ଖବର ଆଜିର ତାରିଖ:୧୨/୧୦/୨୫,ରବିବାର



୧-ଭୁବନେଶ୍ବର:ଛାତ୍ରଛାତ୍ରୀଙ୍କ ସଂଖ୍ଯା ବଢିଲା ପରେ ବନ୍ଦ ବିଦ୍ଯାଳୟରୁ ଖୋଲୁଛି ତାଲା,୪୬ ଖୋଲିଲା,ଆଉ ୫ ଖୋଲିବାକୁ ରହିଛି ପ୍ରସ୍ତାବ।

୨-ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଐତିହାସିକ ପଦକ୍ଷେପ, ଶ୍ରୀଜଗନ୍ନାଥ ମନ୍ଦିରକୁ RED ZONE ଘୋଷଣା କଲା ଡିଜିସିଏ।

୩-ରାଜ୍ଯରୁ ଆଉ ୨ରୁ ୩ ଦିନ ପରେ ଛାଡିବ
ମୈ।ସୁମୀ,ଏଥିପାଇଁ ପାଗ ରହିଛି ଅନୁକୁଳ।

୪-RTI ସୂଚନା ପ୍ରଦାନରେ ଅବହେଳା,୫୦ ହଜାର ତଣ୍ଡ ଗଣିବେ ଭଦ୍ରକ ତହସିଲଦାର।

୫-ନବୀନଙ୍କୁ ଭେଟିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ, ଏକାଧିକ ପ୍ରସଙ୍ଗ ଉପରେ କଲେ ଆଲୋଚନା।

୬-ଖଣ୍ଡଗିରି:ଭାଇ ଭାଇ ଆଶ୍ରମରେ ଚାଲିଥିଲା ଯୈ।ନ ଶୋଷଣ,ପ୍ରତିଶୋଧ ନେବା ପାଇଁ ଘଟିଥିଲା ଗୁଳିକାଣ୍ଡ,୪ ଗିରଫ,୪ ରାଉଣ୍ଡ ଗୁଳି ଜବତ।

୭-ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ:ବେଙ୍ଗାଲୁରୁରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ୭ ମାସରେ ପ୍ରାଣ ହରାଇଲେଣି ୮ ଜଣ।

୮-ଟାଇମସ୍ ହାୟର ଏଜୁକେଶନ ବିଶ୍ବବିଦ୍ଯାଳୟ ରାଙ୍କିଙ୍ଗ ଏକାଡେମିକ୍ ଉତ୍କଷରେ KIIT ସମଗ୍ର ବିଶ୍ବରେ ୨୫୯ତମ ସ୍ଥାନରେ,ରାଜ୍ଯରେ ଏକମାତ୍ର ବିଶ୍ବବିଦ୍ଯାଳୟ।


୯-ପୁଣି ବିଗିଡ଼ିଲା ଅଭିଜିତ ମଜମୁଦାରଙ୍କ ସ୍ୱାସ୍ଥ୍ୟାବସ୍ଥା: ଏମ୍ସ ଆଇସିୟୁରେ ହେଲେ ଭର୍ତ୍ତି।

୧୦-ଭୁବନେଶ୍ବର:ଆସୁଛି ଦୀପାବଳି,ଶବ୍ଦଯୁକ୍ତ ବାଣ ଉପରେ କଟକଣା,ସବୁଜ ଦୀପାବଳି ପାଇଁ ଆହ୍ବାନ।

୧୧-ଭୁବନେଶ୍ବର:ବିଜେପିରେ ଯୋଗ ଦେଲେ ପୂର୍ବତନ ନୁଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ।

୧୨-ଲମତାପୁଟ:କାରରେ ହିଟର ଲଗାଇ ଶୋଇଥିଲେ ୩ଜଣ, ହଠାତ ନିଆଁ ଲାଗି ଜଳିଗଲା,ଅଳ୍ପକେ ବର୍ତ୍ତିଲେ ଯାତ୍ରୀ।

୧୩-ବ୍ୟାଡମିଣ୍ଟନ ତାରକା ଶ୍ଵେତପର୍ଣ୍ଣା ପାଇବେ ଚଳିତ ବର୍ଷର ଏକଲବ୍ୟ ପୁରସ୍କାର, ପ୍ରୀତିସ୍ମିତା ଓ ଆହନ ହେବେ ଉପବିଜେତା।

୧୪-ଓଡ଼ିଶା ଛାତ୍ରୀଙ୍କୁ ପଶ୍ଚିମବଙ୍ଗରେ ଗଣଦୁଷ୍କର୍ମ ! ଦୁର୍ଗାପୁର ଘରୋଇ ମେଡିକାଲର ଘଟଣାକୁ ନେଇ ହଇଚଇ।

୧୫-ମହାନଦୀ ଜଳ ବିବାଦ ମାମଲା; ଅକ୍ଟୋବର ୨୮ରେ ଓଡିଶା ଓ ଛତିଶଗଡ ମଧ୍ୟରେ ବସିବ ବୈଠକ।

୧୬-ବ୍ରହ୍ମପୁର:ଅନଲାଇନ୍ ଟ୍ରେଡିଂରେ ଜଣେ IT ଇଂଞ୍ଜିନିୟର ହରାଇଲେ ୩୮ ଲକ୍ଷ।ସାଇବର ଠକଙ୍କ ପ୍ରଲୋଭନର ହେଲେ ଶିକାର।


୧୭-ଚିଲିକାରେ ଭୟଙ୍କର ଟର୍ଣ୍ଣାଡୋ,ହଠାତ ଜୋରରେ ବହିଲା ପବନ, ପାଣି ସହିତ ସମସ୍ତ ବସ୍ତୁକୁ ଉପରକୁ ନେଇ ଚକ୍ରାକାରରେ ଘୂରିଲା।

୧୮-ବୌଦ୍ଧଜିଲା ମସିଣାପଡ଼ା ଛକ:ଦୁଇ ବୁଲେଟ୍ ମୁହାଁମୁହିଁ ଧକ୍କା; ଅଧ୍ୟାପକ ମୃତ, ୨ ଗୁରୁତର।

୧୯-ଦିଲ୍ଲୀରେ ଗିଲଙ୍କ ଶତକୀୟ ରେକର୍ଡ, ପଛରେ ପଡ଼ିଲେ କୋହଲି ଏବଂ ରୋହିତ,ଜାଡେଜାଙ୍କୁ ୩ ଓ୍ବେକେଟ୍।

୨୦-ପାକିସ୍ତାନରେ ବିସ୍ଫୋରଣ ପରେ ବିସ୍ଫୋରଣ ; ପୁଲିସ ଟ୍ରେନିଂ ସ୍କୁଲ ଉପରେ ହେଲା ଆତଙ୍କୀ ଆକ୍ରମଣ।

୨୧-ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା ଓ ଡାଲି ମିଶନର ଶୁଭାରମ୍ଭ, ଓଡ଼ିଶାର ୪ ଜିଲ୍ଲା ହେଲେ ସାମିଲ।


Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024