୦୧/୦୯/୨୪, ରବିବାର


*_୧-ଅପରାଧୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚେତାବନୀ 'ସୁଧୁରି ଯାଅ' । ମହିଳା ନିର୍ଯାତନାରେ ଶୂନ୍ୟ ସହନଶୀଳତା।_*

*_୨-ନୂଆ ଅବକାରୀ ନୀତିରେ ନିଶା ନିୟନ୍ତ୍ରଣକୁ ଗୁରୁତ୍ବ, ଗ୍ରାମାଞ୍ଚଳରେ ବାର୍‌କୁ ମିଳିବନି ଅନୁମତି।_*

*_୩-ମାସକରେ ୫୦% ଅଭିଯୋଗର ସମାଧାନ ହେବ: ମୁଖ୍ୟମନ୍ତ୍ରୀ_*

*_୪-ରାଜ୍ୟ ପୋଲିସ ବିଭାଗରେ ୧୦୦ ଦିନରେ ଦିଆଯିବ ୩ ହଜାର ନିଯୁକ୍ତି: ମୁଖ୍ୟମନ୍ତ୍ରୀ_*

*_୫-ଓଡ଼ିଶାରେ ଲାଗୁ ହେଲା ପିଏମ୍-ଉଷା ଯୋଜନା, ଗୁଣାତ୍ମକ ଶିକ୍ଷାଦାନ ଏହାର ଉଦ୍ଦେଶ୍ୟ।_*

*_୬-ରାଜ୍ୟରେ ବିଗିଡ଼ିଛି ଆଇନ୍ ଶୃଙ୍ଖଳା, ସାମ୍ପ୍ରଦାୟିକ ଉତ୍ତେଜନା ଜୋର ଧରିଛି: ନବୀନ_*

*_୭-ଭୁବନେଶ୍ଵର: ରାଜଧାନୀବାସୀଙ୍କୁ ଚିକେନ ନ ଖାଇବାକୁ ମେୟର ସୁଲୋଚନା ଦାସଙ୍କ ଅନୁରୋଧ।_*

*_୮-କଟକ: ଡ଼ା ଲୁସି ଦାସ ହେଲେ SCB ଅଧକ୍ଷ, ଅଧୀକ୍ଷକ ପଦ ଝୁଲି ରହିଲା।_*

*_୯-ଚିକିଟି ମଦମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି, ଏମ୍‌‌କେସିଜି ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ,ଅନ୍ୟ ୪ଜଣ ଚିକିତ୍ସାଧୀନ ରହିଛନ୍ତି।_*

*_୧୦-ବଦଳିବ କି ରେଭେନ୍ସା ବିଶ୍ୱବିଦ୍ୟାଳୟର ନାଁ ? ଧର୍ମେନ୍ଦ୍ରଙ୍କ ସୂଚନା ପରେ ଜୋର୍‌ ଧରିଲା ଚର୍ଚ୍ଚା।_*

*_୧୧-ଭୁବନେଶ୍ୱର: ଛତୁଆ ଗୁଣାବତ୍ତାକୁ ନେଇ ବିଧାନସଭାରେ ଉଠିଲା ପ୍ରଶ୍ନ, କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ବାଚସ୍ପତି।_*

*_୧୨-ଭୁବନେଶ୍ୱର:ଦଳବିରୋଧୀ କାର୍ଯ୍ୟ କାରଣରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ,ନିଲମ୍ବିତ ହେଲେ ବିଜେପିର ୫ ନେତା।_*

*_୧୩-ଗ୍ରାଜୁଏସନ୍ କରିଥିରେ ସୁବର୍ଣ୍ଣ ସୁଯୋଗ; ହାଇକୋର୍ଟରେ ଚାକିରି; ଦରମା ୬୯ ହଜାର,ଏହି ନିଯୁକ୍ତି ମାଧ୍ୟମରେ ୫୪ ପଦବୀ ପୂରଣ ହେବ।_*

*_୧୪-ଭିଜିଲାନ୍ସ ଜାଲରେ ବାରିପଦା ଟାଉନ ଥାନା ଏଏସଆଇ, ୬ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ।_*

*_୧୫-ଛତ୍ରପୁର ବିଇଓଙ୍କ ଘରେ ଭିଜିଲାନ୍ସର ରେଡ, ମିଳିଲା ବିଡ଼ା ବିଡ଼ା ନୋଟ୍ ସହିତ ପୁଳାପୁଳା ସୁନା ଗହଣା।_*

*_୧୬-ହରିଦାସପୁର-ପାରାଦ୍ୱୀପ ଦ୍ଵିତୀୟ ରେଳ ଲାଇନ ପାଇଁ ପ୍ରସ୍ତାବ ଦେଲେ ସାଂସଦ ବୈଜୟନ୍ତ।_*

*_୧୭-ଜଙ୍କିଆ:ପୋଲିସ ପଞ୍ଝାରେ ଗଞ୍ଜେଇ ମାଫିଆ; ଶିକ୍ଷାଗତ ଯୋଗ୍ୟତା ଇଞ୍ଜିନିୟରିଂ, ହେଲେ କାମ ଗଞ୍ଜେଇ ବେପାର।_*

*_୧୮-ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପର୍ବତାରୋହୀ ଲିପିକା ସେଠ୍: ଅଷ୍ଟ୍ରେଲିଆ ମହାଦେଶର ଉଚ୍ଚତମ ଶୃଙ୍ଗ ମାଉଣ୍ଟ କୋଜିଓସ୍କୋ ଆରୋହଣ ପାଇଁ ଆଶିର୍ବାଦ ଓ ଶୁଭକାମନା ଜଣାଇଲେ ମୁଖ୍ୟମନ୍ତ୍ରୀ।_*

*_୧୯-ଫେରିବ ସାହାରା ଟଙ୍କା! ନିବେଶକଙ୍କ ପାଇଁ ଖୁସି ଖବର,ରିଫଣ୍ଡ ପୋର୍ଟାଲ୍‌ରେ, ଆପଣଙ୍କ ଲିଷ୍ଟ୍‌ ତୁରନ୍ତ ଚେକ୍‌ କରିବା ଆବଶ୍ୟକ।_*

*_୨୦-ଏନକାଉଣ୍ଟରରେ ୩ ମାଓବାଦୀ ନିହତ, ମାଲକାନଗିରିରେ ମାଓ ଡମ୍ପ୍ ଠାବ।_*

*_୨୧-ସୁପ୍ରିମକୋର୍ଟର ୭୫ ବର୍ଷ ହେଉଛି ଆମ ସାମ୍ବିଧାନିକ ମୂଲ୍ୟବୋଧର ଯାତ୍ରା – ପ୍ରଧାନମନ୍ତ୍ରୀ।_*

*_୨୨-ସୁଧୁରୁନି ପାକିସ୍ତାନ, LoC ନିକଟରେ କରୁଥିଲା ନିର୍ମାଣ କାର୍ଯ୍ୟ, ସେନାର ଫାୟାରିଂ ପରେ ବନ୍ଦ କଲା କାମ।_*

*_୨୩-ରୁଷରେ ୨୨ ଯାତ୍ରୀଙ୍କୁ ନେଇ ଯାଉଥିବା ହେଲିକପ୍ଟର ନିଖୋଜ, ସର୍ଚ୍ଚ ଅପରେସନ୍ ଜାରି।_*

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024