ଖବର ଆଜିର ତାରିଖ:୨୫/୦୮/୨୫, ସୋମବାର



୧-ଭୁବନେଶ୍ୱର:ଜବତ ଗାଡ଼ି ପଡ଼ି ରହିବା ଯୋଗୁ ସହରର ସୌନ୍ଦର୍ଯ୍ୟ ନଷ୍ଟ ହେଉଛି।ସବୁ ଥାନାରୁ ଜବତ, ଅବ୍ୟହୃତ ଓ ଅଚଳ ଗାଡ଼ି ହଟିବ:ମେୟର

୨-ଭୁବନେଶ୍ବର :ଲଘୁଚାପ କ୍ଷେତ୍ର ପ୍ରଭାବରେ ୨୫ରୁ ୨୮ ତାରିଖ ପର୍ଯ୍ୟନ୍ତ ଅତି ପ୍ରବଳ ବର୍ଷା ସମ୍ଭାବନା 

୩-ଘରେ ବସି ଟଙ୍କା ରୋଜଗାର ଲୋଭ: ମନି ଗେମିଂ ଆପ ବନ୍ଦ ପରେ ନହରଣା ଅଞ୍ଚଳରେ ବୁଡ଼ିଗଲା ଲକ୍ଷ ଲକ୍ଷ ଟଙ୍କା।

୪-ଭୁବନେଶ୍ୱର:କେନ୍ଦ୍ରୀୟ ହାରରେ ଦରମା ଦାବି, ଆନ୍ଦୋଳନ ଚେତାବନୀ ଦେଲା ପ୍ରାଥମିକ ଶିକ୍ଷକ ସଂଘ।

୫-ଚାନ୍ଦିପୁର:ଆଇଏଡିଡବ୍ଲ୍ୟୁଏସର ସଫଳ ପରୀକ୍ଷଣ କଲା ଡିଆରଡିଓ।

୬-ସୁନ୍ଦରଗଡ଼: ଚାଷୀ କଷଣର ବିକଳ ଚିତ୍ର,ରାତି ୩ରୁ ଲମ୍ବା ଧାଡ଼ି,ମିଳୁନି ସାର।

୭-ଭୁବନେଶ୍ୱର:ବଢ଼ିଲା ନୂଆ ଆଞ୍ଚଳିକ ଦଳ ଗଠନ ଚର୍ଚ୍ଚା, ଦିଲ୍ଲୀରେ ପ୍ରଭାତ,ଅମରଙ୍କ ଆଲୋଚନା।

୮-ଭୁବନେଶ୍ୱର:ଏକାଠି ହେଲେ ଯାତ୍ରା କମିଟି ନଗ୍ନତାକୁ ନା,ଟିକଟ ଦର ହ୍ରାସ ଆଲୋଚନା।

୯-ଖଣ୍ଡଗିରି: ଯୁବତୀଙ୍କ ଫଟୋ ଓ ଭିଡିଓ ପ୍ରଘଟ ଅଭିଯୋଗ, ଅଭିଯୁକ୍ତ ଅଜୟ ବେହେରା ଗିରଫ।

୧୦-ଦ୍ୱାଦଶ କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ୍ ଛାୟା ଜାତିସଂଘ ଉଦ୍‌ଯାପିତ, ମୁଖ୍ୟ ଅତିଥି ଭାବେ ଯୋଗଦେଲେ ରାଜ୍ୟପାଳ।

୧୧-ଟାଙ୍ଗୀ:ବୋମାମାଡ ସାଙ୍ଗକୁ ଗନ୍ ପଏଣ୍ଟରେ ଲୁଟ୍, ସାଇ ସୋନୁ ଅଳଙ୍କାର ଦୋକାନରେ କଳାକନା ବୁଲାଇଲେ ଲୁଟେରା।

୧୨-ଖୋଲିଲା ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ୍ , ୧୨ଟି ଗେଟ ଦେଇ ହେଉଛି ବନ୍ୟା ଜଳ ନିଷ୍କାସନ।

୧୩-ପୁଣି ଉବୁଟୁବୁ ଉତ୍ତର ଓଡ଼ିଶା, ବିପଦ ସଂକେତ ଉପରେ ସୁବର୍ଣ୍ଣରେଖା ଓ ବୈତରଣୀ।

୧୪-ବିହାର ରାସ୍ତାରେ ବୁଲେଟ୍ ଦୌଡାଇଲେ ରାହୁଲ ଗାନ୍ଧି, କର୍ମୀଙ୍କ ଉତ୍ସାହ କାହିଁରେ କଣ।

୧୫-ରିଲାଏନ୍ସ କମ୍ୟୁନିକେସନ ଓ ଅନିଲ୍ ଅମ୍ବାନୀଙ୍କୁ ଠକ ଘୋଷଣା କଲା ବ୍ୟାଙ୍କ ଅଫ ଇଣ୍ଡିଆ।

୧୬-କେନ୍ଦ୍ରର ବଡ଼ ସ୍ପଷ୍ଟୀକରଣ ବ୍ୟାଙ୍କରୁ ୠଣ ପାଇବା ପାଇଁ ବାଧ୍ୟତାମୂଳକ ନୁହେଁ ସିବିଲ ସ୍କୋର।

୧୭-ଟ୍ରମ୍ପଙ୍କ ଟାରିଫ କାରଣରୁ ଭାରତୀୟ ଚିଙ୍ଗୁଡ଼ି ଚାଷୀ ବରବାଦ, ବ୍ୟବସାୟ ବଦଳାଇବା ପାଇଁ ହେଲେଣି ବାଧ୍ୟ।

୧୮-ଦକ୍ଷିଣ ଆଫ୍ରିକାକୁ ଅଷ୍ଟ୍ରେଲିଆର ନିର୍ଧୁମ ପ୍ରହାର, ତୃତୀୟ ଦିନିକିଆରେ କଲା ୪୩୧ ରନ; ଇତିହାସରେ ପ୍ରଥମ ଥର ହେଲା ଏମିତି।

୧୯-ସ୍କ୍ରିନ୍ ଆୱାର୍ଡସ୍‌ ୨୦୨୫: ପ୍ରଥମ ଥର ୟୁଟ୍ୟୁବରେ ଷ୍ଟ୍ରିମିଂ କରାଯିବ ଯାହା ଫଳରେ ତାହା ବିଶ୍ୱବ୍ୟାପୀ ହୋଇପାରିବ।

୨୦-'ଟ୍ରମ୍ପଙ୍କ କଥାକୁ ଗମ୍ଭୀରତାର ସହ ନେଉ ଭାରତ’: ରୁଷ ସହ ସମ୍ପର୍କକୁ ନେଇ ଆମେରିକାର ପୂର୍ବତନ ରାଷ୍ଟ୍ରଦୂତଙ୍କ ଚେତାବନୀ।

୨୧-ଏସିଆ କପ୍-୨୦୨୫: ଆଫଗାନିସ୍ତାନ ଦଳ ଘୋଷିତ, ରସିଦ ଖାନଙ୍କୁ ଅଧିନାୟକ ଦାୟିତ୍ବ।

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024