ଖବର ଆଜିର, ୨ ମାର୍ଚ୍ଚ, ରବିବାର


ଆସନ୍ତା ତିନିବର୍ଷ ଭିତରେ ରାଜ୍ୟର ପ୍ରତି ଜିଲ୍ଲାରେ ହେବ କ୍ୟାନସର କେୟାର ସେଣ୍ଟର

କର୍ମଜୀବୀ ମହିଳାଙ୍କ ଶିଶୁଙ୍କ ପାଇଁ ରାଜ୍ୟରେ ଆରମ୍ଭ ହେବ ଶିଶୁ ଯତ୍ନ କେନ୍ଦ୍ର (କ୍ରେଚ୍‌), ଆରମ୍ଭ ହେବ 'କଳିକା' ପଲିସି 

ପୁରୀରେ ଧାରା-୩୦ ମେ ୨୬ ପର୍ଯ୍ୟନ୍ତ ବଳବତ୍ତର, ବିନା ଅନୁମତିରେ ସଭା, ଶୋଭାଯାତ୍ରା, ମାଇକ ମନା

ଗାଡି ବିନା ବୀମାରେ ଚଲାଉଥିଲେ ସାବଧାନ। ଗଡୁଛି ୬୨ ଲକ୍ଷ ଗାଡି, ଖୋଲିବ ଇଡିଏଆର ପୋର୍ଟାଲ

ମାଟ୍ରିକ ସାମାଜିକ ବିଜ୍ଞାନ ପରୀକ୍ଷାରେ ବିଭ୍ରାଟ, ପ୍ରଶ୍ନପତ୍ରରେ ୪ ମାର୍ଚ୍ଚ କମ, ନିଜ ଭୁଲ ସ୍ଵୀକାର କଲେ ଶିକ୍ଷା ବୋର୍ଡ

ପହିଲାରୁ ଗ୍ରାହକଙ୍କୁ ମହଙ୍ଗା ମାଡ, ବଢିଲା ଗ୍ୟାସ୍ ଦର। ସରକାରୀ ତୈଳ କମ୍ପାନୀ ଗୁଡିକଙ୍କ ମୂଲ୍ୟ ବୃଦ୍ଧି ଘୋଷଣା

ଝାରସୁଗୁଡ଼ାରୁ ମୁମ୍ବାଇ ବିମାନସେବା ଆରମ୍ଭ, ୯୧ ଯାତ୍ରୀଙ୍କୁ ନେଇ ଯାତ୍ରା କଲା ଇଣ୍ଡିଗୋ ଏୟାର ବସ୍

ରାଜ୍ୟର ପାଚିକା ଓ ସହାୟିକାଙ୍କ ପାଇଁ ଖୁସି ଖବର; ପାରିଶ୍ରମିକ ୩ ହଜାର ଟଙ୍କାକୁ ବୃଦ୍ଧି

ଖୋଲିଲା ‘ରାସନ’ ପୋର୍ଟାଲ, ଆବେଦନ କରିପାରିବେ ନୂଆ ହିତାଧିକାରୀ

ଓଡିଶାରୁ ତାଲିମ ପାଇଁ ୧୫୦ ଜଣ ପ୍ରଧାନ ଶିକ୍ଷକ ଆନ୍ଧ୍ରପ୍ରଦେଶ ଯିବେ

ଘରୋଇ ବିଦ୍ୟାଳୟରେ ମାଗଣା ନାମଲେଖା ପ୍ରକ୍ରିୟା ଘୁଞ୍ଚିଲା।

ଆଇପିଏସ୍‌ ସ୍ତରରେ ବଡ଼ ଅଦଳବଦଳ, ବଦଳିଲେ ଭୁବନେଶ୍ବର ଓ କଟକ ଡିସିପି

ଆଠ ମାସରେ ୫୪ ଗଣ ବଳାତ୍କାର, ଶହଶହ ଚୋରି, ହତ୍ୟାକାଣ୍ଡ ଓ ମନ୍ଦିର ଚୋରି, ମହିଳା ହିଂସା ନେଇ ସରକାରଙ୍କୁ ଘେରିଲା କଂଗ୍ରେସ।

ବିବାହ ବନ୍ଧନରେ ବାନ୍ଧି ହେବେ ମାହାଙ୍ଗା ବିଧାୟକ, ରାଜସ୍ଥାନରେ ଆଡମ୍ବରପୂର୍ଣ୍ଣ ବିବାହ ଉତ୍ସବ।

ଭଦ୍ରକ ଜିଲ୍ଲା ରାମଚନ୍ଦ୍ରପୁର ଗାଁରେ ଯୁବକ ଶୋଇଥିଲେ, ଏସିଡ୍ ମାଡ କଲେ ଦୁର୍ବୁତ୍ତ

ଭୁବନେଶ୍ବର ଶ୍ରୀରାମନଗର ଏସବିଆଇ ଏଟିଏମ୍ ଲୁଟ ଘଟଣାରେ ୬ ଜଣ ଗିରଫ, ଏକ ଲକ୍ଷ ୭୦ ହଜାର ଜବତ

ବୌଦ୍ଧ ଥାନା ଅନ୍ତର୍ଗତ ବିଜାପଦର ଗ୍ରାମ କପା ଜମିରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଭସ୍ମୀଭୂତ

ଭୁବନେଶ୍ୱର ସହଦେବ ନାୟକ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ସୁଶାନ୍ତ ନାୟକ ଗିରଫ

ନବ ଦାସ ହତ୍ୟା ମାମଲାରେ ପୁଣି କ୍ରାଇମ୍‌ବ୍ରାଞ୍ଚ ତନାଘନା, ଦୀପାଳି ଓ ବିଶାଳଙ୍କୁ ନୋଟିସ୍‌

ଦେବଗଡ଼ ଜିଲ୍ଲା ରିଆମାଳ ଝରାଡିହ ଗ୍ରାମରେ ସ୍ୱାମୀର ମାଡ଼ରେ ସ୍ତ୍ରୀର ମୃତ୍ୟୁ, ସ୍ବାମୀ ଫେରାର

ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଚୋରି ଅଭିଯୋଗରେ ୮ ଗିରଫ। ଭଞ୍ଜପୁର, ସଦର ଏବଂ ସହରରେ ବିଭିନ୍ନ ଘରେ ଚୋରି କରିଥିଲେ।

ବାଲିଚନ୍ଦ୍ରପୁରରେ ପୋଲିସର ବେଆଇନ ଓ ମନମୁଖୀ କାର୍ଯ୍ୟ ପ୍ରତିବାଦରେ ଥାନା ସମ୍ମୁଖରେ ଧାରଣାରେ ମୁସଲିମ ସମ୍ପ୍ରଦାୟର ଲୋକେ

କଟକ ଜିଲ୍ଲା ବାଙ୍କୀ ଓସ୍ତିଆ କୋ-ଅପରେଟିଭ ସୋସାଇଟି ସମ୍ପାଦକ ଗିରଫ, ୫୯ ଜଣ ଚାଷୀଙ୍କ ଟଙ୍କା ହଡ଼ପ ଅଭିଯୋଗ।

ଛତିଶଗଡ଼ର ସୁକମା ଜିଲ୍ଲାରେ ଏନକାଉଣ୍ଟର, ୨ ମାଓବାଦୀ ନିହତ

ଯାଦବପୁର ୟୁନିଭର୍ସିଟିରେ ବିବାଦ, ପଶ୍ଚିମବଙ୍ଗ ଶିକ୍ଷା ମନ୍ତ୍ରୀଙ୍କ ଗାଡ଼ି ଭାଙ୍ଗିଲେ ଛାତ୍ର, ଦୁଇଘଣ୍ଟା ପର୍ଯ୍ୟନ୍ତ ବନ୍ଦୀ

ଜମ୍ମୁ-କାଶ୍ମୀରରେ ବରଫ ମାଡ଼, ୫ ମୃତ, ହିମାଚଳରେ ଭୂସ୍ଖଳନ, ପ୍ରବଳ ବର୍ଷାପରେ ବେହାଲ ଜୀବନ

ଦିଲ୍ଲୀରେ ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ିକୁ ପେଟ୍ରୋଲ୍ ମିଳିବନି

ବାଂଲାଦେଶୀ ରୋହିଙ୍ଗ୍ୟାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ଅମିତ ଶାହ। ଓଡ଼ିଶାରେ ବଢି ଚାଲିଛି ସଂଖ୍ୟା

ଆଜି ଦୁବାଇରେ ଭାରତ ଖେଳିବ ଗ୍ରୁପ ଷ୍ଟେଜର ଶେଷ ମ୍ୟାଚ୍, ବିଶ୍ରାମ ନେଇପାରନ୍ତି ରୋହିତ, ଶୁଭମନ ଗିଲଙ୍କୁ ମିଳିପାରେ ଅଧିନାୟକ ଦାୟିତ୍ୱ।
=======================
ଆଜି ଜନ୍ମଦିନ: ମିଖାଇଲ ଗୋର୍ବାଚୋଭ, ଆନନ୍ଦଜୀ, ଟାଇଗର ଶ୍ରଫ, ସଞ୍ଜୟ ନାୟକ (ସିନେମା), କୃତ୍ତିବାସ ନାୟକ (ଲେଖକ), ଅମିତ ଦାସ (କ୍ରିକେଟ, ରାଉରକେଲା)

ଆଜି ତିରୋଧାନ: ସରୋଜିନୀ ନାଇଡୁ

ଇତିହାସରେ ଆଜି: (୧୯୫୨) ସିନ୍ଧ୍ରି ରେ ଦେଶର ପ୍ରଥମ ସରକାରୀ ସାର କାରଖାନା ଆରମ୍ଭ/ (୧୮୩୬) ମେକ୍ସିକୋ କବଳରୁ ଟେକ୍ସାସ ସ୍ୱାଧୀନ/ (୧୯୮୩) ଡାଟା ରଖିବା ପାଇଁ ସିଡ଼ି (CD) ବ୍ୟବହାର ଆରମ୍ଭ/ (୧୯୩୩) କିଙ୍ଗ କଙ୍ଗ ସିନେମା ଲଞ୍ଚ ହେଲା
=======================
*ବନ୍ଦେ ଉତ୍କଳ ଜନନୀ*

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024