ଖବର ଆଜିରbତାରିଖ:୨୦/୧୦/୨୫,ସୋମବାର



୧-ଆଜି ଶ୍ରୀକ୍ଷେତ୍ରରେ ବଡ଼ବଡ଼ିଆ ଡାକିବେ ଶ୍ରଦ୍ଧାଳୁ, ସୁରକ୍ଷା ଦାୟିତ୍ବରେ ୨୮ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ।

୨-ସୁଭଦ୍ରା ଯୋଜନାକୁ ନେଇ ବଡ଼ ଖବର: ବାର୍ଷିକ ୧୮ ହଜାର ଟଙ୍କାରୁ ଅଧିକ ବୃତ୍ତି ପାଉଥିଲେ ମିଳିବନି ଟଙ୍କା।

୩-୪୭୧ ନୂତନ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ।

୪-ଅନ୍ତ୍ୟୋଦୟ ଗୃହ ଯୋଜନାରେ ପ୍ରଥମ କିସ୍ତି ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

୫-ବ୍ରହ୍ମପୁର:ମହଙ୍ଗା ପଡିଲା ସୋସିଆଲ ମିଡିଆରେ ଖଣ୍ଡା ବୁଲାଇବା, ଭିଡିଓ ଭାଇରାଲ ପରେ ଗିରଫ ହେଲେ ଯୁବକ।

୬-ଡେରାବିଶ୍:ଉପକୃତ ହେବେ ଛାତ୍ରଛାତ୍ରୀ,ଜାଗୁଳାଇ ବିଦ୍ଯାନିକେତନ ବେଲରପାରେ ଉଦଘାଟିତ ହେଲା ଗବେଷଣାଗାର,ସମୂହ ଭଗବତ୍ ଗୀତା ପାଠ ଛାତ୍ରଛାତ୍ରୀ।

୭-ବ୍ରହ୍ମପୁର:ଧରାପଡ଼ିଲା ଦୁର୍ଦ୍ଦାନ୍ତ ଅପରାଧୀ ଚିଆଁ; ନାଁରେ ରହିଛି ହତ୍ୟା, ଡକାୟତି ଭଳି ଜଘନ୍ୟ ମାମଲା।

୮-ଭରତପୁର:ରାଜଧାନୀରେ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଅପହରଣ ପରେ ଦୁଷ୍କର୍ମ, ଧରା ପଡିଲା ମୁଖ୍ୟ ଅଭିଯୁକ୍ତ।

୯-ଏସ୍ଆଇ ପରୀକ୍ଷା ଘୋଟାଲା: ଅଭିଯୁକ୍ତ ମୁନା ମହାନ୍ତିଙ୍କ ପୈତୃକ ଘରେ ପଶିଲା କ୍ରାଇମବ୍ରାଞ୍ଚ।

୧୦-ଭୁବନେଶ୍ବର:ଆଜି ମୁଖ୍ଯମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ।

୧୧-କଟକରେ ମଧ୍ଯ ୨ (୭ଟାରୁ ୯ଟା) ଘଣ୍ଟା ବାଣଫୁଟାଇବେ ଲୋକେ : କଟକ ଡିସିପି ଋଷିକେଶ ଖିଲାରୀ

୧୨-ଭୁବନେଶ୍ବର:ମିଠା ଉପରେ ମ୍ୟାନୁଫାକ୍ଚରିଙ୍ଗ ଏବଂ ଏକ୍ସପାଏରୀ ତାରିଖ ଲେଖିବା ବାଧ୍ୟତାମୂଳକ, ରଙ୍ଗଦିଆ ମିଠା ବିକିବା ମନା।

୧୩-ବାରିପଦା:ଦ୍ବିତୀୟ ଦିନରେ ଶିମିଳିପାଳ ବୁଲିଲେ ୨୬୧ ପର୍ଯ୍ଯଟକ।

୧୪-ଅପରାହ୍ଣରୁ ଚାଲିବନି ଆମ୍ ବସ୍ । ଦୀପାବଳିି ପାଇଁ ଆଜି ଅପରାହ୍ଣ ୩ଟା ରୁ ଆମ୍ ବସ୍ ସେବା ବନ୍ଦ ରହିବ।

୧୫-ତାଲିବାନର ଖୋଲା ଚେତାବନୀ, ପାକିସ୍ତାନୀ ସେନାକୁ ଭାରତ ସୀମା ପର୍ଯ୍ୟନ୍ତ ତଡି ଦେବୁ

୧୬-ଗାଜାରେ ଯୁଦ୍ଧବିରତି ଉଲ୍ଲଂଘନ: ଇସ୍ରାଏଲ ଏୟାରଷ୍ଟ୍ରାଇକରେ ୧୧ ମୃତ।

୧୭-ବଙ୍ଗୋପସାଗରରେ ବଳ ଗୋଟାଉଛି ଘୂର୍ଣ୍ଣିବଳୟ , ଦିନକ ପରେ ଲଘୁଚାପ, ୨୩ରେ ଅବପାତ।

୧୮-ଦୁଇଟି ନୂଆ ଗିନିଜ୍‌ ବିଶ୍ୱ ରେକର୍ଡ କଲା ଅଯୋଧ୍ୟାରେ ଦୀପୋତ୍ସବ, ପୁରସ୍କାର ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।

୧୯-ଭାରତୀୟ ସେନାରେ ସାମିଲ ହେଲା ୧୧୩ଟି ଇଲେକ୍ଟ୍ରିକ୍ ବସ୍, ସବୁଜ ପରିବେଶ ଦିଗରେ ବଡ଼ ପଦକ୍ଷେପ।

୨୦-ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଏକାଠି ହେଲା ଆମେରିକା , ୫୦ ରାଜ୍ୟର ୨୭୦୦ ସ୍ଥାନରେ ହେଲା 'ନୋ କିଙ୍ଗସ' ରାଲି।


Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024