ଖବର ଆଜିର ତାରିଖ:୦୬/୦୯/୨୫, ଶନିବାର


୧-ଭୁବନେଶ୍ୱର:ରାଜ୍ୟସ୍ତରୀୟ ଗୁରୁ ଦିବସ ଉତ୍ସବ ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ଅନୁଷ୍ଠିତ। ପିଲାଙ୍କ ସ୍ବପ୍ନ ପୂରଣ ପାଇଁ ଶିକ୍ଷକ ମାର୍ଗଦର୍ଶନ କରନ୍ତୁ: ମୁଖ୍ୟମନ୍ତ୍ରୀ

୨-ଭୁବନେଶ୍ୱର:ପରିବେଶ ସୁରକ୍ଷା ପାଇଁ ଓଡ଼ିଶାକୁ ଆସିବ ୬୦୦ ଇ-ବସ୍‌, ସମ୍ବଲପୁରକୁ ପ୍ରଦାନ କରାଯିବ ୨୫ଟି ବସ୍।

୩-ଭୁବନେଶ୍ୱର:ଗୁରୁ ଦିବସରେ ଗର୍ଜିଲେ ଶିକ୍ଷକ, ୫ ଦଫା ଦାବି ନେଇ ଗାନ୍ଧୀ ମାର୍ଗରେ ଆନ୍ଦୋଳନ ଜାରି।

୪-ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ୍ ଖୋଲା, ୨୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ।

୫-ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ-୨୦୩୬ ପୁସ୍ତିକା କଲେ ପ୍ରଦାନ।

୬-ଦୁର୍ଗାପୂଜା ତୋରଣ ନେଇ କଟକ ଜିଲ୍ଲାପାଳଙ୍କ ବଡ଼ ସୂଚନା : ଲୋକଙ୍କ ସୁରକ୍ଷା, ଟ୍ରାଫିକ ବ୍ୟବସ୍ଥାକୁ ଅନୁଧ୍ୟାନ କରି ଏସଓପି ଜାରି

୭-ଆଜି ଅନନ୍ତ ବ୍ରତ: ଅନନ୍ତ ବାସୁଦେବ ମନ୍ଦିରରେ ମଧ୍ୟ ରାତ୍ରୀରୁ ପୁଲିସ୍ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି।

୮-ଭୁବନେଶ୍ୱର:ପାର୍ବଣ ପୂର୍ବରୁ ଅବକାରୀ ବିଭାଗ ବଡ଼ କାର୍ଯ୍ୟାନୁଷ୍ଠାନ, ୪ ଦିନରେ ୫୧୧ ଜଣ ଗିରଫ।

୯-ଆଗାମୀ ଦିନରେ ରାଜ୍ୟ ସରକାର ୪୪ ହଜାର ୪୩୩ ଶିକ୍ଷକ ନିଯୁକ୍ତି କରିବେ,ପ୍ରତିବର୍ଷ ୧୫ ହଜାର ଶିକ୍ଷକ ନିଯୁକ୍ତି କରିବା ପାଇଁ ନିଷ୍ପତ୍ତି 

୧୦-ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ୍ ରାଙ୍କିଙ୍ଗ୍ ଫ୍ରେମୱାର୍କ ତାଲିକା ପ୍ରକାଶ, ୧୭ ନମ୍ବର ସ୍ଥାନରେ କିଟ୍।

୧୧-ବେଲରପା: ଜାଗୁଳାଇ ବିଦ୍ୟା ନିକେତନ ବେଲରପାରେ ଗୁରୁ ଦିବସ ପାଳିତ, ପୁରାତନ ଛାତ୍ରଙ୍କ ସହଯୋଗରେ ପ୍ରତିଷ୍ଠା ହେବ ସାଇନସ୍ ଲାବୋରାଟୋରି।

୧୨-ନିମୋନିଆରେ ପୀଡ଼ିତ ଅଛନ୍ତି ଅଭିଜିତ ଜୁମଦାର: ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଛି।

୧୩-ବାସୁଦେବପୁର:ଗୁରୁଦିବସ ପୂଜା ଚାଲିଥିବା ବେଳେ ସ୍କୁଲ ଛାତରୁ ଖସିଲା ପ୍ଲାଷ୍ଟର, ୩ ଛାତ୍ରୀ ଗୁରୁତର।

୧୪-ଲଗାଣ ବର୍ଷାରେ ଫୁଲୁଛି ଜଳକା, ବୈତରଣୀ ଓ ବୁଢ଼ାବଳଙ୍ଗ: ଚାଷ ଜମିରେ ବନ୍ୟା ପାଣି, ଚିନ୍ତାରେ ଚାଷୀ।

୧୫-ପୁରୀ ପୋଲିସର ସ୍ପେଶାଲ ଡ୍ରାଇଭ୍; ବିଭିନ୍ନ ସ୍ଥାନରେ ଚଢାଉ କରି ୭ ଦୁର୍ଦ୍ଦାନ୍ତ ଅପରାଧୀ ସହ ଜଣେ ନାବାଳକୁ ବାନ୍ଧିଲା ପୋଲିସ।

୧୬-ଏଣିକି ସରକାରୀ ଅଫିସରେ BSNL ନେଟୱର୍କ ବ୍ୟବହାର ବାଧ୍ୟତାମୂଳକ: ରାଜ୍ୟ ସରକାର 

୧୭-ଗୁରୁ ଦିବସରେ ୪୫ଜଣଙ୍କୁ ଜାତୀୟ ଶିକ୍ଷକ ସମ୍ମାନ, ଓଡ଼ିଶାର ୨ ଗୁରୁଙ୍କୁ ସମ୍ମାନୀତ କଲେ ରାଷ୍ଟ୍ରପତି।

୧୮-ଆସନ୍ତାକାଲି ଚନ୍ଦ୍ର ଗ୍ରହଣ, ଶ୍ରୀମନ୍ଦିରରେ ଶୃଙ୍ଖଳିତ ନୀତିକାନ୍ତି ପାଇଁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ସ୍ଥିର

୧୯-ରାଜ୍ୟରେ ପୁଣି ଚାଲୁ ହେବ ବନ୍ଦ ପଡ଼ିଥିବା ଚିନି କଳ, ହସିବେ ଆଖୁ ଚାଷୀ।

୨୦-ଆସନ୍ତାକାଲି ଦେଖା ଯିବ ଲାଲ ଜହ୍ନ।୮୨ ମିନିଟ୍ ପର୍ଯ୍ୟନ୍ତ ରହିବ,ଶନି ଗ୍ରହ ମଧ୍ୟ ପୂର୍ଣ୍ଣ ଦୃଶ୍ୟମାନ ହେବ।

୨୧-ମୁମ୍ବାଇ ଉଡ଼ାଇବାକୁ ଧମକ,ହାଇ ଆଲର୍ଟରେ ମହାନଗର।

୨୨-ଭାରତ ମାସେ କି ଦୁଇ ମାସ ଭିତରେ ଆମକୁ ସରି କହିବାକୁ ବାଧ୍ୟ ହେବ,ଆମେରିକା ଶୁଳ୍କ ଆଗରେ ଭାରତ ହାର ନିଶ୍ଚୟ ମାନିବ। : ଆମେରିକା ବାଣିଜ୍ୟ ମନ୍ତ୍ରୀ


Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)