ଖବର ଆଜିର ତାରିଖ:୨୫/୦୧/୨୬, ରବିବାର

 

୧-ଆସିବ ଓଡ଼ିଆ ଏଆଇ ଆପ୍,ସର୍ଭମ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ।

୨-ଭୁବନେଶ୍ୱର: ଏଣିକି ସୋମବାର ଆଉ କୌଣସି ସରକାରୀ ବୈଠକ ବସିବ ନାହିଁ । ସମସ୍ତ ବିଭାଗକୁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ନିର୍ଦ୍ଦେଶ।

୩-ବ୍ଳକ୍ ଗ୍ରାଣ୍ଟ ଶିକ୍ଷକଙ୍କୁ ସୁପ୍ରିମ ଆଶ୍ବସ୍ତି, ୧୯୯୪ ଆଇନ ଅନୁଯାୟୀ ଦରମା ପ୍ରଦାନ ନେଇ ନିର୍ଦ୍ଦେଶକୁ କାଏମ ରଖିଲେ ସୁପ୍ରିମକୋର୍ଟ।

୪-ଭୁବନେଶ୍ୱର:ଅଶୋକ ନଗର ଆମବସ ଭଙ୍ଗାରୁଜା ଘଟଣାରେ ଦୁଇ ଗିରଫ।

୫-ପଞ୍ଚାୟତ ନିର୍ବାଚନ ଆଗୁଆ ନେଇ ଇସାରା ଦେଲେ ବିଜେପି ରାଜ୍ୟ ମୁଖିଆ।

୬-କଂଗ୍ରେସକୁ ଝଟ୍‌କା : ୪୧ଜଣ ମୋକିମଙ୍କ ସମର୍ଥକ ଦେଲେ ଇସ୍ତଫା।ଏହି ୪୧ଜଣ କର୍ମୀ ଆଗାମି ମୋକିମଙ୍କ ନୂଆ ଦଳରେ ସାମିଲ ହୋଇପାରନ୍ତି ।

୭-କିସରେ ଜାତିସଂଘ ସ୍ଥାୟୀ ବିକାଶ ଲକ୍ଷ୍ୟ ଉପରେ ଜାତୀୟ ଆଲୋଚନାଚକ୍ର ଆୟୋଜିତ।

୮-ଉଦଳା:ଫୋର ଟୋଣ୍ଟି ମହିଳା ବିନୋଦିନୀ ନାୟକ ଗିରଫ, ଶ୍ରମ ଅଧିକାରୀ କହି ଲୁଟିଥିଲା ୩୦ ଲକ୍ଷରୁ ଅଧିକ ଟଙ୍କା।

୯-ଆଜି ଖଣ୍ଡଗିରି ମାଘସପ୍ତମୀ ମେଳା, ଯଜ୍ଞ ବେଦୀରେ କର୍ମ ଆରମ୍ଭ କଲେଣି ସାଧୁସନ୍ଥ।

୧୦-ମାଘ ବୁଡ଼ ପାଇଁ ସୂର୍ଯ୍ୟ ମନ୍ଦିରରେ ସ୍ବତନ୍ତ୍ର ଆୟୋଜନ, ପର୍ଯ୍ୟଟକଙ୍କ ପାଇଁ ଶୁଳ୍କ ଛାଡ଼।

୧୧-ସମ୍ବଲପୁରରୁ ଧରାପଡ଼ିଲା ୨କୋଟି ଟଙ୍କାର ଗୁଟଖା, ଜବତ କରିଛି ଜିଏସଟି ବିଭାଗ।

୧୨-ନରସିଂହପୁର, ଅନନ୍ତ ପ୍ରସାଦ ଗାଁ:କଲରାପତରିଆ ବାଘ-ମଣିଷ ଲଢେଇ, ବାଘର ମୃତ୍ୟୁ ହୋଇଥିବାବେଳେ ଯୁବକ ଗୁରୁତର,କଟକ ବଡ଼ ମେଡିକାଲ ସ୍ଥାନାନ୍ତର।

୧୩-ବେଗୁନିଆ:ଘନ କୁହୁଡି,ରାସ୍ତା ମଝିରେ ବସ୍-ହାଇୱା ମୁହାଁମୁହିଁ ଧକ୍କା, ବସ୍ ଡ୍ରାଇଭର ସମେତ ୫ ଯାତ୍ରୀ ଆହତ।

୧୪-ଓପନିଂ ଡେ’ରେ ୨୨ଟି ଫିଲ୍ମର ରେକର୍ଡ ଭାଙ୍ଗିଲା ,‘ବର୍ଡର-୨’।ଆଡଭାନ୍ସ ବୁକିଂରେ ଏହା ୧୭ କୋଟି ଟଙ୍କାରୁ ଅଧିକ ସଂଗ୍ରହ କରିଥିଲା।

୧୫-ଉତ୍ତର-ପଶ୍ଚିମ ପାକିସ୍ତାନର ଅଶାନ୍ତ ଖାଇବର ପଖତୁନଖ୍ୱା ପ୍ରଦେଶରେ ବିବାହ ଉତ୍ସବରେ ଆତ୍ମଘାତୀ ବିସ୍ଫୋରଣ, ୭ ମୃତ, ଅନେକ ଆହତ।

୧୬-ବିବାଦରେ ଅଭିନେତା କମଲ ଆର ଖାନ, ମୁମ୍ବାଇ ପୁଲିସ କଲା ଗିରଫ।

୧୭-ଟି-୨୦ ବିଶ୍ଵକପ୍ ୨୦୨୬ରୁ ବାଂଲାଦେଶ ବିଦା, ବଦଳ ଟିମ୍ ସ୍କଟଲାଣ୍ଡକୁ ଘୋଷଣା କଲା ଆଇସିସି।

୧୮-'ଧାର୍ମିକ କାର୍ଯ୍ୟରେ ରାଜନୈତିକ ହସ୍ତକ୍ଷେପ ଉଚିତ ନୁହେଁ' : ଅଭିମୁକ୍ତେଶ୍ୱରାନନ୍ଦ ବିବାଦ ନେଇ ମାୟାବତୀଙ୍କ ମନ୍ତବ୍ୟ।

୧୯-ଆମେରିକାରେ ପ୍ରବଳ ତୁଷାର ଝଡ଼ ସମ୍ଭାବନା, ନ୍ୟୁୟର୍କକୁ ଏୟାର ଇଣ୍ଡିଆର ଉଡ଼ାଣ ବାତିଲ।

୨୦-ଗ୍ରିନ୍‌ଲାଣ୍ଡର ଗୋଲ୍ଡେନ ଡମ୍‌କୁ ବିରୋଧ କରୁଥିବା କାନାଡାକୁ ଚେତାବନୀ ଦେଲେ ଟ୍ରମ୍ପ।


Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024