ଖବର ଆଜିର ତାରିଖ:୨୪/୧୦/୨୫,ଶୁକ୍ରବାର
୧-ଓଡ଼ିଶାରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ଆଶା ପୁଣି ଦୋହରାଇଲେ ବେଦାନ୍ତ ମୁଖ୍ୟ ଅନୀଲ ଅଗ୍ରୱାଲ।
୨-କଟକ ବାଲିଯାତ୍ରାର ପାର୍ଟନର ନେସନ ହେଲା ଇଣ୍ଡୋନେସିଆ।ବାଲିଯାତ୍ରା ପାର୍ଟନର ନେସନ ଭାବେ ବାଲିଯାତ୍ରା ଆୟୋଜନରେ ଇଣ୍ଡୋନେସିଆର ଏକ ପ୍ରମୁଖ ଭୂମିକା ରହିବ।
୩-ଆଗକୁ ଆସୁଛି ଦୁଇ ଦୁଇଟି ଲଘୁଚାପ,ବାତ୍ୟାର ରୂପ ନେବକି ନାହିଁ ତାହା ଆକଳନ କରିବା ସମ୍ଭବ ନୁହେଁ।
୪-କଟକ:୭ ବ୍ଲକ ଡିଇଓଙ୍କ ଦରମା ବନ୍ଦ, ମନରେଗା କାମ ତ୍ବରାନ୍ବିତ ନେଇ ଜିଲ୍ଲାପାଳଙ୍କ ଅସନ୍ତୋଷ।
୫-ଯାଜପୁର:ଡ୍ରଗ୍ସ ଇନିସ୍ପେକ୍ଟର ଅଫିସର ପୂର୍ବତନ କନିଷ୍ଠ କିରାଣୀ ଶରତ କୁମାର ରାଉତ ଦୋଷୀ ସାବ୍ୟସ୍ତ, ୪ ବର୍ଷର ସଶ୍ରମ କାରାଦଣ୍ଡାଦେଶ।
୬-ଭୁବନେଶ୍ବର:ଏ ବର୍ଷ ୫୦ ହଜାର ଏକରରେ ହେବ ଆଳୁ ଚାଷ,ଆଳୁରେ ଆତ୍ମନିର୍ଭର ହେବ ଓଡିଶା:ମୁଖ୍ଯମନ୍ତ୍ରୀ।
୭-ଭୁବନେଶ୍ବର:ହୁଗୁଳି ଗଲାଣି ଟ୍ରାଫିକ୍ ଚେକିଂ,ରାଜ୍ଯରେ ଦିନକରେ ଗଢୁଛି ୧୯ ମୁଣ୍ଡ।
୮-ହସ୍ପିଟାଲିଟି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ KIIT ହସ୍ପିଟାଲିଟିକୁ ଟାଇମ୍ସ ହସ୍ପିଟାଲିଟି ଆଇକନ ଇନ ଓଡ଼ିଶା ଭାବେ ଟ୍ରେଲବ୍ଲେଜର ଇନ ୟୁନିଭରସିଟି ଲଗଜୁରି ହସ୍ପିଟାଲିଟି ବର୍ଗରେ ପୁରସ୍କୃତ।
୯-ଅନୁଗୁଳ ଜିଲା ବଇଣ୍ଡା ବଜାର:ବଜାରରେ ବୁଲୁଥିବା ସମୟରେ ଟଳି ପଡ଼ିଲେ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ) ଶିବାନନ୍ଦ ଦଣ୍ଡ।
୧୦-ଢେଙ୍କାନାଳରେ ୧ ଲକ୍ଷ କୋଟି ଟଙ୍କା ନିବେଶ କରିବ ବେଦାନ୍ତ, ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ବେଦାନ୍ତ ମୁଖ୍ୟ।
୧୧-ଅଗ୍ନିକାଣ୍ଡ ପରେ ଚେତିଲା ବିଏମ୍ସି ; ରାଜଧାନୀର ୨୦ଟି ବଡ଼ ହାଟ ପାଇଁ ଆସିବ ଏସ୍ଓପି।
୧୨-ସମ୍ବଲପୁର:ଚାକିରି ଦେବା ନାଁରେ ଠକେଇ, ୬୨ ଲକ୍ଷ ଟଙ୍କା ଜବତ କଲା ବୁର୍ଲା ପୋଲିସ।
୧୩-ଆହୁରି ଶକ୍ତିଶାଳୀ ହେବ ଭାରତୀୟ ସେନା; ସଶସ୍ତ୍ର ବାହିନୀର କ୍ଷମତା ବୃଦ୍ଧି ପାଇଁ ୭୯,୦୦୦ କୋଟି ଟଙ୍କାର ସରଞ୍ଜାମ କିଣିବାକୁ ମିଳିଲା ଅନୁମୋଦନ।
୧୪-ରିଲ୍ସ କଲାବେଳେ ଯୁବକଙ୍କୁ ଟାଣିନେଲା ସମୁଦ୍ର , ଅଳ୍ପକେ ବର୍ତ୍ତିଲା ଜୀବନ
୧୫-ବିକଶିତ ହେବ ସମୁଦ୍ର ପର୍ଯ୍ୟଟନ; ପୁରୀରେ କ୍ରୁଜ୍ ଟର୍ମିନାଲ ପାଇଁ ଓଡ଼ିଶା ସ୍ୱାକ୍ଷର କରିବ MoU, ପ୍ରତିଷ୍ଠା ହେବ ଯାତ୍ରୀବାହୀ ଜାହାଜ କେନ୍ଦ୍ର।
୧୬-ବିଶ୍ଵକପ୍ ସେମିରେ ଭାରତୀୟ ମହିଳା କ୍ରିକେଟ୍ ଟିମ୍, ହାଇ ସ୍କୋରିଂ ମ୍ୟାଚ୍ରେ ନ୍ୟୁଜିଲାଣ୍ଡକୁ ଦେଲା ମାତ୍।
୧୭-ଆଡିଲେଡର ଓଭାଲ ଗ୍ରାଉଣ୍ଡରେ ପୁଣି ହାରିଲା ଭାରତ, ୨ ଉଇକେଟରେ ଜିତିଲା ଅଷ୍ଟ୍ରେଲିଆ।
୧୮-ସର୍ବାଧିକ ଶତକ ମାରିବାରେ ଦ୍ୱିତୀୟ ମହିଳା ବ୍ୟାଟର ହେଲେ ସ୍ମୃତି ମନ୍ଧାନା, ପ୍ରତିକାଙ୍କ ସହ ରେକର୍ଡ ଦ୍ୱିଶତକୀୟ ପାର୍ଟନରଶିପ୍
୧୯-ନଭେମ୍ବର ୭ରୁ ଭାରତୀୟ ସଡ଼କ ସମ୍ମିଳନୀ ଆରମ୍ଭ; ଇଣ୍ଡିଆନ ରୋଡ କଂଗ୍ରେସର ୮୪ତମ ଅଧିବେଶନରେ ସାମିଲ ହେବେ ନୀତିନ ଗଡ଼କରି।
୨୦-ମହାରାଷ୍ଟ୍ରରେ ବଢୁଛି ବାଘ ମୃତ୍ୟୁ, ୨୦୨୨ରୁ ଏ ପର୍ଯ୍ୟନ୍ତ ୬୭୯ ପ୍ରାଣ ହରାଇଛନ୍ତି।
Comments
Post a Comment