ଖବର ଆଜିର ତାରିଖ:୨୪/୦୬/୨୫, ମଙ୍ଗଳବାର



୧-ଆମେରିକାକୁ ଇରାନର ଜବାବ:କାତାର ସ୍ଥିତ ମାର୍କିନ ସେନା ଘାଟିରେ କ୍ଷେପଣାସ୍ତ୍ର ମାଡ଼।

୨-ଯୁଦ୍ଧ ବଢାଇଲା ଚିନ୍ତା:ତେଲ ଯୋଗାଣ ରାସ୍ତା ବନ୍ଦ କରି ଦେଇ ପାରେ ଇରାନ,୧୨୦ଟଙ୍କା ଛୁଇଁ ପାରେ ପେଟ୍ରୋଲ।

୩-ଭୁବନେଶ୍ୱର:ପିଜି ଦ୍ବିତୀୟ ମେଧା ତାଲିକା ପ୍ରକାଶିତ,୭୫୨୯ ଯୋଗ୍ୟ ବିବେଚିତ,ଜୁଲାଇ ୧୦ରୁ ହେବ ପାଠପଢ଼ା।

୪-୨୦୧୭ରୁ ବନ୍ଦ ରହିଛି ଛାତ୍ର ନିର୍ବାଚନ,ଏବେ କ୍ୟାମ୍ପସ ଦଖଲ ପାଇଁ ଚାଲିଛି ରଣନୀତି।

୫-ରାଜ୍ୟରେ ଆସନ୍ତା ସପ୍ତାହେ ଯାଏଁ ବର୍ଷା ସମ୍ଭାବନା।କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ।

୬-ଯୋରନ୍ଦା: ବଜ୍ରାଘାତରେ ଗାଦି ମନ୍ଦିର ଦଧିନଉତି ଭାଙ୍ଗିଲା,୧୦ ବର୍ଷ ମଧ୍ୟରେ ତୃତୀୟ ବଜ୍ରାଘାତ।

୭-ଗଞ୍ଜାମ:ଆସ୍କାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୫୫୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ କଲେ।

୮-କେନ୍ଦ୍ରୀୟ କଲ୍ୟାଣକାରୀ ଯୋଜନା ବିଷୟରେ ଅଜ୍ଞ ରାଜ୍ୟର ୯୫% ଲୋକ: ରାଜ୍ୟପାଳ

୯-ପାଟଣା:ଟଙ୍କା ବୋଝେଇ ଭ୍ୟାନ୍ ସହ କାର ମୁହାଁମୁହିଁ ଧକ୍କା, ମହିଳା ମୃତ।

୧୦-କିଟ୍ ବିଶ୍ବବିଦ୍ୟାଳୟ କମ୍ପୁଟର ଇଞ୍ଜିନିୟରିଂର ତୃତୀୟ ବର୍ଷ ବି.ଟେକ୍ ଛାତ୍ରୀ ଆୟୁଷୀ ବନିଛନ୍ତି ମିସ୍ ଓଡ଼ିଶା ଇଣ୍ଡିଆ ୨୦୨୫ ।

୧୧-ଉଦ୍ଧାର ହେବ ଆସିକା ଚିନିକଳ, ଖୋଲିବ ଚାଷୀଙ୍କ ଭାଗ୍ୟ : ଚିନିକଳକୁ କାର୍ଯ୍ୟକ୍ଷମ ପାଇଁ ଅଣ୍ଟା ଭିଡ଼ିଲେ ସରକାର।

୧୨-୨୫ରେ ବିଜେଡିର ଅଲ୍ ଓଡ଼ିଶା ଷ୍ଟୁଡେଣ୍ଟ୍ ଷ୍ଟ୍ରାଇକ : ଦେବୀ ରଞ୍ଜନ ତ୍ରିପାଠୀ।

୧୩-ବିଷମକଟକ:ଭିଜିଲାନ୍ସ ଜାଲରେ ସିଡିପିଓ ଏବଂ କିରାଣୀ, ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ।

୧୪-ଭଦ୍ରକ:ପୋଲିସ ଦ୍ୱାରା ୧୫ ଗ୍ରାମ ବ୍ରାଉନସୁଗାର ଜବତ , ଦୁଇ ମହିଳାଙ୍କ ସହ ୩ ଗିରଫ।

୧୫-ମୋହନ ସରକାରଙ୍କ ନୂଆ ନିର୍ଦ୍ଦେଶନାମା; ରି-ଫଣ୍ଡ୍‌ ହେବ ଚାକିରି ପ୍ରବେଶିକା ପରୀକ୍ଷା ଫି’।

୧୬-ସୁସ୍ଥ ଅଛନ୍ତି ନବୀନ, ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ନବୀନଙ୍କ ବଡଭାଇ ପ୍ରେମ ପଟ୍ଟନାୟକ।

୧୭-ଲୋନ ପାଇଁ ଆଉ ବ୍ୟାଙ୍କ ଦଉଡିବା ଦରକାର ନାହିଁ, ଲୋକଙ୍କ ସମସ୍ୟା ସହଜ କଲେ Google Pay ଓ Phone Pe।

୧୮-ହେଡିଂଲି ଟେଷ୍ଟ: ରାହୁଲ, ପନ୍ଥଙ୍କ ଶତକ, ଇଂଲଣ୍ଡର ବିଜୟ ଲକ୍ଷ ୩୭୧।

୧୯-ପୁଣି ପାକିସ୍ତାନର ଫମ୍ପା ଧମକ, ସିନ୍ଧୁ ପାଇଁ ଯୁଦ୍ଧ କରିବୁ କହିଲେ ପୂର୍ବତନ ମନ୍ତ୍ରୀ ବିଲାବଲ ଭୁଟୋ।

୨୦-ଆମେରିକା ପରେ ଯୁଦ୍ଧରେ ରୁଷ ପଶିବା ନେଇ ବଢ଼ିଲା ଆଶଙ୍କା ; ରାଷ୍ଟ୍ରପତି ପୁଟିନଙ୍କୁ ଭେଟିଲେ ଇରାନ ବିଦେଶ ମନ୍ତ୍ରୀ।


Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)