପିଲି:କିନ୍ନର ହତ୍ୟାକାଣ୍ଡ ଘଟଣାରେ ଆଉ...

ଖବର ଆଜିର ତାରିଖ:୨୧/୦୨/୨୬, ଶନିବାର

୧-ଭୁବନେଶ୍ୱର:୩ ଲକ୍ଷ ୧୦ ହଜାର କୋଟିର ବଜେଟ୍ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ, ଗତବର୍ଷ ଅପେକ୍ଷା ୬.୯% ବୃଦ୍ଧି। ୨-ବଜେଟରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ : ରାଜ୍ୟର ୪ ଟି ଜିଲ୍ଲାରେ ପ୍ରତିଷ୍ଠା ହେବ ବିଶ୍ବବିଦ୍ୟାଳୟ, ହଟିଲା ପ୍ରଫେସନାଲ ଟ୍ୟାକ୍ସ। ୩-ଗ୍ରାମାଞ୍ଚଳର ବିକାଶ ପାଇଁ ୪୪ ହଜାର ୩୦୯ କୋଟି, ଗତ ବର୍ଷ ତୁଳନାରେ ୧୩ ପ୍ରତିଶତ ଅଧିକ ବ୍ୟୟ ବରାଦ। ୪-ସ୍ବାସ୍ଥ୍ୟ ସେବା ପାଇଁ ୨୩ ହଜାର ୧୮୨ କୋଟି ଟଙ୍କାର ବ୍ୟୟ ବରାଦ, ଏସିବିର ପୁନର୍ବିକାଶ ପାଇଁ ୧ ହଜାର କୋଟି । ୫-ବଜେଟରେ ୧୬ଟି ନୂଆ କାର୍ଯ୍ୟକ୍ରମକୁ ଅନୁମୋଦନ, ଭିବୀ ଜି ରାମ ଜି ଯୋଜନା ପାଇଁ ୫ହଜାର ୫ଶହ ୭୫ କୋଟି ଟଙ୍କା। ୬-ରାଜ୍ୟ ବଜେଟରେ ଦକ୍ଷତା ବିକାଶକୁ ଗୁରୁତ୍ବ, କ୍ଷୁଦ୍ର ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ ପାଇଁ ଆରମ୍ଭ ହେବ 'ଉଦ୍ୟମୀ' ଯୋଜନା। ୭-ବଜେଟରେ ମୁଖ୍ୟମନ୍ତ୍ରୀଙ୍କ କନ୍ୟା ସୁମଙ୍ଗଳ ଯୋଜନା ଘୋଷଣା; BA ପାସ୍‌ କଲେ ଝିଅଙ୍କୁ ମିଳିବ ୧ ଲକ୍ଷ ୧ ଟଙ୍କା। ୮-ସରକାରୀ ସ୍କୁଲରୁ ମନ ଫେରେଇଲେଣି ପିଲା। ସ୍କୁଲ ଡ୍ରପ୍ ଆଉଟକୁ ନେଇ ଆସିଲା ସାଂଘାତିକ ଚିତ୍ର। ଚକିତ କଲା ବିଧାନସଭାରେ ଗଣଶିକ୍ଷା ବିଭାଗର ତଥ୍ୟ। ୨୦୨୪-୨୫ ଶିକ୍ଷାବର୍ଷରେ ପାଠ ଛାଡ଼ିଛନ୍ତି ୧୫% ପିଲା। ୯-ଗୋଦାବରୀଶ ମହାବିଦ୍ୟାଳୟରେ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଅନୁଷ୍ଠିତ। ୧୦-ରୋଷେଇ ଘର ନାହିଁ,ମେନୁ ମାଳ ମାଳ ,ଋଣ ବୋଝ ମୁଣ୍ତ ପିଛା ୩୦ ହଜାର ପାର:ବଜେଟ୍ ଉପରେ ନବୀନ ପଟ୍ଟନାୟକ...

News Headlines from Business News Agencies 20.02.2026

  *Business Standard*   📝 India may attract $200 bn in data centre investment by 2030: Deloitte 📝 India to start rare-earth magnet production, set up mineral parks 📝 Paytm leases 1,400 seats at Enzyme Office Spaces' Sarjapur facility 📝 SpiceJet receives MoU for 10 aircraft, fleet set to double this year 📝 ePlane Company partners NVIDIA to build India's first electric air taxi 📝 Indian Bank consortium seeks bids to sell ₹738 cr BLA Power bad loans 📝 Rajasthan discoms aim to double PM Surya Ghar Yojana installations in 2026 📝 GEG sharpens AI push, eyes robots in ₹1,200 crore digital transformation 📝 KKR sees India nearing inflection point in equities, private markets 📝 Andhra secures India's largest battery Gigafactory by Waaree Energies 📝 MSEDCL to demerge agri business by April, targets listing by 2026 end 📝 Cochin Shipyard signs deal to build LNG vessel for French shipping giant *Economic Times*   📝 India's consumer inflation estimated at 4.3% in FY27, up ...

ଖବର ଆଜିର ତାରିଖ:୨୦/୦୨/୨୬, ଶୁକ୍ରବାର

୧-ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟ ପରିଦର୍ଶନ କଲେ ଶିକ୍ଷା ସଚିବ; କମାଣ୍ଡ କଣ୍ଟ୍ରୋଲ୍ ରୁମ୍ ଯାଇ ସ୍ଥିତି ପରଖିଲେ। ୨-ମାଟ୍ରିକ ପରୀକ୍ଷା;ଉତ୍ସାହ ଭରିଲା ସହଜ ପ୍ରଶ୍ନ,ପ୍ରଥମ ଦିନରେ ପରୀକ୍ଷା ଦେଲେ ନାହିଁ ୧୨ ହଜାର ୯୩ ଜଣ। ୩-ଆଜି ରାଜ୍ୟ ବଜେଟ୍ : ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ୪-ଭୁବନେଶ୍ୱର:ପଳାଶୁଣୀ ଭିଡ କାଟିବ ସ୍ପାଏ ଓ୍ବାକ୍,ଉପରେ ଚାଲିବେ ପଥଚାରୀ,ତଳେ ଗଡିବ ଗାଡ଼ି। ୫-ଚୌଦ୍ୱାର ଜେଲର ପୂର୍ବତନ ଜେଲର୍ ସନ୍ତୋଷିନୀ ଦାଶ ନିଲମ୍ବିତ।ବଦଳି ପରେ କାର୍ଯ୍ୟରେ ଯୋଗ ନ ଦେବାରୁ ହେଲେ ନିଲମ୍ବିତ। ୬-ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ପରିଚୟ ପତ୍ର ବାଧ୍ୟତାମୂଳକ, ନିୟମ ଉଲ୍ଲଂଘନ କଲେ ପୋଲିସର ହେବ କାର୍ଯ୍ୟାନୁଷ୍ଠାନ। ୭-ବିଧାନସଭାରେ ଥମୁନି ଧାନ ତାତି,ଗୃହ ଅଚଳ, ଅନ୍ନଦାତାଙ୍କୁ ଆଶ୍ୱାସନା, ବିରୋଧୀଙ୍କୁ ଚେତାବନୀ। ୮-କଟକ ମହାଜନପୁର ଅଞ୍ଚଳରେ ବାଣ ବିସ୍ଫୋରଣ,ମା ଓ ଶିଶୁ କନ୍ୟା ମୃତ,ଶାଶୂ ଗୁରୁତର। ୯-ରାଜଧାନୀରେ ଭୟାବହ ଅଗ୍ନିକାଣ୍ଡ, ମଞ୍ଚେଶ୍ୱର ଶିଳ୍ପାଞ୍ଚଳର ଏକ କପଡ଼ା ଫ୍ୟାକ୍ଟ୍ରିରେ ଲାଗିଛି ନିଆଁ। ୧୦-ତାଳଚେର ସନ୍ଥପଡ଼ା ନଦୀ ଘାଟ:ସାମ୍ବାଦିକଙ୍କୁ ଆକ୍ରମଣ, ମାରଣାସ୍ତ୍ରରେ ହାତ ଓ ଗୋଡ଼କୁ ହାଣିଲେ ୬ ଦୁର୍ବୃତ୍ତ। ୧୧-ରାୟଗଡ଼ା,ମାରିଗୁଡା ଗାଁ:୫ ମାସରେ ୫ ଜଣଙ୍କର ମୃତ୍ୟୁ,ଭୂତ ଭୟରେ ଗାଁରେ ଜଳୁନି ଚୁଲି। ୧୨-ଓଡ଼ିଶା ଗର୍ଭରେ ସୁନା ଲ...

News Headlines from Business News Agencies 19.02.2026

  *Business Standard*   📝 Global Energy Alliance to raise $100 mn to digitise electric grids 📝 L&T, Nvidia to set up gigawatt-scale AI data centre infrastructure in India 📝 India allows limited Chinese equipment imports for key sectors 📝 DoT orders Navi Mumbai Airport to allow telecom firms to establish networks 📝 India has gained momentum in creating opportunity for AI: Zscaler CEO 📝 MakeMyTrip partners with OpenAI to improve AI-led travel bookings 📝 Peak XV Partners leads $25 million pre-Series-C round in Stable Money 📝 French major Valeo plans to invest $236.7 million to expand sales in India 📝 NPCI teams up with Nvidia to build AI layer for payments 📝 Power demand rebounds in Jan; Antique bullish on JSW Energy, Adani Power 📝 India to add nearly $2 trillion tech market cap in next decade: Accel *Economic Times*   📝 Indo-UK offshore wind task force launched, India crosses 272 GW non-fossil fuel power capacity 📝 Google plugs India into the AI fast lane w...

ଖବର ଆଜିର ତାରିଖ:୧୯/୦୨/୨୬, ଗୁରୁବାର

୧-ଆଜିଠୁ ଦଶମ ବୋର୍ଡ ପରୀକ୍ଷା; ସାଢ଼େ ପାଞ୍ଚ ଲକ୍ଷ ପିଲା ଦେବେ ଛାତ୍ର ଜୀବନର ବଡ ଏଗ୍‌ଜାମ।୩,୦୮୨ କେନ୍ଦ୍ରରେ ହେବ ପରୀକ୍ଷା । ୨-ଭୁବନେଶ୍ୱର: ତିନି ମାସରେ ପୂରଣ ହେବ ୩୪,୬୪୧ ସରକାରୀ ପଦ। ଜୁନ୍ ସୁଦ୍ଧା ୬୫,୦୦୦ ନିଯୁକ୍ତି ଲକ୍ଷ୍ୟ। ୩-ଭୁବନେଶ୍ୱର:DSR ଦେଉ ନାହାନ୍ତି ଜିଲ୍ଲାପାଳ,ତାଗିଦା କଲେ ସରକାର। ୪-'୨୦୨୭ ମାର୍ଚ୍ଚ ସୁଦ୍ଧା ୩ ଲକ୍ଷ ପରିବାରକୁ ମାଗଣା ବିଦ୍ୟୁତ୍ ଯୋଗାଇବା ପାଇଁ ସରକାର ଲକ୍ଷ୍ୟ'; ଗୃହରେ ଉତ୍ତର ରଖିଲେ ଉପମୁଖ୍ୟମନ୍ତ୍ରୀ। ୫-ବିଧାନସଭାକୁ ଧାନ ମୁଣ୍ଡାଇ ଆସିଲେ ବିରୋଧୀ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ଘୋଷଣା ହେଲା। ୬-ବ୍ରହ୍ମପୁର:ଝିଅ ବାହାଘର ପାଇଁ ଗୁଆ ଦେବାକୁ ଯାଉଥିଲେ ବାପା, ଦୁର୍ଘଟଣାରେ ଚାଲିଗଲା ଜୀବନ। ୭-କଟକ ସହରରେ ଚାଞ୍ଚଲ୍ୟ,ନୂଆପଡ଼ା ପ୍ରେସ କଲୋନୀରେ ଗୁଳିମାଡ଼ରେ ଯୁବକ ମୃତ।ମୃତକଙ୍କ ନାଁ ହେଉଛି ସୌମ୍ୟ ରଞ୍ଜନ ଜେନା ଓରଫ ରିଙ୍କୁ। ୮-ପୁଣି ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି ହେଲେ ବିକ୍ରମ ପଣ୍ଡା : ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଦ୍ବାରା ଚାଲିଛି ଚିକିତ୍ସା ୯-ନୂଆ ଦିଲ୍ଲୀ ଏଆଇ ସମ୍ମିଟ୍ ରେ ବିଲ୍‍ ଗେଟସଙ୍କୁ ସାକ୍ଷାତ କଲେ ଅଚ୍ୟୁତ ସାମନ୍ତ।କିସ୍‍ ଓ ଗେଟସ ଫାଉଣ୍ଡେସନ୍‍ କିଭଳି ଜେଣ୍ଡର ଇକ୍ୱାଲିଟି ଉପରେ ମିଳିତ ଭାବେ କାମ କରିବେ ସେ ନେଇ ଆଲୋଚନା ହୋଇଥିଲା। ୧୦-ରାଉରକେଲା:ବିଶ୍ୱ କପ୍ ପାଇଁ ଅନଲାଇନ୍ ବେଟିଂ, ନଗଦ ୨୦ ଲକ୍ଷ ଟଙ୍କା ଜବତ। ୧୧-ଚଣ୍ଡିଗଡ଼ ଷ୍ଟାଇଲ ଆ...

ଖବର ଆଜିର ତାରିଖ:୧୮/୦୨/୨୬, ବୁଧବାର

  ୧-ଆଜିଠୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ; ପ୍ରଥମ ଥର ପାଇଁ GPS ବ୍ୟବସ୍ଥାରେ ପଠାଗଲା ପ୍ରଶ୍ନପତ୍ର ଓ ଉତ୍ତରଖାତା।ଚଳିତ ବର୍ଷ ରାଜ୍ୟରେ ମୋଟ ୪ଲକ୍ଷ ୧ହଜାର ୬୨୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ।  ୨-ମାଟ୍ରିକ ପିଲାଙ୍କ ପାଇଁ ବଢ଼ିଲା ପ୍ରବେଶ ସମୟ,ଏଣିକି ୯ଟା ୩୦ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବାକୁ ଅନୁମତି ମିଳିବ। ୩-ରାଜ୍ୟପାଳଙ୍କ ଅଭିଭାଷଣରୁ ବଜେଟ୍ ଅଧିବେଶନ ଆରମ୍ଭ, ଓଡ଼ିଶା ହେବ ଦେଶର ଶ୍ରେଷ୍ଠ ୩ୟ। ୪-ଭୁବନେଶ୍ୱର:ଆସନ୍ତା ମାର୍ଚ୍ଚ ୭ରେ ଓଡ଼ିଶା ଆସିବେ ଗୃହ ମନ୍ତ୍ରୀ ଅମିତ ଶାହ। ୫-ଆହୁରି ୨ ଦିନ ରାଜ୍ୟରେ କୁହୁଡି କରିବ କଲବଲ; ପାଣିପାଗ ବିଭାଗ ପକ୍ଷରୁ ୧୭ ଜିଲ୍ଲାକୁ ସତର୍କ ସୂଚନା ଜାରି। ୬-ମାଲକାନଗିରି:୨୨ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ, ଛତିଶଗଡ଼ ସୁକମା ଏସପିଙ୍କ ନିକଟରେ କଲେ ଆତ୍ମସମର୍ପଣ। ୭-ବ୍ରହ୍ମପୁର:ଅତିରିକ୍ତ ତହସିଲଦାରଙ୍କୁ ଅଶ୍ଳୀଳ ଇଙ୍ଗିତ କରି ଗିରଫ ଭୟରେ ବିଷ ପିଇଥିଲେ ପିଇଓ, ମେଡିକାଲରେ ଆଖି ବୁଜିଲେ। ୮-ଭୁବନେଶ୍ୱର:ଚର୍ଚ୍ଚାରେ ଓଡ଼ିଆର ଯାଆଁଳା ଭାଇ; ଦେଖିବାକୁ ଯେମିତି ଏକା, ନମ୍ବର ବି ଆସିଲା ଏକା।ଜଣଙ୍କର ନାଁ ମହରୁଫ୍‌ ଓ ଅନ୍ୟ ଜଣକର ନାଁ ମସ୍‌ରୁର ଅହମ୍ମଦ ଖାନ । ୯-ଚମ୍ପୁଆ,ସିଜୁକଳା:ଜାତୀୟ ରାଜପଥରେ ସିରିଜ ଦୁର୍ଘଟଣା, ଡ୍ରାଇଭର ସମେତ ୨ ପରୀକ୍ଷାର୍ଥୀ ମିଶି ୪ ଆହତ। ୧୦-ଭୁବନେଶ୍ୱର:ମେଧା ତାଲିକା ପ୍ରକାଶ,LTR ଆଶାୟୀ ଶିକ୍ଷକ ସଂଘ ଧାରଣା...

News Headlines from Business News Agencies 17.02.2026

  *Business Standard :*   📝 AI adoption needs urgency and national commitment: CEA Nageswaran 📝 In-Solutions Global gets RBI's nod for domestic & cross-border PA 📝 Premium housing rises in 2025 as affordable sales fall 17%: Knight Frank 📝 Russian oil exports to China hit new high in February as India pulls back 📝 NPCI offers wallet service to foreign visitors at AI Impact Summit 📝 CCPA fines Snapdeal ₹5 lakh for selling toys violating BIS standards 📝 Kwality Walls sees opportunity for double-digit growth after HUL demerger 📝 UP govt receives ₹20,300 crore of FDI proposals amid investor push 📝 KPMG partner fined A$10,000 for using AI tools to cheat in test about AI 📝 FountainVest calls off EuroGroup Laminations deal after govt approval fails 📝 NCLT sets up panel to assess progress of projects under Jaypee Infratech 📝 Keystone Realtors to redevelop 8 societies in Mumbai, eyes ₹1,775 cr 📝 Shriram Properties buys land in Bengaluru to develop ₹600 cr project *Econo...

ଖବର ଆଜିର ତାରିଖ:୧୭/୦୨/୨୬, ମଙ୍ଗଳବାର

୧-ଆଜିଠୁ ଆରମ୍ଭ ହେବାକୁ ଯାଉଛି CBSE ଦଶମ ଓ ଦ୍ବାଦଶ ପରୀକ୍ଷା,ସକାଳ ୧୦ଟା ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ। ୨-କଡ଼ା ସୁରକ୍ଷା ଭିତରେ ଚାଲିବ ଚଳିତ ବଜେଟ୍ ଅଧିବେଶନ; ୩୪ ପ୍ଲାଟୁନ ପୋଲିସ ଫୋର୍ସ ସହ ଜଗିବେ ବ୍ଲାକ କମାଣ୍ଡୋ। ୩-ଭୁବନେଶ୍ୱର:ମାର୍ଚ୍ଚ ୮, ଆନ୍ତର୍ଜାତିକ ମହିଳା ଦିବସରେ ମିଳିବ ସୁଭଦ୍ରା କିସ୍ତି। ୪-୧୩ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଜେଇଇ ମେନ୍‌ ସେସନ୍‌-୧ ଦେଇଥିଲେ । ୧୨ଜଣ ପରୀକ୍ଷାର୍ଥୀ ୧୦୦ ପର୍ସେଣ୍ଟାଇଲରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏଥିରେ ଭବେଶ ପାତ୍ର ଓଡ଼ିଶା ଟପ୍ପର। ୫-ଭୁବନେଶ୍ୱର:୪୨ଟି ଶିଳ୍ପସଂସ୍ଥା ଉପରେ ୪ ହଜାର କୋଟି ଜଳକର ବାକି। ୬-୧୮ ସୁଦ୍ଧା ବରିଷ୍ଠ ଏସ୍ ଇ ଏସ୍ ପ୍ରଧାନ ଶିକ୍ଷକଙ୍କ ତଥ୍ୟ ପ୍ରଦାନ କରିବାକୁ ସରକାରଙ୍କ ନିର୍ଦ୍ଦେଶ। ୭-ଭୁବନେଶ୍ୱର: ଅଗ୍ନି ଯୋଦ୍ଧା ପ୍ରଶିକ୍ଷାର୍ଥୀଙ୍କ ଦୀକ୍ଷାନ୍ତ ସମାରୋହ, ମୁଖ୍ୟ ଅଗ୍ନି ଯୋଦ୍ଧା ହେଲେ ୧୮୪ ଆଗ୍ନିକ। ୮-କିଟ୍ ବିଶ୍ୱବିଦ୍ୟାଳୟ ୨୨ତମ ପ୍ରତିଷ୍ଠା ଦିବସରେ ଅତିଥିଙ୍କ ମତ : “କିଟ କେବଳ ଅନୁଷ୍ଠାନ ନୁହେଁ; ଏହା ଏକ ଦୃଷ୍ଟିକୋଣ”। ୯-ଜାନୁଆରୀ ୨୮ ସୁନ୍ଦରପଦା ଛାତିଥରା ବିସ୍ଫୋରଣ ଘଟଣାରେ ଭାଇରାଲ୍ ହେଉଥିବା CCTV ଫୁଟେଜ୍ କୁ ଧରି ଘାଣ୍ଟୁଛି NIA। ବିସ୍ଫୋରଣ ପଛରେ ବଡ଼ ଚକ୍ରାନ୍ତର ଆଶଙ୍କା କରୁଛି NIA। ୧୦-ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ,ସମ୍ବଲପୁର ଶାନ୍ତିନଗର ସ୍ଥିତ ନିଜ ଘରେ...

ଖବର ଆଜିର ତାରିଖ:୧୧/୦୨/୨୬, ବୁଧବାର

  ୧-SCB,କଟକ:ICU ବେଡରୁ ରୋଗୀ ଖସି ପଡିବାର ଘଟଣାର କାର୍ଯ୍ୟାନୁଷ୍ଠାନ;ବଦଳିଲେ ପ୍ରଫେସର ଓ ୩ ନର୍ସିଂ ଅଫିସର। ୨-ଓଡ଼ିଶାରେ ୪,୧୧୨ କୋଟି ଟଙ୍କାର ୨୩ଟି ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ; ସୃଷ୍ଟି ହେବ ୧୦ ହଜାର ନିଯୁକ୍ତି। ୩-୧୨ ଧର୍ମଘଟକୁ ବାମପନ୍ଥୀ ଦଳଙ୍କ ସମର୍ଥନ, ସକାଳ ୬ରୁ ସନ୍ଧ୍ୟା ୬ ଯାଏଁ ହେବ ବନ୍ଦ ପାଳନ। ୪-ପୁରୀ:ଆଜି ଶ୍ରୀମନ୍ଦିରରେ ବନକ ଲାଗି ନୀତି, ସନ୍ଧ୍ୟା ୬ରୁ ରାତି ୧୦ ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ। ୫-ପାଣିକୋଇଲି,ଓଚିନ୍ଦା ପ୍ରାଥମିକ ବିଦ୍ୟାଳୟ:କୃମି ଔଷଧ ଖାଇ ୩୮ ଛାତ୍ରଛାତ୍ରୀ ଅସୁସ୍ଥ। ୬-ରାଜ୍ୟରେ ଗଡ଼ିଲା ୨୫୦ ନୂଆ ଆମ୍ବୁଲାନ୍ସ। ରାଜ୍ୟର ଜରୁରୀକାଳୀନ ଚିକିତ୍ସା ସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅଧିକ ୨୫୦ଟି ନୂଆ ଆମ୍ବୁଲାନ୍ସ ଲୋକାର୍ପଣ କରିଛନ୍ତି। ୭-କଟକ: ପ୍ରଦୂଷଣ ପ୍ରମାଣପତ୍ର ପାଇବାକୁ ହେଲେ ବକେୟା ଚାଲାଣ ପୈଠ କରିବାକୁ ହେବ: ହାଇକୋର୍ଟ  ୮-ଢେଙ୍କାନାଳ : ପୁଣି ହାତୀପଲଙ୍କ ଦୌରାତ୍ମ୍ୟ। ୩ ଜଣଙ୍କୁ ଅତି ନୃଶଂସ ଭାବେ ଦଳିଦେଲେ ହାତୀପଲ। ୯-ଭୁବନେଶ୍ୱର:ରାତି ୧୦ଟାରେ ଉଠିବ ଲିଙ୍ଗରାଜଙ୍କ ମହାଦୀପ। ୧୦-ପୁରୀ ସମୁଦ୍ର କୂଳରେ ହଜାର ହଜାର ଜୀବନ୍ତ ଶାମୁକା। ବାଲିରେ ବିଚରଣ କରି ସକାଳୁ ସମୁଦ୍ରକୁ ଫେରି ଯାଉଛନ୍ତି। ନିଳାଦ୍ରୀ ଓ ବ୍ଲୁ ଫ୍ଲାଗ୍ ବିଚ୍ କୁ ଆସୁଛନ୍ତି ଜୀବନ୍ତ ଶାମୁକା। ୧୧-ରାଜନଗର:ଜାତିପ୍ରଥାର କଳଙ୍କିତ ଅଧ୍ୟାୟ; ଅନୁସୂଚିତ ଜାତିର ଯୁବତୀଙ୍କ ନିଯୁକ...

News Headlines from Business News Agencies 10.02.2026

  *Business Standard*   📝 TCS needs to be prepared to take advantage of AI: Chandrasekaran 📝 JK Lakshmi cement sees per-tax earnings improve from Q4 on higher sales 📝 Car loan EMIs drop for these Bank of Baroda loans as lender slashes interest rates 📝 Takaichi landslide win shows structural, ideological shift in Japan: China 📝 GreenCell Mobility to deploy 570 e-buses in Delhi over next few months 📝 Euler Motors partners Jio-bp to expand EV charging network across India 📝 Govt to support steel exports hit by Europe's carbon tax: Steel secy 📝 L&T plans 32 MW data centre capacity by March-end, eyes electrolyser orders 📝 Karnataka relaxes FAR rules for taller real estate projects 📝 Gujarat signs LoI with Starlink for satellite internet in remote areas 📝 Qualcomm's 2nm tape-out adds momentum to India's semiconductor mission 📝 Amazon deepens ties with STMicro to secure semiconductors for data centres 📝 UP govt sees priority sector credit potential at ₹9.14 trilli...

ଖବର ଆଜିର ତାରିଖ:୧୦/୦୨/୨୬, ମଙ୍ଗଳବାର

୧-ପ୍ରଶ୍ନପତ୍ର ପ୍ରଘଟ,କପି ରୋକିବାକୁ କଡ଼ା ସୁରକ୍ଷା,ଆଜିଠୁ ନୋଡାଲ ସେଣ୍ଟରକୁ ଯିବ ମାଟ୍ରିକ ପ୍ରଶ୍ନପତ୍ର। ୨-୧୨ରେ ପାଚିକା ଓ ସହାୟିକାଙ୍କ ଧର୍ମଘଟ, ମଧ୍ୟାହ୍ନ ଭୋଜନ ପାଇଁ ବିକଳ୍ପ ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ। ୩-ଗତକାଲି ଥିଲା ମୁଖ୍ୟମନ୍ତ୍ରୀଙ୍କ ୧୭ତମ ଜନ ଅଭିଯୋଗ ଶୁଣାଣି, ୯୪ ପ୍ରତିଶତ ଅଭିଯୋଗର ସମାଧାନ କରାଯାଇଛି :ମୁଖ୍ୟମନ୍ତ୍ରୀ ୪-ରାଜଧାନୀରେ ଅନଲାଇନ ଅଟୋ ଓ ଟାକ୍ସି ସଂଘର ଆନ୍ଦୋଳନ; ଯାତ୍ରୀ ହନ୍ତସନ୍ତ। ୫-ଶିଶୁଭବନ ଛକ, ଭୁବନେଶ୍ୱର:ରାଜଧାନୀରେ ଦୁର୍ଘଟଣା ସହ ମର୍ଡର ଲିଙ୍କ, ତ୍ରିକୋଣୀୟ ପ୍ରେମରୁ ହତ୍ୟା କରି ପଳାଉଥିବା ବେଳେ ବ୍ରିଜ ତଳକୁ ଖସିଥିଲା କାର। ୬-ପୁରୀ ସ୍ବର୍ଗଦ୍ବାର ସମୁଦ୍ରବେଳାରେ ଅଘଟଣ ରୋକିଲେ ଲାଇଫଗାର୍ଡ। ସମୁଦ୍ରରେ ଭାସି ଯାଉଥିବା ୫ ପର୍ଯ୍ୟଟକଙ୍କୁ କଲେ ଉଦ୍ଧାର। ୭-ବାସୁଦେବପୁର:ଷ୍ଟାର୍ଟ ବେଳେ ହୁତୁ ହୁତୁ ହୋଇ ଜଳିଗଲା ବାଇକ, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ବାଇକ ଚାଳକ। ୮-ବାଙ୍କୀ, କିଆପଲା ପଞ୍ଚାୟତ କୁମୁସର ଗାଁ:ଆଇସକ୍ରିମ ଖାଇବା ପରେ ୧୮ରୁ ଅଧିକ ପିଲା ଅସୁସ୍ଥ। ୯-ଆଠଗଡ଼ ମଣ୍ତିରେ ଅବ୍ୟବସ୍ଥା, ୫ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି। ୧୦-ଧାନ କିଣାରେ ଅବ୍ୟବସ୍ଥା, ବିଜେପି ସରକାରଙ୍କୁ ନବୀନଙ୍କ ତୀବ୍ର ସମାଲୋଚନା। ୧୧-ବ୍ରହ୍ମପୁର:ପୀତବାସ ପଣ୍ଡା ହତ୍ୟା ମାମଲା, କୋର୍ଟରେ ହାଜର ହେଲେ ଅନ୍ୟତମ ଅଭିଯୁକ୍ତ ମଦନ ଦଳେଇ। ୧୨-ରାଜ୍ୟସଭା ନିର୍ବାଚନ, ନବୀନଙ୍କ ପାଇଁ ଅଗ୍ନିପରୀକ୍ଷ...

ଖବର ଆଜିର ତାରିଖ:୦୫/୦୨/୨୬, ଗୁରୁବାର

୧-ଅଣ୍ଡର-୧୯ ବିଶ୍ୱକପ ଫାଇନାଲରେ ଭାରତ, ଆଫଗାନିସ୍ତାନକୁ ୭ ୱିକେଟରେ କଲା ପରାସ୍ତ; ସର୍ବାଧିକ ରନ୍ ପିଛା କରି ରଚିଲେ ଇତିହାସ। ୨-ସାତକୋଶିଆ ଅଭୟାରଣ୍ୟ ପାଲଟିବ ବିଶ୍ୱସ୍ତରୀୟ ଇକୋ ଟୁରିଜିମ୍ ହବ୍; ୧୦୦ କୋଟି ଟଙ୍କା ବ୍ୟୟରେ ତିଆରି ହେବ ଅତ୍ୟାଧୁନିକ ଭିତ୍ତିଭୂମି। ୩-ନୀଳଗିରି : ନୀଳଗିରି କୁଲଡିହା ବନବିଭାଗ ପକ୍ଷରୁ ଚଢ଼ଉ, ୬ଜଣ ବଜ୍ରକାପ୍ତା ବେପାରୀ ଗିରଫ,ସେଥିରୁ ଜଣେ ସରକାରୀ ଶିକ୍ଷକ ସାମିଲ। ୪-ଯାଜପୁର ରୋଡ଼:ଡ଼ୁବୁରୀ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧ ମୃତ। ୫-ଭୁବନେଶ୍ୱର:ଆରମ୍ଭ ହେଲା ଅତ୍ୟାଧୁନିକ କାରାଭାନ ଟୁରିଷ୍ଟ ସେବା, ଶୁଭାରମ୍ଭ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ୬-ଝାରସୁଗୁଡ଼ା ରେଳ ଷ୍ଟେସନରେ ସ୍ୱାମୀ ସ୍ତ୍ରୀଙ୍କୁ ଛୁରାମାଡ।ମହିଳାଙ୍କ ମୃତ୍ୟୁ,ସ୍ୱାମୀ ଗୁରୁତର ଆହତ। ୭-ଖୋର୍ଦ୍ଧା ନବୋଦୟ କ୍ୟାମ୍ପସରେ ଜଣ୍ଡିସ୍ ବ୍ୟାପିବା ଘଟଣା; ନିଲମ୍ବିତ ହେଲେ ଅଧ୍ୟକ୍ଷା। ୮-ଜାଗର ସମୟରେ ଶ୍ରୀଲିଙ୍ଗରାଜଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ, ଭିଡ଼ ରୋକିବାକୁ ପ୍ରସ୍ତୁତ ହେବ ସ୍ୱତନ୍ତ୍ର ରୋଡ୍ ମ୍ୟାପ୍। ୯-ଓଡ଼ିଶାରେ BSNLରେ ବାକି ପଡିଛି ୨୮.୫୪ କୋଟି; ବକେୟା ଅର୍ଥ ପରିଶୋଧ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସିନ୍ଧିଆ। ୧୦-ଭୁବନେଶ୍ବର ଆଜାଦନଗରରେ ବୋମା ବିସ୍ଫୋରଣ ଘଟଣା, ଆହତ ବ୍ୟକ୍ତିଙ୍କ ମୃତ୍ୟୁ। ୧୧-ଗଞ୍ଜାମ,ଗୁଣ୍ଠୁପଡ଼ା ଗ୍ରାମ:ପ୍ରେମିକର ଘର ଆଗରେ ବିବାହିତ ମହିଳାଙ୍କ ଧାରଣା, ସ...