ଖବର ଆଜିର ତାରିଖ:୧୫/୦୮/୨୫, ଶୁକ୍ରବାର


୧-ଆଜି ୭୯ତମ ସ୍ୱାଧୀନତା ଦିବସ; ଲାଲକିଲ୍ଲାରେ ତ୍ରିରଙ୍ଗା ଉତ୍ତୋଳନ ସହ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ।

୨-ସ୍ବାଧୀନତା ଦିବସ ଉପଲକ୍ଷେ ରାଷ୍ଟ୍ରପତିଙ୍କ ଅଭିଭାଷଣ: 'ଅପରେସନ ସିନ୍ଦୂର ଆତଙ୍କବାଦକୁ ଶକ୍ତ ପ୍ରହାର।'

୩-କଟକ:ଅଗଷ୍ଟ ୧୬ରେ ପ୍ରକାଶ ପାଇବ ମାଟ୍ରିକ ସପ୍ଲିମେଣ୍ଟାରୀ ଏବଂ ଓପନ ସ୍କୁଲ ଦ୍ୱିତୀୟର ପରୀକ୍ଷା ଫଳ।

୪-ଭୁବନେଶ୍ୱର:ନୂଆ ଢାଞ୍ଚାରେ ମେଟ୍ରୋ ପାଇଁ ଗଠନ ହେବ ବୈଷୟିକ କମିଟି, ସୂଚନା ଦେଲେ ନଗର ଉନ୍ନୟନ ମନ୍ତ୍ରୀ।

୫-ସୁଭଦ୍ରା ଯୋଜନା: ୧୫ ପରେ ଗାଁକୁ ଗାଁ ଯାଇଁ ସର୍ବେକ୍ଷଣ କରିବେ ଅଙ୍ଗନବାଡି କର୍ମୀ।

୬-ଭୁବନେଶ୍ୱର: ଅଗଷ୍ଟ ୧୮ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣୀ ବନ୍ଦ ରହିବ।

୭-ଭୁବନେଶ୍ୱର:୪ ଜଣଙ୍କୁ ବାନ୍ଧିଲା ଭିଜିଲାନ୍ସ, କିରାଣୀଙ୍କ ପାଖରୁ ମିଳିଥିଲା ୬ ଲକ୍ଷ ୬୯ ହଜାର ଟଙ୍କା।

୮-ଅମୂଲ୍ୟ ପ୍ରଧାନ ହେଲେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ନୂଆ ଉପସଭାପତି।

୯-ଘୁଞ୍ଚିଲା ସ୍ବତନ୍ତ୍ର ଓଟିଇଟି ପରୀକ୍ଷା, ସାନି ପରୀକ୍ଷା ନେଇ ଖୁବ୍ ଶୀଘ୍ର ପ୍ରକାଶ ପାଇବ ବିଜ୍ଞପ୍ତି।

୧୦-କଟକ:ଚତୁର୍ଥ ଦିନରେ ଓଡିଶା ରାଜସ୍ବ ଅମଲା ସଂଘର ଆନ୍ଦୋଳନ, ସରକାରଙ୍କ ଚେତାବନୀକୁ ବେଖାତିର।

୧୧-ଛତିଶଗଡ଼ ରେତେଗାଓଁରେ ଏନକାଉଣ୍ଟର; ପୋଲିସ ଗୁଳିରେ ଟଳିଲେ ଦୁଇ ହାର୍ଡକୋର୍ ମାଓବାଦୀ।

୧୨-ଭିସୁଟରେ ୨୦୨୫-୨୦୨୬ ବର୍ଷ ପାଇଁ ଆଡମିଶନ ନେଇଥିବା ସମସ୍ତ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ୟୁନିଫର୍ମ ଲାଗୁ।

୧୩-ସ୍ବାଧୀନତା ଦିବସ ଅବସରରେ ୧୦୯୦ ଜଣଙ୍କୁ ମିଳିବ ପଦକ, ଓଡ଼ିଶାର ୨ ଜଣଙ୍କୁ ରାଷ୍ଟ୍ରପତି ପଦକ

୧୪-ବାଲିପାଟଣାରେ ନୃଶଂସ ହତ୍ୟାକାଣ୍ଡ, ମାଆକୁ କଟୁରୀରେ ହାଣି ହତ୍ୟା କଲା ପୁଅ

୧୫-ଆସନ୍ତା ୩ ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା।

୧୬-ଟିଟିଲାଗଡ ଟିକ୍ରାପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟ:୨ୟ ଶ୍ରେଣୀ ଛାତ୍ରଙ୍କୁ ନିସ୍ତୁକ ମାଡ଼ ମାରିବା ପଡ଼ିଲା ମହଙ୍ଗା, ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷୟତ୍ରୀ।

୧୭-ଇନଷ୍ଟା ସୁନ୍ଦରୀଙ୍କ କଳାକାରନାମା; ମନି ଲଣ୍ଡରିଂ ମାମଲାରେ ବନ୍ଧା ହେଲେ ସନ୍ଦୀପା ଭିର୍କ।

୧୮-ନୂଆ ଦିଲ୍ଲୀ:ଗିଲ୍,ପନ୍ତ, ଯଶସ୍ୱୀଙ୍କ ଏସିଆ କପ୍ ଖେଳିବା ସମ୍ଭାବନା କମ୍।

୧୯-AIIMS ରୁ ମୁହଁ ଫେରାଉଛନ୍ତି ଡାକ୍ତର; ୨ ବର୍ଷରେ ଛାଡ଼ିଲେଣି ୪୨୯ ଡାକ୍ତର, ଚିନ୍ତାରେ ଦେଶର ସ୍ବାସ୍ଥ୍ୟସେବା।

୨୦-ଜମ୍ମୁ ଓ କଶ୍ମୀରରେ ବାଦଲ ଫଟା ବର୍ଷା,୪୬ ମୃତ ,୨୦୦ରୁ ଅଧିକ ନିଖୋଜ। ଉଦ୍ଧାର କାର୍ଯ୍ୟରେ ସେନା ନିୟୋଜିତ।

୨୧-ଭାରତ କହିଛି ଯେ ଯଦି ପାକିସ୍ତାନ କୌଣସି ଭୁଲ କାର୍ଯ୍ୟ କରେ, ତେବେ ତାକୁ କଷ୍ଟଦାୟକ ପରିଣାମ ଭୋଗିବାକୁ ପଡ଼ିବ।

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024