୩୧/୦୮/୨୪, ଶନିବାର

 

*_୧-ନିୟମ କଡ଼ାକଡ଼ି ଲାଗୁ କଲେ ମୋହନ ସରକାର; ଓଡ଼ିଆରେ ହେବ ସବୁ ସରକାରୀ କାମ।_*

*_୨-ସୁଭଦ୍ରା ଯୋଜନା ପାଇଁ ଟୋଲ ଫ୍ରି ନମ୍ବର (୧୪୬୭୮) ଜାରି, ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ କାମ କରିବ ନମ୍ବର।_*

*_୩-ପୁଣି ସଂଶୋଧନ ହେବ ବିଶ୍ୱବିଦ୍ୟାଳୟ ଆଇନ୍‌‌, ରହିବ ସିନେଟ ବ୍ୟବସ୍ଥା : ମନ୍ତ୍ରୀ_*

*_୪-'ନୂଆ ଓ’ ଯୋଜନା ବନ୍ଦ କଲେ ରାଜ୍ୟ ସରକାର; ଆସିବ ଫାଇନାନ୍ସିଆଲ ଆସିଷ୍ଟାନ୍ସ ଟୁ ୟୁଜି, ପିଜି ଷ୍ଟୁଡେଣ୍ଟ।_*

*_୫-ଭିଜିଲାନ୍ସ ଜାଲରେ ବାଲେଶ୍ବର ଡିଇଓ ଅଫିସର କନିଷ୍ଠ କିରାଣୀ, ୬ ଟି ସ୍ଥାନରେ ଏକକାଳୀନ ଚାଲିଛି ଚଢ଼ାଉ।_*

*_୬-ପୁରୀ:ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ, ସୁନା ଛାଉଣୀ ହେବ ରତ୍ନ ଭଣ୍ଡାର କବାଟ,୪୧୩ କୋଟି ଟଙ୍କାର ବ୍ୟୟ ଅଟକଳ।_*

*_୭-ଆସିଲା ନୂଆ ଅବକାରୀ ନୀତି, ଖୋଲିବନି ନୁଆ ମଦ ଦୋକାନ,ବାରରେ ନୃତ୍ୟ ନୁହେଁ କେବଳ ସଙ୍ଗୀତ।_*

*_୮-ଭୁବନେଶ୍ୱର: ବଦଳିଲେ ୫ OAS,୨,୯,୧୬ରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣୀ ବନ୍ଦ।_*

*_୯-ଅପରାଧର ହିସାବ ଦେଲା ଗୃହ ବିଭାଗ,୨୦୨୩ରେ ରାଜ୍ୟରେ ୧ ଲକ୍ଷ ୯୯ ହଜାର ୯୫୪ଟି ଧର୍ତ୍ତବ୍ୟ ଅପରାଧ ଘଟିଛି ।_*

*_୧୦-ବିଜେଡ଼ି ଛାତ୍ରନେତାଙ୍କୁ ନବୀନଙ୍କ ଆହ୍ବାନ: ବିଜେପିର ମିଛ ପ୍ରତିଶ୍ରୁତି ବିଷୟରେ ଲୋକଙ୍କୁ ଜଣାଅ।_*

*_୧୧-ସିଙ୍ଗିଲ ଓ୍ବିଣ୍ଡୋ ସିଷ୍ଟମରେ ୯୯୬ବଡ ପ୍ରକଳ୍ପକୁ ମିଳିଛି ମଞ୍ଜୁରୀ।_*

*_୧୨-ଚାନ୍ଦବାଲି:ରାସ୍ତା ତଳକୁ ଓଲଟିଲା ସ୍କୁଲଭ୍ୟାନ, ଅଳ୍ପକେ ବର୍ତ୍ତିଲେ ୧୩ ଛାତ୍ରଛାତ୍ରୀ।_*

*_୧୩-ପାରାଦୀପ ବନ୍ଦରକୁ ମିଳିଲା 'ମେଜର ପୋର୍ଟ ଅଫ୍ ଦି ଇୟର' ପୁରସ୍କାର।_*

*_୧୪-ଭୁବନେଶ୍ୱରରେ ହେବ ସ୍ପୋର୍ଟ୍ସ ଭ୍ୟାଲି, ଖର୍ଚ୍ଚ ହେବ ହଜାରେ କୋଟିରୁ ଅଧିକ ଟଙ୍କା।_*

*_୧୫-କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସପିଟାଲରେ ଶିଶୁ ଯତ୍ନ ୟୁନିଟରେ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ, ବହୁ ଶିଶୁ ଗୁରୁତର।_*

*_୧୬-କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ଗୋପବନ୍ଧୁ ସାମ୍ବାଦିକ ସ୍ଵାସ୍ଥ୍ୟ ବୀମା ଯୋଜନା ବଳବତ୍ତର,ସମୟ ସୀମା ୧ ବର୍ଷ ବୃଦ୍ଧି କଲେ ରାଜ୍ୟ ସରକାର।_*

୧୭-ରାଜଧାନୀରୁ ବଡ଼ ବାଇକ ଚୋରି ରାକେଟ ଠାବ, ୩୧ ଚୋରି ବାଇକ୍ ଜବତ।_*

*_୧୮-ରାଞ୍ଚି: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍‌ ବିଜେପିରେ ସାମିଲ ହେଲେ।_*

*_୧୯-ପ୍ୟାରିସ୍ ପାରାଲିମ୍ପିକ୍ସ:ଦେଶକୁ ସ୍ଵର୍ଣ୍ଣ ଦେଲେ ସୁଟର ଅବନୀ ଲେଖାରା, ସମାନ ଇଭେଣ୍ଟରେ କାଂସ୍ୟ ଜିତିଲେ ମୋନା ଅଗ୍ରଓ୍ବାଲ।_*

*_୨୦-ଭିଡିଓ କନଫରେନ୍ସିଂ ମାଧ୍ୟମରେ ତିନୋଟି ବନ୍ଦେ ଭାରତ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ।_*

*_୨୧-ଆସାମ ବିଧାନସଭାରେ ଉଚ୍ଛେଦ ହେଲା ୨ ଘଣ୍ଟିଆ ନମାଜ ବିରତି।_*

*_୨୨-ପୂର୍ବବର୍ଷ ତୁଳନାରେ କମିଲା ଜିଡିପି ଅଭିବୃଦ୍ଧି, ପ୍ରଥମ ୩ ମାସରେ ୬.୭ %।_*

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024