ଖବର ଆଜିର ତାରିଖ:୨୮/୧୧/୨୫, ଶୁକ୍ରବାର



୧-ନୂଆଦିଲ୍ଲୀ/ଭୁବନେଶ୍ୱର:ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ‘ଓଡ଼ିଶା ମଣ୍ଡପ’କୁ ସ୍ୱର୍ଣ୍ଣ ପଦକ।

୨-ବିଧାନସଭାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ 'ଆଚରଣ, ଉଚ୍ଚାରଣରେ ସଂଯମତା ରହୁ'।

୩-କଟକ ପ୍ରଶାସନ ଉପରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ଖପ୍ପା , ୩୬ ଜଣଙ୍କ ନଭେମ୍ବର ମାସର ଦରମା ବନ୍ଦ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ।

୪-ଭୁବନେଶ୍ୱର:SI ନିଯୁକ୍ତିରେ ଜାଲିଆତି ଘଟଣା,୪ ଦଲାଲଙ୍କୁ ସିବିଆଇର ଜେରା।

୫-ଭୁବନେଶ୍ୱର: ରାଜ୍ୟବ୍ୟାପୀ ଡାକ୍ତରଙ୍କ କଳାବ୍ୟାଜ୍ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲା ସଂଘ।

୬-ଭୁବନେଶ୍ୱର:ଅଭ୍ୟାସଗତ ସଡ଼କ ସୁରକ୍ଷା ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ, ୨୪୧ଟି ଯାନର ପଞ୍ଜିକରଣ ପ୍ରମାଣପତ୍ର ନିଲମ୍ବନ।

୭-୪୨୦୦ ଗ୍ରେଡ ପେ ଦାବିରେ ଆସନ୍ତା ୫ରୁ ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ଡ଼ାକରା।

୮-ଭୁବନେଶ୍ୱର:ରାଜ୍ୟସ୍ତରୀୟ ନିରନ୍ତର ପୁନର୍ବାସ ଶିକ୍ଷା କାର୍ଯ୍ୟକ୍ରମ ଉଦଘାଟିତ, ନିଯୁକ୍ତ ହେବେ ୧୫୦୦ ଶିକ୍ଷକ।

୯-କଟକ: ଆସନ୍ତା ୯ରେ ବାରବାଟୀରେ ଭାରତ ଦକ୍ଷିଣ ଆଫ୍ରିକା କ୍ରିକେଟ ମ୍ୟାଚ୍:୪୨ହଜାର ୬୯୫ ଟିକେଟ୍,ପାସ୍ ଛପା ହେବ।

୧୦-ମୋଟର ଭେହିକଲ ଆଇନରେ ରାଜ୍ୟ ପୋଲିସକୁ ମିଳିବାକୁ ଥିବା କ୍ଷମତାକୁ ସ୍ଥଗିତ ରଖିଲେ ସରକାର।

୧୧-ପୋଲସରା ଲିଙ୍ଗରାଜ ପାତ୍ର ହତ୍ୟାକାଣ୍ଡ ଘଟଣାରେ ବାଇଶି ବର୍ଷ ପରେ ଅଭିଯୁକ୍ତ ଗିରଫ।

୧୨-ଡିସେମ୍ବର ପହିଲାରୁ ଧର୍ମଘଟ ନିଷ୍ପତ୍ତିକୁ ପ୍ରତ୍ୟାହୃତ କଲା ବସ୍ ମାଲିକ ସଂଘ।

୧୩-ଶିକ୍ଷକ ବଦଳି ମାମଲାରେ ରାଜ୍ୟ ସରକାରଙ୍କୁ ଝଟକା, ହାଇକୋର୍ଟ ଖାରଜ କଲେ ଚିଠି।

୧୪-ସମ୍ବଲପୁର: ଟ୍ରେଡିଂ ନାଁରେ କୋଟି କୋଟି ଟଙ୍କାର ଠକେଇ, ଜଣେ ଗିରଫ।

୧୫-ଆସୁଛି ବାତ୍ୟା ‘ଡିଟୱା’, ଓଡ଼ିଶାରେ ନାହିଁ ପ୍ରଭାବ !ତାମିଲନାଡ଼ୁର ଚେନ୍ନାଇ ଉପକୂଳରେ ସ୍ଥଳଭାଗ ଛୁଇଁବାର ଅଛି ସମ୍ଭାବନା।

୧୬-ଆସାମରେ ବହୁବିବାହ ବ୍ୟାନ: ବିଧାନସଭାରେ ବିଲ୍ ପାରିତ, ସିଏମ୍ ହିମନ୍ତ କହିଲେ-ଜିତିଲେ ୟୁସିସି ଲାଗୁ କରିବୁ।

୧୭-ଲକ୍ଷ୍ନୌ:ଆଧାର ନୁହେଁ ଜନ୍ମ ତାରିଖର ପ୍ରମାଣ, ପ୍ରାମାଣିକ କାଗଜପତ୍ର ରୂପେ ହେବ ନାହିଁ ସ୍ୱୀକାର।

୧୮-WPLରେ ସାମିଲ୍ ହୋଇପାରେ ନୂଆ ଟିମ୍, ‘ହୋମ ଆଣ୍ଡ ଆଓ୍ଵେ’ ଫର୍ମାଟରେ ହେବ ଟୁର୍ଣ୍ଣାମେଣ୍ଟ: ପାର୍ଥ ଜିନ୍ଦଲ।

୧୯-ଐତିହାସିକ ସ୍ତରରେ ପହଞ୍ଚି ଝୁମିଲା ଶେୟାର ବଜାର: ୧୪ ମାସପରେ ଛୁଇଁଲା ସର୍ବୋଚ୍ଚ ସ୍ତର।

୨୦-ଦେଶର ପ୍ରଥମ ଘରୋଇ ରକେଟ୍ ବିକ୍ରମ-୧କୁ ଅନାବରଣ କଲେ ପ୍ରଧାନମନ୍ତ୍ରୀ, ଭାରତର ଜେନ୍-ଜିଙ୍କଠାରୁ ପ୍ରେରଣା ନିଅ 

Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)