ଖବର ଆଜିର ତାରିଖ:୦୯/୦୩/୨୫, ରବିବାର


୧-ନୂଆ ଦିଲ୍ଲୀ:କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମାରୋହ, ବୈଷ୍ଣବ ଚରଣ ସାମଲ, ମହେଶ୍ୱର ସୋରେନ ସମ୍ମାନୀତ।

୨-କଟକ: ରାଜ୍ୟବ୍ୟାପୀ ରାଷ୍ଟ୍ରୟ ଲୋକ ଅଦାଲତ ,୧ ଲକ୍ଷ ୬୯ ହଜାର ମାମଲାର ହେଲା ସମାଧାନ।

୩-୨୦୨୪ରେ ବଢ଼ିଛି ଅପରାଧ ମାମଲା:୨୧୪୧୧୩ ଧର୍ତବ୍ଯ ଅପରାଧ ପଞ୍ଜିକୃତ।

୪-ଭୁବନେଶ୍ୱର:ଆଜିଠୁ ଫଗୁ ଖେଳିବେ ଶ୍ରୀଲିଙ୍ଗରାଜ,ଶ୍ରୀ କପିଳେଶ୍ୱର।

୫-ଭୁବନେଶ୍ୱର: ରାଜ୍ୟରେ ୧୨ ତାରିଖ ପରେ ତାତି, ୪୦ ଡିଗ୍ରୀ ଛୁଇଁବ।

୬-ଭୁବନେଶ୍ୱର: ରାଜ୍ୟର ବିମାନ ଯାତ୍ରୀ ପରିବହନ ୪୭% ବୃଦ୍ଧି।

୭-ଶଙ୍ଖ ଭବନରେ ବିଶ୍ବ ମହିଳା ଦିବସ, ଦିନକୁ ୨୭ ଟଙ୍କା ଦେଇ ବାହାବା ନେଉଛି ସରକାର: ନବୀନ 

୮-ପାରଳାଖେମୁଣ୍ଡି:ଭଡା ଘରୁ ଯୁବକଙ୍କର ଗଳିତ ମୃତଦେହ ଉଦ୍ଧାର, ପୁଅ ମୃତ୍ୟୁ ପାଇଁ ବୋହୂକୁ ଦାୟୀ କଲା ମା’।

୯-ସାଲେପୁର : ବାଲିଘାଟରେ ଚଢଉ ବେଳେ ଭୟଭୀତ ହୋଇ ନଦୀକୁ ଡେଇଁଲେ ୪ ଯୁବକ,ଜଣେ ନିଖୋଜ।

୧୦-ଭୁବନେଶ୍ୱର:କିଟ୍‍ ଓ କିସରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ।

୧୧-ବଣାଇ: ଲହୁଣିପଡ଼ା ଥାନା ଆମରୁଢ଼ି ନିକଟରେ ମର୍ମନ୍ତୁତ ଦୁର୍ଘଟଣା। ଅଜଣା ଗାଡ଼ି ଧକ୍କାରେ ୨ଜଣଙ୍କ ମୃତ୍ୟୁ ହୋଇଥିବାଳେ ୨ଜଣ ଗୁରୁତର।

୧୨-ହୀରାକୁଦ ଡ୍ୟାମରେ ହେବ ଅତିରିକ୍ତ ସ୍କିଲ ୱେ ନିର୍ମାଣ, ଅନୁଧ୍ୟାନ କଲେ ୯ ଜଣିଆ ଟିମ୍।

୧୩-ଓଡ଼ିଶା ସଂପର୍କରେ ଜୟନାରାୟଣ ମିଶ୍ରଙ୍କ ବିବାଦୀୟ ବୟାନ, ଓଡ଼ିଶାରେ ମିଶିବା ଐତିହାସିକ ଭୁଲ।

୧୪-ଯଥେଷ୍ଟ ନୁହେଁ କଳାଧନ ଠାବ, ତ୍ୱରିତ ଶୁଣାଣି ଜରୁରୀ – ଜଷ୍ଟିସ ଅରିଜିତ ପଶାୟତ।

୧୫-ସପ୍ତାହରେ ସୁନା ୧ ହଜାର ଟଙ୍କା ବୃଦ୍ଧି, ରୁପା ବଢ଼ିଛି ୩ ହଜାରରୁ ଅଧିକ।

୧୬-ଦେଓମାଳୀରେ ସାଉଥ ମୁଭି ସୁଟିଂ, ୨୫ ଦିନ ପର୍ଯ୍ୟନ୍ତ ବୁକିଙ୍ଗ ହୋଇଛି ଦେଓମାଳୀ ଇକୋ ରିଟ୍ରିଟ।

୧୭-ସାଇବର ଠକେଇ: ୮୭ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗରେ ଦିଲ୍ଲୀ ମହିଳା ଗିରଫ।

୧୮-ପୁଣି ଅଶାନ୍ତ ହେଲା ମଣିପୁର: ସଂଘର୍ଷରେ ୨୭ ସୁରକ୍ଷାକର୍ମୀ ଆହତ, ୧ ମୃତ।

୧୯-ନୂଆ ଦିଲ୍ଲୀ:ମରିସସ୍ ର ଜାତୀୟ ଦିବସରେ ମୋଦୀ ହେବେ ମୁଖ୍ୟ ଅତିଥି।

୨୦-ଚାମ୍ପିୟନସ ଟ୍ରଫି: ଦୁବାଇରେ ଭାରତ -ନ୍ଯୁଜିଲାଣ୍ଡ ଫାଇନାଲ ଆଜି।

୨୧-ପେଶାଓ୍ବାର:ହ୍ବାଟସଆପ୍ ଗ୍ରୁପରୁ ବିଦା କରିଥିବା ଆଡ଼ମିନଙ୍କୁ ଗୁଳି କରି ହତ୍ୟା।

For more updates Join our WhatsApp Channel  

Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)