ଖବର ଆଜିର ତାରିଖ:୨୯/୦୭/୨୫, ମଙ୍ଗଳବାର


୧-ବିଦ୍ୟାର୍ଥୀ ପାଇବେ ଗେରୁଆ ଆଇ-କାର୍ଡ, ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲା ଶିକ୍ଷା ଅଧିକାରୀଙ୍କୁ କରାଯାଇଛି ଚିଠି।

୨-ବାଲେଶ୍ଵର: ବିପଦ ସଂକେତ ତଳେ ସୁବର୍ଣ୍ଣରେଖା ଓ ଜଳକା,୪ ବ୍ଲକ୍ ର ଚାଷୀଙ୍କ ଉଜୁଡି ଗଲା ଫସଲ।

୩-ଭୁବନେଶ୍ୱର:ଆରମ୍ଭ ହେଲା 'ରାଜ୍ୟ ପଞ୍ଚାୟତ ପୁରସ୍କାର', ଶ୍ରେଷ୍ଠ ପଞ୍ଚାୟତକୁ ମିଳିବ ୧୫ ଲକ୍ଷ ଟଙ୍କା ପୁରସ୍କାର।

୪-ଭୁବନେଶ୍ୱର:କ୍ଷେତରେ ଚାଷ ନାହିଁ, ଧାନ ବିକିବାକୁ ପଞ୍ଜିକରଣ,ଲକ୍ଷେ ୮୧ ହଜାର ଚାଷୀଙ୍କୁ ନୋଟିସ୍ ଜାରି।

୫-ବିଶିଷ୍ଟ ଶିକ୍ଷାବିତ ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତି ୟୁଜିସି-ଡିଏଇ ସିଏସଆର ପରିଚାଳନା ବୋର୍ଡକୁ ମନୋନୀତ।

୬-କନ୍ଧମାଳ:OSRTC ବସ୍‌ରେ ହେଉଥିଲା ଗଞ୍ଜେଇ ଚାଲାଣ, ମାଡ଼ିବସିଲା ଅବକାରୀ ପୋଲିସ।

୭-ଭୁବନେଶ୍ୱର:ଏମ୍ସରେ ଷ୍ଟାଫଙ୍କୁ ଅସଦାଚରଣ ଅଭିଯୋଗ, ନର୍ସିଂ ଅଧିକାରୀ ଗିରଫ।

୮-ରାୟଗଡ଼ା:ଶୈବପୀଠକୁ ଜଳ ଲାଗି ପାଇଁ ଆସି ଅଘଟଣ , ମହେନ୍ଦ୍ର ତନୟା ନଦୀରେ ବୁଡି କାଉଡ଼ିଆଙ୍କ ଗଲା ଜୀବନ।

୯-କାର୍ଯ୍ୟରେ ଯୋଗଦେଲେ ସୀମା ଶୁଳ୍କ ଓ ପରୋକ୍ଷ କର ଭୁବନେଶ୍ଵର ମଣ୍ଡଳ ମୁଖ୍ୟ ଆୟୁକ୍ତ ରାଜେନ୍ଦ୍ର ଲାକ୍ରା।

୧୦-ବୈ।ଦ୍ଧ,ହରଭଙ୍ଗା ବ୍ଲକ:ମହଙ୍ଗା ପଡିଲା କାର୍ଯ୍ୟରେ ଅବହେଳା, ବନ୍ଦ ହେଲା ୯ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଦରମା।

୧୧-ଆଇଏଏସ ବିଷ୍ନୁପଦ ସେଠୀଙ୍କ ବଢିଲା ଅଡୁଆ, ଆଗୁଆ ଜାମିନ ଆବେଦନକୁ ଖାରଜ କଲେ ହାଇକୋର୍ଟ।

୧୨-ଜି ଉଦୟଗିରି:ରକ୍ତ ମୁଖା ଦନ୍ତା ନେଲା ପୁଣି ଏକ ବଳଦ ଜୀବନ, ବନବିଭାଗ କାର୍ଯ୍ୟାଳୟ ଘେରିଲେ ଅଞ୍ଚଳବାସୀ।

୧୩-କଟକ:୭୭ତମ ରାଜ୍ୟ ପୋଲିସ ଭଲିବଲ ଏବଂ ବାସ୍କେଟ ବଲ ପ୍ରତିଯୋଗିତା: କଟକ ଷଷ୍ଠ ବାଟାଲିୟନ ଟିମ ବିଜୟୀ।

୧୪-୫୩ ଜଣ ଛାତ୍ରଛାତ୍ରୀ ଟ୍ରାଫିକ୍‌ ଭଲେଣ୍ଟିଓର କମିଶନରେଟ ପୋଲିସରେ ସାମିଲ,ଟ୍ୱିନ୍‌ ସିଟିରେ ଟ୍ରାଫିକ୍‌ ସମ୍ଭାଳିବେ ଛାତ୍ରଛାତ୍ରୀ।

୧୫-କଟକ:ଚଳନ୍ତା ବାଇକ୍ ଉପରେ ରିଲ୍ସ କରିବା ମହଙ୍ଗା ପଡ଼ିଲା, ଆକ୍ସନ ନେଲା ପରିବହନ ବିଭାଗ। ଗାଡ଼ି ମାଲିକଙ୍କୁ ୧୬ ହଜାର ଟଙ୍କା ଜୋରିମାନା ଜାରି ।

୧୬-ଭୁବନେଶ୍ୱର:ଗୋପାଳପୁର ଗଣଦୁଷ୍କର୍ମ ମାମଲାର ଚାର୍ଜସିଟ୍ ଦାଖଲ : ୪୪ ଦିନରେ ୫୭୪ ପୃଷ୍ଠାର ଚାର୍ଜସିଟ ଦାଖଲ କଲା କ୍ରାଇମବ୍ରାଞ୍ଚ।

୧୭-ବଳଙ୍ଗା ପୀଡ଼ିତାଙ୍କ ଘର ଆଗରେ ପୋଲିସ ମୁତୟନ, ସୁରକ୍ଷାକୁ ଦୃଷ୍ଟିରେ ରଖି ନିଆଯାଇଛି ଏପରି ନିଷ୍ପତ୍ତି।

୧୮-କଣ୍ଟାବାଞ୍ଜି,ଜାମଖୁଣ୍ଟା ଗାଁ:ଦୁର୍ଘଟଣାରେ ଚାଲିଗଲା ବାପା ପୁଅଙ୍କ ଜୀବନ, କ୍ଷତି ପୂରଣ ଦାବିନେଇ ଲୋକଙ୍କ ରାସ୍ତାରୋକ।

୧୯-ଭାରତରେ ଖୋଲିବ ବ୍ରିଟେନ୍ ର ୬ ବିଶ୍ୱବିଦ୍ୟାଳୟ, ହେବ ଅନ୍ତର୍ଜାତୀୟ ମାନର ପାଠପଢ଼ା।

୨୦-ଭାରତ ସରକାରଙ୍କ ବଡ କୂଟନୈତିକ ବିଜୟ-ନିମିଷା ପ୍ରିୟାଙ୍କ ମୃତ୍ୟୁ ଦଣ୍ଡକୁ ରଦ୍ଦ କଲେ ୟେମନ ସରକାର।

୨୧-ନୂଆ ଦିଲ୍ଲୀ:ମହିଳା ଚେସ୍ ବିଶ୍ୱ କପ୍ ଜିତିଲେ ଦିବ୍ୟା ଦେଶମୁଖ, ପ୍ରଥମ ଭାରତୀୟ ମହିଳା।

୨୨-ଶ୍ରୀନଗର:ଅପରେସନ ମହାଦେବ; ସୁରକ୍ଷାବାହିନୀକୁ ବଡ ସଫଳତା, କୁଖ୍ୟାତ ଆତଙ୍କୀ ହାସିମ ମୁସା ସହିତ ଆଉ୨ ଆତଙ୍କୀ ନିପାତ।


Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)