ଖବର ଆଜିର ତାରିଖ:୨୭/୦୫/୨୫, ମଙ୍ଗଳବାର


 
୧-ସୁନ୍ଦରୀ ମୁଁ ତୁମ ସିନ୍ଦୁରରେ ...ମା' ସାବିତ୍ରୀଙ୍କୁ ମନାସି ବ୍ରତ ପାଳିଲେ ସଧବା, ସ୍ବାମୀଙ୍କ ଦୀର୍ଘାୟୁ କାମନା କଲେ।

୨-ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ତାଗିଦ୍, ଲୋକମାନଙ୍କ ଅଭିଯୋଗ, ସମସ୍ଯା ଦୂର ପାଇଁ ତତ୍ପରତା ଦେଖାନ୍ତୁ ଅଧିକାରୀ।

୩-ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା,ଆଜି ଠାରୁ ୩୦ ଯାଏ ହୋଇପାରେ ପ୍ରବଳରୁ ଅତି ବର୍ଷା।

୪-ଲାଞ୍ଜିଗଡ: ଘରେ ଛିଣ୍ଡି ରହିଥିବା ବିଦ୍ୟୁତ ତାର ସ୍ପର୍ଶରେ ଆସି ମା’ ଓ ପୁଅଙ୍କ ମୃତ୍ୟୁ।

୫-ରାଜ୍ୟରେ ବୃଦ୍ଧି ପାଉଥିବା ସାଇବର ଅପରାଧ ନିୟନ୍ତ୍ରଣ ତାଲିମ ନେବେ ସବୁ ବର୍ଗର ପୁଲିସ କର୍ମଚାରୀ।

୬-ପିପିଲି:ମହିଳା ଆରଆଇଙ୍କୁ ଅସଦାଚରଣ ଅଭିଯୋଗ, ଅତିରିକ୍ତ ତହସିଲଦାରଙ୍କ ନାଁରେ ମାମଲା ରୁଜୁ।

୭-ଶ୍ରୀମନ୍ଦିରରେ ଶୃଙ୍ଖଳିତ ରଥଯାତ୍ରା ଓ ନୀତି ନିର୍ଘଣ୍ଟକୁ ପ୍ରଶାସନିକ ବୈଠକରେ ମିଳିଲା ଅନୁମୋଦନ।

୮-ପୁରୀରେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ପୁଣି ଜାଗା ମାଗିଲେ ବେଦାନ୍ତ ଗ୍ରୁପ ଅଧ୍ୟକ୍ଷ।

୯-ରାଜସ୍ଥାନ ଜୟପୁରସ୍ଥିତ ଆପେକ୍ସ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅଚ୍ୟୁତ ସାମନ୍ତଙ୍କୁ ୬୬ତମ ସମ୍ମାନଜନକ ଡକ୍ଟରେଟ୍ ପ୍ରଦାନ।

୧୦-ଗଂଜାମ, ଗାଙ୍ଗପୁର ଲାଠିପଡ଼ା :ବାଇକ ଧକ୍କା,ସାବିତ୍ରୀରେ ଚାଲିଗଲା ସ୍ବାମୀଙ୍କ ଜୀବନ।ମୃତ ବ୍ୟକ୍ତିଙ୍କ ନାଁ ବିରଞ୍ଚି ସ୍ବାଇଁ।

୧୧-‘ଭାରତ ଫୋରକାଷ୍ଟ ସିଷ୍ଟମ’ର ଶୁଭାରମ୍ଭ, ଏଣିକି ପଞ୍ଚାୟତ ସ୍ତରରେ ହେବ ପାଣିପାଗର ପୂର୍ବାନୁମାନ।

୧୨-ରାଉରକେଲା:ଏନକାଉଣ୍ଟରରେ ଟଳିଲା ମାଓ କମାଣ୍ଡର, ମୁଣ୍ଡ ଉପରେ ଥିଲା ୫ ଲକ୍ଷ ଟଙ୍କା ପୁରସ୍କାର।

୧୩-ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି ସମାରୋହ ଓ ରଥଯାତ୍ରାକୁ ଆସିପାରନ୍ତି ପ୍ରଧାନମନ୍ତ୍ରୀ ମୋଦି।

୧୪-ନୂଆ ଦିଲ୍ଲୀ:୫ଗୁଣ ଦରମା ଆଶାରେ ବିଦେଶ ଯାଉଛନ୍ତି ନର୍ସ,ହଜାରେ ଲୋକରେ ଆବଶ୍ୟକ ତିନି ନର୍ସ।

୧୫-ପ୍ରିୟାଂଶ-ଇଂଲିଶଙ୍କ ଅର୍ଦ୍ଧଶତକ, କ୍ୱାଲିଫାୟର-୧ରେ ପହଞ୍ଚିଲା ପଞ୍ଜାବ; ମୁମ୍ୱାଇ ୭ ୱିକେଟରେ ପରାସ୍ତ।

୧୬-IPLରେ ବେଙ୍ଗାଳୁରୁ- ଲକ୍ଷ୍ନୌ ଶେଷ ଲିଗ୍ ମ୍ୟାଚ୍ ଆଜି।

୧୭-ନୂଆଦିଲ୍ଲୀ:ଡିଆରଡିଓ ଅଧ୍ୟକ୍ଷ ଡ. ସମୀର ଭି. କାମାତଙ୍କ କାର୍ଯ୍ୟକାଳ ବର୍ଷକ ପାଇଁ ବୃଦ୍ଧି।

୧୮-ଆସିଲା ‘ଅପରେସନ ସିନ୍ଦୂର’ ୱାର୍‌ ରୁମର ପ୍ରଥମ ଝଲକ; ପାକିସ୍ତାନ ଉପରେ ସେନାର ଆକ୍ରମଣକୁ ନିରୀକ୍ଷଣ କରିଥିଲେ ସିଡିଏସ ଓ ୩ ସେନା ମୁଖ୍ୟ।

୧୯-ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ୧୧ ବର୍ଷ ପୂରଣ କରିଛନ୍ତି।

୨୦-୧୦୭ବର୍ଷର ରେକର୍ଡ ଭାଙ୍ଗିଲା ମୁମ୍ବାଇ ବର୍ଷା: ବୁଡିଲା ରେଳ ଷ୍ଟେସନ,ଘରଦ୍ବାରା,ଦୋକାନ।

୨୧-UPI ୟୁଜରଙ୍କ ପାଇଁ ଜରୁରି ! ବାଲାନ୍ସ ଚେକ୍, ଅଟୋପେ ଓ ଟ୍ରାଞ୍ଜାକ୍ସନ ଷ୍ଟାସସ୍ ଉପରେ ଲାଗିବ ଲିମିଟ୍, ଜୁଲାଇ 31ରୁ ନୂଆ ନିୟମ।

୨୨-ଭାରତ ସହ ଦୃଢ ଭାବେ ଠିଆ ହୋଇଛି ମାଳଦ୍ୱୀପ , ମନ୍ତ୍ରୀ କହିଲେ – ଆତଙ୍କବାଦ ବିରୁଦ୍ଧ ଲଢେଇରେ ରହିଛି ପୂରା ସମର୍ଥନ।

For more updates Join our WhatsApp Channel  

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024