Posts

Showing posts from August, 2024

୦୧/୦୯/୨୪, ରବିବାର

*_୧-ଅପରାଧୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚେତାବନୀ 'ସୁଧୁରି ଯାଅ' । ମହିଳା ନିର୍ଯାତନାରେ ଶୂନ୍ୟ ସହନଶୀଳତା।_* *_୨-ନୂଆ ଅବକାରୀ ନୀତିରେ ନିଶା ନିୟନ୍ତ୍ରଣକୁ ଗୁରୁତ୍ବ, ଗ୍ରାମାଞ୍ଚଳରେ ବାର୍‌କୁ ମିଳିବନି ଅନୁମତି।_* *_୩-ମାସକରେ ୫୦% ଅଭିଯୋଗର ସମାଧାନ ହେବ: ମୁଖ୍ୟମନ୍ତ୍ରୀ_* *_୪-ରାଜ୍ୟ ପୋଲିସ ବିଭାଗରେ ୧୦୦ ଦିନରେ ଦିଆଯିବ ୩ ହଜାର ନିଯୁକ୍ତି: ମୁଖ୍ୟମନ୍ତ୍ରୀ_* *_୫-ଓଡ଼ିଶାରେ ଲାଗୁ ହେଲା ପିଏମ୍-ଉଷା ଯୋଜନା, ଗୁଣାତ୍ମକ ଶିକ୍ଷାଦାନ ଏହାର ଉଦ୍ଦେଶ୍ୟ।_* *_୬-ରାଜ୍ୟରେ ବିଗିଡ଼ିଛି ଆଇନ୍ ଶୃଙ୍ଖଳା, ସାମ୍ପ୍ରଦାୟିକ ଉତ୍ତେଜନା ଜୋର ଧରିଛି: ନବୀନ_* *_୭-ଭୁବନେଶ୍ଵର: ରାଜଧାନୀବାସୀଙ୍କୁ ଚିକେନ ନ ଖାଇବାକୁ ମେୟର ସୁଲୋଚନା ଦାସଙ୍କ ଅନୁରୋଧ।_* *_୮-କଟକ: ଡ଼ା ଲୁସି ଦାସ ହେଲେ SCB ଅଧକ୍ଷ, ଅଧୀକ୍ଷକ ପଦ ଝୁଲି ରହିଲା।_* *_୯-ଚିକିଟି ମଦମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି, ଏମ୍‌‌କେସିଜି ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ,ଅନ୍ୟ ୪ଜଣ ଚିକିତ୍ସାଧୀନ ରହିଛନ୍ତି।_* *_୧୦-ବଦଳିବ କି ରେଭେନ୍ସା ବିଶ୍ୱବିଦ୍ୟାଳୟର ନାଁ ? ଧର୍ମେନ୍ଦ୍ରଙ୍କ ସୂଚନା ପରେ ଜୋର୍‌ ଧରିଲା ଚର୍ଚ୍ଚା।_* *_୧୧-ଭୁବନେଶ୍ୱର: ଛତୁଆ ଗୁଣାବତ୍ତାକୁ ନେଇ ବିଧାନସଭାରେ ଉଠିଲା ପ୍ରଶ୍ନ, କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ବାଚସ୍ପତି।_* *_୧୨-ଭୁବନେଶ୍ୱର:ଦଳବିରୋଧୀ କାର୍ଯ୍ୟ କାରଣରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ,ନିଲମ୍ବିତ ହେଲ...

୩୧/୦୮/୨୪, ଶନିବାର

  *_୧-ନିୟମ କଡ଼ାକଡ଼ି ଲାଗୁ କଲେ ମୋହନ ସରକାର; ଓଡ଼ିଆରେ ହେବ ସବୁ ସରକାରୀ କାମ।_* *_୨-ସୁଭଦ୍ରା ଯୋଜନା ପାଇଁ ଟୋଲ ଫ୍ରି ନମ୍ବର (୧୪୬୭୮) ଜାରି, ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ କାମ କରିବ ନମ୍ବର।_* *_୩-ପୁଣି ସଂଶୋଧନ ହେବ ବିଶ୍ୱବିଦ୍ୟାଳୟ ଆଇନ୍‌‌, ରହିବ ସିନେଟ ବ୍ୟବସ୍ଥା : ମନ୍ତ୍ରୀ_* *_୪-'ନୂଆ ଓ’ ଯୋଜନା ବନ୍ଦ କଲେ ରାଜ୍ୟ ସରକାର; ଆସିବ ଫାଇନାନ୍ସିଆଲ ଆସିଷ୍ଟାନ୍ସ ଟୁ ୟୁଜି, ପିଜି ଷ୍ଟୁଡେଣ୍ଟ।_* *_୫-ଭିଜିଲାନ୍ସ ଜାଲରେ ବାଲେଶ୍ବର ଡିଇଓ ଅଫିସର କନିଷ୍ଠ କିରାଣୀ, ୬ ଟି ସ୍ଥାନରେ ଏକକାଳୀନ ଚାଲିଛି ଚଢ଼ାଉ।_* *_୬-ପୁରୀ:ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ, ସୁନା ଛାଉଣୀ ହେବ ରତ୍ନ ଭଣ୍ଡାର କବାଟ,୪୧୩ କୋଟି ଟଙ୍କାର ବ୍ୟୟ ଅଟକଳ।_* *_୭-ଆସିଲା ନୂଆ ଅବକାରୀ ନୀତି, ଖୋଲିବନି ନୁଆ ମଦ ଦୋକାନ,ବାରରେ ନୃତ୍ୟ ନୁହେଁ କେବଳ ସଙ୍ଗୀତ।_* *_୮-ଭୁବନେଶ୍ୱର: ବଦଳିଲେ ୫ OAS,୨,୯,୧୬ରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣୀ ବନ୍ଦ।_* *_୯-ଅପରାଧର ହିସାବ ଦେଲା ଗୃହ ବିଭାଗ,୨୦୨୩ରେ ରାଜ୍ୟରେ ୧ ଲକ୍ଷ ୯୯ ହଜାର ୯୫୪ଟି ଧର୍ତ୍ତବ୍ୟ ଅପରାଧ ଘଟିଛି ।_* *_୧୦-ବିଜେଡ଼ି ଛାତ୍ରନେତାଙ୍କୁ ନବୀନଙ୍କ ଆହ୍ବାନ: ବିଜେପିର ମିଛ ପ୍ରତିଶ୍ରୁତି ବିଷୟରେ ଲୋକଙ୍କୁ ଜଣାଅ।_* *_୧୧-ସିଙ୍ଗିଲ ଓ୍ବିଣ୍ଡୋ ସିଷ୍ଟମରେ ୯୯୬ବଡ ପ୍ରକଳ୍ପକୁ ମିଳିଛି ମଞ୍ଜୁରୀ।_* *_୧୨-ଚାନ୍ଦବାଲି:ରାସ୍ତା ତଳକୁ ଓଲଟିଲା ସ୍କୁଲଭ୍ୟାନ, ଅଳ୍ପକେ...

News Headlines from Business News Agencies 30.08.2024

*Business Standard* 📝 TCS expands partnership to transform Primark's tech operations over 5 years 📝 Google Cloud, Wipro partner to use Gemini Code Assist to boost productivity 📝 Honda Shine revs past Bajaj Pulsar as second best-selling motorcycle model 📝 Pvt hospitals expand tele-ICUs network as critical care demand grows 📝 DGCA fines Air India Express for non-compliance with compensation rules 📝 IndiGo cofounder Gangwal sells $1.3 bn worth stake near record high 📝 Reliance announces green energy-powered data centres for AI in Jamnagar 📝 Reliance Retail targets doubling business in 3-4 years, says Isha Ambani 📝 RIL AGM: Board to consider issuing 1:1 bonus shares on September 5 📝 35 Indian fintechs prepare for IPO rush as market competition intensifies 📝 Macrotech acquires Opexefi Services, One Box Warehouse for nearly Rs 100 cr *Economic Times* 📝 Supreme Court clears way for NBCC to generate Rs 15,000 crore from Amrapali projects 📝 Rooftop solar capacity growth in Indi...

୩୦.୦୮.୨୦୨୪ ଶୁକ୍ରବାର

୧-ନୂଆଖାଇ ପରଦିନ ସେପ୍ଟେମ୍ବର ୯ ତାରିଖକୁ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ୨-ଆଜି କୋରାପୁଟ ଜିଲ୍ଲାରେ ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ଛୁଟି, ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଘୋଷଣା କଲେ ଜିଲ୍ଲାପାଳ। ୩-ନନ୍ଦନକାନନରେ ନୂଆ ଅତିଥି, ୫ଟି ଶାବକ ଜନ୍ମ ଦେଲା ସିଂହୀ ବିଜଲୀ, ନନ୍ଦନକାନନରେ ସିଂହ ସଂଖ୍ୟା ୨୬କୁ ବୃଦ୍ଧି। ୪-ପାଳିତ ହେଲା ଜାତୀୟ କ୍ରୀଡା ଦିବସ । କ୍ରୀଡା ବିଭାଗ ତରଫରୁ ବିଜୁପଟ୍ଟନାୟକ କ୍ରୀଡା ଓ ସହାସିକତା ପୁରସ୍କାର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ। ୫-ଉଚ୍ଚଶିକ୍ଷା ବିଭାଗ ଖର୍ଚ୍ଚ ଦାବି ଗୃହୀତ,ଓଡିଆ ଭାଷାରେ ପାଠ ପଢିବେ ଆଇନ୍ ବିଦ୍ୟାର୍ଥୀ। ୬-ପିପିଲି: ଥମୁନି କୁକୁଡ଼ା ମଡକ,୪ ଜଣିଆ ଡ଼ାକ୍ତରୀ ଦଳଙ୍କ ସ୍ଥିତି ସମୀକ୍ଷା। ୭-ଭୁବନେଶ୍ୱର: ଶିଳ୍ପ ପ୍ରତିଷ୍ଠା କରୁ ନ ଥିବା ସଂସ୍ଥାରୁ ଜମି ଫେରାଇ ଅଣାଯିବ: ମନ୍ତ୍ରୀ  ୮-ବରଗଡ଼:ସ୍ମାର୍ଟ ମିଟର ତାତି, ଚାଷୀ ଫେରାଇଲେ ୩ ହଜାର ସ୍ମାର୍ଟମିଟର। ୯-ମଣିଷଙ୍କ ଦେହରେ ନାହିଁ ବାର୍ଡ ଫ୍ଲୁ; ଆତଙ୍କିତ ନେବାକୁ ମନ୍ତ୍ରୀଙ୍କ ପରାମର୍ଶ। ୧୦-ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବନ୍ଧା ହେଲେ ସିଏଚଏସସି ରେକର୍ଡ ସପ୍ଲାୟର୍ ପୁରେନ୍ଦ୍ର ସେଠୀ। ୧୧-ଖୁବଶୀଘ୍ର ହୋଇପାରେ ରାଜ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ; ଆଉ ୬ ଜଣଙ୍କୁ ମନ୍ତ୍ରିମଣ୍ଡଳରେ ନେଇପାରନ୍ତି ମୁଖ୍ୟମନ୍ତ୍ରୀ। ୧୨-କୁକୁଡାଖଣ୍ଡି:ପାରିବାରିକ କଳହର କରୁଣ ପରିଣତି:ଶାବଳ ଭୁସି ପତ୍ନୀଙ୍କୁ ହତ୍ୟା। ୧୩-ର...

୨୯-ଅଗଷ୍ଟ-୨୦୨୪, ଗୁରୁବାର

*_➡️୧-ଏଣିକି ଆନନ୍ଦବଜାର ଜଗିବେ ସ୍ୱତନ୍ତ୍ର ସୁରକ୍ଷାକର୍ମୀ । ନିଯୁକ୍ତି ପାଇବେ ଅବସରପ୍ରାପ୍ତ ସେନା କର୍ମଚାରୀ । ଆନନ୍ଦବଜାରରେ ବନ୍ଦ ହେବ ବାସି ଅବଢ଼ା । ମହାପ୍ରସାଦ ବିକି ପାରିବେନି ଅଣ-ସୂପକାର ।_* *_➡️୨-ଆଗାମୀ ଦିନରେ ଭିଜିଲାନ୍ସ ଦ୍ୱାରା ଦୁର୍ନୀତି ଗ୍ରସ୍ତ ଅଧିକାରୀ ବିରୁଦ୍ଧରେ ଆକ୍ସନ ବ୍ୟାପକ ହେବ। ଏନେଇ ବିଧାନସଭାରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ l_* *_➡️୩-ରାଜ୍ୟରେ ଖୁବଶୀଘ୍ର ଆରମ୍ଭ ହେବ କୃଷକଙ୍କୁ ସଶକ୍ତ କରିବା ପାଇଁ ସିଏମ୍‌ କିଷାନ ଯୋ‌ଜନା l ଏହି ଯୋଜନାରେ ପ୍ରତ୍ୟେକ କିସ୍ତିରେ ୨ହଜାର ଟଙ୍କା ଲେଖାଏ ହିସାବରେ ଦୁଇଟି କିସ୍ତିରେ ମୋଟ୍ ୪ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ।_* *_➡️୪-ଏଣିକି ଦେଶର ୧୦ଟି ସହରରେ ୧୨ଟି ଶିଳ୍ପ ସ୍ମାର୍ଟ ସହର ସ୍ଥାପନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ କମିଟିରେ ଏହି ପ୍ରସ୍ତାବକୁ ମିଳିଲା ଅନୁମୋଦନ l_* *_➡️୫-ରାଜ୍ୟର ୭୩୦ ଚ୍ୟାନେଲର ଇ-ନିଲାମ କରାଯିବ। ଓଡିଶାର ବ୍ରହ୍ମପୁରରେ ୪ଟି, ବାଲେଶ୍ବର, ବାରିପଦା, ଭଦ୍ରକ, ପୁରୀ ଓ ସମ୍ବଲପୁରରେ ୩ଟି ଲେଖାଏଁ ଚ୍ୟାନେଲ ପାଇଁ ଇ-ନିଲାମ କରାଯିବ।_* *_➡️୬-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଦେଶର ୨୩୪ଟି ସହରରେ ପ୍ରାଇଭେଟ୍‌ ଏଫ୍‌ଏମ୍‌ ରେଡିଓ ଆରମ୍ଭ କରିବା ପାଇଁ ମିଳିଲା ମଞ୍ଜୁରି l_* *_➡️୭-...

News Headlines from Business News Agencies 29.08.2024

*Business Standard* 📝 Abbott India recalls Pentids antibiotic batches over packaging issues 📝 With 1 more ship, LNG under new pacts to be imported from 2026: Gail 📝 Centre approves expansion of Agricultural Infrastructure Fund scheme 📝 Paytm gets govt approval for downstream investment in payments arm PPSL 📝 Sebi cautions investors against SME companies doing price manipulation 📝 Construction firm BCD Group appoints Ashwinder R Singh as VC, CEO 📝 Saudi Arabia's sovereign wealth fund refinances $15 bn loan with banks 📝 BharatPe launches UPI offering, taps into consumer payments segment 📝 UPI transactions can touch 100 bn in next 10-15 years: Dilip Asbe 📝 Digital transactions in India to grow threefold by 2028-29: Report 📝 BYD eyes 50% overseas sales after it posts strong first half results *Economic Times* 📝 Tanishq and De Beers enter into long-term strategic collaboration 📝 BharatPe taps into consumer payments segment with launch of UPI offering 📝 Oyo clocks net profi...

୨୯/୦୮/୨୪, ଗୁରୁବାର

*_୧-ଭୁବନେଶ୍ୱର: ଇ-କେୱାଇସି ଯାଞ୍ଚ ପରେ ନୂଆ ରାସନ କାର୍ଡ ପାଇବେ ହିତାଧିକାରୀ ।_* *_୨-ପୁରୀ ଜିଲାରେ ବାର୍ଡ-ଫ୍ଲୁ ସ୍ଥିତି ଅଣାୟତ୍ତ, ନିମାପଡା ଓ ଡେଲାଙ୍ଗରୁ ନମୁନା ପଠାଗଲା ଭୋପାଳ।_* *_୩-ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଡ଼କ ସୁରକ୍ଷା ସଂପର୍କିତ ସମୀକ୍ଷା ବୈଠକ,ବ୍ୟବସ୍ଥାରେ ଅଧିକ ଉନ୍ନତି ପାଇଁ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବଙ୍କ ପରାମର୍ଶ।_* *_୪-'ସୁଭଦ୍ରା’ର SOP ପରେ ଆସିଲା ଗାଇଡଲାଇନ୍,ଉଭୟ ଅଫଲାଇନ ଏବଂ ଅନଲାଇନରେ ଆବେଦନ କରିହେବ।_* *_୫-ରାତ୍ରି ଭୋଜନରେ ରୁଟି ପସନ୍ଦ, ଖାଦ୍ୟ ସୁରକ୍ଷା ଯୋଜନାରେ ମିଳିପାରେ ଗହମ – ସୂର୍ଯ୍ୟବଂଶୀ ସୁରଜ।_* *_୬-ପୋଷଣ ଓ ଖାଦ୍ୟ ନିରାପତ୍ତା ପାଇଁ ରାଜ୍ୟ ସରକାରଙ୍କୁ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ପ୍ରଶଂସା।_* *_୭-ରାଜ୍ୟରେ ଅଣାୟତ ଡେଙ୍ଗୁ, ଆକ୍ରାନ୍ତଙ୍କ ସଂଖ୍ୟା ୨୭ ଶହ ପାର୍।_* *_୮-ଖୁବ୍ ଶୀଘ୍ର ଓଡ଼ିଆରେ ଅନୁବାଦ ହେବ ତୃତୀୟ ଓ ଚତୁର୍ଥ ବର୍ଷ ବିଟେକ ବହି ।_* *_୯-ପୁରୀ: ଆନଂଦ ବଜାରରେ ବିକ୍ରି ହେବନି ବାସି ଅବଢ଼ା।_* *_୧୦-ମେଡିକାଲ ନାମଲେଖା ସଂରକ୍ଷଣ ସୁବିଧାରୁ ଓବିସି ବଞ୍ଚିତ, ବିଧାନସଭାରେ ବିରୋଧି ସଦସ୍ୟଙ୍କ ଅଭିଯୋଗ।_* *_୧୧-ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାରେ ୯ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ।_* *_୧୨-CHSE ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍; ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେକର୍ଡ ସପ୍ଲାୟର୍ ପୁରେନ୍ଦ୍ର ...

୨୮/୦୮/୨୪, ବୁଧବାର

*_୧-‘ସୁଭଦ୍ରା’ ଯୋଜନା ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା:ପରିବାରର ପ୍ରତ୍ୟେକ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା,ବିଧବା ମହିଳା କି ଛାତ୍ର ବୃତ୍ତି ପାଉଥିବା କଲେଜ ଝିଅ ବି ହେବେ ସାମିଲ।_* *_୨-ସୁଭଦ୍ରା ଯୋଜନାରେ ବିଜେପି ମହିଳାଙ୍କୁ ଠକୁଛି, ସୁଭଦ୍ରା ଏକ ଘରଭଙ୍ଗା ଯୋଜନା: ବିଜେଡ଼ି।_* *_୩-ନୂଆଖାଇ ପାଇଁ ଧାର୍ଯ୍ୟ ହେଲା ଲଗ୍ନ,ଆସନ୍ତା ସେପ୍ଟେମ୍ବର ୮ ତାରିଖରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ।_* *_୪-ଜାତୀୟ ପୁରସ୍କାର ପାଇଁ ୨ ଓଡ଼ିଆ ଶିକ୍ଷକ ମନୋନୀତ:ସନ୍ତୋଷ କୁମାର କର ଓ ଦ୍ବିତି ଚନ୍ଦ୍ର ସାହୁ।_* *_୫-ରାଜ୍ୟସଭାକୁ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ବିଜେପି ପ୍ରାର୍ଥୀ ମମତା ମହାନ୍ତ।_* *_୬-ରାଜଧାନୀରେ ଭଙ୍ଗାଯିବ ୧୯୧ଟି ଆପାର୍ଟମେଣ୍ଟ:ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର।_* *_୭-ଭୁବନେଶ୍ୱର:୧୬ ଜିଲ୍ଲାକୁ ବର୍ଷା ଓ ବଜ୍ରପାତ ସମ୍ଭାବନା।୩୦ରେ କୋରାପୁଟ ଓ ମାଲକାନାଗିରିରେ ହେବ ପ୍ରବଳ ବର୍ଷା।_* *_୮-ଭିଜିଲାନ୍ସ ଜାଲରେ ଫସିଲେ କୋଟଗଡ଼ ଥାନା ଏଏସଆଇ, ଗଣ୍ଡଗୋଳ ମାମଲା ରଫାଦଫା କରିବାକୁ ନେଉଥିଲେ ଲାଞ୍ଚ।_* *_୯-୭୮ ହଜାର ୯୧୯ ସରକାରୀ ପଦବୀ ପୂରଣ ହେବ : ରାଜ୍ୟ ସରକାର।_* *_୧୦-କାମାକ୍ଷାନଗର:ସ୍କୁଲ ଭିତରେ ଆଣ୍ଠୁଏ ପାଣି, ବିଇଓଙ୍କୁ ମଇଳା ପାଣିରେ ଚଲାଇ ଅଭିଭାବକଙ୍କ ପ୍ରତିବାଦ।_* *_୧୧-ନୂଆ ସରକାରଙ୍କ ସ୍କାନରରେ ରାଜ୍ୟର ୯୧ ବିଡ଼ିଓ,ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଅଛି ବ...

News Headlines from Business News Agencies 28.08.2024

*Business Standard :* 📝 Canara Bank mops up Rs 3,000 crore in additional Tier-I bonds at 8.27% 📝 National Infrastructure Trust to raise Rs 1,600 crore through IPO 📝 CIL's contribution to govt exchequer rises 2% to Rs 20,072 cr in Apr-Jul 📝 Global Real Estate Transparency Index 2024: India ranks 31; UK leads list 📝 Zee, Sony reach non-cash agreement to settle disputes over merger 📝 India's tier-1 real estate market becomes transparent for the first time 📝 TCS launches Pace Studio in Philippines to drive digital innovation 📝 Kalpataru gets notice from Afghan govt for not submitting tax declarations 📝 Byju's foreign investors ask SC to hear their concerns in insolvency case 📝 India-Oman free trade pact talks at advanced stage, says Ambassador Narang 📝 NeoLiv ties up with Royal Green Realty to develop Rs 600 cr housing project *Economic Times :* 📝 Naredco urges housing ministry to provide relief to real estate developers in NCR 📝 ZF Wind Power's Tamil Nadu plan...

News Headlines from Business News Agencies 27.08.2024

*Business Standard :* 📝 Akasa Air plans to go public, aims to be profitable by 2028: CEO Vinay Dube 📝 RBI to launch Unified Lending Interface to transform lending space: Das 📝 New mining cess may increase cost pressure for steel makers: ICRA 📝 HouseEazy raises $7 mn in series-A round from investors to grow business 📝 Rural job market improving in FY25 but lags behind pre-pandemic levels 📝 Avg housing prices up 90% in Bengaluru's Bagaluru; 79%at Dwarka Expressway 📝 Sugar industry fears new norms likely to bring back old restrictions 📝 Indian ISMR delegation calls on Singapore Prez, PM, discuss bilateral ties 📝 Indian companies should develop new products tailored for Nigeria: LFZ CEO 📝 Meity plans to deploy data experts for streamlining internal govt data use 📝 Festive season to boost gig rider demand by 40% on quick commerce platforms *Economic Times :* 📝 ASK Property Fund divests its investment in a 49-acre Shriram Properties projects 📝 'Insurance for all': IR...

୨୭-ଅଗଷ୍ଟ-୨୦୨୪, ମଙ୍ଗଳବାର

*_➡️୧-କୃଷ୍ଣମୟ ସାରା ବିଶ୍ୱ, ଧରାବତରଣ କଲେ ପ୍ରଭୁ ଶ୍ରୀକୃଷ୍ଣ, ଆଜି ଶ୍ରୀମନ୍ଦିରରେ ପାଳିତ ହେବ ନନ୍ଦୋତ୍ସବ ନୀତି । ନନ୍ଦୋତ୍ସବ ନୀତି ପାଇଁ ଶ୍ରୀମନ୍ଦିରରେ ବ୍ୟାପକ ପ୍ରସ୍ତୁତି l_* *_➡️୨-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟେଲି‌ଫୋନ କରି କଥାହେଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ l ଉଭୟ ନେତାଙ୍କ ମଧ୍ୟରେ ୟୁକ୍ରେନ ସ୍ଥିତି, ବାଂଲାଦେଶରେ ହିନ୍ଦୁମାନଙ୍କ ସୁରକ୍ଷା ସମେତ ବିଭିନ୍ନ ଆଞ୍ଚଳିକ ଓ ବୈଶ୍ୱିକ ପ୍ରସଙ୍ଗରେ ହେଲା ଆଲୋଚନା l_* *_➡️୩-ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନିର୍ଦ୍ଦେଶକ ରାହୁଲ ନବୀନ। ଅଗଷ୍ଟ ୨୭ରୁ ୨୯ତାରିଖ ଯାଏ ସେ ଓଡ଼ିଶାରେ ରହିବାର କାର୍ଯ୍ୟକ୍ରମ ରହିଛି।_* *_➡️୪-ଆଜିଠୁ ମରାହେବ ଦେଶୀ କୁକୁଡ଼ା ; ୩ଦିନରେ ପୋତାଗଲାଣି ୨୬ହଜାରରୁ ଅଧିକ କୁକୁଡା l ପୁରୀ ଜିଲ୍ଲା ପିପିଲିରେ ବ୍ଲାର୍ଡ-ଫ୍ଲୁ ଚିହ୍ନଟ ହେବା ପରେ ଚାଲିଛି କୁକୁଡ଼ାମରା ଅଭିଯାନ।_* *_➡️୫-ଆସନ୍ତା ୨୯ ତାରିଖରେ ବଙ୍ଗୋପସାଗରରେ ପୁଣି ଏକ ସୃଷ୍ଟି ହେବ ଲଘୁଚାପ। ପ୍ରବଳ ବର୍ଷା ନେଇ ବିଭିନ୍ନ ଜିଲ୍ଲାକୁ ପାଣିପାଗ ବିଭାଗ କଲା ଆଲର୍ଟ l_* *_➡️୬-ଦୁଇ ଦିନ ବିରତି ପରେ ଆଜି ପୁଣିଥରେ ସରଗରମ ହେବ ବିଧାନସଭା, ଶୂନ୍ୟକାଳରେ ଉଠିପାରେ ସୁଭଦ୍ରା ଗାଇଡ୍ ଲାଇନ୍ ପ୍ରସଙ୍ଗ l_* *_➡️୭-ଆଜି ୧୨ ଘଣ୍ଟିଆ କେନ୍ଦୁଝର ତେଲକୋଇ ବନ୍ଦ। ସମାକୋଇ-ଚକଦର ପ୍ରକଳ୍ପକୁ ବିରୋଧ କରି ସକାଳ ୬ ଟାରୁ ସନ୍ଧ୍...

୨୬-ଅଗଷ୍ଟ-୨୦୨୪, ସୋମବାର

_➡️୧-ଆଜି ଲୀଳାମୟ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ବା ଜନ୍ମାଷ୍ଟମୀ । ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନ ମଥୁରାନଗରୀ ଠାରୁ ଆରମ୍ଭ କରି ଜଗନ୍ନାଥ ଧାମ ପୁରୀ ପର୍ଯ୍ୟନ୍ତ ସବୁଠି ଉତ୍ସାହ ଓ ଭକ୍ତିମୟ ପରିବେଶ। ଆଜି ମଧ୍ୟରାତ୍ରିରେ ଜନ୍ମଗ୍ରହଣ କରିବେ ପ୍ରଭୁ ଶ୍ରୀକୃଷ୍ଣ l_ _➡️୨-ଆଜି ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥି, ଶ୍ରୀମନ୍ଦିରରେ ସନ୍ଧ୍ୟା ଆଳତି ପରେ ଜନ୍ମାଷ୍ଟମୀ ନୀତି ଅନୁଷ୍ଠିତ ହେବ। ଏହି ନୀତି ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।_ _➡️୩-ପବିତ୍ର ଜନ୍ମାଷ୍ଟମୀର ଶୁଭ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l ଏକ୍ସର ଏକ ପୋଷ୍ଟରେ ଲେଖିଛନ୍ତି “ଆପଣ ସମସ୍ତଙ୍କୁ ଜନ୍ମାଷ୍ଟମୀର ଶୁଭକାମନା। ଜୟ ଶ୍ରୀ କୃଷ୍ଣ!"_ _➡️୪-ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ ED ନିର୍ଦ୍ଦେଶକ ରାହୁଲ ନବୀନ । ୩ ଦିନିଆ ଗସ୍ତରେ ଆସିବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ । ଏକାଧିକ ପୁରୁଣା ଫାଇଲ ଖୋଲିବା ସହ ନୂଆ ମାମଲା ରୁଜୁ ହୋଇପାରେ ।_ _➡️୫-ଆଜି ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ଆକଳନ । ଅତିପ୍ରବଳ ବର୍ଷା ନେଇ ୫ ଜିଲ୍ଲାକୁ ହେଲା ଅରେଞ୍ଜ ୱାର୍ଣ୍ଣିଂ ଜାରି l ଜିଲ୍ଲା ଗୁଡିକ ହେଲା ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ ଓ ଝାରସୁଗୁଡ଼ା l_ _➡️୬-ପ୍ରକୃତିର ଗନ୍ତାଘର ସୌନ୍ଦର୍ଯ୍ୟର ଅନନ୍ୟ ଗୌରବ ଗାଥା ପ୍ରକୃତିରାଣୀ ଭିତରକନିକା ଜାତୀୟ ଉଦ୍ୟାନକୁ ପୁରିଲା ୫୦ବର୍ଷ l_ _➡️୭-ଶଙ୍ଖ ଭବ...

News Headlines from Business News Agencies 26.08.2024

*Business Standard :* 📝 IndoStar Capital invites counterbids to sell Rs 357 cr of stressed loans 📝 Suraksha Group invests Rs 250 cr in Jaypee Infratech, secures Rs 3K cr loan 📝 Bikaji Foods International acquires majority stake of 55% in Ariba Foods 📝 India's silver imports to double on rising demand for solar, investment 📝 CARE Ratings settles CRA rules violation case with Sebi; pays Rs 13 lakh 📝 Irdai forms task force to tackle challenges, boost growth of surety bonds 📝 Global electronics maker Foxconn infuses Rs 1,200 crore in Karnataka unit 📝 Tribeca picks 4 Indian cities for Trump Towers in FY26, seeks new deals 📝 Net SIP inflow data is not comparable with gross figures, says Amfi 📝 Viacom18 gains the highest-ever viewership for Olympics in India 📝 Nestle CEO joins line of consumer bosses felled by rising living cost 📝 Fintech firm Axio raises $20 million from Amazon Smbhav Venture Fund 📝 M3M India reports 37% increase in real estate sales in June quarter *Economi...

୨୫-ଅଗଷ୍ଟ-୨୦୨୪, ରବିବାର

*_➡️୧-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଜି ମହାରାଷ୍ଟ୍ର ଓ ରାଜସ୍ତାନ ଗସ୍ତ l ନୂଆ ୧୧ ଲକ୍ଷ ‘ଲକ୍ଷପତି ଦିଦି’ଙ୍କୁ ପ୍ରମାଣପତ୍ର ଦେବା ସହିତ କରିବେ ସମ୍ବର୍ଦ୍ଧିତ l ସ୍ୱୟଂ ସହାୟତା ଗୋଷ୍ଠୀ (SHG)ଗୁଡ଼ିକ ପାଇଁ ୨୫ଶହ କୋଟିର ପ୍ୟାକେଜ୍ କରିବେ ଘୋଷଣା l_* *_➡️୨-ଆଜି ହେଉଛି ଖୁଦୁରୁକୁଣୀ ଓଷାର ପ୍ରଥମ ପାଳି l କୁଆଁରୀ ଝିଅମାନେ ନିଜ ଭାଇର ଶୁଭ ମନାସି ପାଳିବେ ଏହି ଓଷା l ଏହି ପୂଜାରେ ବିଶେଷ ଭାବରେ ଖୁଦ ଭଜା ମା ମଙ୍ଗଳାଙ୍କ ନିକଟରେ ପ୍ରସାଦ ଭାବରେ ସମର୍ପିତ କରାଯାଏ l_* *_➡️୩-ସେପ୍ଟେମ୍ବର ୬ରୁ ଆରମ୍ଭ ହେବ +୨ ଦ୍ୱିତୀୟ ପର୍ଯ୍ୟାୟ ଆବେଦନ ପ୍ରକ୍ରିୟା l ୨୦ତାରିଖରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ । ୨୧ ରୁ ୨୪ ତାରିଖ ମଧ୍ୟରେ ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନରେ ନାମଲେଖାଇବେ ।_* *_➡️୪-ଯୁକ୍ତ ତିନିରେ ନାମ ଲେଖାଇବା ନିୟମରେ ହେଲା ବଡ଼ ପରିବର୍ତ୍ତନ । ଏଣିକି ପ୍ରଥମ ପର୍ଯାୟରେ ନାଁ ଲେଖାଇବାକୁ ଚାହୁଁଥିବା ଛାତ୍ରଛାତ୍ରୀମାନେ ଯଦି ଚାହିଁବେ ତେବେ ୨ୟ ପର୍ୟ୍ୟାୟ ପାଇଁ ବି ଆବେଦନ କରି ପାରିବେ ।_* *_➡️୫-‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତି ଟଙ୍କା ସେପ୍ଟେମ୍ବର ୧୭ରେ ମିଳିବ l ଏନେଇ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା l ପ୍ରଧାନମନ୍ତ୍ରୀ ଏହାର ଶୁଭାରମ୍ଭ କରି ପ୍ରଥମ କିସ୍ତି ଟଙ୍କା ଦେବେ l ଗତ ଜୁଲାଇ ୧ ସୁଦ୍ଧା ୨୧ ବର୍ଷ ପୂରଣ କରିଥିବା ହିତାଧିକାରୀ ପାଇବେ ...

୨୪-ଅଗଷ୍ଟ-୨୦୨୪, ଶନିବାର

*_➡️୧-ଆଜି ଭାଦ୍ରବ କୃଷ୍ଣ ପଞ୍ଚମୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ଶୁଭଦ୍ରାଙ୍କ ମସ୍ତକରେ ଅନୁଷ୍ଠିତ ହେବ ରାହୁରେଖା ଲାଗି ନୀତି l ଅପରାହ୍ନ ୨ଟାଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ l_* *_➡️୨-ସୁଭଦ୍ରା ଯୋଜନାକୁ ବାଜିଲା କ୍ୟାବିନେଟ୍‌ର ମୋହର । ଏସ୍‌ଓପି ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଏହି ଯୋଜନା ଯୋଜନା ଆର୍ଥିକ ବର୍ଷ ୨୦୨୪-୨୫ ରୁ ଆରମ୍ଭ ହୋଇ ୨୦୨୮-୨୯ ଆର୍ଥିକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ । ଏଥିପାଇଁ ୫୫,୮୨୫ କୋଟି ଟଙ୍କାର ବଜେଟ୍ ହେଲା ଧାର୍ଯ୍ୟ l ୨୧ରୁ ୬୦ ବର୍ଷର ମହିଳାଙ୍କୁ ମିଳିବ ‘ସୁଭଦ୍ରା’ ସହାୟତା l_* *_➡️୩-ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ, ପାସ୍ ହାର ରହିଛି ୫୫.୪ ପ୍ରତିଶତ l ଏହାସହ ଓପନ ସ୍କୁଲ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇଛି । ଓପନ ସ୍କୁଲ ପରୀକ୍ଷାରେ ପାସ୍ ହାର ୫୫.୮୭ ପ୍ରତିଶତ ରହିଛି ।_* *_➡️୪-୧୨ ଜଣିଆ କମିଟି ସଦସ୍ୟଙ୍କ ଉପସ୍ଥିତିରେ ଶ୍ରୀମନ୍ଦିରରେ ସ୍ଥାନାନ୍ତର ହେଲା ରତ୍ନ ଭଣ୍ଡାର ସିନ୍ଦୁକ ଓ ଆଲମିରା, କାଠ କବାଟ କାଟି ବାହାରିଲା ସିନ୍ଦୁକ l ସମସ୍ତ ଅଳଙ୍କାର ଖଟ ସେଜଘର ଓ ଚାଙ୍ଗଡା ଘର ନିକଟ ଷ୍ଟ୍ରଙ୍ଗରୁମରେ ରଖାଯାଇଛି ।_* *_➡️୫-ୟୁକ୍ରେନରେ ଜେଲେନ୍‌ସ୍କିଙ୍କ ସହିତ ଦ୍ଵିପାକ୍ଷିକ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l ମୋଦିଙ୍କୁ ଦେଖି ଭାବବିହ୍ଵଳ ହେଲେ ୟୁକ୍ରେନ ରାଷ୍ଟ୍ରପ...

News Headlines from Business News Agencies 23.08.2024

*Business Standard* 📝 Steel sector's tech investment likely to hit $2.7 bn by 2030: Report 📝 Cement sector to invest Rs 1.25 trillion as capex by FY27: CRISIL 📝 Economic momentum remains intact, set to achieve 6.5-7% growth: FinMin 📝 Green energy push: B C Jindal to invest $2.5 billion for renewable foray 📝 Govt bans 156 fixed dose combination drugs over health risk concerns 📝 Disney-Reliance may need to dilute cricket dominance to seal merger deal 📝 Godrej & Boyce targets mkt share boost with battery-powered forklift truck 📝 FEMA tweaks: FPIs may switch to FDI after reaching 10% ownership cap 📝 Hindalco's ongoing expansions to entail $10 bn capex, says KM Birla 📝 Nokia joins hands with Axiom space for Nasa's human mission to moon 📝 No hybrid, our focus remains on petrol and electric: Audi India Head 📝 FSSAI directs food businesses to remove A1, A2 milk claims from products *Economic Times* 📝 RBI MPC Minutes: Food inflation pressures showing little signs of...

୨୩-ଅଗଷ୍ଟ-୨୦୨୪, ଶୁକ୍ରବାର

*_➡️୧-ୱାର୍ସଠାରେ ପୋଲାଣ୍ଡ ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କଙ୍କୁ ସାକ୍ଷାତ କଲେ ମୋଦୀ l ଦୁଇ ନେତା କଲେ ପ୍ରତିନିଧିସ୍ତରୀୟ ଆଲୋଚନା l_* *_➡️୨- ‘ରେଲଫୋର୍ସ-ୱାନ୍’ ଟ୍ରେନ ଯୋଗେ ୟୁକ୍ରେନ ରାଷ୍ଟ୍ରପତି ଭୋଲଦେମୀର ଜେଲେଂସ୍କିଙ୍କ ନିମନ୍ତ୍ରଣରେ ଯୁଦ୍ଧଗ୍ରସ୍ତ କିଭରେ ଆଜି ପହଞ୍ଚିବେ ମୋଦୀ l ଜେଲେଂସ୍କିଙ୍କ ସହ ମୋଦିଙ୍କ ଏହା ଚତୁର୍ଥ ସାକ୍ଷାତ ହେବ। ଗତ ୩୦ ବର୍ଷରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ୟୁକ୍ରେନ ଗସ୍ତ। ମୋଦି କିଭରେ ୭ ଘଣ୍ଟା ବିତାଇବେ।_*  *_➡️୩-ଭାରତର ବହୁ ବିଳମ୍ବିତ ଜନଗଣନା ଆସନ୍ତା ସେପ୍ଟେମ୍ବରରୁ ଆରମ୍ଭ ହୋଇପାରେ। ଏହା ଶେଷ ହେବାକୁ ୧୮ ମାସ ଲାଗିପାରେ l ସରକାରୀ ସୂତ୍ରକୁ ଉଦ୍ଧାର କରି ଏକ ଅନ୍ତର୍ଜାତୀୟ ଗଣମାଧ୍ୟମ କଲା ପ୍ରକାଶ l_* *_➡️୪-ଓଡ଼ିଶାରେ ୨ଟି ସ୍ଥାନରେ ସୁନା ଖଣିର ସନ୍ଧାନ ମିଳିଛି । ଆଉ ୧୦ଟି ସ୍ଥାନରେ ସୁନା ଖଣି ଚିହ୍ନଟ ପାଇଁ ଅନୁସନ୍ଧାନ ଜାରି ରହିଥିବା ନେଇରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତିଭୂଷଣ ଜେନା ଦେଲେ ସୂଚନା l_* *_➡️୫-ଗୋପାବନ୍ଧୁ ସାମ୍ବାଦିକା ସ୍ବାସ୍ଥ୍ୟ ବୀମା ଯୋଜନାର ନବୀକରଣ ୩୧ ଅଗଷ୍ଟ ୨୦୨୪ରେ ଶେଷ ହେବାକୁଥିବା ବେଳେ ଜାରି ରହିବ ସାମ୍ବାଦିକମାନଙ୍କ ସ୍ୱାସ୍ଥ୍ୟ ବୀମା ଯୋଜନା, ଏ ନେଇ ସବୁଜ ସଂକେତ ଦେଲେ ମୁଖ୍ୟମନ୍ତ୍ରୀ l_* *_➡️୬-ସାରା ଦେଶରେ ଡାକ୍ତର ଓ ମେଡିକାଲ କର୍ମଚାରୀଙ୍କ ସୁରକ୍ଷା ପାଇଁ ନିର୍ଦ୍ଦେଶ ଦେଲେ ସର୍ବୋଚ୍ଚ ଅଦାଲତ । ଆନ...

News Headlines from Business News Agencies 22.08.2024

*Business Standard :* 📝 Funding constraints to hinder NBFCs' growth after two strong years: ICRA 📝 Passenger vehicle dealers struggle with inventory worth Rs 73,000 cr: Fada 📝 Alphabet-backed NBFC Aye Finance to launch Rs 2k cr IPO in a year: Report 📝 Markets have started to price in a higher recession probability: Anurag Mittal, UTI MF 📝 Keystone Realtors to invest Rs 900 cr on housing project in FY25: CMD Irani 📝 Amul strongest food brand in the world in 2024: Brand Finance report 📝 HDFC Bank taps retail bankers as wealth managers amid talent crunch 📝 JK Tyre to invest Rs 1.32 cr to acquire 26% stake in solar energy venture 📝 Employment growth in corporate sector declined to 1.5% in FY24: BoB report 📝 China opens anti-subsidy probe into imported dairy products from EU 📝 Shriram Properties to triple revenue to Rs 3k cr by FY27; double bookings 📝 NMDC Steel's hot rolled coil production hits 1 MT-mark within a year 📝 Reliance to invest over Rs 1,000 cr in Sohagpur C...

୨୨-ଅଗଷ୍ଟ-୨୦୨୪, ଗୁରୁବାର

*_➡️୧-ଦୀର୍ଘ ୪୫ ବର୍ଷ ପରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ପୋଲାଣ୍ଡରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦୁଇଦିନିଆ ଗସ୍ତରେ କରିବେ ଦ୍ୱିପାକ୍ଷୀକ ଆଲୋଚନା l_* *_➡️୨-ଆସନ୍ତା ଫେବୃଆରୀ ୧୫ତାରିଖରୁ ହେବ ଯୁକ୍ତ ଦୁଇ ପରୀକ୍ଷା l ସେହିପରି ଡିସେମ୍ବର ୨୬ରୁ ଜାନୁଆରୀ ୧୫ ମଧ୍ୟରେ ହେବ ପ୍ରାକ୍ଟିକାଲ ପରୀକ୍ଷା ଏବଂ ଇଣ୍ଟରନାଲ ପରୀକ୍ଷା l ଏଥିର ବଦଳିଛି ଯୁକ୍ତ ଦୁଇ ପ୍ରଶ୍ନପତ୍ର ଢାଞ୍ଚା, ଏଣିକି ୮୦ମାର୍କରୁ ୨୪ମାର୍କ ରଖିଲେ ପିଲାଏ କରିବେ ପାସ୍‌‌ l_* *_➡️୩-ବରିଷ୍ଠ ଆଇଏଏସ୍ ଅଫିସର୍ ସ୍ତରରେ ବଡଧରଣର ଅଦଳବଦଳ କଲେ ରାଜ୍ୟ ସରକାର । ୧୮ ଜଣ ଆଇଏଏସ ଅଧିକାରୀଙ୍କୁ ସେମାନେ ପୂର୍ବରୁ ପାଇଥିବା ବିଭାଗ ସମେତ ଦିଆଗଲା ଅତିରିକ୍ତ ଦାୟିତ୍ୱ l_* *_➡️୪-ସଂରକ୍ଷଣ ରାୟକୁ ବିରୋଧ କରି ହେଲା ୧୨ ଘଣ୍ଟିଆ ଭାରତ ବନ୍ଦ । ବିହାର, ଝାଡଖଣ୍ଡ, ରାଜସ୍ଥାନରେ ପଡିଲା ଅଧିକ ପ୍ରଭାବ l_* *_➡️୫-କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଓ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ବିଧାନସଭା ନିର୍ବାଚନ ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ବୈଠକ ଲାଗି ୨ ଦିବସୀୟ ଜମ୍ମୁ-କାଶ୍ମୀର ଗସ୍ତ କରିବେ।_* *_➡️୬-ଇନ୍‌ଷ୍ଟାଗ୍ରାମ୍‌ରେ ମୋଦିଙ୍କୁ ପଛରେ ପକାଇଲେ ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର l ସେ ଏବେ ତାଙ୍କ ହରର ଓ କମେଡି ଫିଲ୍ମ ‘ସ୍ତ୍ରୀ-୨’ର ସଫଳତାକୁ ନେଇ ବେଶ୍‌ ଚର୍ଚ୍ଚାରେ। ଏହି ଚଳଚ୍ଚିତ୍ରଟି ଅଗଷ୍ଟ ୧୫ରେ ମୁକ୍ତିଲାଭ କରି...

୨୧-ଅଗଷ୍ଟ-୨୦୨୪, ବୁଧବାର

*_➡️୧-ଆଜି ଭାରତ ବନ୍ଦ ଡାକରା। ଏସସି-ଏସଟି ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ବିରୋଧରେ ଏହି ବନ୍ଦ ଡାକରା ଦିଆଯାଇଛି। ସକାଳ ୬ରୁ ସନ୍ଧ୍ୟା ୬ ଅର୍ଥାତ୍ ୧୨ ଘଣ୍ଟିଆ ବନ୍ଦ ପାଳନ ପାଇଁ ଆହ୍ୱାନ ଦିଆଯାଇଥିବା ବେଳେ ଚାଲିଛି ଆନ୍ଦୋଳନ l_* *_➡️୨-ଫେବୃଆରୀ ୧୫ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ବଦଳିଲା ପରୀକ୍ଷା ପ୍ରଶ୍ନପତ୍ର ଢାଞ୍ଚା । ଏଣିକି ୮୦ମାର୍କରୁ ୨୪ ମାର୍କ ରଖିଲେ ପିଲାଏ କରିବେ ପାସ୍ l_* *_➡️୩-ଶ୍ରୀମନ୍ଦିରରେ ଆଜି ଚତୁର୍ଦ୍ଧା ବିଗ୍ରହଙ୍କ ବନକଲାଗି ନୀତି ହେବ ଅନୁଷ୍ଠିତ । ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ଆଦି ପ୍ରାକୃତିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ । ଅପରାହ୍ନ ୫ଟାରୁ ରାତ୍ର ୯ଟା ପର୍ଯ୍ୟନ୍ତ ଅର୍ଥାତ ପ୍ରାୟ ଚାରି ଘଣ୍ଟା ଧରି ଏହି ନୀତି ଚାଲିବାକୁ ଥିବାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।_* *_➡️୪-ଇଣ୍ଟରନେଟ୍‌କୁ ନେଇ ନୂଆ ରେକର୍ଡ କଲା ଭାରତ l ଭାରତ ୭.୩ କୋଟି ଇଣ୍ଟରନେଟ୍ ସବସ୍କ୍ରାଇବର୍ସଙ୍କୁ ଯୋଡ଼ିଥିବାବେଳେ ବ୍ରଡ୍‌ବ୍ରାଣ୍ଡ ସବସ୍କ୍ରାଇବର୍ସ ସଂଖ୍ୟାରେ କଲା ନୂଆ ରେକର୍ଡ । ଗୋଟିଏ ବର୍ଷରେ ୭.୮ କୋଟି ବ୍ରଡ୍‌ବ୍ରାଣ୍ଡ ସବସ୍କ୍ରାଇବର୍ସଙ୍କୁ ଯୋଡ଼ିବା ପରେ ଦେଶରେ ଏହି ସଂଖ୍ୟା ୧୧୯.୯ କୋଟି ରେ ପହଁଚିଲା l_* *_➡️୫-ବଙ୍ଗୀୟ ଆଳୁ ବ୍ୟବସାୟୀଙ୍କ ଠାରୁ ଓଡିଶାକୁ ଆଳୁ ରପ୍ତାନି ନେଇଁ ମିଳିଲା ସବୁଜ ସଂକେତ l ଓଡିଶାକୁ ଦୈନିକ ୧ ଲକ୍ଷ ମେଟ୍ରିକ ଟନ ଆଳୁ ରପ୍...

News Headlines from Business News Agencies 21.08.2024

*Business Standard :* 📝 RBI asks banks to monitor credit-deposit gap to avoid liquidity issues 📝 Phoenix invites bids from ARCs for sale of Rs 3,550 crore retail NPA 📝 Banks' borrowings in India crosses Rs 9 trillion-mark in July: RBI 📝 Expects positive news on indigenous Mpox vaccine within a year: Poonawalla 📝 Zomato zooms past Swiggy in terms of growth in July, captures more market 📝 No plan to probe Buch over Hindenburg row: FinMin sources deny media report 📝 Trai urges telcos to control misuse of message headers, content templates 📝 Account Aggregator ecosystem clocks 100 million consents on framework 📝 Global gaming major Flutter bets big on India, opens GCC in Hyderabad 📝 Grasim records Rs 1.30 trillion revenue for FY24, driven by cement business 📝 EU approves $5.5 bn German aid under Chips Act for ESMC Dresden plant *Economic Times :* 📝 FPIs turn to the primary market amid soaring valuations in the secondary market 📝 Mynd IFSC launches M1NXT in GIFT City to pus...

୨୦-ଅଗଷ୍ଟ-୨୦୨୪, ମଙ୍ଗଳବାର

_➡️୧-ବାସୁଙ୍ଗା ପାଟରେ ପଟରା ବିଶୋଇ ସେବକ ପ୍ରସ୍ତୁତ କରିଥିବା ରାକ୍ଷୀ ଦାରୁବ୍ରହ୍ମ ଶ୍ରୀ ଜଗନ୍ନାଥ ଏବଂ ଶ୍ରୀ ବଳଭଦ୍ର ଶ୍ରୀଭୂଜରେ କଲେ ପରିଧାନ l ଭଉଣୀ ସୁଭଦ୍ରା ଶ୍ରାବଣ ପୂର୍ଣ୍ଣିମା ତିଥିରେ ଦୁଇଭାଇ ଜଗା ବଳିଆଙ୍କ ହାତରେ ବାନ୍ଧିଲେ ରାକ୍ଷୀ l_ _➡️୨-ରୁଷ ସହ ଯୁଦ୍ଧ ଆରମ୍ଭ ହେବା ପରେ ପ୍ରଥମଥର ପାଇଁ ୟୁକ୍ରେନ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l ସୂଚନା ଅନୁସାରେ, ମୋଦୀ ଆସନ୍ତା ୨୩ ତାରିଖରେ ୟୁକ୍ରେନ ଗସ୍ତ କରିବେ। ୩୦ ବର୍ଷ ପରେ ଭାରତର କୌଣସି ପ୍ରଧାନମନ୍ତ୍ରୀ ୟୁକ୍ରେନ୍‌ରେ ପହଞ୍ଚିବେ l ତେବେ ୟୁକ୍ରେନ୍‌ ଗସ୍ତ ପୂର୍ବରୁ ମୋଦି ଅଗଷ୍ଟ ୨୧ ଓ ୨୨ରେ ପୋଲାଣ୍ଡ ଗସ୍ତ କରିବେ।_ _➡️୩-ଆଜିଠାରୁ ଆରମ୍ଭ ହେବ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ଅଧିବେଶନ। ଏହି ଅଧିବେଶନ ସେପ୍ଟେମ୍ବର ୧୩ ପର୍ଯ୍ୟନ୍ତ ଚାଲିବ ।_ _➡️୪-ବଢ଼ିବ ପିଏମ ଆବାସ ଯୋଜନା ସହାୟତା ରାଶି l ଏଣିକି ୧ଲକ୍ଷ ୨୦ହଜାର ବଦଳରେ ମିଳିବ ୧ଲକ୍ଷ ୮୦ ହଜାର ଟଙ୍କା l ଖୁବଶୀଘ୍ର ଏ ନେଇ ସମ୍ପୂର୍ଣ୍ଣ ଗାଇଡ଼ ଲାଇନ ଆସିବ ।_ _➡️୫-ଉନ୍ନତ ହେବ ଆଦିବାସୀ ବହୁଳ ଗାଁ । ପ୍ରଥମ ପର୍ଯ୍ୟାୟରେ ୫୦୦ ଆଦିବାସୀ ଗାଁକୁ ଉନ୍ନତ କରିବା ପାଇଁ ସରକାର ନେଲେ ଲକ୍ଷ୍ୟ l_ _➡️୬-କୋଲକାତା ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତର ହେବ ପଲିଗ୍ରାଫ ଟେଷ୍ଟ । ଅଭିଯୁକ୍ତ ସଞ୍ଜୟ ରାୟର ଲାଇ ଡିଟେକ୍ଟର ଟେଷ୍ଟ ପାଇଁ ହାଇକୋର୍ଟ ସିବିଆଇକୁ ଦେଲେ ଅନୁମତି l_...

News Headlines from Business News Agencies 20.08.2024

*Business Standard* 📝 RBI Deputy Governor Rao moots periodic revision of deposit insurance 📝 Sebi categories dues worth Rs 76,293 crore as 'difficult to recover' 📝 Ola Electric's e-motorbike pricing sparks debate across EV industry 📝 Keystone Realtors eyes 32% growth in housing sales this year: CMD 📝 RIL eyes JioCinema as sole OTT platform post Star-Viacom18 merger deal 📝 China, Vietnam sign 14 deals from rail to crocodiles after leaders meet 📝 July Aviation Data: IndiGo sees market share increase, at 62% MoM from 60.8% 📝 Expect strong demand, occupancy in Q3, Q4 after subdued 1st qtr: EIH Ltd 📝 Yen carry trade: India sees redemptions worth $66 mn, mostly from midcaps 📝 China's biodiesel producers seek new outlets for export as EU tariffs bite 📝 CWC charting new course with its Vision 2047, says Chairperson Kushvinder *Economic Times* 📝 ONGC Videsh secures contract extension for Vietnam oil blocks 📝 India aims to expand scope of ESG debt as nation notches r...

News Headlines from Business News Agencies 19.08.2024

*Business Standard* 📝 Govt invites bids to empanel AI infra providers under Rs 10,372cr mission 📝 Aim for carbon neutrality in scope 1, 2 emissions by FY32: ICICI Bank 📝 Sebi proposes expansion of sustainable fin framework in securities market 📝 Fssai launches project to check microplastic contamination in food 📝 Luxury car sales soar in India: Lamborghini, Ferrari set new records 📝 National Insurance Company aims for Rs 100-200 cr profit in FY25 📝 Consult board on law interpretation while auditing: CBIC to GST officials 📝 Urgent need to address $4 trn financing gap to accelerate SDG progress: FM 📝 Sebi proposes to introduce liquidity window facility for bond investors 📝 Unilateral environment measures like carbon tax hamper global trade: Govt 📝 Technopark's software export revenue up 14% at Rs 13,255 cr in FY24 📝 ASDMA signs MoU with GSI for early warning system for landslides in Assam *Economic Times* 📝 National Insurance aims to be back in black in FY'25 with Rs...

୧୯-ଅଗଷ୍ଟ-୨୦୨୪, ସୋମବାର

_➡️୧-ଆଜି ପବିତ୍ର ଶ୍ରାବଣ ମାସର ଶେଷ ସୋମବାର,ଜଳଲାଗି ନିମନ୍ତେ ସମସ୍ତ ଶୈବପୀଠରେ ଲାଗିଛି ଭକ୍ତଙ୍କ ପ୍ରବଳ ଭିଡ଼ l_ _➡️୨-ଆଜି ପବିତ୍ର ଗହ୍ମାପୂର୍ଣ୍ଣମୀ ଓ ବଡ଼ ଠାକୁର ବଳଭଦ୍ରଙ୍କ ଜନ୍ମୋତ୍ସବ, ଶ୍ରୀମନ୍ଦିରରେ ଚାଲିଛି ସ୍ୱତନ୍ତ୍ର ନୀତିକାନ୍ତି l ମଧ୍ୟାହ୍ନ ଧୂପ ପରେ ଭଉଣୀ ସୁଭଦ୍ରା ଦୁଇଭାଇ ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ପିନ୍ଧାଇବେ ରାକ୍ଷୀ । ପରେ ମାର୍କଣ୍ଡ ପୁଷ୍କରିଣୀରେ ଅନୁଷ୍ଠିତ ହେବ ବଡ଼ଠାକୁର ବଳଭଦ୍ରଙ୍କ ସ୍ୱତନ୍ତ୍ର ଜନ୍ମନୀତି l_ _➡️୩-ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ଭାଇ ହାତରେ ସ୍ନେହର ଡୋରୀ ବାନ୍ଧିବ ଭଉଣୀ । ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ନିଜ ଭାଇ ପ୍ରତି ଥିବା ପ୍ରେମ ଏବଂ ଶୁଭକାମନା କରିବ l ଏହି ବିଶେଷ ଅବସରରେ ଭାଇ ଓ ଭଉଣୀମାନେ ପରସ୍ପରକୁ ଉପହାର ଦେଇ ଖୁସି ମନାଇଥାନ୍ତି । ଭାଇ ହାତରେ ବନ୍ଧା ଯାଉଥିବା ସାଧାରଣ ସୂତାଟିଏ ଭଉଣୀ ପାଇଁ ସାରା ଜୀବନ ସାଜିଯାଏ ରକ୍ଷା କବଚ।_ _➡️୪-ଆଜି ରାକ୍ଷୀ ପୂର୍ଣ୍ଣିମା ଅବସରରେ ଭାରତରେ ଦୃଶ୍ୟମାନ ହେବ ବିରଳ ‘ସୁପର ବ୍ଲ୍ୟୁ ମୁନ୍‌’ । ପୂର୍ଣ୍ଣିମା ସମୟରେ ଯେତେବେଳେ ଚନ୍ଦ୍ର ୯୦%ରୁ ଅଧିକ ପୃଥିବୀର ନିକଟତର ହୋଇଥାଏ, ସେତେବେଳେ ସୁପର ମୁନ୍‌ ଦୃଶ୍ୟମାନ ହୋଇଥାଏ। ସୁପରମୁନ ଶବ୍ଦର ଆବିଷ୍କାର ୧୯୭୯ରେ ଜ୍ୟୋତିର୍ବିଜ୍ଞାନୀ ରିଚାର୍ଡ ନୋଲ୍ଲେ କରିଥିଲେ।_ _➡️୫-ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ଆଜି ରାଜ୍ୟର ୫ ଟି ଜିଲ୍ଲାରେ ପ୍ରବଳ ବର...

୧୮-ଅଗଷ୍ଟ-୨୦୨୪, ରବିବାର

_➡️୧-ମହାପ୍ରଭୁ ଜଗନ୍ନାଥ ଭକ୍ତଙ୍କ ପାଇଁ ଖୁସି ଖବର, ଏଣିକି ଶ୍ରୀମନ୍ଦିରରେ ମିଳିବ ମାଗଣା ଅବଢ଼ା l ଏନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଦେଲେ ସୂଚନା l_ _➡️୨-ଏଣିକି ସବୁ ରାଜ୍ୟପ୍ରତି ଦୁଇ ଘଣ୍ଟାରେ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ରିପୋର୍ଟ ଦେବେ। ନିଜ ନିଜ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ରାଜ୍ୟ ସରକାର କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ସବିଶେଷ ତଥ୍ୟ ଜଣାଇବେ। ସବୁ ରାଜ୍ୟ ଗୃହ ମନ୍ତ୍ରାଳୟକୁ ଗୋଟି ଗୋଟି କରି ଦୁଇ ଘଣ୍ଟାକୁ ଥରେ ଅପଡେଟ୍ ଜଣାଇବେ।_ _➡️୩-ଆସନ୍ତା ୨୦ ତାରିଖରେ ଭୁବନେଶ୍ବରରେ ହେବ ବିଜେପିର ବିଶାଳ କର୍ମଶାଳା ୱାର୍କସପ୍। ପରେ ୨୨ରୁ ୨୪ ତାରିଖ ଯାଏଁ ଜିଲ୍ଲା ସ୍ତରରେ ଏବଂ ୨୫ରୁ ୨୭ ଯାଏଁ ମଣ୍ଡଳ ସ୍ତରରେ ହେବ କର୍ମଶାଳା l_ _➡️୪-ରାଜ୍ୟର ବିଭିନ୍ନ ସ୍ଥାନରେ ଗତକାଲି ବଜ୍ରପାତ ଜନିତ ମୃତ୍ୟୁକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ l ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଯୋଗାଇ ଦିଆଯିବା ସହ ଆହତମାନଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର କରିବେ l_ _➡️୫-ଏଥର ଗଣେଶ ପୂଜାରେ କଟକ-ଭୁବନେଶ୍ୱରରେ ହେବ ଡିଜେ ବନ୍ଦ । ଏନେଇ ପୁଲିସ କମିଶନର ସଞ୍ଜୀବ ପଣ୍ଡା ଦେଲେ ଏହି ସୂଚନା l ସେହିପରି ବିକୃତ ମୂର୍ତ୍ତି ନିର୍ମାଣ ଓ ପୂଜା ନଜରକୁ ଆସିଲେ ହେବ କାର୍ୟ୍ୟାନୁଷ୍ଠାନ l ପୁଷ୍ପାଞ୍ଜଳି ବେଳେ ନିଶାମୁକ୍ତ ଶପଥ କରାଇବେ ପୂଜକ ।_ _➡️୬-ନନ୍ଦନକାନନରେ ସିମ୍ପାଞ୍ଜି...

୧୭/୦୮/୨୪, ଶନିବାର

*_୧-ଆଜିଠୁ ଆଇଏମଏ ଡାକ୍ତରଙ୍କ ୨୪ ଘଣ୍ଟିଆ ଆନ୍ଦୋଳନ, ଜରୁରୀ ଚିକିତ୍ସା ଛାଡି ଅନ୍ଯ ସବୁ ସେବା ବନ୍ଦ।_* *_୨-ଯୋଗେଶ ଖୁରାନିଆ ହେଲେ ପୁଲିସ ମହାନିର୍ଦ୍ଦେଶକ: ଅପରାଧ ନିୟନ୍ତ୍ରଣ ଓ ମହିଳା ସୁରକ୍ଷାକୁ ମିଳିବ ଅଗ୍ରାଧିକାର।_* *_୩-ଭୁବନେଶ୍ୱର: ଜଙ୍ଗଲ ଜମି କିସମ ବଦଳାଇବାରେ ଓଡ଼ିଶା ଆଗୁଆ।ଏକ ଦଶମାଂଶ ଜମିରେ ବନୀକରଣ ଲକ୍ଷ ବାଟବଣା।_* *_୪-ଅମିତ ରୋହିଦାସଙ୍କୁ ସମ୍ବର୍ଦ୍ଧିତ କଲେ ନବୀନ ପଟ୍ଟନାୟକ, ପରବର୍ତ୍ତୀ ଅଲିମ୍ପିକ୍‌ରେ ଭାରତୀୟ ହକି ଦଳ ପାଇଁ ସୁନା ପଦକ କାମନା କଲେ।_* *_୫-ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ,୨୦ ତାରିଖ ଯାଏଁ ୧୨ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା।_* *_୬-ଅଗଷ୍ଟ ୧୯ ଏବଂ ୨୬ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ।_* *_୭-ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଏକ ସନ୍ଦିଗ୍ଧ ଘରୁ ୭ଟି ସିମ୍‌ବକ୍ସ ଠାବ ପୋଲିସ ଦ୍ବାରା ଜଣେ ଅଟକ।_* *_୮-ବିଏମ୍‌ସି ଅଧିନକୁ ଆସିବ ଭୁବନେଶ୍ୱର ଏମ୍‌ସ କ୍ୟାମ୍ପସ, ପରିମଳ ବ୍ୟବସ୍ଥା ଭଲ ରହିବ।_* *_୯-ମାହାଙ୍ଗାରେ ଅଭାବନୀୟ ଘଟଣା, ସ୍ୱାମୀଙ୍କୁ ନିର୍ଦ୍ଦୋଷ କହି ଥାନା ଆଗରେ ନିଜ ଦେହରେ ନିଆଁ ଲଗାଇଲେ ମହିଳା।_* *_୧୦-ଭୁବନେଶ୍ୱର:ଦମନ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର, ଶବ୍ଦଗ୍ରହଣ ପାଇଁ ମାନସ ଚୌଧୁରୀ ଶ୍ରେଷ୍ଠ।।_* *_୧୧-କେନ୍ଦ୍ରାପଡା:ସଚ୍ଚୋଟ ମଣିଷ କଳାହାଣ୍ଡିର ଶ୍ରବଣ କୁମାର ନାଥ,ବୁଲି ଆସିଥିବା ରାସ୍ତାରୁ ପାଇ, ଫେରାଇ ଦ...

Today's Headlines 17.08.2024

*Economic Times* 📝 Telcos go slow on content spends; investment towards buying content falls 12% in FY24 📝 Army issues Rs 6,500 crore tender for buying 400 howitzers under Make-in-India 📝 Govt revises windfall gains tax on petroleum products, new rates effective from August 17 📝 JSW Cement files DRHP for Rs 4,000 crore IPO 📝 India facing acute shortage of natural rubber, prices soar 📝 India's forex reserves drop $4.8 bn from an all-time high, settling at $670.12 bn as of Aug 9 📝 Cabinet approves metro rail projects worth Rs 30,000 crore in Bengaluru, Thane, and Pune 📝 India's unemployment rate shows a marginal decline, falls from 6.7% to 6.6% QoQ 📝 Optiemus seeks Rs 400 crore to expand manufacturing operations 📝 After raising $50 million, SaaS startup Loginext liquidates assets to US entity for $250k 📝 Startup funding surges 170% YoY to $238 million this week *Business Standard* 📝 RBI flags breach of regulations by some NBFC-P2P lending platforms 📝 E-scooter maker ...

୧୬-ଅଗଷ୍ଟ-୨୦୨୪, ଶୁକ୍ରବାର

_➡️୧-କ୍ରମାଗତ ୧୧ ଥର ପାଇଁ ଲାଲକିଲ୍ଲାରୁ ତ୍ରିରଙ୍ଗା ଉଡ଼ାଇ ଦେଶବାସୀଙ୍କୁ ଭାରତର ଭବିଷ୍ୟତ ପାଇଁ ମହତ୍ୱାକାଂକ୍ଷୀ ଦୃଷ୍ଟିକୋଣ ଉପସ୍ଥାପନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l ୯୮ ମିନିଟର ଅଭିଭାଷଣ ଦେଇ କଲେ ନୂଆ ରେକର୍ଡ l_ _➡️୨-ମହିଳାଙ୍କ ପାଇଁ ଆସିଲା ଆଶ୍ୱସ୍ତିକର ଖବର। ଓଡିଶାରେ ଏଣିକି ପିରିୟଡ ପାଇଁ ଗୋଟିଏ ଦିନ ଛୁଟି ପାଇବେ ମହିଳା। ଏନେଇ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା।_ _➡️୩-ଲଘୁଚାପର ରୂପ ନେଇପାରେ ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ଘୂର୍ଣ୍ଣିବଳୟ; ୨୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ଆଶଙ୍କା , ୧୨ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ l_ _➡️୪-ମହାତ୍ମା ଗାନ୍ଧୀ ମାର୍ଗରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଜାତୀୟ ପତାକା ଉତ୍ତୋଳନ କଲେ ମୋହନ ଚରଣ ମାଝୀ l_ _➡️୫-ଉଲ୍ଲେଖନୀୟ, ବିଶିଷ୍ଟ ସେବା ଓ ସାହସିକତା ନିମନ୍ତେ ମୋଟ ୯୪ ଜଣଙ୍କୁ ପଦକ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଲୋକସେବା ଭବନ କନଭେନସନ୍ ହଲରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କଠାରୁ ସମସ୍ତେ ପଦକ କଲେ ଗ୍ରହଣ l_ _➡️୬-ଆସନ୍ତାକାଲି ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ ଦେଶବ୍ୟାପୀ ଧର୍ମଘଟନେଇ କଲେ ଘୋଷଣା l କୋଲକାତାରେ ମହିଳା ଡାକ୍ତରଙ୍କ ହତ୍ୟାକୁ ନେଇ ଆଇଏମଏ ଧର୍ମଘଟ କରିବ।_ _➡️୭-ଆଡ଼ପ ପହଣ୍ଡି ବେଳେ ବଡଭାଇ ବଳଭଦ୍ର ପଡ଼ିଯିବା ଘଟଣାର ଆସିଲା ରିପୋର୍ଟ l...