ଖବର ଆଜିର ତାରିଖ:୧୮/୦୭/୨୫, ଶୁକ୍ରବାର


୧-ଭୁବନେଶ୍ୱର:ଆଜି ଅପରାହ୍ନ ୪ଟା୩୦ରେ ପ୍ରକାଶ ପାଇବ+୨ ଇନଷ୍ଟାଣ୍ଟ ପରୀକ୍ଷା ଫଳ।

୨-ଭୁବନେଶ୍ୱର:ତତ୍ପର ହେଲା ଗଣଶିକ୍ଷା ବିଭାଗ, ଜାରି ହେଲା ହେଲପଲାଇନ ନଂ।ମହିଳା ହେଲପଲାଇନ ନଂ-୧୮୧, ଶିଶୁ ହେଲପଲାଇନ ନଂ-୧୦୯୮, ପୁଲିସ-୧୧୨, ସ୍କୁଲ ଛାତ୍ର ହେଲପଲାଇନ ନଂ-୧୮୦୦୩୪୫୬୭୨୨।

୩-କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ, ସାରା ଓଡ଼ିଶା ଠପ୍, ଆନ୍ଦୋଳନ ବେଳେ ୪୮ ଜଣ ଅଟକ,୧୫ ହଜାର କୋଟିର କାରବାର କ୍ଷତି, ସରକାର ହରାଇଲେ ୫ଶହ କୋଟିର ଟିକସ।

୪-ଭୁବନେଶ୍ୱର:ବନ୍ଦ ପାଇଁ ହନ୍ତସନ୍ତ ହେଲେ ଛାତ୍ରଛାତ୍ରୀ, ସ୍କୁଲ ଖୋଲିଲା ହେଲେ ମିଳିଲା ନାହିଁ ମଧ୍ୟାହ୍ନ ଭୋଜନ।

୫-ଭୁବନେଶ୍ୱର:ଅନିର୍ବାଯ୍ଯ କାରଣରୁ ଆସନ୍ତା ୨୧ରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣୀ ବନ୍ଦ ରହିବ।

୬-ନୂଆ ଦିଲ୍ଲୀ:ମହାନଦୀ ଜଳ ବିବାଦର ସମାଧାନ ରାଜନୈତିକ ସ୍ତରରେ ସମ୍ଭବ, ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ କରିଛନ୍ତି ଆଲୋଚନା।

୭-ସ୍ଵଚ୍ଛ ସହର: ଭୁବନେଶ୍ଵର ଦେଶରେ ୯ମ,ନୋଏଡା ପ୍ରଥମ ,ଚଣ୍ଡୀଗଡ଼ ୨ୟ ଏବଂ ମହୀଶୁର ୩ୟ ସ୍ଥାନରେ ରହିଛନ୍ତି।

୮-ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ଉଦ୍ୟମ, ପିସିସି ସଭାପତି ଏବଂ ପ୍ରଭାରୀ ଅଟକ।

୯-ସ୍କୁଲରେ କଡ଼ାକଡ଼ି ହେବ ନିର୍ଯାତନା ଆଇନ, ସମସ୍ତ DEOଙ୍କୁ ଗଣଶିକ୍ଷା ବିଭାଗ ଲେଖିଲା ଚିଠି।

୧୦-କେନ୍ଦ୍ରାପଡ଼ାରେ ମେଡିକାଲ କଲେଜ ପାଇଁ ଫିଟିବ ବାଟ, ଅକ୍ଟୋବରରେ ୪ ସିଟ୍ ରେ ପିଜି ଡିପ୍ଲୋମା ପାଇଁ ନାମଲେଖା ସୁଯୋଗ।

୧୧-ମୟୂରଭଞ୍ଜ:ବାଘ ଛାଲ ରାକେଟର ଖିଅ ଖୋଜୁ ଖୋଜୁ ମିଳିଲା ଚାଞ୍ଚଲ୍ୟକର ତଥ୍ୟ,ତାନ୍ତ୍ରିକ ଜାଲରେ ୪୦୦ ମହିଳା, ମୋବାଇଲରୁ ମିଳିଲା ଅଶ୍ଳୀଳ ଫଟୋ।

୧୨-ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ମାମଲା: କଲେଜରେ କ୍ରାଇମବ୍ରାଞ୍ଚ ଟିମ୍ ଜୋରଦାର ତଦନ୍ତ।

୧୩-ରାୟଗଡ଼ା:ଘରୋଇ ବିଶ୍ୱବିଦ୍ୟାଳୟର ଛାତ୍ରାବାସରୁ ଛାତ୍ରଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ଆତ୍ମହତ୍ୟା କରିଥିବା ସନ୍ଦେହ।

୧୪-ସମ୍ବଲପୁର ଜିଏମ ବିଶ୍ବବିଦ୍ୟାଳୟରେ ଛାତ୍ରୀ ନିର୍ଯ୍ଯାତନା ଓ ଅସଦାଚରଣ ମାମଲା, ଆସିଷ୍ଟାଣ୍ଟ ପ୍ରଫେସର ଗୋପୀକାନ୍ତ ସୁନା ଗିରଫ ପରେ ନିଲମ୍ବିତ।

୧୫-FISU WORLD ବିଶ୍ବବିଦ୍ୟାଳୟ କ୍ରୀଡ଼ା, ଭାରତୀୟ ଦଳକୁ ନେତୃତ୍ୱ କରିଥିଲେ କିଟ୍- କିସର କ୍ରୀଡ଼ା ଏବଂ ଯୋଗ ନିର୍ଦ୍ଦେଶକ।

୧୬-ଗୁମ୍ମା ଜଙ୍ଗଲରୁ ମିଳିଲା ବିପୁଳ ପରିମାଣର ମାଓ ସାମଗ୍ରୀ, ପ୍ରାୟ ୬୦୦ ଡିଟୋନେଟର ଉଦ୍ଧାର।

୧୭-ଚାକିରି ବଦଳରେ ଜମି ଦୁର୍ନୀତି ମାମଲାରେ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାକୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଲାଲୁ ଯାଦବ।

୧୮-ନୂଆଦିଲ୍ଲୀ:ମଧ୍ୟବିତ୍ତଙ୍କ ପକେଟ୍ ଖାଲି କରୁଛି ପିଲାମାନଙ୍କର ଘରୋଇ ବିଦ୍ୟାଳୟ ଫିସ୍-ରିପୋର୍ଟ

୧୯-ବେଙ୍ଗାଲୁରୁ ଦଳାଚକଟା ପାଇଁ ବିରାଟ୍‌ କୋହଲି ଦାୟୀ- କର୍ଣ୍ଣାଟକ ସରକାର।

୨୦-ୟେମେନରେ ନିମିଷା ପ୍ରିୟାଙ୍କୁ ମିଳିବ କି ବଡ଼ ଆଶ୍ୱସ୍ତି ? ବନ୍ଧୁ ରାଷ୍ଟ୍ରର ସରକାରଙ୍କ ସହ ଯୋଗାଯୋଗରେ ଭାରତ।

୨୧-ଇସଲାମାବାଦ:ପାକିସ୍ଥାନରେ ବର୍ଷା ବିତ୍ପାତ,ଦିନକରେ ୬୩ ମୃତ।

For more updates Join our WhatsApp Channel

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024