ଖବର ଆଜିର ତାରିଖ:୨୫/୧୦/୨୫,ଶନିବାର



୧-ଭୁବନେଶ୍ବର:ସିଧାସଳଖ ନିଯୁକ୍ତି ମାଧ୍ୟମରେ ୪,୨୧୯ କନଷ୍ଟେବଳଙ୍କୁ ନିଯୁକ୍ତି ଦେବ ଓଡ଼ିଶା ପୋଲିସ।

୨-ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମ ପଣ୍ଡାଙ୍କ ପାଇଁ ଲଢିବେ ୫୩ ଓକିଲ,ମଳୟ ବିଷୋୟୀଙ୍କ ପାଇଁ ୪୪ ଜଣ ଏବଂ ମଦନ ଦଳାଇଙ୍କ ପାଇଁ ଓକିଲାତି କରିବେ ୪୩ ଜଣ ଓକିଲ।

୩-‘କଳାମଣ୍ଡଳ’ କାର୍ଯ୍ୟ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ୧୭୩ କୋଟି ବ୍ୟୟରେ ନିର୍ମାଣ ହେଉଛି ରାଜ୍ୟର ସର୍ବବୃହତ ପ୍ରେକ୍ଷାଳୟ।

୪-କିସ୍ ବାର୍ଷିକ ବିଜ୍ଞାନ ଉତ୍ସବ ୨୦୨୫ ଉଦଘାଟିତ, ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ କିସ୍ ଓ କିଟ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ।

୫-ବିଜେଡି କର୍ମୀ ରଶ୍ମି ପରିଜାଙ୍କ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।

୬-ବିଏଡଧାରୀ ପ୍ରାଥମିକ ଶିକ୍ଷକ ପାଇଁ ବ୍ରିଜ୍ କୋର୍ସ ବାଧ୍ଯତା ମୂଳକ,୨୦୧୮ ଜୂନରୁ ୨୦୨୩ ଅଗଷ୍ଟ ମଧ୍ଯରେ ନିଯୁକ୍ତ ଶିକ୍ଷକ ପଢିବେ।କୋର୍ସରେ ପାସ୍ ନ କଲେ ବାତିଲ୍ ହେବ ନିଯୁକ୍ତି।

୭-ଭୁବନେଶ୍ବର:କିଟ୍ ନହ୍ନିପରି ଲିଟିଲ୍ ମିସ୍ ଇଣ୍ଡିଆ ବେଙ୍ଗାଲୁରୁ ଅଡିସନ୍ ଅନୁଷ୍ଠିତ।

୮-ଭୁବନେଶ୍ବର:ରାସନ କାର୍ଡଧାରୀଙ୍କୁ ଅଧିକ ୫ କେଜି ଚାଉଳ, ସେପ୍ଟେମ୍ବର, ଅକ୍ଟୋବର ଓ ନଭେମ୍ବର ମାସ ପାଇଁ ମିଳିବ।

୯-ଭୁବନେଶ୍ବର:୨୬ ରେ ନେଇପାରେ ବାତ୍ୟା ରୂପ, ୨୭ ରାତି କିମ୍ବା ୨୮ ସକାଳୁ ସ୍ଥଳଭାଗ ଅତିକ୍ରମ କରିବା ସମ୍ଭାବନା, ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା।

୧୦-ମିଶନ ନୂଆପଡା; ଆସନ ହାତେଇବାକୁ ୩ ଦଳ ଭିତରେ ଚାଲିଛି କସରତ, ପ୍ରଚାରରେ କମ୍ପୁଛି ରାଜନୈତିକ ମଇଦାନ।

୧୧-ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ, ଜିଲ୍ଲାପାଳଙ୍କୁ ଆଲର୍ଟ କରାଯାଇଛି : ରାଜସ୍ବ ମନ୍ତ୍ରୀ

୧୨-ନଭେମ୍ବର ୫ରୁ ୧୪ ପର୍ଯ୍ୟନ୍ତ କୁଆଖାଇ ନଦୀପଠାରେ ହେବ ଭୁବନେଶ୍ୱର ବାଲିଯାତ୍ରା ମହୋତ୍ସବ।

୧୩-ପୀତବାସ ହତ୍ୟା ମାମଲା, ମୁଖ୍ୟ ଅଭିଯୁକ୍ତ ବିକ୍ରମ ପଣ୍ଡାଙ୍କ ସହଯୋଗୀ ସୁଦର୍ଶନଙ୍କୁ ଛାଡିଲା ପୋଲିସ।

୧୪-ଆଠଗଡ:୩୩୦ଲିଟର ମଦ ସହ କାର ଜବତ, ଜଣେ ଗିରଫ।

୧୫-କଟକରେ ଦୁର୍ବୃତ୍ତଙ୍କ ଆତଙ୍କ, ଘରେ ପଶି ମହିଳାଙ୍କୁ ଛୁରାମାଡ଼।

୧୬-ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ:ଦେଶ ଦୋହଲାଇ ଦେଲା ଚଳନ୍ତା ବସ୍ ରେ ନିଆଁ, ଡୋର୍ ଜାମ୍ ଯୋଗୁଁ ବାହାରି ନପାରି ଜଳିଗଲେ ଯାତ୍ରୀ।

୧୭-୨ ଦିନିଆ ସେସେଲସ୍ ଗସ୍ତରେ ଯିବେ ଉପରାଷ୍ଟ୍ରପତି ସି.ପି.ରାଧାକୃଷ୍ଣନ,ପ୍ୟାଟ୍ରିକ୍ ହର୍ମିନୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ। 

୧୮-ଭୁବନେଶ୍ୱରରେ ଝାଡ଼ଖଣ୍ଡ ନାବାଳିକାଙ୍କୁ ଦୁଷ୍କର୍ମ ମାମଲା : କ୍ୟାପିଟାଲ ଥାନାରେ ପହଁଚିଲେ ଝାଡ଼ଖଣ୍ଡ ଟିମ।।

୧୯-Bharat Taxi: ଓଲା-ଉବେର ଟେନସନ୍ ବଢ଼ିଲା; ସରକାର ଆଣିଲେ ଭାରତ-ଟ୍ୟାକ୍ସି।

୨୦-ଜମ୍ମୁ କାଶ୍ମୀର ରାଜ୍ୟସଭା ନିର୍ବାଚନ: ୩ ଆସନରେ ନ୍ୟାସନାଲ୍ କନଫରେନ୍ସ, ଗୋଟିଏରେ ବିଜେପି ବିଜୟୀ।

୨୧-ରୁଷ୍ ‌ତୈଳ କମ୍ପାନୀ ଉପରେ ଟ୍ରମ୍ପଙ୍କ କଟକଣା: ପ୍ରଭାବିତ ହେବ ଭାରତର ତୈଳ ଆମଦାନୀ।


Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)