Posts

Showing posts from July, 2025

ଖବର ଆଜିର ତାରିଖ:୨୫/୦୭/୨୫, ଶୁକ୍ରବାର

୧-ଭୁବନେଶ୍ୱର:୪୯୮୨ କୋଟିର ୨୩ ଶିଳ୍ପ ପ୍ରସ୍ତାବକୁ ମଞ୍ଜୁରୀ, ଖୋର୍ଦ୍ଧାରେ ହେବ ଡ୍ରୋନ୍ କାରାଖାନା,୧୨ ହଜାର ଲୋକଙ୍କୁ ମିଳିବ ରୋଜଗାର। ୨-ଆସନ୍ତା ସୋମବାରରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣୀ, ଆଜିଠୁ ଅନଲାଇନ୍ ପଞ୍ଜୀକରଣ ଆରମ୍ଭ। ୩-ପ୍ରକାଶ ପାଇଲା ସ୍ପେଶାଲ OJEE 2025ର ଫଳାଫଳ, ସରକାରୀ ୱେବସାଇଟ୍ – ojee.nic.in ରେ ଏହାର ରେଜଲ୍ଟ ଉପଲବ୍ଧ । ୪-କଲେଜରେ ପଶିବନି ନିଶା ଦ୍ରବ୍ୟ: ନିଶାମୁକ୍ତ କ୍ୟାମ୍ପସ ପାଇଁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ। ୫-ରାଜ୍ୟରେ ଜାରି ଲଘୁଚାପ ଜନିତ ବର୍ଷା; ୩୦ଟି ବ୍ଲକରେ ୫୦ ମିଲିମିଟର ଅଧିକ ବର୍ଷା ରେକର୍ଡ। ୬-କଟକ: ଲାଞ୍ଚ ନେଇ ଗିରଫ ହୋଇଥିବା ଆଇଏଏସ୍ ଧୀମାନ ଚକମାଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ। ୭-ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ବଳଙ୍ଗା ପୀଡିତା । ବୟାନ ରେକର୍ଡ ପାଇଁ ଦିଲ୍ଲୀ ଗଲା କ୍ରାଇମବ୍ରାଞ୍ଚ୍‌ । ଛଅ ଦିନ ପରେ ବି ପୁଲିସ ହାତ ଖାଲି । ସେପଟେ ବାଲେଶ୍ୱର ଛାତ୍ରୀ ମାମଲାରେ କ୍ରାଇମବ୍ରାଞ୍ଚର ଖୋଳତାଡ ଜାରି । ୮-ରୁପା ମୁଦି କହିବ ବଳଙ୍ଗା ସତ, ପୋଲିସ ହାତରେ ଲାଗିଛି ବଡ଼ ସୁରାକ,ବଳଙ୍ଗା ପୋଲିସ କ୍ରିଷ୍ଣା ଜୁଏଲାରୀ ମାଲିକଙ୍କୁ ଉଠାଇ ନେଇ ପଚରା ଉଚରା କରୁଛି। ୯-କେନ୍ଦ୍ରାପଡ଼ା:ଅଗଷ୍ଟ ୧ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ। ୧୦-ଭୁବନେଶ୍ୱର: କିଟ୍‍, କିସ୍‍ ଓ କିମ୍‍ସ ପରିଦର୍ଶନରେ ଆସି କିସ୍‍ ଛାତ୍ରଛାତ୍ରୀଙ୍କ ସହ ମଧ୍ୟାହ୍ନଭୋଜନ କଲେ...

News Headlines from Business News Agencies 24.07.2025

*Business Standard*   📝 ADB lowers India's FY26 growth forecast to 6.5%, cites impact of US tariffs 📝 IHH inks Fortis-Gleneagles O&M deal to strengthen pan-India platform 📝 Outward remittances under RBI's LRS fall 4.4% to $2.3 billion in May 2025 📝 Renault eyes full capacity at Chennai plant, no new partner planned 📝 Mutual fund industry showcases resilience, growth: ICRA Analytics 📝 Deepali Naair to lead Brand & Corporate Communications at Biocon Biologics 📝 RBI net bought $1.76 billion in forex market in May, shows bulletin 📝 Inbound Aerospace raises $1 mn pre-seed round led by Speciale Invest 📝 MNCs prefer institutional office assets for setting up GCCs in India: C&W 📝 SBI eyes spot among world's top 10 banks by market value in 5 years 📝 Whirlpool India stake sale: EQT, Bain lead as Reliance, Havells step back   *Economic Times* 📝 Indian economy remained stable amid tariff policy uncertainties: RBI Bulletin 📝 Saudi Arabia was top buyer of Russian...

ଖବର ଆଜିର ତାରିଖ ୨୪/୦୭/୨୫, ଗୁରୁବାର

୧-ନୂଆ ଦିଲ୍ଲୀ: ଘରୋଇ ହିଂସା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ -ମାମଲା ରୁଜୁର ୨ ମାସ ଯାଏ ଗିରଫ କରନି। ପୁଲିସ କାର୍ଯ୍ୟାନୁଷ୍ଠାନ ନେବା ପୂର୍ବରୁ ମାମଲା ଏଫ୍ ଡବ୍ଲୁସିକୁ ପଠାଇବାକୁ ବାଧ୍ୟ। ୨-ଆଳୁ ପାଇଁ ମମତାଙ୍କୁ ଭେଟିବେ ଯୋଗାଣ ମନ୍ତ୍ରୀ, ବାର୍ଷିକ ଆବଶ୍ୟକ ୧୪ଲକ୍ଷ, ଉତ୍ପାଦନ ହେଉଛି ୫ଲକ୍ଷ ଟନ୍। ୩-ଭୁବନେଶ୍ୱର:ପ୍ରତି ସ୍କୁଲରେ ଗଠନ ହେବ ଆଇସିସି କମିଟି; ଏଣିକି ସିବିଏସଇ ଭଳି ରାଜ୍ୟର ସବୁ ସ୍କୁଲରେ ଲାଗିବ ସିସିଟିଭି। ୪-ଭୁବନେଶ୍ୱର:ନାରୀ ନ୍ୟାୟ ବାହିନୀ ଆପ୍‌ ଉନ୍ମୋଚିତ,ଆପ୍‌କୁ ଉନ୍ମୋଚନ କଲେ ପିସିସି ସଭାପତି ଭକ୍ତ ଚରଣ ଦାସ। ୫-ରାଜ୍ୟରେ ପ୍ରତିଷ୍ଠା ହେବ ୫୬ଟି ନୂଆ କୋର୍ଟ, ନୂଆ କୋର୍ଟ ପାଇଁ ସୃଷ୍ଟି ହେବ ୮୪୦ ପଦବୀ, ରାଜ୍ୟ ଆଇନ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି। ୬-ଭୁବନେଶ୍ୱର:ରାଜଭବନ ଇତିହାସରେ ପ୍ରଥମ: ରାଜ୍ୟପାଳଙ୍କ ସଚିବ ଭାବେ ମହିଳା ଆଇଏଏସ୍ ଅଧିକାରୀ ରୂପା ରୋଶନ ସାହୁ ନିଯୁକ୍ତ। ୭-ନବରଙ୍ଗପୁର ଜିଲାର ଜଣେ ନର୍ସିଂ ଛାତ୍ରୀଙ୍କ ଫଟୋ ଭାଇରାଲ କରିବା ଘଟଣାରେ ୨ ଅଭିଯୁକ୍ତ ଗିରଫ । ୮-ଆଭ୍ୟନ୍ତରୀଣ ଅଭିଯୋଗ କମିଟି ରିପୋର୍ଟ ଦାଖଲ କରି ନଥିବାରୁ କଟକ ଜିଲ୍ଲାର ଅଧାରୁ ଅଧିକ କଲେଜରେ କର୍ମଚାରୀଙ୍କ ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ । ୯-କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ବନାଞ୍ଚଳରେ ହାତୀ ଭାଙ୍ଗିଲେ ମାତୃ ଓ ଶିଶୁ ପୋଷଣ କେନ୍ଦ୍ର। ୧୦-ବଳଙ୍ଗା ବର୍ବରତା: ଦୁବୃର୍ତ୍ତଙ୍କ ପତ୍ତା ମିଳୁନାହିଁ, ...

News Headlines from Business News Agencies 23.07.2025

  *Business Standard*   📝 Centre approves ₹33,081 crore to states for health infra upgrade by 2026 📝 India's economic growth makes it a global stability anchor: NITI Aayog VC 📝 Construction industry margins to stay between 10.25-10.75% in FY26: Icra 📝 Akasa Air aims to have 226 planes in fleet by 2032, says CFO Ankur Goel 📝 Coca-Cola Q2 results: Revenue up 2.5% at $12.62 bn on steady soda demand 📝 Tata Communications partners with AWS for AI-ready network rollout in India 📝 Patrik Antoni to be new CEO of Ikea India as Susanne Pulverer resigns 📝 Serentica to source wind turbines from SANY for 336 MW Karnataka project 📝 Juniper Green Energy commissions additional 43 MWp in Maharashtra 📝 Mumbai ultra-luxury home sales jumps 20% in H1 to record ₹14,751 cr: Report 📝 Public sector bank NPAs drop to 2.58% from 9.11% in 4 yrs: Finance ministry   *Economic Times* 📝 Govt does not foresee revenue shortfall, aims to achieve deficit target: MoS Finance 📝 PLI scheme for bu...

ଖବର ଆଜିର ତାରିଖ:୨୩/୦୭/୨୫, ବୁଧବାର

୧-ଭୁବନେଶ୍ୱର:ଆଇଏଏସ ଓ ଜିଲ୍ଲାପାଳ ସ୍ତରରେ ୪୯ ଅଧିକାରୀଙ୍କ ବଦଳି, ଚଞ୍ଚଳ ରାଣା ବିଏମସି କମିସନର, ଦିବ୍ୟଜ୍ୟୋତି ପରିଡ଼ା ହେଲେ ପୁରୀ ଜିଲ୍ଲାପାଳ। ୨-ଆଭ୍ୟନ୍ତରୀଣ ଅଭିଯୋଗ ସମିତି ରିପୋର୍ଟ ନ ଦେବାରୁ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ:୨୦୯ କଲେଜ ଅଧ୍ୟକ୍ଷଙ୍କ ଦରମା ବନ୍ଦ୍। ୩-ରାକ୍ଷୀରେ ମିଳିବ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା। ୪-ଖରିଫ୍ ଧାନ କିଣା, ଚାଷୀଙ୍କର ହେବ ଇ କେଓ୍ବାସି,ବାପା ଜେଜେଙ୍କ ନାଁ ରେ ଜମିଥିଲେ ପୁଅ କରିପାରିବେ ପଞ୍ଜିକରଣ। ୫-ଦିଲ୍ଲୀ ଗସ୍ତରେ ମନମୋହନ, ମନ୍ତ୍ରୀମଣ୍ଡଳ ଓ ନିଗମ ନିଯୁକ୍ତି ଚର୍ଚ୍ଚା ବଢ଼ିଲା। ୬-ଭୁବନେଶ୍ୱର:ଉଚ୍ଚ ଶିକ୍ଷାନୁଷ୍ଠାନରେ ନାହିଁ ଅଗ୍ନି ନିରାପତ୍ତା, ଚିଠିଲେଖି ଉଚ୍ଚ ଶିକ୍ଷା ବିଭାଗ ଚୁପ୍। ୭-ପୁରୀ: ଆସନ୍ତାକାଲି ଶ୍ରୀବିଗ୍ରହମାନଙ୍କର ଚିତାଲାଗି ନୀତି, ଅପରାହ୍ନ ପରେ ରହିବ ଦର୍ଶନ କଟକଣା। ୮-ଆକାଂକ୍ଷୀ ବ୍ଲକ୍‌ ଯୋଜନାରେ ରାଜ୍ୟର ୧୧ଟି ନୂଆ ବ୍ଲକ୍‌ ସାମିଲ।ଫଳରେ ରାଜ୍ୟର ଆକାଂକ୍ଷୀ ବ୍ଲକ ସଂଖ୍ୟା ୪୦କୁ ବୃଦ୍ଧି ପାଇଛି। ୯-ଆଜିଠୁ ଲଘୁଚାପ ; ଆସନ୍ତା ୪ଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା। ୧୦-ଡାକ୍ତର କରୁଣାକର ରାଉତଙ୍କୁ ଚାକିରିରୁ ବହିଷ୍କୃତ କଲେ ମୁଖ୍ୟମନ୍ତ୍ରୀ, ଯାଜପୁର ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସେ ଥିଲେ ଡାକ୍ତର। ୧୧-ପୁରୀ : ପାର୍କିଂରେ ଉତ୍ପାତ, ଯୁବତୀଙ୍କ ସହ ଦୁର୍ବ୍ୟବହାର ଅଭିଯୋଗରେ ଧରାପଡ...

News Headlines from Business News Agencies 22.07.2025

  *Business Standard :*   📝 India-UK signing of trade pact on Jul 24; Piyush Goyal to accompany PM Modi 📝 L&T to set up India's largest green hydrogen plant at IOCL Panipat 📝 Brigade Hotel Ventures to add 960 rooms by FY28, focus on luxury segment 📝 Sun Pharma's psoriasis drug delivers positive results in arthritis trials 📝 Domino's tops Q2 US sales estimates on strong demand, new menu deals 📝 UltraTech Cement Q1 FY26 results: Net profit surges 49% to ₹2,226 crore 📝 EduFund secures $6 million in Series A round to expand beyond metro cities 📝 Diagnostic firm Aarthi Scans eyes North India, lines up ₹350 cr investment 📝 India's VC funding hits $3.5 bn led by fintech amid global slowdown: KPMG 📝 MediaTek sees major boost as Indian EV makers adopt AI, HPC solutions 📝 Reliance's expansion into green energy segment sparks analyst optimism 📝 Russia-linked refinery, Nayara tightens sale terms, seeks early payment after curbs   *Economic Times :*   📝 India co...

ଖବର ଆଜିର ତାରିଖ:୨୨/୦୭/୨୫, ମଙ୍ଗଳବାର

୧-ପ୍ରକାଶ ପାଇଲା+୨ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା,୫୨ହଜାର ୯୫୫ ଜଣ ଛାତ୍ରଛାତ୍ରୀ ମନୋନୀତ। ୨-ଭୁବନେଶ୍ୱର:LLB ପ୍ରଥମ ମେଧା ତାଲିକା ପ୍ରକାଶିତ,୩ ଶିକ୍ଷାନୁଷ୍ଠାନରେ ନାମ ଲେଖା ପାଇଁ ୩୬୦ ଯୋଗ୍ୟ ବିବେଚିତ। ୩-ଭୁବନେଶ୍ୱର: ସଚିବ ବୁଲିବେ ଜିଲ୍ଲା,ହିସାବ ରଖିବେ ଜନତା, ଏଥିପାଇଁ ପ୍ରସ୍ତୁତ ହେଉଛି ସ୍ବତନ୍ତ୍ର ଓ୍ବେବସାଇଟ୍। ୪-ଭୁବନେଶ୍ୱର:ଶ୍ରାବଣ ଦ୍ବିତୀୟ ସୋମବାର, ଶ୍ରୀଲିଙ୍ଗରାଜଙ୍କୁ ଜଳଲାଗି କଲେ ୨୦ ହଜାର କାଉଡ଼ିଆ। ୫-ନୂଆ ଦିଲ୍ଲୀ:ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଇସ୍ତଫା ଦେଲେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ। ୬-ଭୁବନେଶ୍ୱର:ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା ବଢ଼ିଲା, ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ। ୭-ଭୁବନେଶ୍ୱର: ନିଳମ୍ୱିତ ଛାତ୍ର କଂଗ୍ରେସ ସଭାପତି ଉଦିତ ,ଦୁଷ୍କର୍ମ ମାମଲାରେ ଜେଲ୍ ଗଲେ।  ୮-ଦ୍ୱନ୍ଦ୍ୱ ଦୂର କଲା ଏନସିଇଆରଟି: ସାମାଜିକ ବିଜ୍ଞାନର ୨ୟ ଭାଗରେ ଆସିବ ପାଇକ ବିଦ୍ରୋହ। ୯-ବାଲେଶ୍ଵର ଛାତ୍ରୀ ଆତ୍ମାହୁତି ଘଟଣା; ୫ମ ଦିନ କଲେଜରେ ୨ ଜଣିଆ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ଙ୍କ ପଚରାଉଚରା ଜାରି। ୧୦-ବଳଙ୍ଗାରେ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ପୋଲିସ୍ ଡିଜି ୱାଇ. ବି. ଖୁରାନିଆ ଏବଂ ପୁରୀ ଏସ୍‌ପି ପିନାକ ମିଶ୍ର। ୧୧-ଭୁବନେଶ୍ଵର ଜାତୀୟ ରାଜପଥର ତଳଜଙ୍ଗ ଛକରେ ଦୁର୍ଘଟଣା,ଅଗ୍ନିଶମ ଗାଡ଼ି ଧକ୍କାରେ ଜଣେ ଛାତ୍ରଙ୍କ ମୃତ୍ୟୁ,ଉତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ। ୧୨-ଭୁବନେ...

News Headlines from Business News Agencies 21.07.2025

*Business Standard* 📝 Brigade Hotel Ventures plans to launch ₹749.6 crore IPO on July 24 📝 Indian exporters optimistic as Bangladesh plans to import 9 lakh tonne rice 📝 Tesla's entry into India to bring innovation in EV insurance space 📝 Azerbaijan's SOFAZ to buy 49% stake in Enfinity's Italy solar assets 📝 Reliance Consumer Products on strong growth trajectory: Reliance Retail CFO 📝 Electronics exports up 47% in April-June quarter, led by US, UAE, China 📝 Retail loan growth sluggish for private banks in Q1, festive demand eyed 📝 Oil regulator cracks down on city gas firms; seeks uniform piped gas price 📝 IPO fundraising up 45% to Rs 45,350 cr in Jan-Jun despite global headwinds *Economic Times* 📝 JSW Paints seeks CCI nod to acquire majority stake in Akzo Nobel India for Rs 12,915 cr 📝 Signature Global to launch homes worth Rs 6,000 cr in Gurugram in Jul-Sep: Chairman 📝 Dr Reddy's gets seven observations from USFDA for Andhra plant 📝 India’s $15 bn oil expo...

ଖବର ଆଜିର ତାରିଖ:୨୧/୦୭/୨୫, ସୋମବାର

୧-ଭୁବନେଶ୍ୱର:ବାରମ୍ବାର ବିଭିନ୍ନ ପରୀକ୍ଷା ପରିଚାଳନାରେ ତ୍ରୁଟି, ଭୋଗୁଛନ୍ତି ପରୀକ୍ଷାର୍ଥୀ, ଅନେକବାର ପ୍ରଶ୍ନପତ୍ର ଲିକ୍ ଅଭିଯୋଗ,ସ୍ଥାୟୀ ସମାଧାନ କେବେ ? ୨-କଟକ:OTET ପ୍ରଶ୍ନ ପ୍ରଘଟ ବିବାଦ: କ୍ରାଇମବ୍ରାଞ୍ଚରେ ମାମଲା, ବୋର୍ଡ କାର୍ଯ୍ୟାଳୟରେ ଖୋଳତାଡ଼ ଆରମ୍ଭ। ୩-ଭୁବନେଶ୍ୱର:ରାକ୍ଷୀ ପାଇଁ ସଜେଇ ହେଲାଣି ବଜାର,ଚାହିଦାରେ ଧାନ, ଜଗନ୍ନାଥ ଓ ଇଭିଲ ଆଇ ରାକ୍ଷୀ। ୪-ଭୁବନେଶ୍ୱର:ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ ,୨୩ରୁ ବଢ଼ିବ ବର୍ଷା,୨୪ରେ ଲଘୁଚାପ ସମ୍ଭାବନା। ୫-ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡ଼ିତା ଗୁରୁତର, ଅକ୍ସିଜେନ୍ ସପୋର୍ଟରେ ଚାଲିଛି ଚିକିତ୍ସା। ୬-ଭୁବନେଶ୍ୱର:କେବଳ ଗାଡ଼ିରେ ଦିଆଯିବ, ଆଉ ଖୋଲାରେ ମିଳିବ ନାହିଁ ପେଟ୍ରୋଲ ଡିଜେଲ। ୭-ବାଲେଶ୍ବର ପୀଡ଼ିତାଙ୍କୁ ଖୁବ ଶୀଘ୍ର ନ୍ୟାୟ ମିଳିବ : ପ୍ରେସମିଟରେ ଭରସା ଦେଲେ କ୍ରାଇମବ୍ରାଞ୍ଚ ଡିଜି। ୮-କେନ୍ଦୁଝର: ଭିଜିଲାନ୍ସ ଜାଲରେ ଫସିଛନ୍ତି କେନ୍ଦୁଝର କେନ୍ଦୁପତ୍ର ବନଖଣ୍ଡ ତଥା କେନ୍ଦୁଲିଭ ଡିଭିଜନର ଡିଏଫଓ ନିତ୍ୟାନନ୍ଦ ନାୟକ।  ୯-ଭୋର ୩ଟାରୁ ଶ୍ରୀଲିଙ୍ଗରାଜଙ୍କୁ ଜଳଲାଗି କରୁଛନ୍ତି ଭକ୍ତ,ବୋଲବମ୍ ଧ୍ବନିରେ ଦୁଲୁକୁଛି ଏକାମ୍ର। ୧୦-ଚିତ୍ରକୋଣ୍ଡା ବନ ବିଭାଗକୁ ବଡ଼ ସଫଳତା, ୪୨ କେଜି ବାର୍‌ହା ମାଂସ ସହ ଜୀବନ୍ତ ଶାବକ ଜବତ, ୧୧ ଜଣ ଗିରଫ। ୧୧-ଭୁବନେଶ୍ୱର:ଖୋଲା ଆକାଶ ତଳେ ଅନ୍ତୋଦୟ ହିତାଧିକାରୀ,ମିଳୁନି ଦ୍ବିତୀୟ କିସ୍ତି ଟଙ୍କା। ୧୨-ଜଣେ ବିବାହିତ ମ...

ଖବର ଆଜିର ତାରିଖ:୧୯/୦୭/୨୫, ଶନିବାର

୧-ବାଲେଶ୍ଵର: ଉଚ୍ଚ ଶିକ୍ଷା ବିଭାଗର ଉଚ୍ଚ ସ୍ତରୀୟ କମିଟିର ତନାଘନା, ଏଫ୍ ଏମ୍ କଲେଜର ୮ ଜଣକୁ ନୋଟିସ୍ ଜାରି। ୨-ଚାର୍ଜସିଟ୍ ଦାଖଲ ନ କରିବା ମହଙ୍ଗା ପଡିଲା, ଖଣ୍ଡଗିରି ଥାନା SI ନିଲମ୍ବିତ। ୩-ଭୁବନେଶ୍ୱର:ବିଜେଡିରେ ପାଣ୍ଡିୟାନ ଦମ୍ପତିଙ୍କର ପତିଆରା,ଆହତ ନେତାଙ୍କୁ ଭେଟିବା ପରେ ବଢିଲା ଚର୍ଚ୍ଚା। ୪-ଚାନ୍ଦବାଲି ବ୍ଲକରୁ ଅପମିଶ୍ରିତ ସାର ଜବତ, ୩ ଟି ସ୍ଥାନରେ ରେଡ କଲା କୃଷି ଓ ରାଜସ୍ବ ବିଭାଗ। ୫-ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ କ୍ୟାମ୍ପସରେ ମହିଳା ସହାୟତା ନମ୍ବର ୧୮୧ ପ୍ରଦର୍ଶନ ପାଇଁ ଚିଠି ଜାରି କଲା ଉଚ୍ଚଶିକ୍ଷା ବିଭାଗ। ୬-ସୁବର୍ଣ୍ଣପୁର : ତରଭା ପୁଲିସକୁ ମିଳିଛି ବଡ ସଫଳତା,୯ କୋଟି ଟଙ୍କାର ଗଞ୍ଜେଇ ଜବତ,୪ ଜଣ ଗିରଫ। ୭-ଆଜିଠୁ ଆରମ୍ଭ ହେବ ଚାଷୀ ପଞ୍ଜୀକରଣ; ସମବାୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପରେ ଚାଷୀଙ୍କ ଭିତରେ ଉତ୍ସାହ। ୮-ମୟୂରଭଞ୍ଜ:ରଙ୍ଗିଲା ତାନ୍ତ୍ରିକର କେଳେଙ୍କାରୀ, ମୋବାଇଲରେ ରଖିଥିଲା ୪ ଶହ ମହିଳାଙ୍କ ଅଶ୍ଳୀଳ ଫଟୋ। ୯-ମୟୂରଭଞ୍ଜ:ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ଘଟଣା , ଅଭିଯୁକ୍ତକୁ ୧୦ବର୍ଷ ଜେଲ ଦଣ୍ଡାଦେଶ। ୧୦-କଟକ:ରେଭେନ୍ସା ଭାଇସ୍ ଚାନସଲରଙ୍କ ନିର୍ଦ୍ଦେଶରେ ପ୍ରକାଶ ପାଇଲା ବଡ଼ ଆଉ ଅଜବ ବିଜ୍ଞପ୍ତି। ତେବେ ଏହାର ମାତ୍ର ଘଣ୍ଟାକ ପରେ ବଦଳିଗଲା ନିଷ୍ପତ୍ତି। ୧୧-ଜଗତସିଂହପୁର: ପ୍ରସୂତିଙ୍କ ମୃତ୍ୟୁରୁ ସାଇ ଶ୍ରଦ୍ଧା ନର୍ସିଂ ହୋମରେ ଭଙ୍ଗାରୁଜା, ଡାକ୍ତର ଓ ନର୍ସିଂ ହୋମ୍ ବିରୋଧରେ କାର୍ଯ୍ୟ...

News Headlines from Business News Agencies 18.07.2025

  *Business Standard*   📝 ONGC plans new 200,000-240,000 BPD refinery in Gujarat's Jamnagar 📝 India, UK likely to sign free trade agreement next week after review 📝 India should continue buying Russian oil; must reject US pressure: GTRI 📝 Irdai may curb Kiwi Insurance's retail health plans over promoter links 📝 Smartworks eyes 35% annual growth post-IPO amid rising office demand 📝 Early monsoon boosts tourism prospects in Rajasthan: Trade experts 📝 Uttar Pradesh govt plans civic infrastructure outlay of ₹3.44 trillion 📝 Net leasing in office real estate set to hit all-time high by FY26: Crisil 📝 Tata Electronics, Bosch ink pact for semiconductor, auto tech projects 📝 Iron ore imports likely to rise on JSW steel demand, falling prices 📝 DLF to invest Rs 900 cr in Mumbai housing proj, eyes Rs 2,300 cr revenue 📝 India's daily thermal power output dips to record 62% low   *Economic Times*   📝 Jaguar Land Rover-backed battery recycling project gets UK governm...

ଖବର ଆଜିର ତାରିଖ:୧୮/୦୭/୨୫, ଶୁକ୍ରବାର

୧-ଭୁବନେଶ୍ୱର:ଆଜି ଅପରାହ୍ନ ୪ଟା୩୦ରେ ପ୍ରକାଶ ପାଇବ+୨ ଇନଷ୍ଟାଣ୍ଟ ପରୀକ୍ଷା ଫଳ। ୨-ଭୁବନେଶ୍ୱର:ତତ୍ପର ହେଲା ଗଣଶିକ୍ଷା ବିଭାଗ, ଜାରି ହେଲା ହେଲପଲାଇନ ନଂ।ମହିଳା ହେଲପଲାଇନ ନଂ-୧୮୧, ଶିଶୁ ହେଲପଲାଇନ ନଂ-୧୦୯୮, ପୁଲିସ-୧୧୨, ସ୍କୁଲ ଛାତ୍ର ହେଲପଲାଇନ ନଂ-୧୮୦୦୩୪୫୬୭୨୨। ୩-କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ, ସାରା ଓଡ଼ିଶା ଠପ୍, ଆନ୍ଦୋଳନ ବେଳେ ୪୮ ଜଣ ଅଟକ,୧୫ ହଜାର କୋଟିର କାରବାର କ୍ଷତି, ସରକାର ହରାଇଲେ ୫ଶହ କୋଟିର ଟିକସ। ୪-ଭୁବନେଶ୍ୱର:ବନ୍ଦ ପାଇଁ ହନ୍ତସନ୍ତ ହେଲେ ଛାତ୍ରଛାତ୍ରୀ, ସ୍କୁଲ ଖୋଲିଲା ହେଲେ ମିଳିଲା ନାହିଁ ମଧ୍ୟାହ୍ନ ଭୋଜନ। ୫-ଭୁବନେଶ୍ୱର:ଅନିର୍ବାଯ୍ଯ କାରଣରୁ ଆସନ୍ତା ୨୧ରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣୀ ବନ୍ଦ ରହିବ। ୬-ନୂଆ ଦିଲ୍ଲୀ:ମହାନଦୀ ଜଳ ବିବାଦର ସମାଧାନ ରାଜନୈତିକ ସ୍ତରରେ ସମ୍ଭବ, ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ କରିଛନ୍ତି ଆଲୋଚନା। ୭-ସ୍ଵଚ୍ଛ ସହର: ଭୁବନେଶ୍ଵର ଦେଶରେ ୯ମ,ନୋଏଡା ପ୍ରଥମ ,ଚଣ୍ଡୀଗଡ଼ ୨ୟ ଏବଂ ମହୀଶୁର ୩ୟ ସ୍ଥାନରେ ରହିଛନ୍ତି। ୮-ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ଉଦ୍ୟମ, ପିସିସି ସଭାପତି ଏବଂ ପ୍ରଭାରୀ ଅଟକ। ୯-ସ୍କୁଲରେ କଡ଼ାକଡ଼ି ହେବ ନିର୍ଯାତନା ଆଇନ, ସମସ୍ତ DEOଙ୍କୁ ଗଣଶିକ୍ଷା ବିଭାଗ ଲେଖିଲା ଚିଠି। ୧୦-କେନ୍ଦ୍ରାପଡ଼ାରେ ମେଡିକାଲ କଲେଜ ପାଇଁ ଫିଟିବ ବାଟ, ଅକ୍ଟୋବରରେ ୪ ସିଟ୍ ରେ ପିଜି ଡିପ୍ଲୋମା ପାଇଁ ନାମଲେଖା ସୁଯୋଗ। ୧୧-ମୟୂରଭଞ୍ଜ:ବାଘ ଛାଲ ରାକେଟର ଖିଅ ଖୋଜୁ ଖ...

News Headlines from Business News Agencies 17.08.2025

  *Business Standard*   📝 Gold imports in June fall to two-year low as record price dents demand 📝 Thermal power segment to attract ₹2.3 trn investments over 3 yrs: Crisil 📝 Morgan Stanley profit rises as trading gains from market volatility 📝 Goldman's profit jumps as market turbulence powers record equities trading 📝 Embassy Reit plans to tap debt market with ₹2,000 crore bond sale 📝 BofA positive on Vedanta on improving credit profile, attractive valuation 📝 Rising cloud costs, security push some firms back to on-premise infra 📝 AM/NS India commissions auto steel line at Hazira plant to reduce imports 📝 Sebi renews MCXCCL's recognition as clearing corporation for 3 years 📝 EQT-backed Indira IVF refiles DRHP through Sebi's confidential route 📝 Pipeline Infrastructure, Crown LNG sign MoU for pipeline connectivity in AP 📝 Biocon Biologics expands diabetes portfolio with FDA approval for Kirsty   *Economic Times*   📝 Govt permits NLC India to invest Rs 7,...

ଖବର ଆଜିର ତାରିଖ:୧୭/୦୭/୨୫, ଗୁରୁବାର

୧-ଭୁବନେଶ୍ୱର:ଆଜି ସକାଳ ୬ ରୁ ସନ୍ଧ୍ୟା ୬ ଯାଏଁ ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ ବନ୍ଦ। ୨-ଏଫଏମ ଛାତ୍ରୀ ମୃତ୍ୟୁ: କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର। ୩-କଟକ ଏସସିବି ମେଡିକାଲରେ ପୁଣି ସଫଳ ହେଲା କିଡନୀ ପ୍ରତିରୋପଣ ଅସ୍ତ୍ରୋପଚାର। ୪-ଲୋକସେବା ଭବନ ଘେରିବାକୁ ବିଜେଡିର ଉଦ୍ୟମ,ଲୋୟର ପିଏମଜିରେ ବିଜେଡି କର୍ମୀ-ପୁଲିସ ମୁହାଁମୁହିଁ, ଆନ୍ଦୋଳନକାରୀଙ୍କୁ ପାଣି ମାଡ କଲା ପୁଲିସ,ଶତାଧିକ ବିଜେଡି କର୍ମୀ ଗିରଫ। ୫-ବିଜେଡିର ପ୍ରତିବାଦରେ ପୋଲିସର ଆକ୍ରମଣକୁ ବିରୋଧୀ ଦଳ ନେତାଙ୍କ ନିନ୍ଦା, ଆହତ ନେତାଙ୍କ ସହ କଥା ହେଲେ ନବୀନ। ୬-ପୁରୀ:ଆଜି ମହାପ୍ରଭୁଂକ ବନକଲାଗି, ସଂଧ୍ୟା ସାଢେ ୬ଟାରୁ ରାତି ୧୧ ଯାଏଁ ଦର୍ଶନ ବନ୍ଦ। ୭-ଆଜି ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ, ବାମଦଳ ସମେତ ୭ଟି ରାଜନୈତିକ ଦଳର ବନ୍ଦ ଡାକରା । ୮-ଶରଧାବାଲି ଦଳାଚକଟାରେ ୩ ଜଣଙ୍କ ମୃତ୍ୟୁ ଘଟଣା : ଚତୁର୍ଥ ପର୍ଯ୍ୟାୟରେ ୪୨ ଜଣଙ୍କ ସାକ୍ଷ୍ୟ ଗ୍ରହଣ ଶେଷ। ୯-କେନ୍ଦ୍ରାପଡ଼ା ଡେରାବିଶ ବ୍ଲକ ଦୁମୁକାହାଟ ଗାଁରେ ବାର୍ଡ ଫ୍ଲୁ , ଆଜି ସୁଦ୍ଧା ମୋଟ ୨୩୮ଟି କୁକୁଡା ମରିଥିବା ସୂଚନା। ୧୦-ପଟ୍ଟାମୁଣ୍ଡାଇ: ବ୍ରାହ୍ମଣୀ, ବୈତରଣୀ ଓ କାଣୀ ନଦୀରେ ବନ୍ୟା,୫୦ ହଜାରରୁ ଉର୍ଦ୍ଧ୍ଵ ଲୋକ ଜଳବନ୍ଦୀରେ। ୧୨-ଭୁବନେଶ୍ୱର:୧୯କୁ ଘୁଞ୍ଚିଲା ସ୍ନାତକ ତତ୍କାଳ ନାମ ଲେଖା ଅବଧି।ସାମ୍ସ୍ ପୋର୍ଟାଲରେ ଅଛି ସମ୍ପୂର୍ଣ୍ଣ ତଥ୍ୟ। ୧୨-ପରିବା ଦର ଶୁଣି ଖାଉଟି ଚିନ୍...

ଖବର ଆଜିର ତାରିଖ:୧୬/୦୭/୨୫, ବୁଧବାର

୧-ଭୁବନେଶ୍ୱର:ତେଜୁଛି ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ। ୨-ରେଭେନ୍ସା ବିଶ୍ବବିଦ୍ୟାଳୟର ୧୩ତମ ସମାବର୍ତ୍ତନ ଉତ୍ସବ: ନିଯୁକ୍ତି ନୁହେଁ, ନିଯୁକ୍ତିଦାତା ହୁଅ,ଭାରତୀୟ ମୂଲ୍ୟବୋଧକୁ ଜୀବନର ଦୀକ୍ଷା ଭାବେ ଗ୍ରହଣ କର : ରାଷ୍ଟ୍ରପତି ୩-ଭୁବନେଶ୍ବର : ଆସନ୍ତା ୧୯ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ନେଇ ବିଭିନ୍ନ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରୀ। ୪-ବାଲେଶ୍ଵର:ପଳାସିଆ ଗାଁ ମଶାଣିରେ ଜଳିଲା ସୌମ୍ୟାଶ୍ରୀଙ୍କ ଜୁଇ, ମୁଖାଗ୍ନି ଦେଲେ ଭାଇ।ଶେଷ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ପୂରା ଗାଁ ଏକାଠି। ୫-ଭୁବନେଶ୍ୱର:ଓଡ଼ିଶା ବନ୍ଦ ପାଇଁ ୧୬ରେ ହେବାକୁ ଥିବା ଗୃହରକ୍ଷୀ ଶାରୀରିକ ପରୀକ୍ଷା ୧୮ ତାରିଖରେ ହେବ। ୬-ଭୁବନେଶ୍ୱର:ଯଦି ୩ ମାସ ଭିତରେ e-KYC ନକରିବେ,ରାସନ କାର୍ଡଗୁଡ଼ିକୁ କାଟି ଦେବେ ସରକାର। ୭-ବିଶ୍ୱାସଘାତକତାରୁ କିଛି କମ୍‌ ନୁହେଁ, ଏହା ଯୋଜନାବଦ୍ଧ ଅନ୍ୟାୟ': ଛାତ୍ରୀ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କଲେ ନବୀନ ପଟ୍ଟନାୟକ ୮-ମୃତ ସୌମ୍ୟାଶ୍ରୀଙ୍କ ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଦୋଷୀଙ୍କୁ କଠୋର ଦଣ୍ଡ ପାଇଁ ଦେଲେ ନିର୍ଦ୍ଦେଶ ୯-ଭୁବନେଶ୍ୱର:ବିଏମ୍‌ସି ଅଫିସ୍‌ରେ ମାଡ଼ ଘଟଣା , ସମସ୍ତଙ୍କୁ ମିଳିଲା ଜାମିନ୍‌। ୧୦-ସୌମ୍ୟାଶ୍ରୀ ଆତ୍ମହତ୍ୟା ମାମଲା: ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ କଲା ୟୁଜିସି। ୧୧-ବିଜେ...

News Headlines from Business News Agencies 15.07.2025

*Business Standard*   📝 Commerce ministry team in US; trade talks to begin: Official 📝 Rajasthan industry body urges govt to set up chemical hub in state 📝 Vegetable oil imports flat in June despite tariff cut boost to crude oils 📝 Lower CD ratio, strong deposit growth are tailwinds for HDFC Bank: CEO 📝 Uttar Pradesh govt logs fresh excise proposals worth ₹4,000 crore 📝 India exports to US to be more competitive after duty hike on China, others 📝 Tata Steel begins Port Talbot EAF project as UK backs £500-mn investment 📝 Bosch plans to double India exports by 2030 and beyond: Guruprasad Mudlapur 📝 ICMR's new care model to transform endometriosis, gynaec care in India 📝 Suraj Estate launches residential project worth Rs 120 cr in Mumbai 📝 Anti-obesity drug war heats up as Wegovy and Mounjaro boost sales   *Economic Times*   📝 India’s new copper import rules could trigger supply crunch, warns trade body 📝 Citigroup’s India commercial banking chief Bhanu Vohra ex...

ଖବର ଆଜିର ତାରିଖ:୧୫/୦୭/୨୫, ମଙ୍ଗଳବାର

୧-ଭୁବନେଶ୍ୱର:କଲେଜ ଓ ବିଶ୍ୱବିଦ୍ୟାଳୟମାନଙ୍କୁ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ ପାଇଁ ୨୪ ଘଣ୍ଟାର ଅବଧି ଦେଲେ ସରକାର। ୨-ଭୁବନେଶ୍ୱର:ପ୍ରଶାସନିକ ଦକ୍ଷତା ବୃଦ୍ଧିପାଇଁ ନିର୍ଦ୍ଦେଶନାମା ଜାରୀ, ଏଣିକି ୩ ସ୍ତରରେ ଯିବ ଫାଇଲ, ଅଧିକାରୀଙ୍କୁ ମିଳିବ ସମାନୁପାତିକ ଦାୟିତ୍ୱ। ୩-ଏମ୍ସ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତିଙ୍କ ଉଦବୋଧନ: ଡାକ୍ତରୀ କେବଳ ଏକ ବୃତ୍ତି ନୁହେଁ ଏହା ଏକ ବ୍ରତ। ୪-ବାଲେଶ୍ୱର ଛାତ୍ରୀ ପୋଡ଼ି ଘଟଣା , ଏମ୍ସ ବର୍ଣ୍ଣ ୱାର୍ଡରେ ପୀଡ଼ିତାଙ୍କୁ ଭେଟିଲେ ରାଷ୍ଟ୍ରପତି। ୫-ଭୁବନେଶ୍ୱର:ନ୍ୟାୟ ମାଗି ହାରିଗଲେ,ଆଖି ବୁଜିଲେ ସୈ।ମାଶ୍ରୀ। ଜେଲ୍ ଗଲେ ନିଲମ୍ବିତ ଅଧ୍ୟକ୍ଷ। ୬-ଛାତ୍ରୀ ମୃତ୍ୟୁ ପାଇଁ ବୁଧବାର କିମ୍ବା ଗୁରୁବାର ଓଡ଼ିଶା ବନ୍ଦ ପାଇଁ ବିରୋଧୀଙ୍କ ସଜବାଜ। ୭-ଭୁବନେଶ୍ୱର:ଆସିବ ନୂଆ ୪୨୦ଟି ୧୦୮ ଆମ୍ବୁଲାନ୍ସ। ବର୍ତମାନ ୮୬୦ଟି ଆମ୍ବୁଲାନ୍ସ କାମ କରୁଛି। ୮-ବ୍ରହ୍ମପୁର,ତୁରୁବୁଡି ପଂଚାୟତ ଲକ୍ଷ୍ମନାରାୟଣପୁରରେ ଅଭାବନୀୟ ଘଟଣା:ବାହା ହେବାକୁ ମନା କଲା ପୁଅ,ଆତ୍ମହତ୍ୟା କଲେ ବାପା, ମାଆ। ୯-ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଚିରିକିପଡା ତିନି ଛକ ଠାରେ ଦୁର୍ଘଟଣା, ଘଟଣା ସ୍ଥଳରେ ୨ଜଣଙ୍କ ମୃତ୍ୟୁ। ୧୦- ଗାଜାରେ ଇସ୍ରାଏଲର ପୁଣି ଆକ୍ରମଣ, ୧୦୦ପାଲେଷ୍ଟାଇନୀଙ୍କ ମୃତ୍ୟୁ । ୧୧-ଶ୍ରାବଣ ପ୍ରଥମ ସୋମବାର: ଶ୍ରୀଲିଙ୍ଗରାଜଙ୍କୁ ଜଳ ଲାଗି କଲେ ୩ ହଜାର ଭକ୍ତ। ୧୨-ଭୁବନେଶ୍ୱର:ସୃଷ୍ଟି ହେଲା ଅବପାତ, ଉତ୍ତର ପଶ୍ଚିମରେ ଅ...

News Headlines from Business News Agencies 14.07.2025

*Business Standard* 📝 DLF eyes strong launch pipeline in residential, commercial segments 📝 India's biggest bet on securing bids from foreign drillers in crucial move 📝 VinFast to start production at Tamil Nadu facility, deliveries in August 📝 EU delaying retaliatory tariffs on US, hopes to reach deal by Aug 1 📝 InGovern flags governance concerns at REL, questions ESOP clawback 📝 Over 20 NPAs with ₹500 crore outstanding on sale by Punjab & Sind Bank, IoB 📝 CCI revises probe order against Asian Paints, removes previous findings 📝 Tax refunds account for 17.6% of FY25 gross collections, payout time drops 📝 Need to establish weather stations at wind, solar plants of 50 MW: CEA 📝 India's oil imports from Russia hit 11-month high in June amid war fears 📝 CAG, Janaagraha sign MoU to strengthen ULG finances, digital audits *Economic Times* 📝 Titagarh Rail acquires 40 acres of land in Bengal for expansion 📝 Polish major among 6 firms in fray for Deocha Pachami coal min...

ଖବର ଆଜିର ତାରିଖ:୧୪/୦୭/୨୫, ସୋମବାର

୧-ଶ୍ରାବଣ ମାସର ଆଜି ପ୍ରଥମ ସୋମବାର ପାଇଁ ଶୈବପୀଠରେ ଲାଗିଲାଣି କାଉଡିଆଙ୍କ ଭିଡ।ବୋଲ ବମ, ହରହର ବମ, ଧ୍ବନିରେ ପ୍ରକମ୍ଫିତ ହେଉଛି ସମଗ୍ର ଅଞ୍ଚଳ। ୨-ଭୁବନେଶ୍ୱର: ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଟ୍ରାଫିକ୍ କଟକଣା,୨ ଦିନ ପାଇଁ ଭାରି ଯାନ କୁ ନା, ସୁରକ୍ଷା ପାଇଁ ୫୦ ପ୍ଲାଟୁନ ଫୋର୍ସ ମୂତୟନ। ୩-ନାକଟିଦେଉଳ: ବିଦ୍ୟୁତ ତାର ଲାଗି ହାତୀ ମୃତ, ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ। ୪-୧୫ ତାରିଖରେ ରେଭେନ୍ସା ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି, ଗସ୍ତ ପୂର୍ବରୁ ସରିଲା ପୋଲିସର କାରକେଡ୍‌ ରିହର୍ସାଲ। ୫-ବାଲେଶ୍ଵର ଛାତ୍ରୀ ଜୀବନ ହାରିବା ଉଦ୍ୟମ ଘଟଣା, ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲେ ନବୀନ ପଟ୍ଟନାୟକ। ୬-ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ରାଜନୀତି ଜୋର, ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ। ୭-ଆସୁଛି ଦୁଇଟି ଲଘୁଚାପ : ପ୍ରବଳ ବର୍ଷା ସମ୍ଭାବନା, ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି। ୮-ବାଲେଶ୍ଵର:ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା,ଦୃଢ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ଏନସିଡବ୍ଲ୍ୟୁ ଅଧ୍ୟକ୍ଷ, ପହଞ୍ଚିଲେ କ୍ରାଇମବ୍ରାଞ୍ଚର ଓମେନ୍ସ ୱିଙ୍ଗ। ୯-ଡେଲାଙ୍ଗ ଅଞ୍ଚଳରେ ଚାଲିଛି କୁକୁଡ଼ା ମରା ଅଭିଯାନ,ଗତ କାଲି ଆଉ ୩ ହଜାର ୪୨୫ କୁକୁଡା ମାରିଛି ପ୍ରାଣୀ ଚିକିତ୍ସା ବିଭାଗ। ୧୦-ବ୍ରହ୍ମପୁର:ପ୍ଲଟ ଯୋଗାଇଦେବା ସ୍କିମ ନାଁରେ ୨୦୦ ଜଣଙ...

ଖବର ଆଜିର ତାରିଖ:୧୩/୦୭/୨୫, ରବିବାର

୧-ରାତି ପାହିଲେ ଶ୍ରାବଣ ସୋମବାର,ଶୁଭିବ ବୋଲ୍ ବମ୍,ହର୍ ହର୍ ବମ୍। କାଉଡିଆଙ୍କ ସାମଗ୍ରୀରେ ସଜେଇ ହେଲାଣି ବଜାର। ୨-ଡ୍ରାଇଭର ଆନ୍ଦୋଳନ ପ୍ରତ୍ୟାହୃତ, ରେଢ଼ାଖୋଲରେ ଘୋଷଣା କଲେ ମହାସଂଘର ସହ ସମ୍ପାଦକ। ୩-ଆସନ୍ତାକାଲି ଭୁବନେଶ୍ୱର ଏମ୍‌ସ’ର ପଞ୍ଚମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି। ୪-କଟକ:ରେଭେନ୍ସାରେ ହଷ୍ଟେଲ ଖାଦ୍ୟ ଖାଇ ୪୪ ଛାତ୍ର ଅସୁସ୍ଥ, ବଡ ମେଡିକାଲରେ ଭର୍ତ୍ତି ୫-ସୁସ୍ଥ ହୋଇ ଫେରିଲେ ନବୀନ ପଟ୍ଟନାୟକ,ନବୀନଙ୍କୁ ସ୍ୱାଗତ କରିବା ପାଇଁ ବିମାନବନ୍ଦରରେ ବିଜେଡି କର୍ମୀଙ୍କ ଭିଡ। ୬-ଭୁବନେଶ୍ୱର: ଏକାମ୍ର ଉଦ୍ୟାନରେ ହେବ ଗୋଲାପ ବାଟିକା, ଲାଗିଚି ୨୦୦ ପ୍ରକାରର ଚାରା,ସେଲ୍ଫି ପଏଣ୍ଟ କାମ ଚାଲିଛି। ୭-ପୁରୀ ଡେଲାଙ୍ଗରେ ବାର୍ଡ ଫ୍ଲୁ ପରେ ବଢ଼ିଲା ଭୟ ; ଆରମ୍ଭ ହେଲା କୁକୁଡ଼ାମରା ଅଭିଯାନ। ୮-ରାଜଧାନୀରେ ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥା,ରବି ଟକିଜରୁ କଳ୍ପନା ଛକୁକୁ ଲାଗୁଛି ୧ ଘଣ୍ଟା। ୯-ହିନ୍ଦୋଳ :ବିଷାକ୍ତ ମଦ ନେଲା ଦୁଇ ଜୀବନ । ଦୁଇ ଦିନରେ ୨ ଜଣଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସିତ। ୧୦-କଟକ:ବେଲଗାମ କଞ୍ଚା ପରିବା ଦର, କିଲୋ ପିଛା କିଏ ୮୦ ତ ଆଉ କିଏ ୧୦୦ ଟଙ୍କା। ୧୧-ବାଲେଶ୍ଵର: ଫକୀର ମୋହନ ସ୍ଵଂୟଶାସିତ କଲେଜରେ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଗିରଫ ହୋଇଛନ୍ତି ଅଭିଯୁକ୍ତ ଅଧ୍ୟାପକ ସମୀର ସାହୁ,କଲେଜ ଅଧ୍ୟକ୍ଷ ଦିଲୀପ କୁମାର ଘୋଷ ବି ନିଲମ୍ବିତ। ୧୨-ନେତାଙ୍...

ଖବର ଆଜିର ତାରିଖ:୧୨/୦୭/୨୫, ଶନିବାର

  ୧-ସମ୍ବିଧାନ ବଞ୍ଚାଓ ସମାବେଶରେ ରାହୁଲଙ୍କ ହୁଙ୍କାର: ଓଡ଼ିଶାକୁ ଲୁଟୁଛି ବିଜେପି ସରକାର। ୨-ଡ୍ରାଇଭର ସଂଘକୁ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଛନ୍ତି ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା। ୩-ପରିବହନ ମନ୍ତ୍ରୀଙ୍କ କଥା ଶୁଣିଲାନି ଡ୍ରାଇଭର୍ ମହାସଂଘ। ଆଜିଠୁ ଷ୍ଟିଅରିଂ ଛାଡ ଆନ୍ଦୋଳନକୁ ଆହୁରି ଜୋରଦାର କରିବାକୁ ସଙ୍ଘ ନିଷ୍ପତ୍ତି ନେଇଛି। ୪-ରାହୁଲ 'ଚାଲି ନ ଜାଣି ବାଟର ଦୋଷ' ଭଳି କଥା କହୁଛନ୍ତି: ଧର୍ମେନ୍ଦ୍ର  ୫-ଆସନ୍ତା ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣୀ ବନ୍ଦ ରହିବ। ୬-ଯୁକ୍ତ ତିନି,ପିଜି ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ,୧୬ରେ ଯୁକ୍ତ ତିନି,୨୫ରେ ପିଜିର ସ୍ପଟ୍ ନାମ ଲେଖା ଶେଷ। ୭-ଭୁବନେଶ୍ୱର:ଆରମ୍ଭ ହେଲାଣି ପାଠପଢ଼ା,ସରୁନି ନାମଲେଖା, ସ୍ନାତକରେ ୧ ଲକ୍ଷ ଓ ସ୍ନାତକୋତ୍ତରରେ ୧୩ ହଜାର ସିଟ୍ ଫାଙ୍କା। ୮-କଟକ-ନିର୍ଗୁଣ୍ଡି ଚତୁର୍ଥ ରେଳ ଲାଇନ ଓ ନିର୍ଗୁଣ୍ଡି ରେଳ ଫ୍ଲାଏଓଭରକୁ ମିଳିଲା ମଞ୍ଜୁରି। ୯-ନୂତନ ସଫ୍ଟୱେର ପ୍ରଚଳନ ପାଇଁ ଜୁଲାଇ ୧୪ରେ କଟକ ପ୍ରଧାନ ଡାକଘର ଅଧୀନସ୍ଥ ସମସ୍ତ ଡାକଘର ଡାକକାର୍ଯ୍ୟ ବନ୍ଦ ରହିବ। ୧୦-ଭୁବନେଶ୍ୱର:କୁନି ଝିଅ ନିଲମ ବସ୍ତିଆଙ୍କୁ ପାଖକୁ ଡାକିଲେ ରାହୁଲ, ଚକୋଲେଟ ଉପହାର ଦେଲେ। ୧୧-ଭୁବନେଶ୍ୱର:ହାଉସିଂ ସୋସାଇଟି କ୍ଷମତା ନେଇ ବିଡିଏର ଐତିହାସିକ ନିଷ୍ପତ୍ତି, ଫି ନଦେଲେ ବିଜୁଳି ଓ ପାଣି ସଂଯୋଗ ବିଛିନ୍ନ। ୧୨-କଟକ:ଅବକାରୀ ବିଭାଗ...

ଖବର ଆଜିର ତାରିଖ:୧୦/୦୭/୨୫, ଗୁରୁବାର

୧-ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ: ଟାଙ୍କିରେ ପହଞ୍ଚି ପାରୁନି ପେଟ୍ରୋଲ ଓ ଡିଜେଲ, ଠପ୍ ହୋଇଯିବ ପରିବହନ। ୨-ଭାରତ ବନ୍ଦ: ପ୍ରମୁଖ ସେବା ବାଧାପ୍ରାପ୍ତ, ଓଡ଼ିଶାରେ ଆଂଶିକ ପ୍ରଭାବ। ୩-ଭୁବନେଶ୍ୱର:ପୁଣି ଫେରିଲା ପାସ୍ ଫେଲ;ଏଣିକି ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଫେଲ୍ ହେଲେ ପୁଣି ଥରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ୪-ଭିଡ଼ ନିୟନ୍ତ୍ରଣ ପାଇଁ ଭୁବନେଶ୍ୱରରେ ବାଇ ପାସ୍ ନିର୍ମାଣ ପ୍ରସ୍ତାବ: ଖୁବ୍ ଶୀଘ୍ର ବାଜିପାରେ କେନ୍ଦ୍ରିୟ ମୋହର। ୫-ଆସନ୍ତା ସପ୍ତାହରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ୬-୧୧ ତାରିଖରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ, ସମ୍ବିଧାନ ବଞ୍ଚାଓ ସମାବେଶରେ ଯୋଗ ଦେବେ। ୭-ଭୁବନେଶ୍ୱରରେ ୨୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୫ ଜଣ ନିଶା ବ୍ୟବସାୟୀ ଗିରଫ। ୮-ପୁରୀ:କଟକଣା ସତ୍ବେ ମାନିଲେନି ସେବାୟତ; ରଥ ଉପରେ ମୋବାଇଲ ବ୍ୟବହାର କରିବା କାରଣରୁ ୭ଜଣଙ୍କ ନାଁରେ ରୁଜୁ ହେଲା ମାମଲା। ୯-ବିଜେଡିକୁ ବଡ଼ ଝଟକା, ଦଳ ଛାଡ଼ିଲେ ସୁନୀତା ବିଶ୍ୱାଳ; କଂଗ୍ରେସକୁ ଫେରିପାରନ୍ତି। ୧୦-ପୁରୀ ଜିଲ୍ଲାର ବିଭିନ୍ନ ବ୍ଳକରେ ଡାଇରିଆ, କଣାସରେ ବିଭିନ୍ନ ଅଞ୍ଚଳ ଅନୁଧ୍ୟାନ କଲେ ଜିଲ୍ଲାପାଳ। ୧୧-ବ୍ୟାସନଗର ରାଜନୀତି ସରଗରମ: ବଢୁଛି ବିଜେପି -ବିଜେଡି କନ୍ଦଳ। ୧୨-ବାଂଲାଦେଶୀ ଯାଞ୍ଚକୁ ନେଇ ଝଡ଼:ମହୁଆଙ୍କ ଧମକ, ଟଙ୍କଧରଙ୍କ ଜବାବ,୪୪୪ ଜଣଙ୍କ ଚାଲିଛି ଯାଞ୍ଚ। ୧୩-ଭୁବନେଶ୍ୱର: ଡେଙ୍ଗୁ...

News Headlines from Business News Agencies 10.07.2025

  *Business Standard*   📝 RBI accepts ₹97,315 crore in VRRR auction; cut-off rises to 5.49% 📝 India Inc sees 48% drop in Q2 deal value amid global uncertainty: GT Bharat 📝 Viable to export out of India; clarity on global trade needed: Cisco 📝 Sebi may allow credit rating of instruments outside its jurisdiction 📝 Zepto set to raise $500 mn in new funding round, valuation to touch $7 bn 📝 CCI imposes ₹4 lakh fine on Carlyle, Bequest for flouting competition norms 📝 Data centres to attract ₹1.6-trn investment in next five years: Report 📝 Temasek lifts India exposure to 8% as China share declines for third year 📝 China imposes export ban on 8 companies tied to Taiwan's military 📝 70% of APAC occupiers plan to expand warehousing portfolio in India: Report 📝 Bernstein strategists see India earnings upgrades driving stocks momentum 📝 Sebi launches broker settlement scheme; MSEI to raise ₹1,000 crore   *Economic Times*   📝 India gets serious about stone-tainted ...

News Headlines from Business News Agencies 09.07.2025

  *Business Standard*   📝 India in talks with Australia to source rare earth minerals, says official 📝 Hindustan Power commences work on 435 MWp solar project in UP 📝 KVN Properties, Assetz Group join hands for ₹1,000 crore Bengaluru project 📝 Suhora, OSK partner to put India on hyperspectral map, tackle key issues 📝 MCX to launch India's first electricity futures contracts on July 10 📝 Hyundai Motor fuels India's hydrogen dreams with IIT Madras hub 📝 ITC to boost growth by scaling up value-added agri products portfolio 📝 India's land rush: 2,900 acres transacted in H1 2025-More than all of 2024 📝 Lodha Developers buys 5 land parcels to build homes worth Rs 22,700 cr 📝 JSW Infra secures ₹740 crore Kolkata port project 📝 E-comm, online payment platforms being abused for terror financing: FATF 📝 Samsung's profit halves, falls 1st time since 2023 on chip business crisis   *Economic Times*   📝 India aims to import about 10% of its cooking gas from US from 20...

ଖବର ଆଜିର ତାରିଖ:୦୯/୦୭/୨୫, ବୁଧବାର

୧-ପୁରୀ:ରତ୍ନବେଦୀକୁ ଫେରିଛନ୍ତି ନୀଳମଣି, ରସଗୋଲା ଦେଇ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କଲେ ବ୍ରହ୍ମାଣ୍ଡ ଠାକୁର। ୨-ଭୁବନେଶ୍ୱର:ସାରା ରାଜ୍ୟରେ ଅଖ ଚକ ବନ୍ଦ, ଜିଦ୍ ରେ ଅଟଳ ଡ୍ରାଇଭର ମହାସଂଘ।ଆଜି ଦେଶବ୍ୟାପୀ ୧୨ ଘଣ୍ଟିଆ ଧର୍ମଘଟ। ୩-ଧୀରେ ଧୀରେ ବଢୁଛି ମୁଣ୍ଡଳି ଜଳସ୍ତର, ହୀରାକୁଦ ବନ୍ୟା ଜଳ ପହଞ୍ଚିବାପରେ ବଢୁଛି ମୁଣ୍ଡଳି ଜଳସ୍ତର, ମୁଣ୍ଡଳିରେ ବନ୍ୟା ଜଳ ପ୍ରବାହିତ ହେଲେ ବାଙ୍କୀର ଅନେକ ଅଞ୍ଚଳ ପ୍ରଭାବିତ ଆଶଙ୍କା। ୪-ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି। ୫-ରାଜ୍ୟରେ ଆରମ୍ଭ ପାତୋ ବାଂଲାଦେଶୀ-ରୋହିଙ୍ଗ୍ୟା ଚିହ୍ନଟ ପ୍ରକ୍ରିୟା, ଝାରସୁଗୁଡ଼ାରେ ୪୪୪ ଜଣ ଅଟକ। ୬-କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ଶିବ ପ୍ରସାଦ ସେଠୀ,ଶବ ବ୍ୟବଚ୍ଛେଦ ରିପୋର୍ଟ ଦେବା ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରାପଡିଲେ ଡାକ୍ତର। ୭-ରଥଯାତ୍ରା ଦଳାଚକଟା ଘଟଣା,ପୁରୀ ସ୍ବତନ୍ତ୍ର ସର୍କିଟ ହାଉସ ଠାରେ ଜୁଲାଇ ୧୦ରେ ଭିଡିଓ ଦାଖଲ କରିବେ ଆଗ୍ରହୀ ବ୍ୟକ୍ତି। ୮-ଦିଗପହଣ୍ଡିରେ ବ୍ୟାପୁଛି ଝାଡ଼ାବାନ୍ତି, ଆଉ ୧୦ ଆକ୍ରାନ୍ତ ଚିହ୍ନଟ। ୯-ନରସିଂହପୁର:ମା’ ଭଟ୍ଟାରିକା ମନ୍ଦିର ବେଢା ଛୁଇଁଲା ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ। ୧୦-ବରଗଡ଼:କଇଁଛ ପିଠିକୁ ରଙ୍ଗ କରି ଶ୍ରୀ ଜଗନ୍ନାଥଙ୍କ ଚିତ୍ର ଆଙ୍କିଲେ, ୨ ଯୁବକଙ୍କୁ ଗିରଫ କଲା ବନ ବିଭାଗ। ୧୧-KIMS ଡାକ୍ତର ସମ୍ବି...

News Headlines from Business News Agencies 08.07.2025

  *Business Standard*   📝 Biocon Biologics gets UK MHRA nod for biosimilars Vevzuo, Evfraxy 📝 GMR Aero Technic inks three-year base maintenance deal with Akasa Air 📝 Kalyan Jewellers Q1 revenue surges 31% in FY26 despite demand gaps 📝 Telcos raise concern over Digital Bharat Nidhi fund diversion to R&D 📝 India aims to double maize output to 86 mn tonne by 2047: Shivraj Chouhan 📝 US, Japan, HK drive foreign investment into India's real estate market 📝 Jio BlackRock MF NFOs raise ₹17,800 crore, enters top 35 fund houses 📝 Safex Chemicals files DRHP, aims to raise ₹450 crore for debt reduction 📝 Cement makers to regain decadal average profitability in FY26: Crisil 📝 Puravankara to redevelop 8 Mumbai societies with ₹2,100 cr GDV potential 📝 IPO-bound Smartworks FY25 loss widens to ₹63 cr, revenue rises 32% 📝 Auto retail sales rise 5% in June; passenger vehicles up 2.5%: Fada   *Economic Times*   📝 Govt rethinks apple import shield as US seeks tariff cuts...

ଖବର ଆଜିର ତାରିଖ:୦୮/୦୭/୨୫, ମଙ୍ଗଳବାର

୧-ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ମେଧା ତାଲିକା। କଟ୍ ଅଫ୍ ମାର୍କରେ ରେଭେନ୍ସା ଆଗରେ ରହିଛି। କଳାରେ ୮୧.୩୩ ପ୍ରତିଶତ, ବିଜ୍ଞାନରେ ୯୧.୮୩ ପ୍ରତିଶତ କଟ୍ ଅଫ୍ ମାର୍କ ରହିଛି। ୨-ପୁରୀ: ରଥ ଉପରେ ଭାଙ୍ଗିଲା ଅଧର ହାଣ୍ଡି, ତୃପ୍ତ ହେଲେ ପାର୍ଶ୍ୱ ଦେବାଦେବୀ ଓ ଅନ୍ୟାନ୍ୟ ଚଣ୍ଡୀ ଚାମୁଣ୍ଡା। ୩-ଭୁବନେଶ୍ବର: ୬ ଦଫା ଦାବିରେ ଆଜିଠୁ ରାଜ୍ୟବ୍ୟାପୀ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ, ଅଖ ଚକ ସବୁ ହେବ ଜାମ୍। ୪-ସମ୍ପୂର୍ଣ୍ଣ ହେଲା ରତ୍ନ ଭଣ୍ଡାର ମରାମତି କାମ, ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ୫-ଭୁବନେଶ୍ୱର:ସଡ଼କ ଦୁର୍ଘଟଣାରେ ଆହତଙ୍କୁ ଉଦ୍ଧାର କଲେ ମିଳିବ ୨୫ ହଜାର ଟଙ୍କା, ତାଙ୍କୁ ରାହା ବୀର ନାମରେ ସମ୍ବୋଧନ କରାଯିବ। ୬-ନିର୍ବିବାଦୀୟ ଭାବରେ ମନମୋହନ ସାମଲ ପରବର୍ତ୍ତୀ ରାଜ୍ୟ ବିଜେପି ସଭାପତି ଭାଗେ ନିର୍ବାଚିତ ହୋଇଛନ୍ତି।  ୭-ଭୁବନେଶ୍ୱର:୫ ବର୍ଷରେ ଦେଢ଼ ଲକ୍ଷ ପଦ ପୂରଣ ଚିନ୍ତା,ସବୁ ବିଭାଗକୁ ତଥ୍ୟ ମାଗିଲେ ସରକାର। ୮-ଡାକ୍ତରଖାନାରୁ ଡିସଚାର୍ଜ ହେଲେ ନବୀନ,କିନ୍ତୁ ଡାକ୍ତରଙ୍କ ପରାମର୍ଶକ୍ରମେ ସେ ଏବେ ଆଉ କିଛିଦିନ ମୁମ୍ବଇରେ ରହିବେ। ସେଠାରେ ତାଙ୍କର ଫିଜିଓଥେରାପି ଚିକିତ୍ସା ଚାଲିବ। ୯-ଅକ୍ଟୋବରରୁ ଆବାସ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ ପ୍ରକ୍ରିୟା ଆରମ୍ଭ ହେବ। ୧୦-ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ: ମତ୍ସ୍ୟ ସେବାରେ ୨୧୭,ଉଦ୍ଯାନ କୃଷି ସେବାରେ ୬୭ ନୂଆପଦ ସୃଷ୍ଟି। ୧୧-ଶ୍ରୀଲିଙ୍ଗରାଜ ମନ୍ଦି...

News Headlines from Business News Agencies 07.07.2025

*Business Standard* 📝 Steep car discounts mark H1, two-wheeler sales hold firm in rural India 📝 AGR dues: Vodafone Idea unlikely to get further relief or payment extension 📝 Sunil Mittal, Warburg Pincus eye 49% in Haier India at steep discount 📝 The case for a second fighter jet maker in India isn't compelling: HAL CMD 📝 Hydrocarbon exploration auctions: ONGC may tie up with Petrobras, BP, RIL 📝 Global companies keen on partnering NTPC for mega nuclear project 📝 Flipkart takes quick commerce beyond metros, aims for 800 dark stores 📝 Nykaa expects Q1FY26 consolidated net revenue to grow by around mid-20% 📝 Govt bolsters self-reliance in warfighting with indigenous weapon purchases *Economic Times* 📝 NPCI acquires prime land in Mumbai’s BKC from MMRDA for Rs 829 cr for HQ 📝 Borosil Renewables files application to fold up German subsidiary; to focus on Indian solar glass mkt 📝 IndiGo to continue Istanbul flights after Turkish Airlines lease ends; Codeshare partnership rema...

ଖବର ଆଜିର ତାରିଖ:୦୭/୦୭/୨୫, ସୋମବାର

୧-ପୁରୀ-ଦୁର୍ଲ୍ଲଭ ସୁନାବେଶରେ ମହାପ୍ରଭୁ,୮ କିମି ଚାଲି ଚାଲି ଦର୍ଶନ କଲେ ଶ୍ରଦ୍ଧାଳୁ ,୧୫ଲକ୍ଷ ଭକ୍ତଙ୍କ ହେଲା ସମାଗମ,ଆଜି ଅଧର ପଣା। ୨-ଗାଙ୍ଗେୟ ପଶ୍ଚିମବଙ୍ଗ ଓ ସଂଲଗ୍ନ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହେଲା ଲଘୁଚାପ, ଆଜି ଭୀଷଣ ବର୍ଷା ସହ ବିଜୁଳି ଓ ଘଡ଼ଘଡ଼ି ପାଇଁ ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି। ୩-ଭୁବନେଶ୍ୱର:+୨ ନାମଲେଖା, ଆଜି ୧୧ଟା ୪୫ମିରେ ଆସିବ ପ୍ରଥମ ମେଧା ତାଲିକା। ୪-ଭୁବନେଶ୍ୱର:ଯୁକ୍ତ ୩ ପାଠ ପ୍ରତି ପିଲାଙ୍କ ଅନାଗ୍ରହ, ରାଜ୍ୟରେ ଲକ୍ଷାଧିକ ସିଟ୍ ଫାଙ୍କା ପଡ଼ିବା ଆଶଙ୍କା। ୫-ଭୁବନେଶ୍ୱର:OUTRରେ ଏବର୍ଷ ପଢ଼ା ହେବ ବି ଟେକ୍ ଇନ୍ ଏରୋସ୍ପେସ୍ ଇଂଞ୍ଜିନିୟରିଂ ଏବଂ M Tech in ସେମି କଣ୍ଡକ୍ଟର ଟେକ୍ନୋଲୋଜି। ୬-ଭୁବନେଶ୍ୱର, ଇସ୍କନ:ରଥରେ ଶ୍ରୀଜିଉ,ଆଣ୍ଠୁଏ ପାଣିରେ ଭକ୍ତ,ନଗର ରାସ୍ତାରେ ଲହଡ଼ି ମାରିଲା ବର୍ଷା ପାଣି। ୭-କିଏ ହେବେ ରାଜ୍ୟ ବିଜେପି ସଭାପତି ?ଆଜି ନାମାଙ୍କନ,୮ରେ ମତଦାନ। ୮-ବିଏମସିରୁ ବ୍ୟାସନଗର, ମାଡ଼ ତତ୍ତ୍ଵକୁ ନେଇ ରାଜନୀତି ହୁଲସ୍ତୁଲ; ଜୟନାରାୟଣ - ଅନନ୍ତ ମୁହାଁମୁହିଁ। ୯-ଟିକିରି: ବିଷାକ୍ତ ଜଙ୍ଗଲି ଛତୁ ଖାଇ ୩ ପରିବାରର ୧୧ ଅସୁସ୍ଥ। ୧୦-କଟକ:ସେପ୍ଟେମ୍ବର ମାସରେ ବାରବାଟୀରେ ଖେଳାଯିବ ଓଡ଼ିଶା ପ୍ରୋ ଟି୨୦ ଲିଗ୍। ୧୧-କଟକ:ମଧ୍ୟପ୍ରଦେଶର ୩ ବିଧାୟକଙ୍କୁ ବାଉଳା କରିଦେଲା ଗୁଗୁଲ ମ୍ଯାପ୍, ବାଲିକୁଦା ଟ୍ରାଫିକ ଛକ ପୁଲିସ ସହାୟତାରେ ଗଲେ ପୁରୀ। ୧୨-ବଢୁଛି ହୀରାକୁଦ ଜଳଭଣ୍ଡ...

ଖବର ଆଜିର ତାରିଖ:୦୬/୦୭/୨୫, ରବିବାର

୧-ସିଂହ ଦ୍ୱାରେ ଲାଗିଲା ୩ ରଥ, ଆଜି ଅପରାହ୍ନ ୫ ଟାରୁ ରାତି ୧୧ ଯାଏ ହେବ ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ଦର୍ଶନ। ୨-ଆଜି ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ, ୧୩ ଜିଲ୍ଲା ଜିଲ୍ଲାପାଳଙ୍କୁ ଆଗୁଆ ସତର୍କ ସୂଚନା ଜାରି। ୩-ଭୁବନେଶ୍ୱର:ପୂର୍ବ ନିର୍ଦ୍ଦେଶ ପ୍ରତ୍ୟାହାର କଲେ ରାଜ୍ୟ ସରକାର, ପୁଣି ସରକାରଙ୍କ ତାଲିକାଭୁକ୍ତ ହେଲା HDFC, ICICI ଓ Axis ବ୍ୟାଙ୍କ। ୪-ଜୁଲାଇ ୭ରେ ୧୦ଟା ୩୦ରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ୫-ପୁରୀ:ସାଧୁସନ୍ଥଙ୍କ ପାଇଁ ଦେୟମୁକ୍ତ ସ୍ୱାସ୍ଥ୍ୟ ସେବାପ୍ରଦାନ କଲା କିମସ୍। ୬-ହସପିଟାଲରୁ ଡିସଚାର୍ଜ ହେଲେ ନବୀନ, ଏବେ ନିୟମିତ ହେବ ଫିଜିଓଥେରାପି। ୭-ପୁରୀ ପରେ ବାଲେଶ୍ଵରକୁ ମହାନଗର କରିବାକୁ ଦାବି କଲେ ଶାସକ-ବିରୋଧୀ ୮-ବାହୁଡ଼ାଯାତ୍ରା ରେଳ ସେବାରେ ଅବ୍ୟବସ୍ଥା, ଭୁବନେଶ୍ୱରରୁ ପୁରୀ ଲାଗିଲା ୭ ଘଣ୍ଟା। ୯-କେନ୍ଦୁଝର:ଗୁହାଲଡିହି ଷ୍ଟେସନରେ ୩ ଫୁଟର ପାଣି,ଅଟକିଲା ବନ୍ଦେ ଭାରତ। ୧୦-ଭୁବନେଶ୍ୱର:ଡାଇରିଆକୁ ପ୍ରତିହତ କରିବା ପାଇଁ ପାନୀୟ ଜଳର ଯାଞ୍ଚ କରିବେ SHG ମହିଳା। ୧୨-ବାଲିଚନ୍ଦ୍ରପୁର: ଓଳାଶୁଣି ପିଠରୁ ମିଳିଲା ୧୩୧ ବର୍ଷର ପୁରାତନ ଶିଳାଲେଖ। ୧୨-ପୁରୀ: ଅମାନିଆ ଗାଡ଼ି ଚାଳକଙ୍କୁ ପଡ଼ିଲା ୧ କୋଟି ୧୨ ଲକ୍ଷ ଜୋରିମାନା। ୧୩-ସୁବ୍ରତ ବାଗଚୀଙ୍କ ଟ୍ବିଟ୍:୮ ବର୍ଷ ଚାକିରି, ସରକାରଙ୍କ ଠାରୁ ଦରମା ନେଇଛନ୍ତି ୮ ଟଙ୍କା।ଦାନ କରିଛନ୍ତି ଶହ ଶହ କୋଟି। ୧୪-ନୀରବ ମ...

ଖବର ଆଜିର ତାରିଖ:୦୫/୦୭/୨୫, ଶନିବାର

୧-ପୁରୀ:ବାହୁଡ଼ା ଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ, ୧୨ଟାରେ ପହଣ୍ଡି,୪ଟାରେ ହେବ ରଥ ଟଣା। ୨-ବାହୁଡ଼ାରେ ବର୍ଷା ସମ୍ଭାବନା,ପୁରୀରେ ମଧ୍ୟମ ଧରଣର ବର୍ଷା ହୋଇପାରେ। ୩-ଆସୁଛି ଶ୍ରାବଣ ସୋମବାର, ଆସନ୍ତା ୧୧ରେ ପ୍ରଥମ ପାଳି,ଜମିଲାଣି ବୋଲବମ୍ ସାମଗ୍ରୀର ବେପାର। ୪-ପୁରୀ ହେବ ମହାନଗର ନିଗମ: ପ୍ରତିଷ୍ଠା ହେବ ଜଗନ୍ନାଥ ସଂଗ୍ରହାଳୟ, ପୁସ୍ତକାଗାର ଓ ଗବେଷଣା କେନ୍ଦ୍ର। ୫-ଭୁବନେଶ୍ୱର:ପରିବା କିଣିବାକୁ ଲାଗୁଛି ଡର, ଜହ୍ନି କିଲୋ ହେଲାଣି ୮୦ ଟଙ୍କା। ୬-ତେଲଙ୍ଗାନା ରାସାୟନିକ କାରଖାନା ବିସ୍ଫୋରଣ;୧୦ଲକ୍ଷ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ୭-୮ରେ ହେବ ବିଜେପି ରାଜ୍ୟ ସଭାପତି ଘୋଷଣା,ସୂଚନା ଦେଲେ ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ ଷଡ଼ଙ୍ଗୀ। ୮-ପୁରୀ ଦଳାଚକଟାର ଭିଡିଓ ଏବଂ ସୂଚନା ସେୟାର କରିବାକୁ ପ୍ରତ୍ୟକ୍ଷଦର୍ଶୀଙ୍କୁ ଅନୁରୋଧ କଲେ ଅନୁ ଗର୍ଗ। ୯-ବନ୍ୟା ପ୍ରଭାବିତ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରୁଛନ୍ତି ଜିଲ୍ଲାପାଳ, ସ୍କୁଲ ଯିବା ଆସିବାରେ ସମସ୍ୟା ହେଲେ ହୋଇପାରେ ବନ୍ଦ। ୧୦-ବନ୍ଧା ହେଲେ ଟିଟିଲାଗଡ଼ ପୂର୍ତ୍ତବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଦିଲେଶ୍ବର ମାଝୀ, ଠାବ ହେଲା ୯ଟି ପ୍ଲଟ। ୧୧-ଆଠଗଡ଼:ଦୁଇ ଦିନରେ ସାପ କାମୁଡ଼ାରେ ୮ ଆହତ ଜଣେ ମୃତ, ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତା ଅବରୋଧ। ୧୨-ଖୁବଶୀଘ୍ର ପୂରଣ ହେବ ମାଲକାନଗିରି ଜିଲ୍ଲାବାସୀଙ୍କ ସ୍ୱପ୍ନ, ପାଦେ ଆଗେଇଲ...

ଖବର ଆଜିର ତାରିଖ:୦୪/୦୭/୨୫, ଶୁକ୍ରବାର

୧-୬ରେ ହୀରାକୁଦରୁ ଛଡ଼ାଯିବ ପ୍ରଥମ ବନ୍ୟାଜଳ,ବର୍ତ୍ତମାନ ଜଳସ୍ତର ୬୦୩.୨୫ ଫୁଟ ରହିଛି, ଘଣ୍ଟାକୁ ପ୍ରବେଶ କରୁଛି ୧ ଲକ୍ଷ ୧ ହଜାର ୩୪୯ କ୍ୟୁସେକ ଜଳ। ୨-୨୦ରେ ସ୍ପେସାଲ ଓଟିଇଟି,୭୫ ହଜାର ଶିକ୍ଷକ ପରୀକ୍ଷା ଦେବେ।କପି କରି ଧରାପଡିଲେ ହେବ ବିଭାଗୀୟ କାର୍ଯାନୁଷ୍ଠାନ। ୩-ଅତିରିକ୍ତ କମିଶନରଙ୍କୁ ମାଡ଼ ଘଟଣା: ବହୁନାଟକ ପରେ ଗିରଫ ହେଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ। ୪-ଜଗା ପ୍ରଧାନଙ୍କ ଗିରଫ ପରେ ସଂଘ ଆନ୍ଦୋଳନ ପ୍ରତ୍ୟାହାର କରିଛି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଓଏଏସ ସଂଘ ସଭାପତି।  ୫-ଜଗନ୍ନାଥ ପ୍ରଧାନଙ୍କ ଗିରଫଦାରୀକୁ ବିରୋଧ, ଝାରପଡ଼ା ଜେଲ୍ ବାହାରେ ଶତାଧିକ ସମର୍ଥକଙ୍କ ଧାରଣା। ୬-ନୁଆ ବର୍ଷରେ ନୂଆ ସମବାୟ ନୀତି,ସବୁ ପଞ୍ଚାୟତରେ ହେବ ସମବାୟ ସମିତି: ମନ୍ତ୍ରୀ  ୭-ପୁରୀ:ମହାପ୍ରଭୁଙ୍କ ପବିତ୍ର ବାହୁଡା ଯାତ୍ରାର ପୂର୍ବ ପ୍ରସ୍ତୁତି,ଆଜି ସନ୍ଧ୍ୟା ୬ଟାରୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ। ୮-ବାଲିଆପାଳ:ବନ୍ୟା ଅଞ୍ଚଳରେ ଉପମୁଖ୍ୟ ମନ୍ତ୍ରୀ,୭ ଦିନର ରିଲିଫ ଯୋଗାଣ ନିର୍ଦେଶ। କ୍ଷୟକ୍ଷତିର ଆକଳନ ପରେ ମିଳିବ ସହାୟତା। ୯-ନୂଆ ଇତିହାସ ରଚିଲା ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କଲେଜ, ଜଣେ ହୃଦରୋଗୀଙ୍କ ହେଲା ଓପନ୍ ହାର୍ଟ ସର୍ଜରୀ। ୧୦-ଭୁବନେଶ୍ୱର:ଅଣଦେଖା ରାଜଧାନୀର ଭୋଟପଡ଼ା ଲୋକନାଥ ବିହାର ଅଞ୍ଚଳ, ରାସ୍ତା ନାହିଁ କି ଆଲୋକ ସୁବିଧା ନାହିଁ।ପୁଣି ଅସରାଏ ବର୍ଷାରେ ବେହାଲ ଅଞ୍ଚଳ। ୧୧-ଭ...

News Headlines from Business News Agencies 03.07.2025

  *Business Standard*   📝 India's tyre exports rise 9% to ₹25,051 cr in FY25 despite global headwinds 📝 US rice contains most arsenic, Indian basmati among safest, finds study 📝 Tata Steel on track for green transition in UK, Netherlands: Chandrasekaran 📝 Lodha Developers to deposit ₹520 cr as security in case against VHL 📝 Steamhouse India files confidential IPO papers to raise up to ₹700 cr 📝 CBDT raises cost inflation index to 376 for FY26 to ease capital gains tax 📝 AU Small Finance Bank appoints two independent directors, senior executives 📝 Keystone Realtors target ₹3,000 cr revenue with redevelopment projects 📝 Embassy REIT raises ₹1,550 crore through NCDs and term loan facilities 📝 RDI scheme a major boost for R&D and deep-tech in India: Industry 📝 Palm oil futures rise on better demand, likely lower June production   *Economic Times*   📝 Venture capital funding inches up to $4.9 billion in H1 2025 📝 GCCs leased 31.8 million sq ft in FY25, re...

ଖବର ଆଜିର ତାରିଖ:୦୩/୦୭/୨୫, ଗୁରୁବାର

୧-ଭୁବନେଶ୍ୱର:ଫୋନ୍ ରେ ବ୍ୟାଙ୍କିଙ୍ଗ ସେବା, ସାବଧାନ! ଫୋନ୍ ହଜିଲେ ଜମାରାଶି ଗାଏବ୍,ସହଜ ପାସ୍ ଓ୍ବାର୍ଡ ସାଜୁଛି କାଳ। ୨-ଭୁବନେଶ୍ୱର: ଲଘୁଚାପ ଦୁର୍ବଳ,ତଥାପି ଆଜି ୫ ଜିଲ୍ଲାକୁ ପ୍ରବଳ ବର୍ଷା ସତର୍କତା ସୂଚନା ଜାରି। ୩-ତେଲେଙ୍ଗାନା ଫାର୍ମା କମ୍ପାନୀରେ ଅଗ୍ନିକାଣ୍ଡ ଘଟଣା:୫ ଓଡ଼ିଆଙ୍କ ପତ୍ତା ମିଳୁନାହିଁ। ୪-ଉତ୍ତର ଓଡ଼ିଶାରେ ବନ୍ୟା, ୮୧୯୧ ଜଣଙ୍କୁ ଉଦ୍ଧାର କରିଛି ଓଡ୍ରାଫ। ୫-ଯୋଡ଼ା: ଅତଡ଼ା ଖସି ଚାଲିଗଲା ୩ ଜୀବନ, ଅବୈଧ ମାଙ୍ଗାନିଜ ଖଣି ଖନନ ନେଇ ପୁଲିସ୍ ର ତଦନ୍ତ ଜାରି। ୬-ଆରଡ଼ି :କମୁଛି ବୈତରଣୀ, ବଢୁଛି ସାଳନ୍ଦୀ ନଦୀର ଜଳସ୍ତର ୭-ରଥଯାତ୍ରା ଅବ୍ୟବସ୍ଥା ଓ BMCରେ ଗୁଣ୍ଡାରାଜ ଘଟଣା ରାଜ୍ୟକୁ ନିନ୍ଦିତ କରିଛି: ବିଜେଡ଼ି। ୮-ଭୁବନେଶ୍ୱର:୫ ଲକ୍ଷ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ମିଳିବ ଟଙ୍କା, ପ୍ରକ୍ରିୟା ଆରମ୍ଭ। ୯-ବ୍ରହ୍ମପୁର: ବେଆଇନ ମିଶ୍ରି କାରଖାନା ଠାବ, ନମୁନା ସଂଗ୍ରହ,ମାଲିକ ଅଟକ। ୧୦-ରେଳଧାରଣା ଉପରକୁ ଧସିଲା ମାଟି,ୱାଲଟିୟର ଡିଭିଜନର କୋରାପୁଟ-କିରାଣ୍ଡୁଲ ଲାଇନରେ ୨ ଟ୍ରେନ୍‌ ବାତିଲ। ୧୧-ଭୁବନେଶ୍ୱର:ବିଜେପି କାର୍ଯ୍ୟାଳୟରେ ଜଗନ୍ନାଥ ପ୍ରଧାନ, ଗିରଫଦାରି ନେଇ ସସପେନ୍ସ ଜାରି। ୧୨-ରାଉରକେଲା:୧୮ ହଜାର ଡେଟୋନେଟର ଓଡ଼ିଶା- ଝାଡ଼ଖଣ୍ଡ ସୀମାରୁ ଜବତ କଲେ ସୁରକ୍ଷାବାହିନୀ। ୧୩-ନୂଆ ଦିଲ୍ଲୀ:ପ୍ରଧାନମନ୍ତ୍ରୀଙ୍କ ପଞ୍ଚରାଷ୍ଟ୍ରୀୟ ଗସ୍ତ ଆରମ୍ଭ,ଘାନାରେ ମୋଦୀଙ୍କୁ ଭବ୍ୟ ସ୍ଵାଗତ। ୧୪-ପ୍ରକୃତିର ତାଣ୍ଡବରେ ଥର...

News Headlines from Business News Agencies 02.07.2025

  *Business Standard*   📝 Coal India, Hindustan Copper sign MoU to collaborate on copper, minerals 📝 Govt approves ₹1-trillion RDI scheme to boost private-sector innovation 📝 GST collection in June grows 6.2% to ₹1.85 trillion 📝 India-Canada trade deal gets a second wind as diplomatic ties improve 📝 Audi retail sales decline 14% in H1 2025 at 2,128 units amid weak demand 📝 Keystone to redevelop Mumbai locality with Mhada, eyes GDV of Rs 4,521 cr 📝 Chhattisgarh secures ₹1.25 trillion in investments at state industry event 📝 Cabinet nod to 4-Lane Paramakudi - Ramanathapuram road project in Tamil Nadu 📝 BPTP Group to invest ₹3,000 cr to build 12-acre housing project in Gurugram 📝 CARE upgrades rating of Aadhar Housing Finance's NCDs, bank loans 📝 Renault to report $11 billion loss on Nissan stake in first half this year 📝 Goldman Sachs increases forecast for Fed rate cut to three in 2025   *Economic Times*   📝 Crisil revises India's FY26 GDP growth to 6.5% ...

ଖବର ଆଜିର ତାରିଖ:୦୨/୦୭/୨୫, ବୁଧବାର

୧-ପୁରୀରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ, ଶୃଙ୍ଖଳିତ ଯାତ୍ରା, ଦର୍ଶନ ବ୍ୟବସ୍ଥା ସହ ଶରଧାବାଲି ଅଘଟଣକୁ ନେଇ ବୈଠକରେ ହେଲା ଆଲୋଚନା। ୨-ଭୁବନେଶ୍ୱର:ତେଜୁଛି BMC ଅତିରିକ୍ତ ଆୟୁକ୍ତଙ୍କୁ ମାଡ଼ ଘଟଣା, ସମୂହ ଛୁଟିରେ ଓଏଏସ୍ ଅଧିକାରୀ। ୩-ପୁରୀ:ଭକ୍ତମୟ ଗୁଣ୍ଡିଚା ମନ୍ଦିର, ନନ୍ଦିଘୋଷ ଚକ ଭାଙ୍ଗିଲେ ମହାଲକ୍ଷ୍ମୀ,ଆଜି ରଥର ହେବ ଦକ୍ଷିଣ ମୋଡ଼। ୪-ଜୁଲାଇରେ ବଙ୍ଗୋପସାଗରରେ ଆସିବ ଆଉ ଏକ ଲଘୁଚାପ : ବଢ଼ିବ ନଦୀର ଜଳସ୍ତର, ମହାନଦୀରେ ଆସିପାରେ ବନ୍ୟା। ୫-ଭୁବନେଶ୍ୱର:ଆଜି ଉତ୍ତରରେ ପ୍ରବଳ ବର୍ଷା ସମ୍ଭାବନା, ଦକ୍ଷିଣ ପଶ୍ଚିମରେ ଢାଳିଲା। ୬-ଆସନ୍ତା ୧୪ତାରିଖରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ,ଭୁବନେଶ୍ୱର ଏମ୍ସ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ। ୭-୧୧ରେ ଆସିବେ ରାହୁଲ୍ ଓ ଖଡଗେ, ସମ୍ବିଧାନ ବଞ୍ଚାଓ ସମାବେଶରେ ଯୋଗ ଦେବେ। ୮-ଭୁବନେଶ୍ୱର:ଶୈକ୍ଷିକ ସହଯୋଗ ନେଇ ଆମେରିକା ଓ ବୁଲଗେରିଆ ବିଶ୍ଵବିଦ୍ୟାଳୟ ସହ କିଟ୍ ର ବୁଝାମଣା। ୯-ଭୁବନେଶ୍ୱର:ଗଞ୍ଜାମ ଆସିଷ୍ଟାଣ୍ଟ କଲେକ୍ଟର ବିଞ୍ଜେଶ ରଞ୍ଜନ ନାୟକ ଦୁର୍ନୀତି ପାଇଁ ହେଲେ ନିଲମ୍ବିତ। ୧୦-ଗଞ୍ଜାମ,ସାତୁଳି ଗ୍ରାମ:ବିଲରେ ଫୁଟିଥିବା ଛତୁ ଖାଇ ପରିବାରର ୮ ଜଣ ଅସୁସ୍ଥ। ୧୧-କଟକ:ମା'କଟକ ଚଣ୍ଡୀଙ୍କ ମନ୍ଦିର ଜଳାର୍ଣ୍ଣବ, ଅଘଟଣ ଆଶଙ୍କା, ବଢୁଛି ଅସନ୍ତୋଷ। ୧୨-ତିନି ପ୍ରମୁଖ ଘରୋଇ ବ୍ୟାଙ୍କ ପ୍ରତିନିଧିଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା, ଜନକଲ୍ୟ...