ଖବର ଆଜିର ତାରିଖ:୦୯/୦୫/୨୫, ଶୁକ୍ରବାର



୧-ଅପରେସନ 'ସିନ୍ଦୂର' ରେ ପ୍ରତିଶୋଧ:ପାକ୍ କୁ ପ୍ରଚଣ୍ଡ ପ୍ରହାର,ଲାହୋର କରାଚିରେ ମିସାଇଲ ବର୍ଷା,ଆଓ୍ବାକ୍ସ ଧ୍ବଂସ,ସାରା ପାକିସ୍ତାନ ଥରହର,ଭାରତର ୧୫ ସ୍ଥାନରେ ପାକ୍ ର ଆକ୍ରମଣ।
 
୨-ଦେଶର ୨୪୪ଟି ଜିଲ୍ଲାର ୨୫୯ ସ୍ଥାନରେ ବୁଧବାର ଦିନ ସାଧାରଣ ସୁରକ୍ଷା ମକଡ୍ରିଲ୍ ଅନୁଷ୍ଠିତ ।

୩-ଭୁବନେଶ୍ୱର:ଛୁଟି ଘୋଷଣା ସତ୍ତ୍ବେ ଖୋଲୁଛି କିଛି ସ୍କୁଲ, କଡ଼ା ଆକ୍ସନ ପାଇଁ ଗଣଶିକ୍ଷା ବିଭାଗର ଚିଠି।

୪-ଆଜିଠୁ ଭୀଷଣ ତାତି ଓ ଗୁଳୁଗୁଳି, ଆଗକୁ ୪୫ ଡିଗ୍ରୀ ଛୁଇଁପାରେ ପାରଦ।

୫-ଖୁବଶୀଘ୍ର ରାଜ୍ୟରେ ଆରମ୍ଭ ହେବ କୁଳପତି ଓ ପ୍ରଫେସର ନିଯୁକ୍ତି ପ୍ରକ୍ରିୟା, ସୁପ୍ରିମକୋର୍ଟଙ୍କ ରାୟ ପରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବଡ଼ ସୂଚନା।

୬-ଅଣଶିକ୍ଷକଙ୍କ ବଦଳି ପ୍ରସ୍ତାବ ଅନଲାଇନ୍ ରେ ଦାଖଲ ହେବ,ସବୁ ସରକାରୀ କଲେଜକୁ ଗଲା ଚିଠି।

୭-ଭବାନୀପାଟଣା:ମା' ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ ସ୍ନାତକୋତ୍ତର ପରୀକ୍ଷା ଫଳ ପ୍ରକାଶିତ, ସୁଶ୍ରୀ ସଂଗୀତା ବିଶ୍ଵବିଦ୍ୟାଳୟ ଶ୍ରେଷ୍ଠ।

୮-ମାଁ ତାରାତାରିଣୀଙ୍କ ପୀଠର ଉନ୍ନତି ପାଇଁ ୩୦ କୋଟି ଟଙ୍କାର ଡିପିଆର ଘୋଷଣା କଲେ ମୁଖ୍ୟମନ୍ତ୍ରୀ।

୯-ଭୁବନେଶ୍ୱର:ଚାକିରି ପ୍ରଲୋଭନ ଦେଖାଇ ୭ ଲକ୍ଷ ଟଙ୍କା ହଡ଼ପ, ନୟାଗଡରୁ ୩ ଅଭିଯୁକ୍ତ ଗିରଫ।

୧୦-ବସ ଧକ୍କାରେ ଚାଲିଗଲା ବାଇକ ଆରୋହୀଙ୍କ ଜୀବନ, କଟକ-ପାରାଦୀପ ରାସ୍ତାକୁ ଅବରୋଧ କଲେ ଉତ୍ୟକ୍ତ ଲୋକେ।

୧୧-ଅହମ୍ମଦାବାଦ ଭଳି ସାଇନ୍ସ ସିଟି ଭୁବନେଶ୍ବରରେ ହେବ, ସବୁ ଜିଲ୍ଲାରେ ହେବ ସାଇନ୍ସ ପାର୍କ : କୃଷ୍ଣଚନ୍ଦ୍ର ପାତ୍ର।

୧୨-ଅପରେସନ ସିନ୍ଦୂର: ଭୁବନେଶ୍ବର ବିମାନବନ୍ଦରରେ ଉଡ଼ାଣ ପ୍ରଭାବିତ, ୨ଟି ବିମାନ ବାତିଲ।

୧୩-ଭୁବନେଶ୍ୱରରୁ ଆବୁଧାବିକୁ ସିଧାସଳଖ ଉଡ଼ିବ ବିମାନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ।

୧୪-ବଲାଙ୍ଗିର:ଫିଲ୍ମ ଷ୍ଟାଇଲରେ ବିଚ୍ ରାସ୍ତାରେ ବୁଲିଲା ଖଣ୍ଡା, ହାତରେ ଖଣ୍ଡା ଧରି ଯୁବକଙ୍କୁ ରାସ୍ତାରେ ଗୋଡ଼ାଇଲେ ଦୁର୍ବୃତ୍ତ।

୧୫-ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ହାଇଆଲର୍ଟ ଜାରି।

୧୬-ଧର୍ମଶାଳା:ପାକିସ୍ତାନ ଆକ୍ରମଣ ଜାରି, ଆଇପିଏଲ୍ ମ୍ୟାଚ୍ ଚାଲିଥିବା ବେଳେ ହଠାତ୍ ବନ୍ଦ ହେଲା ଫ୍ଲଡ୍‌ଲାଇଟ୍, ମ୍ୟାଚ୍ ବାତିଲ୍।

୧୭-ପାକ୍ ପ୍ରଧାନମନ୍ତ୍ରୀଙ୍କ ପତ୍ତା ମିଳୁନି, ଦେଶରେ ଗୃହ ଯୁଦ୍ଧ ଆରମ୍ଭ !ତେବେ ସରିଫ ବଙ୍କରରେ ଆତ୍ମଗୋପନ କରିଥିବା କୁହାଯାଉଛି।

୧୮-ପାକିସ୍ତାନର ଆକ୍ରମଣ ପରେ ପଞ୍ଜାବ, ହରିୟାଣା, ରାଜସ୍ଥାନରେ ସ୍କୁଲ ବନ୍ଦ: ସୀମାନ୍ତ ରାଜ୍ୟଗୁଡିକରେ ହାଇ ଆଲର୍ଟ ଜାରି।

୧୯-ପଡ଼ୋଶୀ ବିରୁଦ୍ଧରେ ଆମେ ଯିବୁନି: ଭାରତକୁ ସମର୍ଥନ ଜଣାଇଲା ନେପାଳ।

୨୦-ଖାଲି କରାଗଲା ଇଣ୍ଡିଆ ଗେଟ୍‌‌, ସୁରକ୍ଷା ଦୃଷ୍ଟିରୁ ଲୋକଙ୍କୁ ଘରକୁ ଯିବାକୁ କୁହାଗଲା।

୨୧-Operation Sindoor 2.0 : ପାକିସ୍ତାନର ସବୁ OTT ପ୍ଲାଟଫର୍ମ ବ୍ୟାନ୍ କଲା ଭାରତ।

୨୨-‘ଜନ୍ମରୁ ମିଛ କହି ଆସୁଛି ପାକିସ୍ତାନ’, ଭାରତର ବିମାନ ଖସାଇବା ଦାବିକୁ ଖଣ୍ଡନ କଲେ ବିଦେଶ ସଚିବ।

୨୩-ଭାରତୀୟ ନୌସେନାର ପାକିସ୍ତାନ ଉପରେ ଆକ୍ରମଣ । କରାଚୀ ବନ୍ଦରକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରିଥିବା ସୂଚନା।

୨୪-ପାକିସ୍ତାନ ସେନାରେ ବିଦ୍ରୋହ, ସେନା ମୁଖ୍ୟ ଅସୀମ ମୁନୀର ଗିରଫ ସୂଚନା।

୨୫-ପାକିସ୍ତାନର ପଞ୍ଜାବରେ ରବିବାର ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ, ହସ୍ପିଟାଲରେ ଜରୁରୀକାଳୀନ ପରିସ୍ଥିତି।

୨୬-ଭାରତରେ ହାଇଆଲର୍ଟ; ଜଳ, ସ୍ଥଳ, ଆକାଶ ପଥରେ ସତର୍କତା ଜାରି,ସୀମାନ୍ତ ରାଜ୍ୟଗୁଡ଼ିକ ଜରୁରୀ ସାମଗ୍ରୀ ମହଜୁଦ୍ ରଖିବାକୁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ନିର୍ଦ୍ଦେଶ।

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024