ଖବର ଆଜିର ତାରିଖ:୨୯/୦୮/୨୫, ଶୁକ୍ରବାର


୧-ଭୁବନେଶ୍ୱର:ପଦାରେ ପଡ଼ିଲାଣି ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର,ଘରୋଇ କୋଚିଂ ଭରସାରେ ଛାତ୍ରଛାତ୍ରୀ, ଅଧା ଓଡ଼ିଶାର ପିଲାମାନେ ଏବେ ଟ୍ୟୁସନ ମୁହାଁ।

୨-UDISE ରିପୋର୍ଟ: ଓଡ଼ିଶାରେ ବଢୁଛି ଡ୍ରପ୍ ଆଉଟ୍,୧୧ ଶହ ସ୍କୁଲ ଚାଲିଛି ଜଣେ ଶିକ୍ଷକରେ।

୩-ଭୁବନେଶ୍ୱର:ଆଜିଠୁ ଲୋକସେବା ଭବନ କନଭେନସନରେ ଅନୁଷ୍ଠିତ ହେବ ଦୁଇ ଦିନିଆ ଅନୁସୂଚିତ ଜାତି ଓ ଜନଜାତି ସମ୍ମିଳନୀ, ଉଦଘାଟନ କରିବେ ଓମ୍ ବିର୍ଲା।

୪-ନୂଆଁଖାଇ ଓ ଭେଟଘାଟରେ ଦୁଲୁକୁଛି ପଶ୍ଚିମ ଓଡ଼ିଶା, ଇଷ୍ଟଦେବୀଙ୍କୁ ନବାନ୍ନ ଲାଗି ପରେ ନୂଆଁ ଖାଇଲେ ଲୋକେ।

୫-ଜାରି ରହିଛି ଲଘୁଚାପ ପ୍ରଭାବ, ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ : ସେପ୍ଟେମ୍ବର ପହିଲାରୁ ପୁଣି ଭିଜିବ ଓଡ଼ିଶା।

୬-ସେପ୍ଟେମ୍ବର ଦ୍ଵିତୀୟ ସପ୍ତାହରୁ ଆରମ୍ଭ ହୋଇ ୧୦ ଦିନ ମଧ୍ୟରେ ଶେଷ ହେବ କୁକୁର ଗଣନା:BMC

୭-ମୋବାଇଲ ବ୍ୟବହାର ନେଇ ଜାପାନରେ ନୂଆ ନିୟମ : ଦୈନିକ ଦୁଇଘଣ୍ଟା ମୋବାଇଲଠୁ ବିରତ ରହିବାକୁ ନିୟମ।

୮-୩୧ଟି ସହରକୁ ନେଇ ଇଣ୍ଡେକ୍ସ ଅନ ୱିମେନ ସିକ୍ୟୁରିଟି ସର୍ଭେ, ଦେଶର ଅନ୍ୟତମ ସୁରକ୍ଷିତ ସହର ମଧ୍ୟରେ ସ୍ଥାନ ପାଇଲା ଭୁବନେଶ୍ୱର।

୧୦-ତୃଣମୂଳ ସ୍ତରରୁ ବିଜେଡିକୁ ସଫା କରିଦେବ କି ବିଜେପି ? ୧୪ ମାସରେ ବିଜେପିର ୩୦ ବ୍ଲକ୍ ଦଖଲ।

୧୧-ଭୁବନେଶ୍ୱର,ପାଣ୍ଡରା:ପେଟ୍ରୋଲ ଢ଼ାଳି ନିଜକୁ ଜାଳି ଦେଲେ ଆଇନଜୀବୀ, ସମ୍ପୂର୍ଣ୍ଣ ପୋଡ଼ିଯାଇଥିବା ସୂଚନା।ମୃତକଙ୍କ ନାଁ ଦୀପକ ସାହୁ ।

୧୨-ଛତ୍ରପୁର:ସମୁଦ୍ରରେ ଓଲଟିଲା ବୋଟ୍, ଅଳ୍ପକେ ବର୍ତ୍ତିଲେ ୬ ମତ୍ସ୍ୟଜୀବୀ, ଜଣେ ନିଖୋଜ।

୧୩-ଏମ୍‌ସ ଭୁବନେଶ୍ୱରରେ କାର୍ଯ୍ୟକାରୀ ହେଲା ଅତ୍ୟାଧୁନିକ ନ୍ୟୁରୋମଡ୍ୟୁଲେସନ୍ ସେବା କେନ୍ଦ୍ର।

୧୪-ମାଲକାନଗିରି:୩୦ ମାଓବାଦୀଙ୍କ ଆତ୍ମସମର୍ପଣ, ଘୋଷଣା ହୋଇଥିଲା ୮୧ ଲକ୍ଷ ଟଙ୍କା ପୁରସ୍କାର।

୧୫-ଭୁବନେଶ୍ୱର:ଦିନରେ ଚୋରୀ କିପରି ରୋକାଯିବ ୟୁଟ୍ୟୁବରେ ମନୋଜ ସିଂ ଦେଉଥିଲେ ପ୍ରବଚନ; ରାତିରେ ନିଜେ ଚୋରୀ କରି ହେଲେ ଗିରଫ।

୧୬-ନୂଆଁଖାଇରେ ବଲାଙ୍ଗିରରେ ଦୁର୍ଘଟଣା : ଦୁଇ କାର୍ ମୁହାଁମୁହିଁ ଧକ୍କା, ୭ ଗୁରୁତର।

୧୭-୩ଟି ସନ୍ତାନ ଜନ୍ମ କରିବା ଦରକାର, ଏହା ଦେଶ ପାଇଁ ଭଲ: ମୋହନ ଭାଗବତ।

୧୮-ବିହାରରେ ଆଜିଠୁ ବାଜିବ ଏସିଆ କପ୍ ହକି ବିଗୁଲ: ଆଠଟି ଦଳକୁ ନେଇ ଏସିଆ ଟାଇଟଲ୍ ଲଢ଼େଇ, ଆସିଲାନି ପାକିସ୍ତାନ ଟିମ୍।

୧୯-ମାଗଣାରେ ମିଳିବ ନିଟ୍‌ ଓ ଜେଇଇ ପାଇଁ କୋଚିଂ, ଛତିଶଗଡ଼ ସରକାର ନେଲେ ବଡ ପଦକ୍ଷେପ।

୨୦-ପଟ୍ଟାମୁଣ୍ଡାଇ:ଭୁଲ୍ ଇଞ୍ଜେକସନ୍ ଯୋଗୁଁ ଶିଶୁର ବାମ ଗୋଡ଼ ଅଚଳ ଅଭିଯୋଗ, ହସ୍ପିଟାଲ ଆଗରେ ବିକ୍ଷୋଭ।

୨୧-ୟୁକ୍ରେନ ଉପରେ ୬୨୯ଟି ମିସାଇଲ୍-ଡ୍ରୋନ୍ ମାଡ଼ କଲା ରୁଷ, ୧୪ ମୃତ, ୪୮ ଗୁରୁତର।

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024