ଖବର ଆଜିର ତାରିଖ:୨୨/୧୦/୨୫,ବୁଧବାର


୧-ଭୁବନେଶ୍ବର:ଟ୍ବିନ୍ ସିଟିରେ ଦୀପାବଳି ବଢାଇଲା ପ୍ରଦୂଷଣ, ରାଜଧାନୀରେ AQI ମାନ ୧୮୦କୁ ଖସିଲା।

୨-ସନ୍ଧ୍ଯା ୫ଟା ୩୦ ପରେ, ଏବେ ମଧ୍ଯ ଟ୍ବୁଇନ୍ ସିଟରେ ହେଉଛି ଢୋ ଡା...,କାର୍ଯ୍ଯାନୁଷ୍ଠା ପାଇ ହେଉଛି ଦାବୀ।

୩-ଯାଜପୁରରେ କାଳୀପୂଜା, ଡିଜେ ଏବଂ ମଦ କାରବାର ଉପରେ ସଂପୁର୍ଣ୍ଣ ଲାଗିଲା ରୋକ।

୪-କେନ୍ଦୁଝର ରାଇକଳା ଯିବା ରାସ୍ତାରେ ଅଟକି ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ।

୫-ଅଦିନିଆ ରଥଯାତ୍ରା ମାନୁନି ଇସ୍କନ, ପୁନର୍ବାର ଇସ୍କନ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଲେ ଗଜପତି ଦିବ୍ୟସିଂହ ଦେବ।

୬-ନୟାଗଡ:ଖାକି ଡ୍ରେସ୍ ରେ ମଦ୍ୟପାନ ପଡିଲା ମହଙ୍ଗା, ୨ ପୋଲିସ କର୍ମଚାରୀ ନିଲମ୍ବିତ।

୭-ଭୁବନେଶ୍ବର:ଏୟାରପୋର୍ଟ ଧରାପଡ଼ିଲା ୨୫ ଲକ୍ଷ ଟଙ୍କାର ବିଦେଶୀ ସିଗାରେଟ, ତିନି ଅଟକ

୮-ବଣାଇରେ ଘନ କୁହୁଡ଼ିର ଆସ୍ତରଣ : ଯାତାୟାତ ବାଧାପ୍ରାପ୍ତ, ପ୍ରକୃତିର ଭରପୁର ମଜ୍ଜା ନେଉଛନ୍ତି ଲୋକେ,ଓଡିଶା ଛୁଇଁଲା ପହିଲି ଶିତ

୯-ଇତିହାସ ରଚିଲା ଦୀପାବଳି ବ୍ୟବସାୟ, ୬ ଲକ୍ଷ କୋଟିର କାରବାର,ଏବେ ସ୍ୱଦେଶୀ ମୁହାଁ ଖାଉଟି।

୧୦-ଗାଜାରେ ଭୀଷଣ ହମଲା, ୧୫୩ ଟନ ବୋମା ବର୍ଷଣ କଲା ଇସ୍ରାଏଲ।

୧୧-ଜମୁଛି ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରଚାର, ଓଡ଼ିଶା ରାଜନୀତି ଉପରେ ପଡ଼ୁଛି ଛତିଶଗଡ଼ର ପ୍ରଭାବ, ଛତିଶଗଡ଼ ନେତାଙ୍କୁ ଧରି ବୁଲୁଛି ମାଳ ମାଳ ଗାଡ଼ି।

୧୨-ବିଗିଡିଗଲାଣି କଟକ ବଡ଼ ମେଡିକାଲରେ ସ୍ବାସ୍ଥ୍ୟସେବା, ୩ ମାସ ହେଲା ଅଚଳ ଡିଜିଟାଲ ଏକ୍ସରେ।

୧୩-ରେଡ୍ ଫ୍ଲାଗ୍ ହେବ ଝାଡ଼ଖଣ୍ଡ ନାବାଳିକା ଗଣଦୁଷ୍କର୍ମ ମାମଲା: ଡିଜିପିଙ୍କ ନିର୍ଦ୍ଦେଶ।

୧୪-ଦୁଇ ଜଣ ଆତଙ୍କବାଦୀଙ୍କୁ ଗିରଫ କଲା ପଞ୍ଜାବ ପୁଲିସ,୨ ରକେଟ ଲଞ୍ଚର ଜବତ।

୧୫-ମୌସୁମୀ ଫେରିବା ପରେ ବଙ୍ଗୋପସାଗରରେ ପଛକୁ ପଛ ଆସୁଛି ଲଘୁଚାପ, ବଢ଼ିଲା ବାତ୍ୟା ଭୟ, ୨୫ ରୁ ଓଡ଼ିଶାରେ ହୋଇପାରେ ବଡ଼ ବର୍ଷା।

୧୬-ବିଶ୍ୱ ପ୍ରସିଦ୍ଧ ମନୋବୈଜ୍ଞାନିକ ପ୍ରଫେସର ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକ।

୧୭-ଭାରତକୁ ଦେବାକୁ ହେବ ଏସିଆକପ୍ ଟ୍ରଫି, ମୋହସିନ୍ ନକଭିଙ୍କୁ ବିସିସିଆଇର କଡ଼ା ମେସେଜ୍।


Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)