ଖବର ଆଜିର ତାରିଖ:୧୩/୦୬/୨୫, ଶୁକ୍ରବାର



୧-ଜଳିଗଲା ବିମାନ, ଚାଲିଗଲା ଜୀବନ, ଅହମ୍ମଦାବାଦରେ ବଡ଼ ଅଘଟଣ : ୨୬୫ଯାତ୍ରୀଙ୍କ ମୃତ୍ୟୁ, ବିମାନରେ ଥିଲେ ୬୦ ବିଦେଶୀ ନାଗରିକ।

୨-ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ମୃତ; ଝିଅକୁ ଭେଟିବାକୁ ଯାଉଥିଲେ ଲଣ୍ଡନ।

୩-ଅହମ୍ମଦାବାଦ ବିମାନ ଦୁର୍ଘଟଣା : ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ ଓ ଅମିତ ଶାହଙ୍କ ଶୋକ ପ୍ରକାଶ।

୪-ମୃତକଙ୍କ ପରିବାରକୁ ୧ କୋଟି ଦେବ ଟାଟା ଗ୍ରୁପ, ଆହତଙ୍କ ମାଗଣା ଚିକିତ୍ସା ଓ ମେଡିକାଲ କୋଠା ପୁନଃନିର୍ମାଣ ପ୍ରତିଶ୍ରୁତି।

୫-ଭୁବନେଶ୍ୱର:ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ, ଆଗାମୀ ୭ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା।

୬-ପ୍ରକାଶ ପାଇଲା ପ୍ରଥମ ପର୍ଯ୍ୟାୟ +୩ କଟ୍‌ଅଫ୍‌ ମାର୍କ, ସବୁ ବିଭାଗରେ ରେଭେନ୍ସା ଆଗରେ।

୭-ଯାଜପୁର ଝାଡ଼ାବାନ୍ତି: ମୃତ୍ୟୁ ସଂଖ୍ୟା ୧୦ ଛୁଇଁଲା, ସରକାରୀ ଭାବେ ୫ ଘୋଷଣା।

୮-ଜାତିସଂଘ ବାର୍ଷିକ ରିପୋର୍ଟରେ କିଟ୍ ବିଶ୍ୱବିଦ୍ୟାଳୟକୁ ପ୍ରଶଂସା।

୯-ଅନଲାଇନ୍ ଫୁଟବଲ ବେଟିଂ ନାମରେ ୧୦୦୦କୋଟି ଠକେଇ, ଚୀନ୍ କୁ ଲମ୍ବିଛି ଚେର,ଜଣେ ଗିରଫ।

୧୦-କେନ୍ଦୁଝର,ଝାଡଖଣ୍ଡ ବାୟାହାତୁ ଗାଁ:ରାତିରେ ଶୋଇଥିବାବେଳେ କାମୁଡିଲା ସାପ, ସ୍ବାମୀ-ସ୍ତ୍ରୀ ମୃତ।

୧୧-ଯାଜପୁର,କୁଝାଲା ଛକ:ଚାଲିଚାଲି ଯାଉଥିବାବେଳେ ପଛରୁ ଧକ୍କା ଦେଲା ବୋଲେରୋ, ମାଆ ଆଗରେ ଆଖିବୁଜିଲା ପୁଅ।

୧୨-SCBରେ ମିଳିବ ମାମୋଗ୍ରାମ ସୁବିଧା, ପ୍ରାରମ୍ଭିକ ପର୍ଯ୍ୟାୟରେ ଚିହ୍ନଟ ହେବ ସ୍ତନ କର୍କଟ।

୧୩-ପୁରୀ: ନିର୍ମାଣାଧୀନ ତିନି ରଥରେ ଚଉଦ ନାହାକା ଉଠିଲା।

୧୪-ବ୍ରହ୍ମପୁର: ଲାଞ୍ଚ ନେବାବେଳେ ଇପିଏଫଓ ପିଆରଓ ଙ୍କୁ ଧରିଲା ସିବିଆଇ।

୧୫-କଷଟି ଗୋଷ୍ଠୀ ସଂଘର୍ଷ: ଭଦ୍ରକରେ ଇଣ୍ଟରନେଟ ସେବା ବନ୍ଦ,୨୭ ପ୍ଲାଟୁନ ପୁଲିସ ମୁତୟନ।

୧୬-ଶଙ୍ଖ ଭବନରେ ବିଜେଡ଼ିର କର୍ମଶାଳା: ସାମାଜିକ ଗଣମାଧ୍ୟମ ଜରିଆରେ ଦଳକୁ ସଙ୍ଗଠିତ କରିବାକୁ ଗୁରୁତ୍ଵ।

୧୭-ଓଡ଼ିଶାରେ ବିଜେପି ସରକାରର ଏକ ବର୍ଷ, ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

୧୮-ବିଜେପି ସରକାରର ବର୍ଷ ପୂର୍ତ୍ତି ସମାରୋହ ନେଇ ବର୍ଷିଲା କଂଗ୍ରେସ, ପିସିସି ସଭାପତି କହିଲେ- ପ୍ରତାରଣା କ’ଣ କରିଛନ୍ତି ତାର ହିସାବ ଦିଅନ୍ତୁ।

୧୯-ବିଶ୍ବ ଟେଷ୍ଟ ଚମ୍ପିୟାନସିପ୍ ଫାଇନାଲ: ଲର୍ଡସରେ ବୋଲରଙ୍କ ରାଜୁତି,କମିନସଙ୍କୁ ୬ ଓ୍ବିକେଟ୍, ଅଷ୍ଟ୍ରେଲିଆ ଆଗୁଆ।

୨୦-ଇରାନ ଉପରେ ବଡ ହମଲା କରିପାରେ ଇସ୍ରାଏଲ, ଦୂତାବାସ ଖାଲି କଲା ଆମେରିକା; ବଢିଲା ଭୟ

 For more updates Join our WhatsApp Channel

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024