ଖବର ଆଜିର ତାରିଖ:୨୯/୧୦/୨୫,ବୁଧବାର


୧-ଆନ୍ଧ୍ରପ୍ରଦେଶର ନରସାପୁରରେ ସ୍ଥଳଭାଗ ଛୁଇଁଲା ବାତ୍ଯା,ଆଜି ୫ ଜିଲ୍ଲାକୁ ରେଡ୍ ଓ ୪ ଜିଲ୍ଲାକୁ ଅରେଞ୍ଜ ଓ୍ବାଣ୍ଣିଂ ଜାରି।

୨-ମନ୍ଥା:ସବୁ ଆକଳନ ଭୁଲ୍, ପ୍ରଥମେ କାକିନାଡା, ପରେ ଅମଲାପୁରମ୍, ଶେଷରେ ନରସାପୁର ।

୩-ଆଜି ବନ୍ଦ ରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ, ବାତ୍ୟା ପାଇଁ ଘୋଷଣା କଲେ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ।

୪-ବାତ୍ଯା ସମୟରେ କଳାବଜାରୀ ରୋକିବା ଏବଂ ଯୋଗାଣ ଶୃଙ୍ଖଳ ବଜାୟ ରଖିବା ପାଇଁ ବିଭିନ୍ନ ସ୍ଥାନରେ ଚଢଉ ଜାରି।

୫-ଫୁଲବାଣୀ:ଧୋବାତୋଟା ଆଦର୍ଶ ବିଦ୍ଯାଳୟରେ ନୋଟିସ୍ ବୋର୍ଡ ପିନ୍ ଗିଳି ଛାତ୍ର ମୃତ।

୬-ପୁରୀ:ଜୀବନ ବଞ୍ଚାଇବାରୁ ଲାଇଫଗାର୍ଡଙ୍କୁ ଚପଲରେ ମାଡ଼ , ମହିଳା ପର୍ଯ୍ୟଟକଙ୍କ ଦୁର୍ବ୍ୟବହାର।

୭-ବାତ୍ୟା 'ମୋନ୍ଥା' ପାଇଁ ଶିମିଳିପାଳ ବନ୍ଦ, ମୟୂରଭଞ୍ଜ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଙ୍ଗ ଜାରି।

୮-ମନ୍ଥା:ରାଜଧାନୀରେ ସ୍ଥିତି ସ୍ବାଭାବିକ୍,୧୭ ମି ମି ବର୍ଷା ରେକର୍ଡ।ହୋର୍ଡିଂ ହଟିଲା ଗଛଡାଳ କଟାଗଲା।

୯-ବାତ୍ୟାରେ କ୍ଷୟକ୍ଷତି ହେଲେ ସମସ୍ତ କ୍ଷତିପୂରଣ ଦେବେ ସରକାର: ରାଜସ୍ବ ମନ୍ତ୍ରୀ

୧୦-ଭୁବନେଶ୍ବର:ଏଣିକି ବସ୍‌ରେ ଅଗ୍ନି ନିରାପତ୍ତା ବାଧ୍ୟତାମୂଳକ, ନଥିଲେ ଗଣିବେ ତଣ୍ଡ, ପ୍ରତି ୩ ମାସରେ ହେବ ଯାଞ୍ଚ।

୧୧-ଶ୍ରୀମନ୍ଦିର ୭ ପାହାଚରେ ଟଳିପଡିଲେ ଭକ୍ତ,ଡାକ୍ତରଖାନାରେ ମୃତ ଘୋଷିତ।

୧୨-ବାତ୍ଯା ପାଇଁ ନବୀନଙ୍କ ଭିଡ଼ିଓ ବାର୍ତ୍ତା: ଭୟ କରନ୍ତୁ ନାହିଁ, ସଜାଗ ରୁହନ୍ତୁ, ସହଯୋଗ କରନ୍ତୁ।

୧୩-ଭୁବନେଶ୍ବର:ଏଣିକି ଆପ୍ ଜରିଆରେ ଉପସ୍ଥାନ ଦେବେ କର୍ମଚାରୀ,ଆପ୍ ତଥ୍ଯ ଆଧାରରେ ନଭେମ୍ବରରୁ ଦରମା।

୧୪-ଲାଞ୍ଚ ନେବା ମାମଲାରେ ଅବସରପ୍ରାପ୍ତ କନିଷ୍ଠ କିରାଣି ଲକ୍ଷ୍ମୀଧର ସ୍ୱାଇଁ ଦଣ୍ଡିତ, ୨ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଲେ କୋର୍ଟ।

୧୫-ଅଷ୍ଟମ ବେତନ ଆୟୋଗକୁ ମିଳିଲା କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି, ବିଚାରପତି ରଞ୍ଜନା ଦେଶାଇ ଅଧ୍ୟକ୍ଷା।

୧୬-ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଶ୍ରେୟସ; ମ୍ୟାଚ ବେଳେ ଅସୁସ୍ଥ ହୋଇ, ଥିଲେ ଆଇସିୟୁରେ।

୧୭-ଚେନ୍ନାଇ:ରଜନୀକାନ୍ତଙ୍କ ଘରକୁ ବୋମାରେ ଉଡାଇ ଦେବାକୁ ଧମକ।

୧୮-ନିର୍ବାଚନ ପୂର୍ବରୁ ପ୍ରଶାନ୍ତ କିଶୋର ଅଡୁଆରେ, ୨ଟି ଭୋଟର ପରିଚୟପତ୍ର ମାମଲାରେ ନିର୍ବାଚନ କମିଶନଙ୍କ ନୋଟିସ।

୧୯-ଦିନିକିଆ ଶୃଙ୍ଖଳା ପରେ ,ଭାରତ- ଅଷ୍ଟ୍ରେଲିଆ ପ୍ରଥମ ଟେଣ୍ଟି-୨୦ ଆଜି।

୨୦-ନାଇରୋବି:କେନିୟାର କ୍ବାଲେ ସହରରେ ବିମାନ ଦୁର୍ଘଟଣା,୧୨ ମୃତ

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024