୩୦.୦୮.୨୦୨୪ ଶୁକ୍ରବାର

୧-ନୂଆଖାଇ ପରଦିନ ସେପ୍ଟେମ୍ବର ୯ ତାରିଖକୁ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ।

୨-ଆଜି କୋରାପୁଟ ଜିଲ୍ଲାରେ ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ଛୁଟି, ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଘୋଷଣା କଲେ ଜିଲ୍ଲାପାଳ।

୩-ନନ୍ଦନକାନନରେ ନୂଆ ଅତିଥି, ୫ଟି ଶାବକ ଜନ୍ମ ଦେଲା ସିଂହୀ ବିଜଲୀ, ନନ୍ଦନକାନନରେ ସିଂହ ସଂଖ୍ୟା ୨୬କୁ ବୃଦ୍ଧି।

୪-ପାଳିତ ହେଲା ଜାତୀୟ କ୍ରୀଡା ଦିବସ । କ୍ରୀଡା ବିଭାଗ ତରଫରୁ ବିଜୁପଟ୍ଟନାୟକ କ୍ରୀଡା ଓ ସହାସିକତା ପୁରସ୍କାର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ।

୫-ଉଚ୍ଚଶିକ୍ଷା ବିଭାଗ ଖର୍ଚ୍ଚ ଦାବି ଗୃହୀତ,ଓଡିଆ ଭାଷାରେ ପାଠ ପଢିବେ ଆଇନ୍ ବିଦ୍ୟାର୍ଥୀ।

୬-ପିପିଲି: ଥମୁନି କୁକୁଡ଼ା ମଡକ,୪ ଜଣିଆ ଡ଼ାକ୍ତରୀ ଦଳଙ୍କ ସ୍ଥିତି ସମୀକ୍ଷା।

୭-ଭୁବନେଶ୍ୱର: ଶିଳ୍ପ ପ୍ରତିଷ୍ଠା କରୁ ନ ଥିବା ସଂସ୍ଥାରୁ ଜମି ଫେରାଇ ଅଣାଯିବ: ମନ୍ତ୍ରୀ 

୮-ବରଗଡ଼:ସ୍ମାର୍ଟ ମିଟର ତାତି, ଚାଷୀ ଫେରାଇଲେ ୩ ହଜାର ସ୍ମାର୍ଟମିଟର।

୯-ମଣିଷଙ୍କ ଦେହରେ ନାହିଁ ବାର୍ଡ ଫ୍ଲୁ; ଆତଙ୍କିତ ନେବାକୁ ମନ୍ତ୍ରୀଙ୍କ ପରାମର୍ଶ।

୧୦-ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବନ୍ଧା ହେଲେ ସିଏଚଏସସି ରେକର୍ଡ ସପ୍ଲାୟର୍ ପୁରେନ୍ଦ୍ର ସେଠୀ।

୧୧-ଖୁବଶୀଘ୍ର ହୋଇପାରେ ରାଜ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ; ଆଉ ୬ ଜଣଙ୍କୁ ମନ୍ତ୍ରିମଣ୍ଡଳରେ ନେଇପାରନ୍ତି ମୁଖ୍ୟମନ୍ତ୍ରୀ।

୧୨-କୁକୁଡାଖଣ୍ଡି:ପାରିବାରିକ କଳହର କରୁଣ ପରିଣତି:ଶାବଳ ଭୁସି ପତ୍ନୀଙ୍କୁ ହତ୍ୟା।

୧୩-ରାଇକିଆ: ଶୋଇଥିବା ବେଳେ ସାପ କାମୁଡ଼ାରେ ଗଲା ମା ଝିଅଙ୍କ ଜୀବନ।

୧୪-ମାଲକାନଗିରି, ଗଜପତି, କୋରାପୁଟକୁ ରେଡ୍ ଆଲର୍ଟ,୨ ଦିନ ବର୍ଷା ନିର୍ଧୁମ ଛେଚିବ।

୧୫-ଗୋଟିଏ ବର୍ଷରେ ଆଦାନୀ ଗ୍ରୁପ ସମ୍ପତ୍ତି ୫ ଲକ୍ଷ କୋଟିରୁ ଅଧିକ ବଢ଼ିଛି: ହୁରୁନ ଇଣ୍ଡିଆ ରିପୋର୍ଟ।

୧୬-ପାସପୋର୍ଟ ସେବା ପୋର୍ଟାଲ ୨୯ ଅଗଷ୍ଟ ୨୦୨୪ ଗୁରୁବାର ରାତି ୮ଟାରୁ ୨ ସେପ୍ଟେମ୍ବର ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ବୈଷୟିକ ରକ୍ଷଣାବେକ୍ଷଣ ପାଇଁ ବନ୍ଦ ରହିବ।

୧୭-ଭାରତରେ ନୂଆ କ୍ୟାମ୍ପସ ଖୋଲିବ ସାଉଥମ୍ପଟନ୍ ବିଶ୍ୱବିଦ୍ୟାଳୟ।

୧୮-ମମତାଙ୍କ ଧମକ ବୟାନ: ଓଡ଼ିଶା ସମେତ ବର୍ଷିଲେ ୩ ରାଜ୍ୟର ମୁଖ୍ୟମନ୍ତ୍ରୀ।

୧୯-ଦ୍ୱିତୀୟ ପରମାଣୁ ବୁଡ଼ାଜାହାଜ ଆଇଏନଏସ ଅରିଘାତକୁ ନୌସେନାରେ ସାମିଲ କରିଛି ଭାରତ।

୨୦-ଋଷିଆରେ ଆକ୍ରମଣ ଲାଗି ଆମେରିକାକୁ ଟାର୍ଗେଟ ତାଲିକା ଦେବ ୟୁକ୍ରେନ।

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024