ଖବର ଆଜିର ତାରିଖ:୦୧/୦୬/୨୫, ରବିବାର



୧-ଭିଜିଲାନ୍ସ ଜାଲରେ ଆଉ ଜଣେ କୋଟିପତି ଯନ୍ତ୍ରୀ, ବ୍ରହ୍ମପୁର ରାସ୍ତା ଓ କୋଠାବାଡ଼ି ଡିଭିଜନ ୧ର ନିର୍ବାହୀ ଯନ୍ତ୍ରୀ ଦିଲିପ୍ କୁମାର ଚୈ।ଧୁରୀ, ଯନ୍ତ୍ରୀଙ୍କର ଅଛି ୧୧ ପ୍ଲଟ,୨ ଫ୍ଲାଟ୍ ଓ ବହୁତଳ କୋଠା।

୨-ଓଡ଼ିଶାରେ କୋଭିଡ ସ୍ଥିତି ନିୟନ୍ତ୍ରଣରେ ରହିଛି, ଭୟଭୀତ ନ ହେବାକୁ ସ୍ବାସ୍ଥ୍ୟ ବିଭାଗର ପରାମର୍ଶ।

୩-ସରକାରୀ ଓକିଲଙ୍କ ପାଇଁ ଗୃହ ବିଭାଗର ନୂଆ ଏସ୍ଓପି । ଫୌଜଦାରୀ ମାମଲାରେ ଅଯଥା ତାରିଖ ଗଡ଼ାଇବେନି, ଦେବେ ମାସିକିଆ ରିପୋର୍ଟ ।

୪-ଗିରଫ ହେଲେ କୁବେର ଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀ, ବାବୁଙ୍କର ରହିଛି ଆଖି ଖୋସିହେଲା ଭଳି ସମ୍ପତ୍ତି।

୫-ପୁରୀ:ଚନ୍ଦନ ବେହେରା ହତ୍ୟାକାଣ୍ଡ ମାମଲା, ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ।

୬-କଟକ:ଭାଇ ବୋହୂଙ୍କୁ ଦୁଷ୍କର୍ମ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେଲା ଦେଢ଼ଶୁର, ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ।

୭-ଭଣ୍ଡାରିପୋଖରୀ:ମାତିଛନ୍ତି ଲୁଟେରା; ଲୁଟିନେଲେ ୪ ଶହ ମୋବାଇଲ, ଛାଡିଗଲେ ଚାର୍ଜର!

୮-ମହାସ୍ନାନ ପରେ ଶ୍ରୀଲିଙ୍ଗରାଜ ମନ୍ଦିରର ନୀତିକାନ୍ତି ସ୍ୱାଭାବିକ, ସାହାଣ ମେଲା ଦର୍ଶନ ନେଇ ହୋଇଥିଲା ବିଭ୍ରାଟ।

୯-ରାଜଧାନୀରେ କୋଡ୍ ୱାର୍ଡରେ ଚାଲିଛି ନିଶା କାରବାର, ‘ଭୋଗ’ ମାଗିଲେ ମିଳୁଛି ଗଞ୍ଜେଇ ସିଗାରେଟ୍।

୧୦-ବ୍ରହ୍ମପୁର:୭ଦୁର୍ଦ୍ଦାନ୍ତ ଅପରାଧି ଗିରଫ, ୭ ମାଉଜର ଓ ୬ ମାଗାଜିନ ଜବତ।

୧୧-ଭୁବନେଶ୍ୱର:ରାସ୍ତାଘାଟରେ ମଦ ପିଇ ବୁଲିଲେ ହେବ ମାଡ଼- ବିଧାୟକ ବାବୁ ସିଂ

୧୨-ବଦଳିବ ମାଷ୍ଟରକ୍ୟାଣ୍ଟିନ ଛକର ନାଁ,ଏହାସହ ଇଂରେଜ ଅମଳରୁ ଥିବା କିଛି ପ୍ରମୁଖ ସ୍ଥାନର ନାଁ ବି ପରିବର୍ତ୍ତନ ହେବ।

୧୩-ପାରାଦୀପ ବନ୍ଦରର ପିଆଇସିଟି ବର୍ଥରେ ଅଘଟଣ : ଲୋଡିଂ କ୍ରେନ୍‌ ତାର ଛିଡିଯିବାରୁ ତଳକୁ ଖସିପଡିଲା ଲୁହା ପ୍ଲେଟ୍।

୧୪-ତିନି ଦିନ ବିତିଲା, ସିକ୍କିମ୍ ଟ୍ରାଜେଡିରେ ନିଖୋଜ ୪ ଓଡ଼ିଆଙ୍କ ମିଳୁନି ପତ୍ତା।

୧୫-ଲଗାଣ ବର୍ଷା ନେଲାଣି ୧୯ ଜୀବନ । ଉତ୍ତର ଭାରତରେ ବନ୍ୟା ଓ ଭୂସ୍ଖଳନ ସ୍ଥିତି।

୧୬-ଅହମଦାବାଦ: IPLରେ ମୁମ୍ବାଇ - ପଞ୍ଜାବ ଦ୍ବିତୀୟ କ୍ବାଲିଫାୟାର ମ୍ୟାଚ୍ ଆଜି।

୧୭-ପୁଣି ବାଜିଲା ସାଇରନ୍, ପୁଣି ବ୍ଲାକଆଉଟ୍: ପାକ୍ ସୀମାକୁ ଲାଗିଥିବା ରାଜ୍ୟ ଗୁଡ଼ିକରେ ଆରମ୍ଭ ହୋଇଛି ମକ୍ ଡ୍ରିଲ।

୧୮-ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, କମିଲା ୨୪ ଟଙ୍କା, ଆଜିଠୁ ହେବ ଲାଗୁ।

୧୯-୨୦୨୫ର ବିଶ୍ଵ ସୁନ୍ଦରୀ ମୁକୁଟ ପିନ୍ଧିଛନ୍ତି ଥାଇଲାଣ୍ଡ ଯୁବତୀ ଓପଲ ସୁଚାତା ଚୁଆଙ୍ଗ୍ସରି। 

୨୦-ବିଦେଶୀ ନିବେଶରେ ରେକର୍ଡ ଭାଙ୍ଗିଲା ଭାରତ, ମେ ମାସରେ ଜୋରଦାର ଇନଭେଷ୍ଟ କରିଛନ୍ତି FPI।

୨୧-ଭାରତର ବୃହତ୍ତ କୂଟନୈତିକ ବିଜୟ, ଅପରେସନ ସିନ୍ଦୂରକୁ ନେଇ ବୟାନ ପ୍ରତ୍ୟାହାର କଲା କଲମ୍ବିୟା

For more updates Join our WhatsApp Channel  

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024