୨୯/୦୮/୨୪, ଗୁରୁବାର



*_୧-ଭୁବନେଶ୍ୱର: ଇ-କେୱାଇସି ଯାଞ୍ଚ ପରେ ନୂଆ ରାସନ କାର୍ଡ ପାଇବେ ହିତାଧିକାରୀ ।_*

*_୨-ପୁରୀ ଜିଲାରେ ବାର୍ଡ-ଫ୍ଲୁ ସ୍ଥିତି ଅଣାୟତ୍ତ, ନିମାପଡା ଓ ଡେଲାଙ୍ଗରୁ ନମୁନା ପଠାଗଲା ଭୋପାଳ।_*

*_୩-ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଡ଼କ ସୁରକ୍ଷା ସଂପର୍କିତ ସମୀକ୍ଷା ବୈଠକ,ବ୍ୟବସ୍ଥାରେ ଅଧିକ ଉନ୍ନତି ପାଇଁ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବଙ୍କ ପରାମର୍ଶ।_*

*_୪-'ସୁଭଦ୍ରା’ର SOP ପରେ ଆସିଲା ଗାଇଡଲାଇନ୍,ଉଭୟ ଅଫଲାଇନ ଏବଂ ଅନଲାଇନରେ ଆବେଦନ କରିହେବ।_*

*_୫-ରାତ୍ରି ଭୋଜନରେ ରୁଟି ପସନ୍ଦ, ଖାଦ୍ୟ ସୁରକ୍ଷା ଯୋଜନାରେ ମିଳିପାରେ ଗହମ – ସୂର୍ଯ୍ୟବଂଶୀ ସୁରଜ।_*

*_୬-ପୋଷଣ ଓ ଖାଦ୍ୟ ନିରାପତ୍ତା ପାଇଁ ରାଜ୍ୟ ସରକାରଙ୍କୁ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ପ୍ରଶଂସା।_*

*_୭-ରାଜ୍ୟରେ ଅଣାୟତ ଡେଙ୍ଗୁ, ଆକ୍ରାନ୍ତଙ୍କ ସଂଖ୍ୟା ୨୭ ଶହ ପାର୍।_*

*_୮-ଖୁବ୍ ଶୀଘ୍ର ଓଡ଼ିଆରେ ଅନୁବାଦ ହେବ ତୃତୀୟ ଓ ଚତୁର୍ଥ ବର୍ଷ ବିଟେକ ବହି ।_*

*_୯-ପୁରୀ: ଆନଂଦ ବଜାରରେ ବିକ୍ରି ହେବନି ବାସି ଅବଢ଼ା।_*

*_୧୦-ମେଡିକାଲ ନାମଲେଖା ସଂରକ୍ଷଣ ସୁବିଧାରୁ ଓବିସି ବଞ୍ଚିତ, ବିଧାନସଭାରେ ବିରୋଧି ସଦସ୍ୟଙ୍କ ଅଭିଯୋଗ।_*

*_୧୧-ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାରେ ୯ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ।_*

*_୧୨-CHSE ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍; ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେକର୍ଡ ସପ୍ଲାୟର୍ ପୁରେନ୍ଦ୍ର ସେଠୀଙ୍କ ଘରେ ରେଡ୍।_*

*_୧୩-ରାଜଧାନୀକୁ ବାର୍ଡ ଫ୍ଲୁ ଚିନ୍ତା,କମିଲା କୁକୁଡ଼ା ମାଂସ, ଫାଷ୍ଟ ଫୁଡ୍ ଦୋକାନରେ ବେପାର ମାନ୍ଦା।_*

*_୧୪-ରାଜ୍ୟରେ ଖୁବ୍‌ଶୀଘ୍ର ଆରମ୍ଭ ହେବ ସିଏମ୍ କିଷାନ ଯୋଜନା, ବିଧାନସଭାରେ କୃଷି ମନ୍ତ୍ରୀ କେଭି ସିଂହଦେଓଙ୍କ ସୂଚନା।_*

*_୧୫-ରାଜଧାନୀରେ ଫୁଟିଲା ବୋମା, କାଞ୍ଚନ ପ୍ୟାଲେସ ହୋଟେଲ ସାମନାରେ, ବାଇକରେ ଆସି ବୋମାମାଡ଼ କରି ୩ ଦୁର୍ବୃତ୍ତ ଚମ୍ପଟ।_*

*_୧୬-ପଶ୍ଚିମ ଓଡ଼ିଶାକୁ ମିଳିଲା ଦୁଇଟି ନୂଆ ରେଳ ଲାଇନ୍ ପ୍ରକଳ୍ପ,ଏଥିରେ ଖର୍ଚ୍ଚ ହେବ ୨ ହଜାର ୯୨୬ କୋଟି ଟଙ୍କା।_*

*_୧୭-ରାଜ୍ୟର ୩୭୦ ପେଟ୍ରୋଲ ପମ୍ପରେ ଠକେଇ, ମାପ ଓ ଓଜନରେ ଠକୁଛନ୍ତି ବ୍ୟବସାୟୀ:ଖାଦ୍ୟ ଯୋଗାଣ ମନ୍ତ୍ରୀ_*

*_୧୮-ସାତକୋଶିଆକୁ ପୁଣି ଫେରିବେ ମହାବଳ; ମଧ୍ୟପ୍ରଦେଶରୁ ୧୫ଟି ବାଘୁଣୀ ଆଣିବାକୁ ମିଳିଛି ଅନୁମତି।_*

*_୧୯-ବିଧାନସଭାକୁ ମୋବାଇଲ୍ ମନା; ପାଣି ବୋତଲ ଉପରେ ବି ଲାଗିଲା କଟକଣା।_*

*_୨୦-ବେଆଇନ ସମ୍ପତ୍ତି ଠୁଳ ଉପରେ ଲାଗିବ ଲଗାମ । ସାବାଡ ହେବେ ଲାଂଚୁଆ ଓ ଦୁର୍ନୀତିଗ୍ରସ୍ତ ଅଧିକାରୀ:ପଶିବ IT ଘାଣ୍ଟିବ ED_*

*_୨୧-ଓଡିଶାର ୬ଟି ସହରରେ ଖୋଲିବ ୧୯ଟି ଘରୋଇ ଏଫ୍ଏମ୍ ଚ୍ୟାନେଲ୍।_*

*_୨୨-୨୩୪ ସହରରେ ଖୋଲିବ ୭୩୦ଟି ଏଫ୍ଏମ୍ ଚ୍ୟାନେଲ୍, ଇ-ନିଲାମକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ।_*

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024