ଖବର ଆଜିର ତାରିଖ:୨୩/୧୦/୨୫,ଗୁରୁବାର



୧-ନୂଆପଡ଼ା ଉପନିର୍ବାଚନ ପାଇଁ ସରିଲା ପ୍ରାର୍ଥିପତ୍ର ଯାଞ୍ଚ : ୫ ନାମାଙ୍କନ ନାକଚ, ୧୪ ନାମାଙ୍କନ କାଏମ।

୨-ବଢୁଛି ଶିକ୍ଷାନୁଷ୍ଠାନ ସଂଖ୍ଯା,ପୂରଣ ହେଉନାହିଁ ଆସନ,ଯୁକ୍ତଦୁଇରେ ଖାଲି ପଡିଛି ୧.୮୧ ଲକ୍ଷ ଆସନ।

୩-ଛାତ୍ରଛାତ୍ରୀଙ୍କ ସହ ଖେଳୁଛନ୍ତି ଆନ୍ଧ୍ରର ବିଶ୍ବବିଦ୍ଯାଳୟ,୧୦ ମାସରେ ସାରୁଛନ୍ତି ବିଏଡ୍ ର ୪ ସେମିଷ୍ଟର।

୪-ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପରୀକ୍ଷା ପାଇଁ ଆସିଲା ଗାଇଡ୍ ଲାଇନ୍,ପ୍ରଶ୍ନ ପତ୍ର ପଠାଇବା ଦାୟିତ୍ବ ଓସେପାର,ସୁରକ୍ଷା ଦାୟିତ୍ବ ବିଇଓଙ୍କର

୫-କାଳୀପୂଜା ପାଇଁ ଚଳଚଞ୍ଚଳ ଭଦ୍ରକ ସହର, ମୁତୟନ ହୋଇଛନ୍ତି ୨୪ ପ୍ଲାଟୁନ ଫୋର୍ସ।

୬-ଜଗତସିଂହପୁର:ପାଇକା ନଦୀରେ ଭାସିଗଲେ ୩ ସାଙ୍ଗ, ଜଣେ ମୃତ, ୨ ନିଖୋଜ।

୭-ସରକାରଙ୍କ ‘ଧରତୀ ମାତା ବଞ୍ଚାଓ’ ଅଭିଯାନ, ରାସାୟନିକ ସାର ଛାଡ଼ି ଜୈବିକ ଚାଷକୁ ମିଳିବ ପ୍ରୋତ୍ସାହନ।

୮-ଖଣ୍ଡଗିରି:ଦାରୁଠେଙ୍ଗରେ ୨୧ ଟିକିଆ ହାତୀପଲ,ବିଲରେ ପଶି ଧାନ ଫସଲ ନଷ୍ଟ କଲେ।

୯-ଭୁବନେଶ୍ୱର ୟୁନିଟ ୧ ପରିବା ମାର୍କେଟରେ ଲାଗିଲା ନିଆଁ; ହୁତୁହୁତୁ ହୋଇ ଜଳିଗଲା ୧୫ରୁ ୨୦ ଦୋକାନ।

୧୦-ଭୁବନେଶ୍ବର :ଦୁଷ୍କର୍ମ ଅଭିଯୋଗରେ ଇନ୍ସପେକ୍ଟର ତଷୋବନ୍ତ ଆଚାର୍ଯ୍ୟ ଗିରଫ।

୧୧-ବାଲେଶ୍ବର:ସୈାମ୍ୟଶ୍ରୀ ଆତ୍ମହୁତି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ମିଳିଲା ଜାମିନ।

୧୨-ଏସ୍‌ଆଇ ନିଯୁକ୍ତି ଦୁର୍ନୀତି: ସିବିଆଇ କରିବ ତଦନ୍ତ- ସି.ବି.ଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି।

୧୩-ଘନୀଭୂତ ହେଉଛି ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର, ୧୨ ଘଣ୍ଟାରେ ଅବପାତ ହେବା ସମ୍ଭାବନା।

୧୪-କେନ୍ଦୁଝର ଜିଲ୍ଲା ଘଟଗାଁ ରେଂଜ:ଗାଁରେ ବାଘ ଆତଙ୍କ; ସତର୍କ ରହିବାକୁ ଲୋକଙ୍କୁ ପରାମର୍ଶ

୧୫-ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା, ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଗିରଫ।

୧୬-ପୁଣି ବିତର୍କକୁ ଆସିଲା ରାଉରକେଲା ଷ୍ଟିଲପ୍ଲାଣ୍ଟ, ସିଭିଲ, ଇଲେକ୍ଟ୍ରିକାଲ, ଜଳ ଯୋଗାଣ, ଉଦ୍ୟାନ କୃଷି ଓ ଜନସ୍ୱାସ୍ଥ୍ୟ ବ୍ୟବସ୍ଥାର ପରିଚାଳନା କରିବ ଠିକା ସଂସ୍ଥା

୧୭-ଆଜି ଦ୍ବୀତିୟ ଦିନିକିଆ:ରୋହିତ-କୋହଲିଙ୍କ ଉପରେ ରହିବ ନଜର, ଦ୍ୱିତୀୟ ଦିନିକିଆ ହାରିଲେ ହାତରୁ ଖସିବ ସିରିଜ

୧୮-ମହିଳା ଦିନିକିଆ ବିଶ୍ବକପ୍ ରେ ଗୁରୁତ୍ବପୂର୍ଣ୍ଣ ମ୍ଯାଚ୍ ଆଜି,କର ବା ମର ସ୍ଥିତିରେ ଭାରତ- ନିୟୁଜିଲାଣ୍ଡ।

୧୯-ନୂଆଦିଲ୍ଳୀ :ଲେଫ୍ଟନାଣ୍ଟ କର୍ଣ୍ଣେଲ ହେଲେ ନୀରଜ ଚୋପ୍ରା, ଡିଗ୍ରୀ ପ୍ରଦାନ କଲେ ରାଜନାଥ ସିଂ ଓ ସ୍ଥଳସେନା ପ୍ରମୁଖ।

୨୦-ତିରୁଅନନ୍ତପୁରମ:ସବରିମାଳା ମନ୍ଦିର ପରିଦର୍ଶନ କଲେ ରାଷ୍ରପତି ଦୈ।ପଦି ମୁର୍ମୂ।

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024