ଖବର ଆଜିର ତାରିଖ:୦୨/୦୩/୨୫, ରବିବାର


୧-ମାର୍ଚ୍ଚ ଆରମ୍ଭରୁ ଅସମ୍ଭାଳ ସ୍ଥିତି,ଉପରମୁହାଁ ପାରଦ,୩୭ ଡିଗ୍ରୀ ଉପରେ ରାଜ୍ଯର ୧୧ ସହର।

୨-ମାର୍ଚ୍ଚ ୩ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଜନଶୁଣାଣି ପାଇଁ ସ୍ଲଟ୍ ବୁକିଂ ଶେଷ।୧ ହଜାର ଜଣ ସାକ୍ଷାତ ଅଭିଯୋଗ ପାଇଁ କରିସାରିଛନ୍ତି ପଞ୍ଜୀକରଣ।

୩-କିଟ୍ ବିଶ୍ୱବିଦ୍ୟାଳୟରେ ରାଷ୍ଟ୍ରୀୟ ବିଜ୍ଞାନ ଦିବସ ପାଳିତ, ଯୋଗଦେଲେ ନରୱେର ପୂର୍ବତନ ମନ୍ତ୍ରୀ ଏରିକ୍ ସୋଲେମ୍।

୪-ଆରମ୍ଭ ହୋଇଛି ମୁମ୍ବାଇ-ଝାରସୁଗୁଡ଼ା ମଧ୍ଯରେ ବିମାନ ସେବା।ସପ୍ତାହର ୭ ଦିନ ଦୁଇ ସହରକୁ ବିମାନ ଚଳାଚଳ କରିବ। 

୫-ମାଲକାନଗିରି:୨ହାର୍ଡକୋର ମାଓବାଦୀ ନିହତ, ବିପୁଳ ପରିମାଣର ବିସ୍ପୋରକ ସାମଗ୍ରୀ ଜବତ।

୬-କଟକ:ମାଟ୍ରିକ ବିଜ୍ଞାନ ପରୀକ୍ଷାରେ ବିଭ୍ରାଟ, ପ୍ରଶ୍ନପତ୍ରରେ ୪ ମାର୍କ କମ୍ ଥିବା ଅଭିଯୋଗ।

୭-ଖୋଲିବ ନବ ଦାସ ହତ୍ୟା ଗୁମର: ଝିଅ ଦୀପାଳି ଓ ପୁଅ ବିଶାଲଙ୍କୁ ଆସିଲା କ୍ରାଇମବ୍ରାଞ୍ଚର ନୋଟିସ୍‌।

୮-ପୁରୀ ଜିଲ୍ଲାରେ ଧାରା-୩୦ ଲାଗୁ: ବିନା ଅନୁମତିରେ ସଭା, ଶୋଭାଯାତ୍ରା ମନା।

୯-ଭୁବନେଶ୍ୱର: ତାଲିମ ପାଇଁ ୧୫୦ ଜଣ ପ୍ରଧାନ ଶିକ୍ଷକ ଆନ୍ଧ୍ରପ୍ରଦେଶ ଯିବେ।

୧୦-ଭୁବନେଶ୍ୱର:ଘରୋଇ ବିଦ୍ୟାଳୟରେ ମାଗଣା ନାମଲେଖା ପ୍ରକ୍ରିୟା ଘୁଞ୍ଚିଲା।

୧୧-୮ ମାସରେ ୫୪ ଗଣ ବଳାତ୍କାର, ମହିଳା ହିଂସା ନେଇ ସରକାରଙ୍କୁ ଘେରିଲା କଂଗ୍ରେସ।

୧୨-ବିବାହ ବନ୍ଧନରେ ବାନ୍ଧି ହେବେ ମାହାଙ୍ଗା ବିଧାୟକ, ରାଜସ୍ଥାନରେ ହେବ ବିବାହ ଉତ୍ସବ।

୧୩-କପ୍ତିପଦା:୩୭୫ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ।

୧୪-ଭୁବନେଶ୍ୱର:ରାତିରେ ତାଡ଼ି ନେଇଥିଲେ ଏଟିଏମ୍‌, ୬ ଜଣଙ୍କୁ ମାସକ ପରେ ଧରିଲା ପୋଲିସ୍‌।

୧୫-ବାଲିଚନ୍ଦ୍ରପୁର:ପୋଲିସର ବେଆଇନ ଓ ମନମୁଖୀ କାର୍ଯ୍ୟ ପ୍ରତିବାଦ, ଥାନା ସମ୍ମୁଖରେ ଗଣଧାରଣାରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକେ।

୧୬-ବେଦର ଗାର ନୁହେଁ ମହିଳାଙ୍କ ଅଭିଯୋଗ, ନିର୍ଯାତନା ଅଭିଯୋଗ ଆଣିଲେ ତାହା ଯାଞ୍ଚ ହେବା ଉଚିତ : କେରଳ ହାଇକୋର୍ଟ।

୧୭-ରିଲାଏନ୍ସ ଫାଉଣ୍ଡେସନ୍ ପୋଷ୍ଟ ଗ୍ରାଜୁଏଟ୍ ସ୍କଲାରସିପ୍ ୨୦୨୪-୨୫ ର ଫଳାଫଳ ଘୋଷଣା, ୧୦୦ ମେଧାବୀ ଛାତ୍ରଛାତ୍ରୀ ପାଇବେ ମେଧାବୃତ୍ତି।

୧୮-ମଣିପୁର ପାଇଁ କେନ୍ଦ୍ର ସରକାରଙ୍କ ଆକ୍ସନ ପ୍ଲାନ: ମାର୍ଚ୍ଚ ୮ରୁ ଖୋଲାଯିବ ବନ୍ଦ ଥିବା ସମସ୍ତ ଅବରୋଧ ରାସ୍ତା।

୧୯-ବାଙ୍କୀ ଓସ୍ତିଆ କୋଅପରେଟିଭ ସୋସାଇଟି ସମ୍ପାଦକ ଗିରଫ, ୫୯ ଜଣ ଚାଷୀଙ୍କ ଟଙ୍କା ହଡ଼ପ ଅଭିଯୋଗ।

୨୦-ଆଜି ଦୁବାଇରେ ଭାରତ ଖେଳିବ ଗ୍ରୁପ ଷ୍ଟେଜର ଶେଷ ମ୍ୟାଚ୍: ଆହତ କାରଣରୁ ବିଶ୍ରାମ ନେଇପାରନ୍ତି ରୋହିତ, ଶୁଭମନ ଗିଲଙ୍କୁ ମିଳିପାରେ ଅଧିନାୟକ ଦାୟିତ୍ୱ।

୨୧-କରାଚି: ଇଂଲଣ୍ଡର ବିଜୟ ଶୂନ୍ୟ,ସେମିରେ ପହଞ୍ଚିଲା ଦକ୍ଷିଣ ଆଫ୍ରିକା।

୨୨-ଟ୍ରମ୍ପଙ୍କ ସହ କଥା କଟାକଟି ପରେ ବଦଳିଲା ୟୁକ୍ରେନ ରାଷ୍ଟ୍ରପତିଙ୍କ ମନ: ଆମେରିକା ସହ ୫୦ହଜାର କୋଟି ଡଲାର ଖଣିଜ ସମ୍ପଦ ଚୁକ୍ତି କରିବାକୁ ରାଜି।

 

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024