ଖବର ଆଜିର ତାରିଖ:୨୬/୦୫/୨୫, ସୋମବାର


୧-ଭୁବନେଶ୍ୱର:ସାରା ରାଜ୍ୟକୁ ବଜ୍ରପାତ ସତର୍କତା,ସପ୍ତାହେ ଯାଏଁ ବର୍ଷା ସମ୍ଭାବନା।

୨-ଆଜି ସାବିତ୍ରୀ : ଫଳ ଦାମ ଆକାଶ ଛୁଆଁ,ସେଓ କିଲୋ ୩ଶହ, ଡାଳିମ୍ବ କିଲୋ ୨୦୦ରୁ ୨୫୦, କଦଳୀ ଡଜନ ୮୦ରୁ ୧୦୦, ସପୁରୀ ଗୋଟା ୫୦, ଅଙ୍ଗୁର ୨୦୦।

୩-ଭୁବନେଶ୍ୱର:ସାବିତ୍ରୀ ପାଇଁ ଫଳର ଚାହିଦା, ଘାତକ ହେଉଛି କାର୍ବାଇଡ୍ ର ବ୍ଯାପକ ବ୍ଯବହାର।

୪-ଭୁବନେଶ୍ୱର:ଶିକ୍ଷକଙ୍କ ଦକ୍ଷତାର ହେବ ମୂଲ୍ୟାୟନ, ଜିଲ୍ଲାଓ୍ବାରୀ ଶିକ୍ଷକଙ୍କ ତାଲିକା ଦାଖଲ କରିବାକୁ ନିର୍ଦ୍ଦେଶ।

୫-ଆରଡ଼ି ପୀଠରେ ଅଘଟଣ,ଶିବଗଙ୍ଗା ପୁଷ୍କରିଣୀରେ ବୁଡ଼ିଗଲେ ୪ ଯୁବକ, ଜଣେ ମୃତ।

୬-'ମନ କୀ ବାତ୍'ରେ ଓଡିଆ ଭାରୋତ୍ତୋଳକ ହର୍ଷବର୍ଦ୍ଧନ ସାହୁଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ।

୭-ରଥଯାତ୍ରାରୁ ନୀଳାଦ୍ରି ବିଜେ ମଧ୍ୟରେ ସରିବ ରତ୍ନଭଣ୍ଡାର ମରାମତି କାମ।

୮-ଅପରେସନ ସିନ୍ଦୂର ପରେ ବଢିଛି ପୁରୀର ସୁରକ୍ଷା, ରଥଯାତ୍ରାରେ ମୁତୟନ ହେବେ SOG ଯବାନ।

୯-ଗ୍ରାମ୍ୟ ଉନ୍ନୟନ ବିଭାଗ କର୍ମଚାରୀଙ୍କ ପାଇଁ ନୂଆ ନିର୍ଦ୍ଦେଶନାମା, ସାଢେ ୫ଟା ପୂର୍ବରୁ ଅଫିସ୍ ଛାଡିବା ମନା।

୧୦-କିଟ୍‍ ରେ ପାସ୍‍ ଆଉଟ୍‍ ବିଦେଶୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ସମାବର୍ତ୍ତନ ଉତ୍ସବ, ଶ୍ରେଷ୍ଠ ସ୍ନାତକଙ୍କୁ ପ୍ରଦାନ କରାଗଲା ସ୍ୱର୍ଣ୍ଣ ପଦକ।

୧୧-ଡେରାବିଶ: ଦାମୋଦର ପାଠାଗାର ତରଫରୁ, ଜାଗୁଳାଇ ବିଦ୍ୟା ନିକେତନ, ବେଲରପା ପ୍ରାଙ୍ଗଣରେ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ପାଠ୍ୟ ପୁସ୍ତକ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ।୧୧ବର୍ଷରେ ୧ହଜାରରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀଙ୍କୁ ସାହାଯ୍ୟ କଲାଣି ଏହି ପାଠାଗାର।

୧୨-କେରଳ ପରେ ଏବେ ଓଡ଼ିଶା ଛୁଇଁବ ମୌସୁମୀ; ମଇ ଶେଷ କିମ୍ବା ଜୁନ୍ ପ୍ରଥମ ସପ୍ତାହରେ ଆସିବା ନେଇ ପାଣିପାଗ ବିଭାଗର ଆକଳନ।

୧୩-ଭୁବନେଶ୍ୱର:୨୦୨୫ ଶେଷ ସୁଦ୍ଧା ପଟିଆ-ସିଆରପି ରାସ୍ତା ସଂଯୋଗ।

୧୪-ଭୁବନେଶ୍ୱର:କମିବ ଅପରାଧ, CCTV ନଜରରେ ରହିବ ବସ୍ତି।

୧୫-ପ୍ରସିଦ୍ଧ ଶୀତଳଷଷ୍ଠୀ ପାଇଁ ଚଳଚଞ୍ଚଳ ସମ୍ବଲପୁର, କନ୍ୟା ଦାନ କରିବେ ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ ଓ ତାଙ୍କ ପତ୍ନୀ।

୧୬-ସମ୍ବଲପୁର ଚିଡିଆଖାନା ହେବ ଓଡ଼ିଶାର ଦ୍ୱିତୀୟ ନନ୍ଦନକାନନ, ଆଗାମୀ ୩ ମାସରେ ସହରରେ ଲାଗିବ ଲକ୍ଷେରୁ ଅଧିକ ଗଛ।

୧୭-ଦକ୍ଷିଣ ଆଫ୍ରିକାରେ ଇସ୍କନର ଅଦିନିଆ ରଥଯାତ୍ରା, ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କଲେ ସେବାୟତ।

୧୮-ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟରେ ବର୍ଷା ବିତ୍ପାତ, ଦିଲ୍ଲୀରେ ୨୦୦ ବିମାନ ଚଳାଚଳ ବାଧାପ୍ରାପ୍ତ।

୧୯-ବିଶ୍ବ ଅର୍ଥନୀତିରେ ଚମକିଲା ଭାରତ; ଜବରଦସ୍ତ ଅଭିବୃଦ୍ଧି ପାଇଁ ଜାପାନକୁ କାଟିଲା ଭାରତ।

୨୦-ବିଜୟ ସହ ଚେନ୍ନାଇର ଅଭିଯାନ ଶେଷ, ଟପ୍-୨ ପାଇଁ ବିଗିଡ଼ିଲା ଗୁଜରାଟ ଟାଇଟନ୍ସର ଅଙ୍କ।

୨୧-ଦିଲ୍ଲୀ:IPLରେ କ୍ଲାସେନଙ୍କ ଶତକ, ହାଇଦ୍ରାବାଦର ହେଲା ବୃହତ୍ ବିଜୟ।

୨୨-ଲାଲୁ ଯାଦବଙ୍କ ବଡ଼ ଘୋଷଣା: ବଡ଼ ପୁଅକୁ ଆରଜେଡିରୁ ବିଦା, ପାରିବାରିକ ସମ୍ପର୍କ ଛିନ୍ନ।

୨୩-ନୂଆ ଦିଲ୍ଲୀ:୪ ରାଜ୍ୟର ୫ ବିଧାନସଭା ଆସନ ପାଇଁ ଉପନିର୍ବାଚନ ତାରିଖ ଘୋଷଣା।

୨୪-ଶେଖ୍‌ ହସିନାଙ୍କ ଅଭିଯୋଗ- ଆମେରିକା ହାତକୁ ବାଂଲାଦେଶକୁ ଟେକିଦେଉଛନ୍ତି ୟୁନୁସ।

 For more updates Join our WhatsApp Channel  

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024