ଖବର ଆଜିର ତାରିଖ:୧୦/୦୩/୨୫, ସୋମବାର

 

୧-ଇତିହାସ ରଚିଲା ଭାରତୀୟ କ୍ରିକେଟ୍ ଟିମ୍‌, ଚାମ୍ପିଅନ୍ସ ଟ୍ରଫି ଜିତି ୨୦୦୦ ମସିହାର ବଦଲା ନେଲା ରୋହିତ ବାହିନୀ

୨-ଚମ୍ପିଆନ୍ସ ଟ୍ରଫିର ଚମ୍ପିଆନ୍ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ।

୩-ଓଡ଼ିଶା ହେବ ଦେଶର ପ୍ରମୁଖ ଆଇଟି ହବ୍;୨ ବର୍ଷରେ ସୃଷ୍ଟି ହେବ ୫୦ ହଜାର ନିଯୁକ୍ତି।

୪-ବହୁ ଆଡ଼ମ୍ବରେ ଲଘୁକ୍ରିୟା: ବିଳମ୍ବ ହେଉଛି ଭୁବନେଶ୍ୱର ମେଟ୍ରୋ, ବଦଳିବ ପୁରୁଣା ଡିପିଆର।

୫-ଆନନ୍ଦପୁର ଗସ୍ତ ଅବସରରେ ୧୫୯.୬୧ କୋଟି ଟଙ୍କା ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ।

୬-କଟକ:ଚୋରା ବାଲି ମାଫିଆଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ, ୧୧୯ଟି ମାମଲା ରୁଜୁ, ୧୨୩ଜଣ ଗିରଫ।

୭-ରାୟଗଡା:ଅନ୍ୱେଷା ହଷ୍ଟେଲରେ ରାଗିଂର ସାଂଘାତିକ ଚିତ୍ର; ଭିଡିଓ ଭାଇରାଲ ପରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ତଦନ୍ତ ଆରମ୍ଭ।

୮-କଟକ:ଅଟୋ ରିକ୍ସାରୁ ଜବତ ହେଲା ଦେଶୀ ବନ୍ଧୁକ ସହ ୨ ଜୀବନ୍ତ ବୋମା, ଚାଳକକୁ ଗିରଫ କଲା ପୋଲିସ।

୯-ଭୁବନେଶ୍ୱର ରେଲୱେ ଷ୍ଟେସନରୁ ୧୦ ବାଂଲାଦେଶୀ ଗିରଫ,୨ଟି ମୋବାଇଲ ସହ ବାଂଲାଦେଶୀ ନୋଟ୍‌‌ ଜବତ।

୧୦-ଜଗତସିଂହପୁର,ଦେଢିଲୋ ଗାଁ:ବେଆଇନ ବାଣ ବିକ୍ରି ଅଭିଯୋଗରେ ପୋଲିସର ଚଢ଼ାଉ, ବିପୁଳ ପରିମାଣର ବାଣ ତିଆରି ସାମଗ୍ରୀ ଜବତ।

୧୧-ଆଜି ରାଜଧାନୀରେ ଗର୍ଜିବେ ଶିକ୍ଷକ ସଂଘ, ବିଭିନ୍ନ ଦାବି ନେଇ ଲୋୟର ପିଏମଜିରେ କରିବେ ଆନ୍ଦୋଳନ।

୧୨-ସତ୍ୟବାଦୀ:ଜୟା ଢାବାରେ ଗୋ ମାଂସ ବିକ୍ରି ମାମଲା,ଲାଗୁ ହେଲା ୧୬୩ ଧାରା।

୧୩-ପୁରୀ ରଥଯାତ୍ରାକୁ ଖୁବଶୀଘ୍ର ମିଳିପାରେ ବିଶ୍ୱ ଐତିହ୍ୟ ମାନ୍ୟତା; ଆଇନମନ୍ତ୍ରୀ।

୧୪- ୮୫ ବର୍ଷ ବୟସରେ ପରଲୋକରେ ଭୋଗରାଇର ପୂର୍ବତନ ବିଧାୟକ ଅନନ୍ତ ଦାସ।

୧୫-ରାଜଗାଙ୍ଗପୁର:ଘରୋଇ କଳିରୁ ହତ୍ୟାକାଣ୍ଡ, ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ।

୧୬-ଦିଲ୍ଲୀ ବିଶ୍ୱବିଦ୍ୟାଳୟ ବଦଳାଇଲା ନିଷ୍ପତ୍ତି, ଏବେ ବିନା ମ୍ୟାଥମେଟିକ୍ସରେ ବି ମିଳିବ ବିକମ୍ ଅନର୍ସରେ ଆଡମିସନ।

୧୭-ଜବରଦସ୍ତ ଫାଇଟିଂ, ସାନ୍ଦାର ଆକ୍ସନ୍; କୋରାପୁଟରେ ମହେଶଙ୍କୁ ନେଇ ସୁଟିଂରେ ବ୍ୟସ୍ତ ରାଜାମୌଲି।

୧୮-ମୁମ୍ବାଇ:ପାଣି ଟାଙ୍କିରେ କାମ କରୁଥିବାବେଳେ ଶ୍ୱାସ ରୁଦ୍ଧ ହୋଇ ୪ ଶ୍ରମିକ ମୃତ।

୧୯-କୋଲକାତା:ଗୀତ ବଜାଇବାକୁ କେନ୍ଦ୍ର କରି ବିବାହରେ ଯୁକ୍ତିତର୍କ ସହ ହତ୍ୟା,୩ ଗିରଫ।

୨୦-ନୂଆ ଦିଲ୍ଲୀ:ରମଜାନରେ ମୁସଲମାନଙ୍କୁ ଅଫିସରୁ ଶୀଘ୍ର ଛୁଟି ବିରୋଧରେ ଆଗତ ଆବେଦନ ସୁପ୍ରିମକୋର୍ଟରେ ଅଗ୍ରାହ୍ୟ।

୨୧-ନୂଆ ଦିଲ୍ଲୀ:ହୋଲିରେ ୬୦ ହଜାର କୋଟି ଟଙ୍କାର ବ୍ୟବସାୟ ଆଶା।

୨୨-ଦମାସ୍କସ୍:ସିରିୟାରେ ସଂଘର୍ଷ, ଦୁଇ ଦିନରେ ୧୦୦୦ ମୃତ୍ୟୁ।

Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)