ଖବର ଆଜିର ତାରିଖ:୨୬/୦୭/୨୫, ଶନିବାର



୧-କଟକ: ସ୍ବତନ୍ତ୍ର OTET ପରୀକ୍ଷା ସ୍ଥଗିତ, ମାଧ୍ୟମିକ ଶିକ୍ଷା ପରିଷଦର ୬ ଅଧିକାରୀଙ୍କ ହେଲା ବଦଳି।

୨-ଭୁବନେଶ୍ୱର:ବିଦ୍ୟାଳୟରେ ସୁନିଶ୍ଚିତ ହେବ ଅନଲାଇନ୍ ଉପସ୍ଥାନ,ଆଜି ସୁଦ୍ଧା ସୁନିଶ୍ଚିତ କରିବାକୁ ଓସେପା ପକ୍ଷରୁ ନିର୍ଦ୍ଦେଶ ଜାରି।

୩-ଭୁବନେଶ୍ୱର: ଅଧିକାରୀଙ୍କୁ ମନ୍ତ୍ରୀଙ୍କ ତାଗିଦ୍,ପାଣି ନ ଦେଲେ ଦରମା ବନ୍ଦ।

୪-ଓଡ଼ିଶା ହେବ ଟେକ୍ସଟାଇଲ ହବ୍ : ରାଜ୍ୟରେ ୬ଟି ଟେକ୍ସଟାଇଲ ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ।

୫-ନୂଆ କୁଳପତି ନିଯୁକ୍ତି ପର୍ଯ୍ୟନ୍ତ ପ୍ରଫେସର ଯଜ୍ଞେଶ୍ବର ଦଣ୍ଡପାଟ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ଦାୟିତ୍ବରେ ରହିବେ।

୬-ଆସିକା ବ୍ଲକ ଅନ୍ତର୍ଗତ ସାନଖୋଲି ଗାଁର ସୁରେଶ ପଟ୍ଟନାୟକ । ନିଜେ ମରି ୭ ଜଣଙ୍କୁ ଜୀବନ ଦେଲେ, ଅଙ୍ଗଦାନ କରି ଅମର ହେଲେ।

୭-କଟକ ଜିଲ୍ଲା ମାଣିଆବନ୍ଧ ଅଞ୍ଚଳରେ ପେଟ୍ରୋଲ ଭରିବାକୁ ଦୁଇ ଚକିଆ ଗାଡିରୁ ଟାଙ୍କି ଖୋଲି ଆଣିଲେ ବ୍ୟକ୍ତି, ଭିଡିଓ ହେଉଛି ଭାଇରାଲ।

୮-ଯାଜପୁର,କନିକାପଡା:ପାଇପାରିଲେନି ମନର ମଣିଷ, ପ୍ରେମ ପାଇଁ ପରିବାରକୁ ବିଷ,ଶିଶୁକନ୍ୟାଙ୍କ ସମେତ ୬ ଜଣ ଗୁରୁତର ଅବସ୍ଥାରେ ମେଡିକାରେ ଭର୍ତ୍ତି ।

୯-ହୀରାକୁଦରେ ଖୋଲିଲା ଆଉ ୪ ଗେଟ୍‌; ମୋଟ୍ ୨୦ଟି ଗେଟ୍ ଦେଇ ହେଉଛି ବନ୍ୟା ଜଳ ନିଷ୍କାସନ, ତଳିଆ ଜିଲ୍ଲାକୁ ସତର୍କ ରଖିବାକୁ ପରାମର୍ଶ।

୧୦-ରାଉରକେଲା ଇସ୍ପାତ କାରଖାନା ସଂପ୍ରସାରଣ ପାଇଁ ହାଇଲେବୁଲ କମିଟି ବୈଠକ, ୯ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

୧୧-ଭୁବନେଶ୍ବର:ବୁଣାକାରଙ୍କ ପାଇଁ ଖୁସି ଖବର, ଭତ୍ତା ବଢାଇଲେ ରାଜ୍ୟ ସରକାର।

୧୨-ଭଞ୍ଜନଗର:ଜଙ୍ଗଲରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢାଉ, ୧୯ ଗିରଫ, ୪ ଲକ୍ଷ ୪ ହଜାର ଟଙ୍କା ଜବତ।

୧୩-ଚନ୍ଦ୍ରଶେଖରପୁର: ରାତିରେ ହାଇଓ୍ବା ଆତଙ୍କ, ପୃଥକ୍ ପୃଥକ୍ ଦୁର୍ଘଟଣା,ଗାଇ ସମେତ ଦୁଇ ଯୁବକ ମୃତ,ଚାଳକ ଅଟକ,ଜଣେ ଗୁରୁତର।

୧୪-ଭୁବନେଶ୍ୱର:ଆରମ୍ଭ ହେଲା ଫ୍ରି ଫ୍ଲୋ ରୋଡ୍ ଅଭିଯାନ, ରାସ୍ତାରେ ଗାଡ଼ି ପାର୍କ କଲେ ଉଠାଇ ନେବ ପୋଲିସ।

୧୫-ଛତ୍ରପୁର:ଇନଷ୍ଟାଗ୍ରାମ ପ୍ରେମର କରୁଣ ପରିଣତି, ପ୍ରେମିକର ଘରେ ଧାରଣା ଦେଲା ପ୍ରେମିକା।

୧୬-ଜୟପୁର:ଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ, ଘରୁ ଦେଢ କୋଟି ଟଙ୍କା ସହ ସୁନା ବିସ୍କୁଟ ଜବତ।

୧୭-୩୦ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡିଲେ ଜୁନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ ସୌରଭ ତ୍ରିପାଠୀ।

୧୮-ଭାରତରେ ହାଇଡ୍ରୋଜେନ୍ ଟ୍ରେନ ଟେକ୍ନୋଲୋଜିର ପରୀକ୍ଷଣ ସଫଳତାର ସହ ସମ୍ପନ୍ନ।

୧୯-ମାଞ୍ଚେଷ୍ଟର :ଓଲଡ ଟ୍ରାଫୋଡରେ ଭାରତର ଦୁର୍ବଳ ବୋଲିଂ,ରୁଟଙ୍କ ୧୫୦, ଇଂଲଣ୍ଡର ବିଶାଳ ସ୍କୋର।

୨୦-କେନ୍ଦ୍ର କର୍ମଚାରୀଙ୍କ ପାଇଁ ଆଶ୍ୱସ୍ତିକର ଖବର; ଏକାବେଳକେ ମିଳିବ ବର୍ଷକୁ ୩୦ ଦିନର ସ୍ୱତନ୍ତ୍ର ଛୁଟି, କଟିବନି ଦରମା।

୨୧-ବିହାର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା : ୨୨ ଲକ୍ଷ ମୃତ , ୭ ଲକ୍ଷ ନକଲି ଭୋଟର ; ୯୯.୮ ପ୍ରତିଶତ ଭୋଟର ସାମିଲ।

୨୨-ଆରବପତିଙ୍କ ତାଲିକାରେ ସାମିଲ୍ ହେଲେ ଗୁଗଲ ସିଇଓ ସୁନ୍ଦର ପିଚାଇ: ୨୦୨୪ରେ ଦରମା ଥିଲା ୯୧.୪୨ କୋଟି ଟଙ୍କା।

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024