ଖବର ଆଜିର, ତାରିଖ: ୦୮/୦୩/୨୦୨୫, ଶନିବାର



୧-ଆଜି ହିତାଧିକାରୀଙ୍କୁ ମିଳିବ ସୁଭଦ୍ରାର ଦ୍ବିତୀୟ କିସ୍ତି, ବ୍ରହ୍ମପୁରରୁ ମୁଖ୍ୟମନ୍ତ୍ରୀ କରିବେ ଦ୍ୱିତୀୟ କିସ୍ତିର ଶୁଭାରମ୍ଭ।

୨-ରାଜ୍ୟରେ ୧୪ଟି ଥାନାର ନୂତନ କୋଠା ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ତାଗିଦ କରିବା ସହ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ:'FIR ନ ରଖିଲେ ଆଇଆଇସି ହେବେ ସସ୍‌ପେଣ୍ଡ’।

୩-ଭୁବନେଶ୍ୱର:ବିଧାନସଭା ଅଧିବେଶନ ବଳବତ୍ତର ଥିବାରୁ ୧୦ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣୀ ବନ୍ଦ।

୪-ଭୁବନେଶ୍ୱର:ମାର୍ଚ୍ଚ ୧୦ରୁ ଏକକ ପିଜି ପ୍ରବେଶିକା ଆବେଦନ, ଜୁଲାଇ ୧୦ରୁ ପାଠପଢ଼ା ଆରମ୍ଭ।

୫-ଉତ୍କଳ ବିଶ୍ୱବିଦ୍ୟାଳୟରେ ପାଠପଢ଼ା ବ୍ୟାହତ:୧୩୩ ଅଧ୍ୟାପକ ଓ ୬୨୦ କର୍ମଚାରୀ ପଦ ଖାଲି।

୬-ରାଜ୍ୟରେ ଏବେଠୁ ଅସହ୍ୟ ତାତି, ସ୍କୁଲ ସମୟ ସକାଳୁଆ କରାଯାଉ:ଓଷ୍ଟା 

୭-ରବିବାର ଓ ବୁଧବାର ହେବ ଶୂନ୍ୟ ସହନଶୀଳତା ଦିବସ, ଦୁର୍ଘଟଣା ରୋକିବାକୁ ରାଜ୍ୟ ସରକାରଙ୍କ ଗୁରୁତ୍ବ।

୮-ଦୋଳଯାତ୍ରା ପାଇଁ ଶ୍ରୀମନ୍ଦିରରେ ବିଶେଷ ନୀତିକାନ୍ତି ; ସାତ ଦିନ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ବନ୍ଦ।

୯-ଆସନ୍ତା ଏପ୍ରିଲ ୨ରୁ ଖୋଲିବ ‘ଶିଶୁ ବାଟିକା’ ଶ୍ରେଣୀ: କୁନି କୁନି ପିଲାଙ୍କୁ ଦିଆଯିବ ‘ଯାଦୁପେଡି କିଟ୍‌’।

୧୦-ଭୁବନେଶ୍ୱର:ବିଧାନସଭାରେ ‘ବିଜୁ’ ଝଡ଼, ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ।

୧୧-ଭୁବନେଶ୍ୱର:ଲଘୁ ଖଣିଜ ପଦାର୍ଥର ବେଆଇନ୍ ଖନନ ଓ ପରିବହନକୁ ରୋକିବା ପାଇଁ ବ୍ୟାପକ ଚଢଉ ନିର୍ଦ୍ଦେଶ।

୧୨-ଭୁବନେଶ୍ୱର:ଲୋୟର ପିଏମଜିରେ ପାଚିକା ସଂଘର ଗର୍ଜନ, ୭ ଦଫା ଦାବି ନେଇ ବିକ୍ଷୋଭ।

୧୩-କ୍ୟାମ୍ପସ୍‍କୁ ଫେରିଲେ ନେପାଳୀ ଛାତ୍ରଛାତ୍ରୀ, କ୍ୟାମ୍ପସରେ ପହଞ୍ଚିବା ପରେ ସେମାନଙ୍କ ସୁରକ୍ଷା ସହ ନିରବଚ୍ଛିନ୍ନ ଶୈକ୍ଷିକ କାର୍ଯ୍ୟକଳାପ ପାଇଁ କିଟ୍‍ ପକ୍ଷରୁ ନିଆଯାଇଛି ବ୍ୟାପକ ପଦକ୍ଷେପ।

୧୪-ବରଗଡ଼, ଭଟଲି:ପାର୍କିଂ ଅବ୍ୟବସ୍ଥା, ୫ ଲକ୍ଷ ଜୋରିମାନା ସହ ସପିଂ ମଲ ସିଲ।

୧୫-ମାହାଙ୍ଗାରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣାରେ ତେଜିଲା ରାଜନୀତି, ବିଧାୟକଙ୍କ କୁଶ ପୁତ୍ତଳିକା ଦାହ କଲେ ବିଜେଡି କର୍ମୀ।

୧୬-ଭୁବନେଶ୍ୱର:ଏସଟିଏ ଯୁଗ୍ମ କମିଶନର ପ୍ରଦୀପ ମହାନ୍ତି ଗିରଫ, ବାବୁଙ୍କର ୧୧ଟି ଦାମୀ ପ୍ଲଟ୍ ଠାବ।

୧୭-ମଟନ ନାଁରେ ଗୋମାଂସ ଦେଉଥିଲେ, ସାକ୍ଷୀଗୋପାଳ ପାଖ ଜୟା ହୋଟେଲ ସିଲ୍।

୧୮-'କୋକିଶିଆଳିର ଏକକ ନୃତ୍ୟ'; କେନ୍ଦ୍ର ସାହିତ୍ୟ ଅକାଦେମୀ ଅନୁବାଦ ପୁରସ୍କାର ପାଇବେ ସୁଭାଷ ଶତପଥୀ।

୧୯-ଅନ୍ତର୍ଜାତୀୟ ମହିଳା ଦିବସରେ ରେଳବାଇ ମହିଳା ଆରପିଏଫ ଯବାନଙ୍କ ହାତରେ ଲଙ୍କାଗୁଣ୍ଡ ସ୍ପ୍ରେ କ୍ୟାନ୍ ବ୍ଯବହାର କରାଯିବ।

୨୦-ଗୁଜରାଟର ନଭସାରି ଜିଲ୍ଲାରେ ଏକ ବିଶାଳ କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,କାର୍ଯ୍ୟକ୍ରମର ସୁରକ୍ଷା କମାଣ କେବଳ ମହିଳା ପୋଲିସ କର୍ମଚାରୀଙ୍କ ହାତରେ ଦିଆଯାଇଛି।

୨୧-ଇପିଏଫଓ ୩.୦ ଅପଡେଟ୍: ଏଟିଏମରୁ ଉଠାଇ ପାରିବେ ଟଙ୍କା।

୨୨-ନୂଆ ଦିଲ୍ଲୀ:T-72 ଟ୍ୟାଙ୍କ ଲାଗି ଋଷିଆରୁ ଇଞ୍ଜିନ କ୍ରୟ କରିବ ପ୍ରତିରକ୍ଷା ମନ୍ତ୍ରାଳୟ, ୨୪୮ ମିଲିୟନ ଡଲାରର ଚୁକ୍ତି ସ୍ୱାକ୍ଷରିତ।

୨୩-ଆଦର୍ଶ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ ହେବ ଦାଦ୍ରା ଓ ନଗର ହାଭେଲି, ଦିଉ ଓ ଦାମନ: ପ୍ରଧାନମନ୍ତ୍ରୀ ମୋଦୀ

୨୪-ଅଷ୍ଟ୍ରେଲିଆ:ବାତ୍ୟା ଆର୍ଲଫ୍ରେଡ଼, ହଜାର ହଜାର ଲୋକଙ୍କୁ ସ୍ଥାନାନ୍ତର ନିର୍ଦ୍ଦେଶ।

For more updates Join our WhatsApp Channel 

https://bit.ly/Khabar_Kagaj

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024