ଖବର ଆଜିର ତାରିଖ:୧୩/୦୭/୨୬, ସୋମବାର
୧-କେଜିରୁ ପିଜି ନିଃଶୁଳ୍କ ଶିକ୍ଷା ଦାନ:ନାମ ଲେଖା ଫି' ଫେରି ପାଇବା ଚିନ୍ତାରେ ୭୧୦୮ ଛାତ୍ର ଛାତ୍ରୀ। ୨-ବ୍ରହ୍ମଗିରି: ଶ୍ରୀ ଅଲାରନାଥଙ୍କ ପୀଠରେ ଆଜି ଅଣସର ଶେଷ ଦର୍ଶନ। ସକାଳ ୬ରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନଙ୍କ ପ୍ରବଳ ଭିଡ଼। ୩-ପୁରୀ ସମୁଦ୍ରରେ ଅଘଟଣ: ଗାଧୋଇବା ବେଳେ ଭାସିଗଲେ ୩ ପର୍ଯ୍ୟଟକ, ଦେବଦୂତ ସାଜି ଉଦ୍ଧାର କଲେ ଲାଇଫ୍ ଗାର୍ଡ। ୪-ବିଜେପିରେ ସାମିଲ ହେଲେ ପ୍ରଭାତ ବିଶ୍ୱାଳ: ଶହ ଶହ ସମର୍ଥକଙ୍କ ସହ ଧରିଲେ ପଦ୍ମ, ଚୌଦ୍ୱାର-କଟକରେ ବଦଳିବ ରାଜନୈତିକ ସମୀକରଣ। ୫-ଆଜିଠୁ ଭୁବନେଶ୍ବର ଲୋୟର ପିଏମଜିରେ ଅନଶନରେ ବସିବେ ଚାମେଲି, IIC ଓ BDOଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି। ୬-ବର୍ଷାରେ ଭିଜିବ ରଥଯାତ୍ରା;୧୭ ତାରିଖ ଯାଏ ଲାଗି ରହିବ ବର୍ଷା, ୧୪ ଜିଲ୍ଲାକୁ ବିଜୁଳି ଘଡଘଡି ନେଇ ୟେଲୋ ୱାର୍ଣ୍ଣିଂ ଜାରି। ୭-ସାବଧାନ ! ମାତିଛନ୍ତି ସାଇବର ଠକ, କମ୍ ଦାମ୍ର ହୋଟେଲ ଅଫରରେ ପଡ଼ନ୍ତୁ ନାହିଁ, ସତର୍କ କଲା ପୁରୀ ପୋଲିସ। ୮-ଟିଟିଲାଗଡ଼,ହାଇସ୍କୁଲ ପଡ଼ା ଅଞ୍ଚଳ:ବିଦେଶୀ ମଦ ଦୋକାନକୁ ବିରୋଧ;ଜାତୀୟ ରାଜପଥ ଅବରୋଧ କଲେ ଶତାଧିକ ମହିଳା। ୯-କେନ୍ଦୁଝର,ଜୁଡ଼ିଆ ଘାଟି:ଓଲଟିଲା ପିଆଜ ବୋଝେଇ ଟ୍ରକ, ଯିଏ ଯାହା ପାରିଲେ ବୋହିନେଇଗଲେ। ୧୦-ଶୃଙ୍ଖଳିତ ଓ ସୁରକ୍ଷିତ ରଥଯାତ୍ରା ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଉଛି ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ୍ କଣ୍ଟ୍ରୋଲ୍। ଏହାକୁ ଦୃଷ୍ଟିରେ ରଖି ଏଥର ୨୭ଟି ସ୍ଥାନରେ ହ...