ଖବର ଆଜିର ତାରିଖ:୨୧/୧୦/୨୫, ମଙ୍ଗଳବାର



୧-ଅଧା ଓଡ଼ିଶାକୁ ଶୁଭୁନି ହ୍ୟାଲୋ ହ୍ୟାଲୋ, ଓଡ଼ିଶାର ୪୯ ପ୍ରତିଶତ ଅଞ୍ଚଳରେ ହେଉଛି ନେଟୱର୍କ ସମସ୍ୟା।

୨-ନୂଆପଡା ଉପନିର୍ବାଚନ: ନାମାଙ୍କନ ପତ୍ର ଦାଖଲ କଲେ ୧୯ ଜଣ।

୩-ଆନନ୍ଦପୁର:ଦୁର୍ଘଟଣାରେ ଚାଲିଗଲେ ସ୍ବାମୀ, ସ୍ତ୍ରୀ ଓ ଝିଅ, କାନ୍ଦୁଛନ୍ତି ପୁରା ପରିବାର

୪-ଜାନୁୟାରୀରେ JEE Main ପରୀକ୍ଷା,NTA ପକ୍ଷରୁ ମାର୍ଗଦର୍ଶିକା ଜାରି।

୫-ନୂଆପଡ଼ା ଉପନିର୍ବାଚନ : ୪୮ ଘଣ୍ଟାରେ ଅପରାଧିକ ତଥ୍ୟ ପ୍ରକାଶ ପାଇଁ ପ୍ରାର୍ଥୀଙ୍କୁ ନିର୍ଦ୍ଦେଶ।

୬-ଦୀପାବଳିରେ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇଲେ ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ।

୭-ଆସନ୍ତା ୨୪ରୁ ୨୬ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଆଶଙ୍କା: ଦକ୍ଷିଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାରେ ହେବ ବର୍ଷା।

୮-ପାରାଦ୍ବୀପ:ଅପହରଣ ହେବାର ୮ ଘଣ୍ଟା ପରେ ଯୁବକ ଉଦ୍ଧାର, ମେଡିକାଲ ପରିସରରୁ ହୋଇଥିଲେ ଅପହରଣ।

୯-ବରିଷ୍ଠ ଦଳୀୟ ନେତା ଓ ନେତ୍ରୀଙ୍କ ଉପସ୍ଥିତିରେ ନାମାଙ୍କନ ଭରିଲେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ।

୧୦-ଓଡ଼ିଶାବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

୧୧-ବ୍ରହ୍ମପୁରରେ ପୀତବାସ ପଣ୍ଡା ହତ୍ୟା ମାମଲା, ପୂର୍ବତନ ମେୟରଙ୍କୁ ଉଠାଇ ନେଲା ପୋଲିସ।

୧୨-୮୪ ବର୍ଷ ବୟସରେ ବର୍ଷିଆନ ହିନ୍ଦୀ ଚଳଚ୍ଚିତ୍ର ହାସ୍ୟ ଅଭିନେତା ଆସରାନିଙ୍କ ପରଲୋକ।

୧୩-ଆଇସିସି ମହିଳା ଏକ ଦିବସୀୟ କ୍ରିକେଟ ବିଶ୍ୱକପ: ବାଂଲାଦେଶକୁ ୭ ରନରେ ପରାସ୍ତ କଲା ଶ୍ରୀଲଙ୍କା।

୧୪-ଉତ୍ତର-ପଶ୍ଚିମ ପାକିସ୍ତାନରେ ତାଲିବାନ ଆକ୍ରମଣରେ ୫ ସୈନିକ ମୃତ।

୧୫-ତାକାଇଚି ସାନାଏ ହୋଇପାରନ୍ତି ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ।

୧୬-ଗାଜାରେ ଯୁଦ୍ଧବିରତି ଉଲ୍ଲଂଘନ: ଇସ୍ରାଏଲ ଏୟାରଷ୍ଟ୍ରାଇକରେ ୧୧ ମୃତ।


Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)