ଖବର ଆଜିର ତାରିଖ:୨୯/୦୬/୨୫, ରବିବାର



୧-ରଥଯାତ୍ରା ପାଇଁ ଉତ୍ସବମୁଖର ଶ୍ରୀକ୍ଷେତ୍ର, ଶରଧାବାଲିରେ ପହଞ୍ଚିଲା ୩ ରଥ,ଆଜି ଆଡ଼ପ ମଣ୍ଡପ ବିଜେ।

୨-ଭୁବନେଶ୍ୱର:ଆସୁଛି ଆଉ ଦୁଇ ଲଘୁଚାପ, ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା।

୩-ପୁରୀରେ ଗୌତମ ଆଦାନୀ, ରଥଯାତ୍ରାରେ ସାମିଲ ହେଲେ, ଶ୍ରଦ୍ଧାଳୁଙ୍କୁ ଖାଦ୍ୟ ବାଣ୍ଟିଲେ।

୪-ଚିଲିକାରେ ରଥଯାତ୍ରା, "କାଙ୍କଣ ଶିଖରୀ" ଧାମରେ ଜଳରାଶି ପାଲଟିଲା ବଡ଼ଦାଣ୍ଡ।

୫-ଶ୍ରୀଗୁଣ୍ଡିଚା ମନ୍ଦିରରେ ରଥଯାତ୍ରା ଦିନ (୨୭ ତାରିଖ) ରଥ ଠିକ୍ ସମୟରେ ନ ପହଞ୍ଚିବା କାରଣ: ଭକ୍ତଙ୍କ ଭିଡ଼ ଓ ଭଗବାନଙ୍କ ଲୀଳା।

୬-ଭୁବନେଶ୍ୱର:ଭୟଙ୍କର ବିଭ୍ରାଟ, ମହାପ୍ରଭୁ କ୍ଷମା କରନ୍ତୁ: ନବୀନ । ସରକାର ମନ ଇଛା ପାସ୍ ବାଣ୍ଟିଲେ-ବିଜୟ।

୭-ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ,ଧୋଇଗଲା ଜାମୁଘାଟ ପୋଲ, ଉଦଳା – ବାଲେଶ୍ୱର ଯୋଗାଯୋଗ ବିଛିନ୍ନ।

୮-ରାଜଧାନୀରେ ୧୦୦ ମୁହାଁ ଡେଙ୍ଗୁ ରୋଗୀ ସଂଖ୍ୟା, ଜୁନରେ ସର୍ବାଧିକ।

୯-ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ବ୍ଲକର ସହକାରୀ ଯନ୍ତ୍ରୀ ସୁଶୀଲ କୁମାର ପଣ୍ଡା । ଏକକାଳୀନ ୭ ଟି ସ୍ଥାନରେ ଚାଲିଛି ଚଢ଼ାଉ।

୧୦-ଅଧା ରହିଲା ଜଗା ଦର୍ଶନ,ପିପିଲି ତରାକାଜ ନିକଟରେ ଶନିବାର ଅପରାହ୍ନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣ ଯୁବତୀଙ୍କ ମୃତ୍ୟୁ।

୧୧-ନୂଆପଡ଼ା ପଲସିପାଣି:ଭୟଙ୍କର ଦୁର୍ଘଟଣା, ଦୁଇ ବାଇକ ଧକ୍କାରେ ଜଣେ ନାବାଳିକା ସମେତ ୫ ମୃତ।

୧୨-ତିଗିରିଆ: ବିବାହ ଭୋଜି ଖାଇ ୪୪ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ, ବିନ୍ଧାଣିମା ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ।

୧୩-ବାରକୋଟ, ଶରଣକୋଟ ଗ୍ରାମ:ଘରେ ଶୋଇଥିବା ମହିଳାଙ୍କୁ ପଥରରେ ଛେଚି ହତ୍ୟା, ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ସହାୟତାରେ ପୁଲିସର ତଦନ୍ତ।

୧୪-ଆଜିଠୁ ବିଜେପି ରାଜ୍ୟ ସଭାପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ, ଜୁଲାଇ ୧ରେ ସରିବ।

୧୫-ଶୁଭ୍ରାଂଶୁଙ୍କ ସହ କଥା ହେଲେ ମୋଦୀ: ପ୍ରତିଦିନ ୧୬ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ଦେଖୁଥିବା କହିଲେ।

୧୬-ଚଣ୍ଡୀଗଡ଼: ଦୁର୍ନୀତି ଓ ନିଶା କାରବାର ବିରୋଧରେ କାର୍ଯ୍ୟାନୁଷ୍ଠାନ, ପଞ୍ଜାବର ୨୫ ଜେଲ ଅଧିକାରୀ ନିଲମ୍ବିତ।

୧୭-ନୂଆ ଦିଲ୍ଲୀ:ନୂତନ ର’ (R-AW) ମୁଖ୍ୟ ହେଲେ ଆଇପିଏସ ଅଧିକାରୀ ପରାଗ ଜୈନ।

୧୮-ନୁଆ ଦିଲ୍ଲୀ:ସୁଧ ହାର ହ୍ରାସ ପରେ ଋଣ ପ୍ରଦାନ ବଢ଼ାଇବାକୁ କେନ୍ଦ୍ର ସରକାରଙ୍କର ବ୍ୟାଙ୍କ ମାନଙ୍କୁ ପରାମର୍ଶ।

୧୯-କଲକାତା ଲଜ୍ଜା: ବିବାହ ପ୍ରସ୍ତାବ ପ୍ରତ୍ୟାଖ୍ୟାନ କରିବାରୁ ପ୍ରତିଶୋଧ ପାଇଁ ଗଣଦୁଷ୍କର୍ମ କରିଥିଲେ,ତଦନ୍ତ ପାଇଁ ୫ ଜଣିଆ ଏସଆଇଠି ଗଠିତ।

୨୦-ବୋମାମାଡ଼ରେ ଥରି ଉଠିଲା ପାକିସ୍ତାନ: ଉତ୍ତର ବଜିରସ୍ଥାନରେ ଆତ୍ମଘାତୀ ଆକ୍ରମଣ,୧୩ ନିହତ,୨୯ ଜଣ ଆହତ।

ସକାଳୁ ସକାଳୁ ସିଧାସଳଖ ତାଜା ଖବର ସୂଚନା ପାଇଁ ଫଲୋ କରନ୍ତୁ 

https://bit.ly/Khabar_Kagaj


Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024