ଖବର ଆଜିର ତାରିଖ:୨୧/୦୬/୨୫, ଶନିବାର


୧-'ସୁସ୍ଥ ରହିବାକୁ ଯୋଗ ଜରୁରୀ':ଆଜି ଅନ୍ତର୍ଜାତୀୟ ଯୋଗ ଦିବସ।

୨-ବିଜେପି ସରକାରର ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ : ୨୦୩୬ ସୁଦ୍ଧା ଓଡ଼ିଶାର ଅର୍ଥନୀତି ୫ଶହ ବିଲିଅନ ଡଲାର ଲକ୍ଷ୍ୟ ରହିଛି : ମୁଖ୍ୟମନ୍ତ୍ରୀ

୩-ଓଡ଼ିଶାରେ ବିଜେପି ଡବଲ ଇଂଜିନ ସରକାରର ଲାଭ ମିଳୁଛି, ଲୋକମାନଙ୍କୁ ସୁଶାସନ ଦେଇ ବିଶ୍ବାସ ଜିତି ପାରିଛି:ପ୍ରଧାନମନ୍ତ୍ରୀ

୪-ବିହାରକୁ ପଛରେ ପକାଇଲା, ସମୁଦାୟ ଛତୁ ଉତ୍ପାଦନରେ ଓଡ଼ିଶା ଭାରତରେ ପ୍ରଥମ।

୫-ବ୍ରହ୍ମପୁର: ନାଲକୋରେ ଚାକିରି ନାଁରେ ୫ ଲକ୍ଷ ଠକେଇ, ମଧ୍ୟସ୍ଥ ଗିରଫ।

୬-ଭୁବନେଶ୍ୱର:ଆସନ୍ତା ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣୀ ବନ୍ଦ ରହିବ।

୭-ଭୁବନେଶ୍ୱର:ମୋଦୀଙ୍କ ଭବ୍ୟ ରୋଡ୍ ଶୋ, ପଡ଼ିଲା ହୁଳହୁଳି ବାଜିଲା ବାଜା, କମ୍ପିଲା ରାଜରାସ୍ତା।

୮-ଚିକିତ୍ସା ପାଇଁ ମୁମ୍ବାଇ ଗଲେ ନବୀନ,ଆଶୁ ଆରୋଗ୍ୟ କାମନା କରି ଏୟାରପୋର୍ଟ ଯାଏଁ ବିଦାୟ ଦେବାକୁ ଗଲେ ନେତା ଓ କର୍ମୀ।

୯-ବାଙ୍ଗିରିପୋଷି:ଫୁଲୁଛି ସୁବର୍ଣ୍ଣରେଖା,ଜଳ ବନ୍ଦୀ ଭିତରେ ଓଡ଼ିଶା ଓ ଝାଡ଼ଖଣ୍ଡ ସିମାବର୍ତ୍ତୀ ଅଞ୍ଚଳ ସାରସକଣା ବ୍ଲକର ନେଦା ଗାଁ ରହିଛି।

୧୦-ବୈ।ଦ୍ଧକୁ ଗଡିଲା ପ୍ରଥମ ରେଳ ଗାଡ଼ି, ଉଦଘାଟନ କଲେ ପ୍ରଧାନମନ୍ତ୍ରୀ।

୧୧-ଗିରଫ ହେବେ କି ବିଷ୍ଣୁପଦ ସେଠୀ; ବଢିଲା ଅଡ଼ୁଆ, ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ।

୧୨-ବାଲିଆପାଳ ଥାନା ମଳଂବାଲିକୁଟୀ ଗାଁ:ପୁଅ-ବୋହୂଙ୍କ ନିର୍ଯାତନା ନେଇ ଦୋକାନ କାନ୍ଥରେ ପୋଷ୍ଟର ମାରିଲେ ବୃଦ୍ଧ ବାପା, କଲେ ଆତ୍ମହତ୍ଯା ଉଦ୍ଯମ।

୧୩-କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଦେଓବନ୍ଧ ପ୍ରାଥମିକ ବିଦ୍ୟାଳୟ :ସ୍କୁଲ ଖୋଲିବାର ପ୍ରଥମ ଦିନରେ ଅଘଟଣ, ଛାତ ପ୍ଲାଷ୍ଟର ଖସି ଛାତ୍ର ଗୁରୁତର

୧୪-ଜଳ ନମୁନାରୁ ଚିହ୍ନଟ ହେଲା କଲେରା, ବଡ଼ଚଣା ବ୍ଲକ୍‌ରେ ୬ ହୋଟେଲ ସିଲ୍ କଲା ପ୍ରଶାସନ

୧୫-କଳାହାଣ୍ଡି:ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଧୀମାନ ଚକମା।

୧୬-୯ ଦିନରେ ଏୟାର ଇଣ୍ଡିଆର ୮୪ ବିମାନ ବାତିଲ: ବୈଷୟିକ ତ୍ରୁଟି ଓ ଅନ୍ୟ କାରଣ ପାଇଁ ସମସ୍ୟାରେ ଏୟାର ଲାଇନ୍ସ।

୧୭-ପୁରୁଲିଆ-ଜାମସେଦପୁର ଜାତୀୟ ରାଜପଥରେ ଟ୍ରଲର-ବୋଲେରୋ ଦୁର୍ଘଟଣାରେ ୯ ଜଣଙ୍କ ମୃତ୍ୟୁ।

୧୮-ତେନ୍ଦୁଲକର -ଆଣ୍ଡରସନ ଟ୍ରଫି ପ୍ରଥମ ଟେଷ୍ଟ:ଜୟସ ଓ୍ବାଲ,ଗିଲ୍ ଙ୍କ ଶତକ; ଭାରତ ୩/୩୫୯।

୧୯-ଜୁନିୟର ହକି ବିଶ୍ବକପ୍: ପାକିସ୍ତାନ ଦଳର ଭାରତ ଗସ୍ତ ଉପରେ ନଜର।

୨୦-ଭାରତୀୟଙ୍କ ପାଇଁ ଖୋଲିଲା ଇରାନ ଆକାଶମାର୍ଗ, ସ୍ୱଦେଶ ଫେରିବେ ପ୍ରାୟ ୧୦୦୦ ଛାତ୍ର।

୨୧-କାର୍ଗୋ ବିମାନରେ ଇରାନକୁ ଯୁଦ୍ଧାସ୍ତ୍ର ପଠାଇଛି ଚୀନ । ଏହା ଯୋଗୁଁ ଯୁଦ୍ଧ ତୀବ୍ର ରୂପ ନେଇପାରେ । ଯୁଦ୍ଧାସ୍ତ୍ରରେ ରହିଛି ଶକ୍ତିଶାଳୀ ଏୟାର ଡିଫେନ୍ସ ସିଷ୍ଟମ୍‌


For more updates Join our WhatsApp Channel

Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)