ଖବର ଆଜିର ତାରିଖ:୨୯/୦୩/୨୫, ଶନିବାର



୧-ଭୁବନେଶ୍ୱର:କୃଷି ବିଦ୍ୟାନିଧି ଯୋଜନାରେ ୧୩,୯୨୩ ଛାତ୍ରଛାତ୍ରୀ ଉପକୃତ।

୨-ଭୁବନେଶ୍ୱର: ବନ୍ଦ ସ୍କୁଲ ଖୋଲାଯିବ,ଅନୂସୂଚିତ ପାଇଁ ୨୦, ଅନ୍ୟ ଅଞ୍ଚଳରେ ୪୦ ପିଲା ଥିଲେ ଖୋଲିବ ବିଦ୍ୟାଳୟ।

୩-ଭୁବନେଶ୍ୱର: ଅଶୋକାଷ୍ଟମୀ ପାଇଁ ଦିନକରେ ଦୁଇ ବୈଠକ,୫ରେ ରଥଯାତ୍ରା,୯ରେ ବାହୁଡା଼।

୪-ଭୁବନେଶ୍ୱର:ପ୍ରଦୀପ ଜେନା ହେଲେ OERC ଅଧ୍ୟକ୍ଷ, ରାଜ୍ୟ ସରକାର ଦେଲେ ନିଯୁକ୍ତି।

୫-OSSTET ୨୦୨୪ ପରୀକ୍ଷା ଫଳ ପ୍ରକାଶିତ, ମେ ୨୮ ଭିତରେ ଡାଉନଲୋଡ଼ କରି ପାରିବେ ଡିଜିଟାଲ ସାର୍ଟିଫିକେଟ।

୬-ଆହୁରି ୧୦ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ, ବିଧାନସଭାରେ ସୂଚନା ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ।

୭-ମଇ ୧୫ ତାରିଖ ସୁଦ୍ଧା ପ୍ରକାଶ ପାଇବ ଯୁକ୍ତ ୨ ପରୀକ୍ଷା ଫଳ : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ।

୮-ଆଉ ୮ ସହରରେ ଗଡ଼ିବ ‘ଆମ ବସ୍’, କ୍ରୁଟ ବୋର୍ଡ ବୈଠକରେ ନିଷ୍ପତ୍ତି।ଦ୍ରୁତ ଗାଡ଼ିଚାଳନା ଉପରେ ଅଙ୍କୁଶ ଲଗାଯାଇଛି।

୯-କଟକରେ ହେବ ପ୍ରଥମ ଦୃଷ୍ଟିବାଧିତ ବିଶ୍ଵବିଦ୍ୟାଳୟ।ଜାପାନ ସ୍ଥିତ ସୁକୁବା ଭିନ୍ନକ୍ଷମ ବିଶ୍ବବିଦ୍ୟାଳୟ ଢାଞ୍ଚାରେ ଏହାକୁ ନିର୍ମାଣ କରିବା ପାଇଁ ପ୍ରସ୍ତାବ ରହିଛି।

୧୦-ଜମି ଦୁର୍ନୀତିରେ ସମ୍ବଲପୁର ସବରେଜିଷ୍ଟ୍ରାରଙ୍କ ସମେତ ୨ ଗିରଫ, ବୁଢାରଜାର ଏକ ଜମି ବିକ୍ରି କରିଥିଲେ।

୧୧-ଚଳିତବର୍ଷ ପ୍ରଥମଥର ରାଜଧାନୀ ଟପିଲା ୪୦ ଡିଗ୍ରୀ; ୪୩ ଡ଼ିଗ୍ରୀ ତାପମାତ୍ରା ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର।

୧୨-ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ଆଠମଲ୍ଲିକ ତହସିଲର ବରିଷ୍ଠ କିରାଣୀ ସତ୍ୟପ୍ରିୟ ନାୟକ । ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସ ଟିମ୍ 

୧୩-ଏପ୍ରିଲ ୨ରୁ ଖଡ଼ିଛୁଆଁ , ଶିଶୁ ବାଟିକାରେ ନାମ ଲେଖାଇବାକୁ ଘରକୁ ଯାଇ ନିମନ୍ତ୍ରଣ ପତ୍ର ଦେଲେ ଗଞ୍ଜାମ ଜିଲ୍ଲାପାଳ।

୧୪-ସମ୍ୱଲପୁର ମଣପୁରମ୍ ସଂସ୍ଥାରୁ ସୁନାଲୁଟ୍‌ ଘଟଣା, ମାଷ୍ଟର ମାଇଣ୍ଡ ସୁବୋଧ ସିଂକୁ ପଶ୍ଚିମବଙ୍ଗରୁ ଆଣିଲା ପୁଲିସ।

୧୫-ଲୋୟର ପିଏମ୍‌ଜି ରଣକ୍ଷେତ୍ର ପାଟଲିବା ଘଟଣାରେ ମାମଲା ରୁଜୁ, ସେପଟେ ପୋଲିସ ବିରୁଦ୍ଧରେ OHRCରେ ହେଲା ମାମଲା।

୧୬-ରାମନବମୀ ପାଇଁ ସମ୍ବଲପୁର ପ୍ରଶାସନର ବ୍ୟାପକ ପ୍ରସ୍ତୁତି; ଶୋଭାଯାତ୍ରା ବେଳେ ଗଣ୍ଡଗୋଳ ରୋକିବାକୁ କେନ୍ଦ୍ରୀୟ ଫୋର୍ସ ହେବେ ମୁତୟନ।

୧୭-ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର  ଫଡନଭିସ୍ ।

୧୮-IPL: ଧୋନିଙ୍କ ଉପରେ ଭାରିପଡିଲେ କୋହଲି, ଚେନ୍ନାଇକୁ ହରାଇଲା ବେଙ୍ଗାଳୁରୁ।

୧୯-କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର; ୨% ବଢିଲା ମହଙ୍ଗା ଭତ୍ତା।

୨୦-ଆତଙ୍କ ରଚିଲା ପ୍ରକୃତି: ଭୟଙ୍କର ଭୂମିକମ୍ପରେ ଥରିଲା ମିଆଁମାର,ଥାଇଲ୍ୟାଣ୍ଡ।ତାସ୍‌ଘର ପରି ଭୁଶୁଡିଲା ବିରାଟ ଅଟାଳିକା । ଭଙ୍ଗାଚଟାଣ ତଳେ ଚାଲିଛି ଜୀବନ ସନ୍ଧାନ ।

୨୧-ବ୍ୟାଙ୍କକ ଏବଂ ଥାଇଲାଣ୍ଡରେ ଭୂମିକମ୍ପ:ଭାରତୀୟ ଦୂତାବାସ ଜାରି କଲା ହେଲ୍ପଲାଇନ ନମ୍ବର +୬୬ ୬୧୮୮୧୯୨୧୮।

୨୨-ହିଜବୁଲ୍ଲା ହେଡକ୍ବାର୍ଟର ଉପରେ ହମଲା; ଆଇଡିଏଫର ବୋମା ମାଡ଼ରେ ଅନେକ ଆତଙ୍କୀ ମୃତ

Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)