ଖବର ଆଜିର ତାରିଖ:୨୧/୧୧/୨୫, ଶୁକ୍ରବାର



୧-କଟକ:ଆସନ୍ତା ୨୮ ତାରିଖ ଯାଏ ବଢ଼ିଲା ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ଅବଧି।ପୂର୍ବରୁ ନଭେମ୍ବର ୨୨ ପର୍ଯ୍ୟନ୍ତ ଶେଷ ତାରିଖ ଥିଲା।

୨-ଭୁବନେଶ୍ୱର: ଲୋକସେବା ଭବନରେ ଆଜି ବସିବ ରାଜ୍ଯ କ୍ୟାବିନେଟ୍ ଓ ମନ୍ତ୍ରୀ ପରିଷଦ ବୈଠକ।

୩-ଶପଥ ନେଲେ ଜୟ ଢୋଲକିଆ,ବିଧାୟକ ଭାବେ ଶପଥ ପାଠ କରାଇଛନ୍ତି ବାଚସ୍ପତି ସୁରମା ପାଢୀ। 

୪-ଭୁବନେଶ୍ୱର:ସୃଷ୍ଟି ହେଲା ଘୂର୍ଣ୍ଣିବଳୟ : ଶୀତରେ ବଡ଼ ବର୍ଷାରେ ଭିଜିବ ଓଡ଼ିଶା।

୫-କଟକ ସଦର:CMO କର୍ମଚାରୀ ପରିଚୟ ଦେଇ ଠକେଇ, ବନ୍ଧାହେଲେ ନକଲି ସାମ୍ବାଦିକ।

୬-ପୋଲିସ SI ନିଯୁକ୍ତି ପରୀକ୍ଷା କେଳେଙ୍କାରୀ, ଶଙ୍କର ପୃଷ୍ଟି ସମେତ ଅନ୍ୟ ୩ ସହଯୋଗୀଙ୍କ ଜାମିନ ଆବେଦନ ଖାରଜ।

୭-ସାଲିଆ ସାହିରେ ସରିଲା ଜବରଦଖଲ ଉଚ୍ଛେଦ,୫୫୪ଟି ଘର ଭଙ୍ଗାଯିବା ସହ ଡ୍ରେନ୍ ନିର୍ମାଣ କାମ ଆରମ୍ଭ ।

୮-ଶରଧାବାଲି ଦଳାଚକଟା ମାମଲା, ଏସିଏଫଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ।

୯-ଲକ୍ଷ୍ମୀସାଗର:ରାଜଧାନୀରେ ପୁଣି ଥାର କାର ଆତଙ୍କ, ସ୍କୁଟିକୁ ଘୋଷାଡି ନେଲା ୧୦୦ମିଟର। 

୧୦-ପୁଣି ଲାଲ ହେଲା ଟମାଟର! ୮୦ ଟଙ୍କାକୁ ପହଞ୍ଚିଲାଣି କେଜି ପିଛା ଦର।

୧୧-ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଘର, ସାଲିଆସାହି ଉଛେଦ ପରେ ବିଏମସି କମିସନରଙ୍କ ପ୍ରତିକ୍ରିୟା।

୧୨-ନବରଙ୍ଗପୁର:ଦେଖୁଥିଲେ ଶିକ୍ଷକ, ପିଅନ, ଝାଡୁଦାର, ବିଦ୍ୟାଳୟରୁ ଅଳିଆ ସଫା କଲେ ଜିଲ୍ଲା ଶିକ୍ଷା ଅଧିକାରୀ।

୧୩-ମାଲକାନଗିରି:ଚଳନ୍ତା ବସରେ ଡ୍ରାଇଭରଙ୍କୁ ହୃଦଘାତ, ଅଳ୍ପକେ ବର୍ତ୍ତିଲା ୨୫ ଯାତ୍ରୀଙ୍କ ଜୀବନ।

୧୪-ପୁଣି ଅନୀଲ ଅମ୍ବାନୀଙ୍କ ସମ୍ପତ୍ତି ଜବତ କଲା ଇଡି: ଏପର୍ଯ୍ୟନ୍ତ ଜବତ ହେଲାଣି ୯ ହଜାର କୋଟି ଟଙ୍କାର ସମ୍ପତ୍ତି, ଭୁବନେଶ୍ୱରରେ ବି ସିଜ୍

୧୫-ରେଳମନ୍ତ୍ରୀଙ୍କ ବଡ଼ ସୂଚନା ; ଡିସେମ୍ବରରୁ ଗଡ଼ିବ ଦେଶର ପ୍ରଥମ ବନ୍ଦେଭାରତ ସ୍ଲିପର ଟ୍ରେନ୍‌।

୧୬-ନୀତୀଶ ସରକାରରେ ବିଜେପି ପାଓ୍ୱାରଫୁଲ୍ ; ଏକାକି ହାତେଇଲା ଅଧାରୁ ଅଧିକ ମନ୍ତ୍ରୀ ପଦ।

୧୭-ଛାତ୍ରଛାତ୍ରୀଙ୍କୁ ୪୧୫ କୋଟି ଠକିଛି ଅଲ୍‌ ଫଲାହ ବିଶ୍ଵବିଦ୍ୟାଳୟ।

୧୮-ନୂଆଦିଲ୍ଲୀ:ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କୁ ମମତାଙ୍କ ଚିଠି, ତୁରନ୍ତ ରୋକନ୍ତୁ ଏସଆଇଆର୍।

୧୯-AI ମୋ ଚାକିରି ମଧ୍ୟ ଛଡାଇ ନେଇ ପାରିବ, ଗୁଗଲ ସିଇଓ ସୁନ୍ଦର ପିଚାଇ କଲେ ବଡ଼ ଆଶଂକା।

୨୦-କାଠମାଣ୍ଡୁ:ନେପାଳରେ ପୁଣି ଜେନ-ଜେଡ୍ ବିକ୍ଷୋଭ,ବାରା ଜିଲ୍ଲାରେ କର୍ଫ୍ୟୁ।


Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024