ଖବର ଆଜିର ତାରିଖ:୨୫/୦୫/୨୫, ରବିବାର


୧-କଟକ: ସଡ଼କ ଦୁର୍ଘଟଣାକୁ ବଳିଗଲାଣି ଜଳ ବୁଡ଼ି,ଦିନକୁ ହାରାହାରି ଯାଉଛି ୪ ଜୀବନ,କଟକରେ ସର୍ବାଧିକ,ବୈ।ଦ୍ଧରେ ସର୍ବନିମ୍ନ।

୨-ନୀତି ଆୟୋଗ ବୈଠକରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟ ସରକାରଙ୍କ ୧୮ଟି ଉପଲବ୍ଧି ସଂପର୍କରେ ବଖାଣିଲେ।

୩-ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ, ତିନି ରଥର ୪୨ଟି ଚକ ନିର୍ମାଣ ଶେଷ ପର୍ଯ୍ୟାୟରେ।

୪-୧୨ ଲକ୍ଷ ଟଙ୍କା ଠକେଇ କରି ବନ୍ଧା ହେଲା ସାଇବର ଠକ ପ୍ରମୋଦ କୁମାର ମହାନ୍ତି , ଅଧିକ ଲାଭ ଦେବାକୁ କହି ଠକିଥିଲା।

୫-ସଅଳ ଆସିଲା ମୌସୁମୀ, କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ।

୬-ଓଡ଼ିଶା ବିକାଶର ଭିଜନ ୨୦୪୭, ଓଡିଶାକୁ ୫୦୦ ବିଲିୟନ ଡଲାର ଅର୍ଥନୀତି କରିବାକୁ ଲକ୍ଷ୍ୟ।ନିତି ଆୟୋଗ ବୈଠକରେ ଓଡ଼ିଶାର ଭିଜନ ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

୭-ଭୁବନେଶ୍ୱର:ନୂଆ ରୂପ ପାଇଲା ପ୍ରଗତି ସ୍ପୋର୍ଟିଂ,ଆତ୍ୟାଧୁନିକ ବୋଲିଂ ମେସିନ, ୭ ଟି ପିଚ୍, ଇଣ୍ଡୋର୍ ହଲ୍ ସାଇଡ ସ୍କ୍ରିନ୍ ପାଇଲା ପ୍ରଗତି।

୮-ରେଢ଼ାଖୋଲ:ଜମି ବିବାଦକୁ ନେଇ ଗୋଡ଼େଇ ଗୋଡ଼ଇ ହାଣିଲେ, ହତ୍ୟାକାଣ୍ଡ ପରେ ୩ ଫେରାର।

୯-ଭୁବନେଶ୍ୱର:ଶିକାରୀ ଗୁଳିରେ ଇନଚାର୍ଜ ଫରେଷ୍ଟରଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ ଘଟଣା, ୩୦ଲକ୍ଷ ଅନୁକମ୍ପା ରାଶି ପ୍ରଦାନ।

୧୦-କୋଟିପତି କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀ ଗିରଫ: ସ୍ୱାମୀଙ୍କ କଳାଧନକୁ ଲୁଚାଇଥିଲେ ସ୍ତ୍ରୀ, ଧରାଇ ଦେଲା ଭଡ଼ାଟିଆ।

୧୧-ଗୁଜରାଟ ସୀମାରେ ପାକିସ୍ତାନ ଅନୁପ୍ରବେଶକାରୀଙ୍କୁ ଗୁଳି କଲେ ସୁରକ୍ଷାବାହିନୀ।

୧୨-ନୂଆଦିଲ୍ଲୀ : ଇଂଲଣ୍ଡ ଗସ୍ତ ପାଇଁ ଘୋଷଣା ହେଲା ଭାରତୀୟ ଟିମ୍‌, ଶୁବମନ୍‌ ଗିଲ୍‌ ନୂଆ ଟେଷ୍ଟ ଟିମ୍‌ ଅଧିନାୟକ।

୧୩-ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଋଷଭ ପନ୍ତ ହେଲେ ଟିମ୍‌ ଇଣ୍ଡିଆର ଟେଷ୍ଟ ଉପଅଧିନାୟକ।

୧୪-IPL:ବିଜୟ ସହ ଦିଲ୍ଲୀର ଅଭିଯାନ ଶେଷ, ପଞ୍ଜାବର ଟପ୍-୨ ପ୍ରବେଶ କଷ୍ଟକର !

୧୫-କଟକରେ ପାକିସ୍ତାନ ସପକ୍ଷରେ ସ୍ଲୋଗାନ: ଭିଡିଓ ଭାଇରାଲ, ୨ ଗିରଫ।

୧୬-ଦୁନିଆର ଚତୁର୍ଥ ସର୍ବବୃହତ ଅର୍ଥବ୍ୟବସ୍ଥା ହେଲା ଭାରତ, ଜାପାନକୁ ପକାଇଲା ପଛରେ: ନୀତି ଆୟୋଗ ସିଇଓ

୧୭-ଇପିଏଫ୍‌ ହିତାଧିକାରୀଙ୍କ ପାଇଁ ଆସିଲା ବଡ଼ ଖବର, ୮.୨୫% ସୁଧହାରକୁ ମଞ୍ଜୁରୀ ଦେଲେ କେନ୍ଦ୍ର ସରକାର।

୧୮-ଆରପାରିରେ ଅଭିନେତା ମୁକୁଲ ଦେବ : ୫୪ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଲେ ଅଭିନେତା।

୧୯-ଆସନ୍ତା ୨୮ ତାରିଖରେ କୋଭିଡ୍‌ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ବସିବ।

୨୦-ପାକିସ୍ତାନକୁ ଗୃହମନ୍ତ୍ରୀ ଅମିତ ଶାହଙ୍କ କଡ଼ା ଚେତାବନୀ : ଭାରତକୁ ଆଡ ଆଖିରେ ଚାହିଁଲେ ଭୟଙ୍କର ଜବାବ ମିଳିବ।

୨୧-ଜମ୍ମୁ-କାଶ୍ମୀର ଗସ୍ତରେ ବିରୋଧୀଦଳ ନେତା ରାହୁଲ ଗାନ୍ଧୀ, ପୁଞ୍ଚରେ ପହଞ୍ଚି କ୍ଷତିଗ୍ରସ୍ତଙ୍କୁ ଭେଟିବା ସହ ଦେଲେ ସହାୟତାର ପ୍ରତିଶ୍ରୁତି।

୨୨-ବାଂଲାଦେଶରେ ରାଜନୈତିକ ସଙ୍କଟର ଅବସାନ ! ଇସ୍ତଫା ଦେବାକୁ ଧମକ ଦେଉଥିବା ୟୁନୁସ୍‌ ଏବେ ପଦରେ ରହିବାକୁ ହେଲେ ରାଜି।


Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024