୨୮/୦୮/୨୪, ବୁଧବାର


*_୧-‘ସୁଭଦ୍ରା’ ଯୋଜନା ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା:ପରିବାରର ପ୍ରତ୍ୟେକ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା,ବିଧବା ମହିଳା କି ଛାତ୍ର ବୃତ୍ତି ପାଉଥିବା କଲେଜ ଝିଅ ବି ହେବେ ସାମିଲ।_*

*_୨-ସୁଭଦ୍ରା ଯୋଜନାରେ ବିଜେପି ମହିଳାଙ୍କୁ ଠକୁଛି, ସୁଭଦ୍ରା ଏକ ଘରଭଙ୍ଗା ଯୋଜନା: ବିଜେଡ଼ି।_*

*_୩-ନୂଆଖାଇ ପାଇଁ ଧାର୍ଯ୍ୟ ହେଲା ଲଗ୍ନ,ଆସନ୍ତା ସେପ୍ଟେମ୍ବର ୮ ତାରିଖରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ।_*

*_୪-ଜାତୀୟ ପୁରସ୍କାର ପାଇଁ ୨ ଓଡ଼ିଆ ଶିକ୍ଷକ ମନୋନୀତ:ସନ୍ତୋଷ କୁମାର କର ଓ ଦ୍ବିତି ଚନ୍ଦ୍ର ସାହୁ।_*

*_୫-ରାଜ୍ୟସଭାକୁ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ବିଜେପି ପ୍ରାର୍ଥୀ ମମତା ମହାନ୍ତ।_*

*_୬-ରାଜଧାନୀରେ ଭଙ୍ଗାଯିବ ୧୯୧ଟି ଆପାର୍ଟମେଣ୍ଟ:ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର।_*

*_୭-ଭୁବନେଶ୍ୱର:୧୬ ଜିଲ୍ଲାକୁ ବର୍ଷା ଓ ବଜ୍ରପାତ ସମ୍ଭାବନା।୩୦ରେ କୋରାପୁଟ ଓ ମାଲକାନାଗିରିରେ ହେବ ପ୍ରବଳ ବର୍ଷା।_*

*_୮-ଭିଜିଲାନ୍ସ ଜାଲରେ ଫସିଲେ କୋଟଗଡ଼ ଥାନା ଏଏସଆଇ, ଗଣ୍ଡଗୋଳ ମାମଲା ରଫାଦଫା କରିବାକୁ ନେଉଥିଲେ ଲାଞ୍ଚ।_*

*_୯-୭୮ ହଜାର ୯୧୯ ସରକାରୀ ପଦବୀ ପୂରଣ ହେବ : ରାଜ୍ୟ ସରକାର।_*

*_୧୦-କାମାକ୍ଷାନଗର:ସ୍କୁଲ ଭିତରେ ଆଣ୍ଠୁଏ ପାଣି, ବିଇଓଙ୍କୁ ମଇଳା ପାଣିରେ ଚଲାଇ ଅଭିଭାବକଙ୍କ ପ୍ରତିବାଦ।_*

*_୧୧-ନୂଆ ସରକାରଙ୍କ ସ୍କାନରରେ ରାଜ୍ୟର ୯୧ ବିଡ଼ିଓ,ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଅଛି ବିଚାରାଧୀନ।_*

*_୧୨-ବାର୍ଡ-ଫ୍ଲୁ ସଂକ୍ରମଣ ନିୟନ୍ତ୍ରଣ ପାଇଁ ପିପିଲି ଓ ସତ୍ୟବାଦୀରେ ଜୋରଦାର ପ୍ରୟାସ, ସଂକ୍ରମିତ ଅଞ୍ଚଳରୁ ୪ର୍ଥ ଦିନରେ ମରାଗଲା ୨୩୮୪ ବ୍ରଏଲର ଓ ୧୫୪ ଦେଶୀ କୁକୁଡା।_*

*_୧୩-+୩ରେ ଫାଙ୍କା ପଡ଼ିଛି ଲକ୍ଷେ ସିଟ୍, ସରୁନି ନାମଲେଖା ପ୍ରକ୍ରିୟା; ଏପଟେ ଆରମ୍ଭ ହେଲାଣି ପାଠପଢ଼ା।_*

*_୧୪-ଦୁର୍ଗା ପୂଜା ପାଇଁ ଆରମ୍ଭ ହେଲା ପ୍ରସ୍ତୁତି, ମା'ଙ୍କ ପାଇଁ ଚାଲିଛି ମାଟି ଅନୁକୂଳ।_*

*_୧୫-ଖୋର୍ଦ୍ଧା ମୁକୁନ୍ଦପ୍ରସାଦରେ ହତ୍ୟା ଘଟଣା, ମୁଖ୍ୟ ଅଭିଯୁକ୍ତ ସମେତ ୩ ଗିରଫ।_*

*_୧୬-ନୂଆ ଦିଲ୍ଲୀ: ପ୍ୟାରିସ ପାରା ଅଲିମ୍ପିକସ୍ ଆଜିଠୁ ଆରଂଭ,ଭାରତରୁ ୮୪ ଜଣ ଆଥଲେଟ୍ ଭାଗ ନେବେ।_*

*_୧୭-ତାତିଲା ବିଜେପି, ଆଜି ୧୨ ଘଣ୍ଟିଆ ପଶ୍ଚିମବଙ୍ଗ ବନ୍ଦ।_*

*_୧୮-୨୩ ଲକ୍ଷ କର୍ମଚାରୀଙ୍କୁ ଉପକୃତ କରିବ ୟୁନିଫାଏଡ୍ ପେନସନ୍ ସ୍କିମ୍।_*

*_୧୯-କୋଲକାତାରେ ପୁଲିସ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କଲେ ବିଜେପି ଅଧ୍ୟକ୍ଷ ନଡ୍ଡା।_*

*_୨୦-ବିହାରରେ ବନ୍ୟା, ୮ଟି ବ୍ଲକ ପ୍ରଭାବିତ,ପାଟଣା ଜିଲ୍ଲାରେ ୭୬ଟି ସ୍କୁଲ ବନ୍ଦ।_*

*_୨୧-ବର୍ଷାରେ ବେହାଲ ଉତ୍ତରଭାରତ । ଭାସୁଛି ଗୁଜରାଟ, ମହାରାଷ୍ଟ୍ର, ରାଜସ୍ଥାନ, ୩ ରାଜ୍ୟକୁ ୩ ପାଇଁ ଆଲର୍ଟ।_*

*_୨୨-ସୁପ୍ରିମକୋର୍ଟଙ୍କ ଜାତୀୟ ଟାସ୍କ ଫୋର୍ସର ପ୍ରଥମ ବୈଠକ ଅନୁଷ୍ଠିତ, ଆରମ୍ଭ ହେଲା ଏନଟିଏଫକୁ ପରାମର୍ଶ ପୋର୍ଟାଲ।_*

*_୨୩-ବିଶ୍ୱ କ୍ରିକେଟ ଉପରେ ଏବେ ରାଜ କରିବେ ଜୟ ଶାହ, ନିର୍ବିରୋଧରେ ICC ଅଧ୍ୟକ୍ଷ ନିର୍ବାଚିତ।_*

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024